< ପ୍ରେରିତ 9 >

1 କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ,
ଏନ୍‌ ଦିପିଲିକରେ ଶାଉଲ୍‌, ପ୍ରାଭୁଆଃ ଚେଲାକକେ ଗଏଃକଆଇଙ୍ଗ୍‌ ମେନ୍ତେ ବତଙ୍ଗ୍‌କ ତାଇକେନାଏ । ଏନ୍ତେ ଇନିଃ ମାରାଙ୍ଗ୍‌ ଯାଜାକ୍‌ତାଃତେ ସେନଃୟାନା,
2 ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମ ସହରକୁ ଆଣି ପାରନ୍ତି, ଏଥିସକାଶେ ଦମ୍ମେଶକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ।
ଆଡଃ ଦମାସ୍‌କସ୍‌ରେୟାଃ ସାମାଜ୍‌ ଅଡ଼ାଃକରେ ପ୍ରାଭୁକେ ଅତଙ୍ଗ୍‌ତାନ୍‌କକେ ନାମ୍‌କେଦ୍‌ତେ ତଲ୍‌କତାନ୍‌ଲଃ ଯୀରୁଶାଲେମ୍‌ତେ ସାବ୍‌ଆଉକ ନାଗେନ୍ତେ ଏନ୍‌ ମାରାଙ୍ଗ୍‌ ଯାଜାକ୍‌ତାଃଏତେ ଆନାଚୁ ଆଉକେଦା ।
3 ପରେ ସେ ଯାଉ ଯାଉ ଦମ୍ମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍‍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା।
ଶାଉଲ୍‌ ଦମାସ୍‌କସ୍‌ ନାଗାର୍‌ରେୟାଃ ହେପାଦ୍‌ତେ ହିଜୁଃ ସେଟେରଃତାନ୍‌ ଇମ୍‌ତା, ଆଚ୍‌କାତେ ସିର୍ମାଏତେ ମିଆଁଦ୍‌ ମାର୍ସାଲ୍‌ ଆୟାଃ ଚାରିୟସାଃରେ ଜୁଲ୍‌ ବିୟୁର୍‌ୟାନା ।
4 ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, “ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?”
ଇନିଃ ଅତେରେ ଉୟୁଃୟାନା ଆଡଃ ମିଆଁଦ୍‌ ଲାବ୍‌ଜା ଆଇଃକ୍‌କେ କାଜିତାନ୍‌ ଆୟୁମ୍‌କେଦାଏ, “ହେ ଶାଉଲ୍, ହେ ଶାଉଲ୍‌, ଚିନାଃମେନ୍ତେ ଆମ୍‌ ଆଇଙ୍ଗ୍‌କେମ୍‌ ସିଗିଦିଇଙ୍ଗ୍‌ତାନା?”
5 ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, “ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ।”
ଇନିଃ କାଜିକେଦାଏ, “ହେ ପ୍ରାଭୁ, ଆମ୍‌ ଅକଏ ତାନ୍‌ମେ?” ଆଡଃଗି ଏନ୍‌ ଲାବ୍‌ଜା ଆୟୁମ୍‌ୟାନା, “ଆମ୍‌ ଅକଏକେମ୍‌ ସିଗିଦିତାନା, ଆଇଙ୍ଗ୍‌ ଏନ୍‌ ୟୀଶୁ ତାନିଙ୍ଗ୍‌ ।
6 “କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କଅଣ କରିବାକୁ ହେବ, ତାହା କୁହାଯିବ।”
ମେନ୍‌ଦ ବିରିଦ୍‌ମେ, ଆଡଃ ନାଗାର୍‌ତେ ସେନଃମେ, ଚିକ୍‌ନାଃ କାମି ରିକା ଲାଗାତିଙ୍ଗ୍‌ୟାଁଃ, ଏନା ଏନ୍ତାଃରେ ଆମ୍‌କେ କାଜିୟଃଆ ।”
7 ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକୁ ନ ଦେଖିବାରୁ ଅବାକ୍ ହୋଇ ରହିଲେ।
ଶାଉଲ୍‌ଲଃ ଗାତିରେ ହରାସେନ୍‌ ତାଇକେନ୍‌ ହଡ଼କ ଆକ୍‌ଚାକାଅକେଦ୍‌ତେ ତିଙ୍ଗୁୟାନାକ, ଇନ୍‌କୁ ଏନ୍‌ ଲାବ୍‌ଜା ଆୟୁମ୍‌କେଦାକ ମେନ୍‌ଦ ଜେତାଏକେ କାକ ନେଲ୍‌ ଦାଡ଼ିକେନା ।
8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ।
ଶାଉଲ୍‌ ଅତେହେତେ ବିରିଦ୍‍ୟାନା ଆଡଃ ନେଲ୍‌କେଦାଏ ମେନ୍‌ଦ ଜେତ୍‌ନାଃ କାଏ ନେଲ୍‌ ଦାଡ଼ିକେନା । ଏନାତେ ଇନ୍‌କୁ ଆୟାଃ ତିଃଇ ସାବ୍‌କେଦ୍‌ତେ ଦମାସ୍‌କସ୍‌ ଜାକେଦ୍‌ ସୁତୁଃ ଇଦିକିୟାକ ।
9 ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ।
ଆପି ମାହାଁ ଜାକେଦ୍‌ ଇନିଃ କାଏ ନେଲ୍‌ ଦାଡ଼ିତାଇକେନା ଆଡଃ ଏନ୍‌ ଦିପିଲିରେ କାଏ ଜମ୍‍ ନୁଁକେଦା ।
10 ଦମ୍ମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନୀୟ।” ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ।
୧୦ଦମାସ୍‌କସ୍‌ରେ ହନାନିୟ ନୁତୁମ୍‌ ମିଆଁଦ୍‌ ଚେଲା ତାଇକେନାଏ । ଇନିଃ ମିଆଁଦ୍‌ ଦାର୍‌ଶାନ୍‌ ନାମ୍‌କେଦାଏ, ପ୍ରାଭୁ ଇନିଃକେ କାଜିକିୟା, “ହନାନିୟ!” ଇନିଃ କାଜିରୁହାଡ଼୍‌କିୟାଏ, “ହେ ପ୍ରାଭୁ କାଜିମେ ।”
11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ସହରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;
୧୧ପ୍ରାଭୁ ଇନିଃକେ କାଜିକିୟା, “ମାର୍‌ ସେକାଡ଼ଃମେ ଆଡଃ ସିଧା ହରା ସେନ୍‌କେଦ୍‌ତେ ଯିହୁଦାରାଃ ଅଡ଼ାଃତେ ସେନଃମେ । ଏନ୍ତାଃରେ ତାର୍ଷିସ୍‌ ନାଗାର୍‌ତାଃଏତେ ହିଜୁଃକାନ୍‌ ଶାଉଲ୍‌ ନୁତୁମ୍‌ ମିଆଁଦ୍‌ ହଡ଼କେ ଦାଣାଁଁଇମେ, ଚିଆଃଚି ଇନିଃ ବିନ୍ତିତାନାଏ,
12 ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥିନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି।”
୧୨ଆଡଃ ହନାନିୟ ନୁତୁମ୍‌ ମିଆଁଦ୍‌ ହଡ଼ ହିଜୁଃକେଦ୍‌ତେ ଆୟାଃ ଚେତାନ୍‌ରେ ତିଃଇ ଦହଲେରେ ଇନିଃ ଆଡଃମିସା ନେଲ୍‌ ଦାଡ଼ିୟାଏ ମେନ୍ତେ ଦାର୍‌ଶାନ୍‌ ନାମାକାଦ୍‌ ତାଇକେନାଏ ।”
13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୁ, ଯିରୂଶାଲମ ସହରରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି।
୧୩ହନାନିୟ କାଜିରୁହାଡ଼୍‌କିୟାଏ, “ହେ ପ୍ରାଭୁ, ନେ ହଡ଼ ଯୀରୁଶାଲେମ୍‌ରେନ୍‌ ଆମାଃ ପାବିତାର୍‌ ହଡ଼କକେ ପୁରାଃ ବରୱାନ୍‌ ଦୁକୁକଏ ଏମାକାଦ୍‌କଆ, ଏନା ଆଇଙ୍ଗ୍‌ ପୁରାଃ ହଡ଼କତାଃଏତେଇଙ୍ଗ୍‌ ଆୟୁମାକାଦା ।
14 ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି।
୧୪ଆଡଃ ଇନିଃ ମୁଲ୍‌ ଯାଜାକ୍‌କତାଃଏତେ ଆକ୍‌ତେୟାର୍‌ ନାମ୍‌କେଦ୍‌ତେ ଦମାସ୍‌କସ୍‌ରେ ଆମ୍‌କେ ବିନ୍ତିତାନ୍‌ ହଡ଼କକେ ସାବ୍‌କେଦ୍‌ତେ ତଲ୍‌ଇଦି ନାଙ୍ଗ୍‌ ହିଜୁଃକାନାଏ ।”
15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ଯାଅ; କାରଣ ସେ ଅଣଯିହୁଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;
୧୫ମେନ୍‌ଦ ପ୍ରାଭୁ ଇନିଃକେ କାଜିକିୟା, “ଜୁ ସେନଃମେ, ସାଅଁସାର୍‌ ହଡ଼କକେ, ରାଜା ଆଡଃ ଇସ୍ରାଏଲ୍‌ରେନ୍‌ ହଡ଼କକେ ଆଇଁୟାଃ ନୁତୁମ୍‌ ଉଦୁବେ ନାଗେନ୍ତେ ଆଡଃ ଆଇଙ୍ଗ୍‌କେ ସେୱା ନାଗେନ୍ତେ ଆଇଙ୍ଗ୍‌ ଇନିଃକେଇଙ୍ଗ୍‌ ସାଲାକାଇଜା ।
16 ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା।”
୧୬ଆଇଁୟାଃ ନୁତୁମ୍‌ ନାଗେନ୍ତେ ଇନିଃକେ ଅକ ଦୁକୁକ ସାହାତିଙ୍ଗ୍‌ ଲାଗାତିଙ୍ଗ୍‌ୟାଁଃ, ଏନା ଆଇଙ୍ଗ୍‌ଗି ଇନିଃକେଇଙ୍ଗ୍‌ ଉଦୁବାଇୟା ।”
17 ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍‍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି।
୧୭ଏନ୍ତେ ହନାନିୟ ସେନଃୟାନାଏ ଆଡଃ ଶାଉଲ୍‌ ତାଇକେନ୍‌ ଅଡ଼ାଃତେ ବଲୟାନ୍‌ଲଃ ଇନିୟାଃ ଚେତାନ୍‌ରେ ତିଃଇ ଦହକେଦ୍‌ତେ କାଜିକିୟା, “ହାଗା ଶାଉଲ୍‌, ଆମ୍‌ ନେତାଃତେ ହିଜୁଃ ହରାରେ, ଅକ ପ୍ରାଭୁ ୟୀଶୁ ଆମ୍‌କେ ଦାର୍‌ଶାନ୍‌ ଏମାକାମ୍‌ ତାଇକେନାଏ, ଇନିଃ ଆଇଙ୍ଗ୍‌କେ କୁଲାକାଦିୟାଁ, ଜେ'ଲେକାଚି ଆମ୍‌ ଆଡଃମିସା ନେଲ୍‌ ଦାଡ଼ିୟାମ୍‌ ଆଡଃ ପାବିତାର୍‌ ଆତ୍ମାରେ ପେରେଜଃଆମ୍‌ ।”
18 ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କଅଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ,
୧୮ଇମ୍‍ତାଗି ଶାଉଲ୍‌ଆଃ ମେଦ୍‍ହେତେ, ହାକୁଆଃ କାତି ଲେକା ଚିନାଃ ଉୟୁଃୟାନା ଆଡଃ ଇନିଃ ଆଡଃମିସା ନେଲ୍‍ ଦାଡ଼ିକେଦାଏ । ଇନିଃ ତିଙ୍ଗୁୟାନାଏ ଆଡଃ ବାପ୍ତିସ୍ମା ଇଦିକେଦାଏ ।
19 ଆଉ ସେ ଭୋଜନ କରି ବଳ ପାଇଲେ। ଏଥିଉତ୍ତାରେ ସେ ଦମ୍ମେଶକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;
୧୯ଆଡଃ ତାୟମ୍‌ତେ ଜମ୍‌କେଦ୍‌ତେ ପେଡ଼େଃ ନାମ୍‌ରୁହାଡ଼୍‌କେଦାଏ । ଶାଉଲ୍ ଚେଲାକଲଃ ଦମାସ୍‌କସ୍‌ରେ ଚିମିନ୍‌ ଦିନ୍‌ ତାଇନ୍‌ୟାନାଏ ।
20 ପୁଣି, ଯୀଶୁ ଯେ ଈଶ୍ବରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ।
୨୦ଆଡଃ ଇନିଃ ଇମ୍‌ତାଗି ସାମାଜ୍‌ ଅଡ଼ାଃକରେ, ୟୀଶୁ ପାର୍‌ମେଶ୍ୱାର୍‌ଆଃ ହନ୍‌ତାନିଃ ମେନ୍ତେ ପ୍ରାଚାର୍‌ ଏଟେଦ୍‌କେଦା ।
21 ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ଭିତ ହୋଇ କହିବାକୁ ଲାଗିଲେ, ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମ ସହରରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା, ଏ କି ସେହି ନୁହେଁ?
୨୧ଆୟାଃ କାଜି ଆୟୁମ୍‌କେଦ୍‌ତେ ସବେନ୍‌କ ହାଏକାଟ୍‍ୟାନ୍‌ଲଃ କୁପ୍‌ଲିୟାନାକ, “ଯୀରୁଶାଲେମ୍‌ରେ ୟୀଶୁ ନୁତୁମ୍‌ ହଡ଼ରାଃ ସେୱାତାନ୍‌ ହଡ଼କକେ ଅକ ହଡ଼ ଗଏଃକ ତାଇକେନାଏ, ଇନିଃ ଚିନାଃ ନେ ହଡ଼ ନାହାଁଲିଃ? ୟୀଶୁ ନୁତୁମ୍‌ରେ ସେୱାତାନ୍‌ ହଡ଼କକେ ତଲ୍‌କେଦ୍‌ତେ ମୁଲ୍‌ ଯାଜାକ୍‌କତାଃତେ ଇଦି ନାଗେନ୍ତେ ଇନିଃ ଚିନାଃ ନେତାଃତେ କାଏ ହିଜୁଃକାନ୍‌ ତାଇକେନା?”
22 କିନ୍ତୁ, ଶାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦମ୍ମେଶକନିବାସୀ ଯିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ।
୨୨ମେନ୍‌ଦ ଶାଉଲ୍‌ଆଃ ପ୍ରାଚାର୍‌ ପୁରାଃ ପେଡ଼େୟାନ୍‌ଗି ହବାୟାନା, ଆଡଃ ୟୀଶୁଗି ମାସିତାନିଃ ମେନ୍ତେ ଇନିୟାଃ ସାବୁତ୍‌ ପୁରାଃଗି ପକ୍‌ତାୟାନା ଯେ, ଦମାସ୍‌କସ୍‌ରେନ୍‌ ଯିହୁଦୀ ହଡ଼କ ନେ ବିଷାଏରେ ଇନିଃକେ କାକ କାଜିରୁହାଡ଼୍‌ ଦାଡ଼ିୟାନା ।
23 ଅନେକ ଦିନ ଗତ ହେଲା ଉତ୍ତାରେ ଯିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
୨୩ଚିମିନ୍‌ ଦିନ୍ ସେନଃୟାନ୍‍ ତାୟମ୍‌ତେ, ଯିହୁଦୀ ହଡ଼କ ମିଦ୍‌ତାଃରେ ହୁଣ୍ଡିକେଦ୍‌ତେ ଶାଉଲ୍‌କେ ଗଏଃ ନାଗେନ୍ତେକ ରୋଜୋଟକେଦା,
24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ,
୨୪ମେନ୍‌ଦ ଇନ୍‌କୁଆଃ ରୋଜୋଟ ଶାଉଲ୍‌ ସାରିକେଦାଏ । ଇନିଃକେ ଗଏଃ ନାଗେନ୍ତେ ଇନ୍‌କୁ ନିଦା ସିଙ୍ଗି ନାଗାର୍‌ରେୟାଃ ଦୁଆର୍‌କରେକ ହରକେଦା ।
25 କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ।
୨୫ମେନ୍‌ଦ ଶାଉଲ୍‌ଆଃ ଚେଲାକ ନୁବାଃ ଇମ୍‌ତା ଶାଉଲ୍‌କେ ମିଆଁଦ୍‌ ଟୁଙ୍କିରେ ଦହକେଦ୍‌ତେ ପାଚ୍‌ରି ହାନ୍‌ପାରମ୍‌ରେକ ଆଡ଼୍‌ଗୁକିୟା ।
26 ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ।
୨୬ଶାଉଲ୍‌ ଯୀରୁଶାଲେମ୍‌ତେ ସେନ୍‌କେଦ୍‌ତେ ଚେଲାକଲଃ ମେସାନ୍‌ ନାଗେନ୍ତେ ସାନାଙ୍ଗ୍‌କେଦା । ମେନ୍‌ଦ ଇନିଃ ମିଆଁଦ୍‌ ଚେଲା ତାନିଃ ମେନ୍ତେ କାକଗି ବିଶ୍ୱାସ୍‌କେଦା ଆଡଃ ସବେନ୍‌କ ଇନିଃକେ ବରଆଇ ତାଇକେନାକ ।
27 କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
୨୭ଏନ୍ତେ ବର୍ଣ୍ଣବାସ୍‌ ଇନିଃକେ ପ୍ରେରିତ୍‌ ଚେଲାକତାଃତେ ଇଦିକେଦ୍‌ତେ ଦମାସ୍‌କସ୍‌ ହରାରେ ଶାଉଲ୍‌ ଚିଲ୍‌କା ପ୍ରାଭୁଆଃ ଦାର୍‌ଶାନ୍‌ ନାମାକାଦ୍‌ ତାଇକେନାଏ ଆଡଃ ପ୍ରାଭୁ ଚିଲ୍‌କା ଇନିଃକେ କାଜିକିୟା, ଏନ୍‌ ସବେନାଃ ଇନ୍‌କୁକେ ଉଦୁବାଦ୍‌କଆ । ଦମାସ୍‌କସ୍‌ରେ ୟୀଶୁଆଃ ନୁତୁମ୍‌ତେ ଶାଉଲ୍‌ ଚିଲ୍‌କା ବେଗାର୍‌ ବରତେ ପ୍ରାଚାର୍‌କେଦା, ଏନ୍‌ ସବେନାଃ ଇନ୍‌କୁକେ ବୁଗିଲେକାଏ ଉଦୁବାଦ୍‌କଆ ।
28 ଆଉ, ସେ ସେମାନଙ୍କ ସହିତ ଯିରୂଶାଲମ ସହରରେ ଗମନାଗମନ କରି,
୨୮ଏନ୍ତେ ଶାଉଲ୍‌ ପ୍ରେରିତ୍‌ ଚେଲାକଲଃ ତାଇନ୍‌ୟାନାଏ ଆଡଃ ଯୀରୁଶାଲେମ୍‌ରେୟାଃ ଚାରିୟସାଃ ସେନ୍‌କେଦ୍‌ତେ ବେଗାର୍‌ ବରତେ ପ୍ରାଭୁଆଃ ନୁତୁମ୍‌ତେ ପ୍ରାଚାର୍‌କେଦାକ ।
29 ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ।
୨୯ଇନିଃ ଗ୍ରୀକ୍‌ ଜାଗାର୍‌ତେ ବାଖାଁଣ୍‌ତାନ୍‌ ଯିହୁଦୀ ହଡ଼କଲଃ ବାଖାଁଣ୍‌ ତାଇକେନାଏ ଆଡଃ କାପ୍‌ଜିତାଇକେନାଏ, ମେନ୍‌ଦ ଇନ୍‌କୁ ଇନିଃକେ ଗଏଃ ନାଗେନ୍ତେକ ରୋଜୋଟ ତାଇକେନା ।
30 ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ।
୩୦ଖ୍ରୀଷ୍ଟ୍‌ରେ ହାଗାକ ନେ କାଜି ସାରିକେଦ୍‌ତେ, ଶାଉଲ୍‌କେ କାଇସରିୟା ନାଗାର୍‌ତେକ ଇଦିକିୟା ଆଡଃ ଏନ୍ତାଃଏତେ ତାର୍ଷିସ୍‌ ସାହାର୍‌ତେକ କୁଲ୍‌କିୟା ।
31 ଏହି ପ୍ରକାରେ ସମୁଦାୟ ଯିହୂଦିୟା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।
୩୧ନେ'ଲେକାତେ ଗଟା ଯିହୁଦା ପାର୍‌ଗାନ୍‌, ଗାଲିଲ୍‌ ଆଡଃ ଶମିରୋନ୍‌ରେୟାଃ କାଲିସିୟାକରେନ୍‌ ଖ୍ରୀଷ୍ଟ୍‌ ବିଶ୍ୱାସୀକ ସୁକୁଜୀଉରେ ତାଇକେନାକ ଆଡଃ ପାବିତାର୍‌ ଆତ୍ମାରେୟାଃ ଦେଙ୍ଗାତେ ପେଡ଼େଃ ନାମ୍‌ତାନ୍‌ଲଃ ପସାଇଦିୟଃ ତାଇକେନାକ ଆଡଃ ପ୍ରାଭୁକେ ବରଭାକ୍ତିତାନ୍‌ଲଃ ଜୀଦାନ୍‌ ବିତାଅ ତାଇକେନାକ ।
32 ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦ ନଗରବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ।
୩୨ପାତ୍‌ରାସ୍‌ ସବେନ୍‍ତାଃ ହରାସେନ୍‌ତାନ୍‌ଲଃ ଲୁଦା ସାହାର୍‌ରେ ତାଇନଃତାନ୍‌ ପାର୍‌ମେଶ୍ୱାର୍‌ଆଃ ପାବିତାର୍‌ ହଡ଼କତାଃତେ ନେପେଲ୍‌ ନାଗେନ୍ତେ ସେନଃୟାନା ।
33 ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା।
୩୩ଏନ୍ତାଃରେ ପାତ୍‌ରାସ୍‌ ଏନିୟ ନୁତୁମ୍‌ ମିଆଁଦ୍‌ ହଡ଼କେ ନାମ୍‍କିୟା । ଇନିଃ ବାତ୍‌କାନ୍‌ ହରାତେ ଇରାଲିୟା ବାରାଷ୍‌ ଜାକେଦ୍‌ ପାର୍‌କମ୍‌ହେତେ ବିରିଦ୍‌ କାଏ ଦାଡ଼ିତାଇକେନା ।
34 ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼। ସେଥିରେ ସେ ସେହିକ୍ଷଣି ଉଠିଲେ।
୩୪ପାତ୍‌ରାସ୍‌ ଇନିଃକେ କାଜିକିୟା, “ଏନିୟ, ୟୀଶୁ ଖ୍ରୀଷ୍ଟ୍‌ ଆମ୍‌କେ ବୁଗିକାଦ୍‌ମେଆ । ବିରିଦ୍‌ମେ ଆଡଃ ପାର୍‌କମ୍‌ତାମାଃ ବିଲାକାଦ୍‌ତେୟାଃ ଉଠାଏମେ ।” ଇମ୍‌ତାଗି ଏନିୟ ବିରିଦ୍‌ୟାନାଏ ।
35 ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ।
୩୫ଲୁଦା ଆଡଃ ଶାରୋନ୍‌ରେ ତାଇନଃତାନ୍‌ ସବେନ୍‌ ହଡ଼କ ଇନିଃକେ ନେଲ୍‌କେଦ୍‌ତେ ପ୍ରାଭୁରେ ବିଶ୍ୱାସ୍‌କେଦାକ ।
36 ଯାଫୋ ସହରରେ ଟାବୀଥା ନାମକ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା। ସେ ନାନା ସତ୍କର୍ମ ଓ ଦାନ-କ୍ରିୟାରେ ପୂର୍ଣ୍ଣ ଥିଲେ।
୩୬ଯୋପ୍‌ପା ସାହାର୍‌ରେ ଟାବିଥା ନୁତୁମ୍‌ ମିଆଁଦ୍‌ ଖ୍ରୀଷ୍ଟ୍‌ ବିଶ୍ୱାସୀ କୁଡ଼ି ତାଇକେନାଏ । ଇନିୟାଃ ଗ୍ରୀକ୍‌ ନୁତୁମ୍‌ ଦର୍କାସ୍‌, ନେଆଁରାଃ ମୁଣ୍ଡି ହବାଅଃତାନା “ମିଆଁଦ୍‌ ମିରିକ୍‌ ।” ଇନିଃ ଆୟାଃ ସବେନ୍‌ ନେଡାରେ ବୁଗିନ୍‌ କାମି କାମିତାଇକେନା ଆଡଃ ଗାରିବ୍‌ ହଡ଼କକେ ଦେଙ୍ଗାକତାନ୍‌ ତାଇକେନା ।
37 ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ।
୩୭ଏନ୍‌ ନେଡାରେ ଇନିଃ ବେମାର୍‌କେଦ୍‌ତେ ଗଏଃୟାନା । ହଡ଼କ ଇନିୟାଃ ହଡ଼୍‌ମକେ ନିୟାଁର୍‌କେଦାକ ଆଡଃ ମାହାଲା ଅଡ଼ାଃରେୟାଃ ଚେତାନ୍‌ କୁଠାରେକ ଦହକେଦା ।
38 ପୁଣି, ଲୂଦ ଯାଫୋ ସହରର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ।
୩୮ଯୋପ୍‌ପା ସାହାର୍‌ ଲୁଦା ସାହାର୍‌ତାଃଏତେ ଥିମ୍ବା ସାଙ୍ଗିନ୍‌ରେ କା ତାଇକେନା । ପାତ୍‌ରାସ୍‌ ଲୁଦା ସାହାର୍‌ରେ ମେନାଇୟା ମେନ୍ତେ ଯୋପ୍‌ପାରେନ୍‌ ଖ୍ରୀଷ୍ଟ୍‌ ବିଶ୍ୱାସୀକ ଆୟୁମ୍‌କେଦ୍‌ଚି, ଇନ୍‌କୁ ବାର୍‌ହଡ଼୍‌କିନ୍‌କେ ଆୟାଃ ହେପାଦ୍‌ କୁଲ୍‌କେଦ୍‌ତେ ନେ'ଲେକା କାଜିଗହାର୍‌କେଦାକ, “ଦାୟାକେଦ୍‌ତେ ଆଲେତାଃତେ ଜାଲ୍‌ଦି ହିଜୁଃମେ ।”
39 ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ।
୩୯ପାତ୍‌ରାସ୍‌ ସେକାଡ଼୍‌କେଦ୍‌ତେ ଇନ୍‌କୁଲଃ ସେନଃୟାନାଏ । ଏନ୍ତାଃତେ ସେଟେର୍‌ୟାନ୍‌ଚି ଇମ୍‌ତାଗି ହଡ଼କ ମାହାଲା ଅଡ଼ାଃରେୟାଃ ଚେତାନ୍‌ କୁଠାତେ ଇନିଃକେକ ଇଦିକିୟା । ଏନ୍ତାଃରେ ରାଣ୍ଡିକୁଡ଼ିକ ଇନିଃକେ ଜୁରୁବିୟୁର୍‌କେଦ୍‌ତେ ରାଆଃତାନ୍‌ଲଃ ଦର୍କାସ୍‌ ଜୀନିଦ୍‌ ତାଇକେନ୍‌ ଇମ୍‌ତା ସିଲାଇକାଦ୍‌ ତୁସିଙ୍ଗ୍‌ ଲିଜାଃ ଆଡଃ ଲିଜାଃକ ଇନିଃକେକ ଉଦୁବ୍‌କିୟା ।
40 କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ। ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ।
୪୦ପାତ୍‌ରାସ୍‌ ସବେନ୍‌କକେ ଏନ୍‌ କୁଠାଏତେ ଅଡଙ୍ଗ୍‌କେଦ୍‌କଆ ଆଡଃ ଇକ୍‌ଡ଼ୁମ୍‌କେଦ୍‌ତେ ବିନ୍ତିକେଦା, ଏନ୍ତେ ଇନିଃ ଦର୍କାସ୍‌ଆଃ ଗଏଃ ହଡ଼୍‌ମସାଃତେ ହେତାରୁହାଡ଼୍‌କେଦ୍‌ତେ କାଜିକେଦା, “ଟାବିଥା, ବିରିଦ୍‌ମେ ।” ଦର୍କାସ୍‌ ନେଲ୍‌କେଦାଏ ଆଡଃ ପାତ୍‌ରାସ୍‌କେ ନେଲ୍‌କେଦ୍‌ତେ ଦୁବ୍‌ୟାନା ।
41 ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ।
୪୧ପାତ୍‌ରାସ୍‌ ଇନିୟାଃ ତିଃଇକେ ସାବ୍‌କେଦ୍‌ତେ ବିରିଦ୍‌କିୟା । ଏନ୍ତେ ଇନିଃ ହୁଣ୍ଡିୟାକାନ୍‌ ପାବିତାର୍‌ ହଡ଼କକେ ଆଡଃ ରାଣ୍ଡିକୁଡ଼ିକକେ ହାକାଅକେଦ୍‌ତେ ଦର୍କାସ୍‌କେ ଇନ୍‌କୁଆଃ ତିଃଇରେ ଜୀହୁଦ୍‌ଗି ଜିମାକିୟା ।
42 ଏହି କଥା ଯାଫୋ ସହରର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
୪୨ନେ କାଜି ଗଟା ଯୋପ୍‌ପା ସାହାର୍‌ରେୟାଃ ଚାରିୟସାଃରେ ଆୟୁମ୍‌ୟାନା ଆଡଃ ପୁରାଃ ହଡ଼କ ପ୍ରାଭୁକେକ ବିଶ୍ୱାସ୍‌କିୟା ।
43 ପୁଣି, ପିତର ଅନେକ ଦିନ ଯାଫୋ ସହରରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ।
୪୩ପାତ୍‌ରାସ୍‌ ପୁରାଃ ଦିନ୍‌ ଜାକେଦ୍‌ ଯୋପ୍‌ପାରେ ଶିମୋନ୍‌ ନୁତୁମ୍‌ ମିଆଁଦ୍‌ ମୁଚିଆଃ ଅଡ଼ାଃରେ ତାଇନ୍‌ୟାନା ।

< ପ୍ରେରିତ 9 >