< ପ୍ରେରିତ 6 >

1 ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀ ବିଶ୍ୱାସୀମାନେ, ଏବ୍ରୀୟ ବିଶ୍ୱାସୀମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା।
ଇ ୱେଡ଼ାଲିଂ, ଏଚେକାଡ଼୍‌ଦ ଚେଲାର୍‌ ବାଡା ଆଜ଼ି ମାଚାର୍‌, ହେୱାଡ଼ାଂ ଗ୍ରିକ୍‌ ବାସାନିକାର୍ ଜିହୁଦିର୍‌ ଏବ୍ରିୟ ବାସାନି ଜିହୁଦି ବିରୁଦ୍‍ତ ନିନ୍ଦା କିଦେଙ୍ଗ୍‌ ଲାଗାତାର୍‌, ଇନାକିଦେଂକି ନିତ୍ରେ ହେବା କିଦେଙ୍ଗ୍‌ ହେୱାର୍‌ତି ରାଣ୍ଡିକାଂ ପାଚାରି କିୱାଦାଂ ମାଚାର୍‌ ।
2 ସେଥିରେ ବାର ଜଣ ପ୍ରେରିତମାନେ ଶିଷ୍ୟସମୁହକୁ ନିକଟକୁ ଡାକି କହିଲେ, ଈଶ୍ବରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ।
ହେବେ ବାର୍‌ ଜାଣ୍‌ ଚେଲାର୍‌ ପାର୍ତି କିନାକାର୍‌ ଲାଗାୟ୍ କୁକ୍‌ଚି ଇଚାର୍‌, “ଇସ୍ୱର୍‌ତି ବଚନ୍‌ ପର୍‌ଚାର୍‍ ପିସ୍ତି କାଦି ପାସ୍‍ପେଦେଂ ମା ହେବାତ ମାନାକା ହାର୍‌ ଆକାୟ୍‌ ।
3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;
ଲାଗିଂ ଏ ଟଣ୍ଡାର୍‌ ଆରି ତଣ୍‌ଦେକ୍‌, ଇମ୍‌ଣାକାରିଂ ଆସେଙ୍ଗ୍‌ ଇ କାମାୟ୍‌ତ ବାଚି କିଦେଙ୍ଗ୍‌ ଆଡ୍‌ନାସ୍‌, ଏପେଙ୍ଗ୍‌ ଡାକ୍‍ପୁଟାତାକାର୍ ଆରି ଜିବୁନ୍‌ ଆରି ଗିୟାନ୍ତ ପୁରା ସାତ୍‌ ଜାଣ୍‍ତିଂ ମି ବିତ୍ରେ ସାକି ହିନାକାରିଂ ବାଚି କିଜ଼ି ତିର୍‌ କିୟାଟ୍‌;
4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା।
ମାତର୍‌ ଆସେଙ୍ଗ୍‌ ପାର୍ତାନାତ ଆରି ବଚନ୍‌ ପର୍‌ଚାର୍‌ ହେବା କାମାୟ୍‌ତ ରଲାକେ ଲାଗା ଆଜ଼ି ମାନାସ୍ ।”
5 ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି,
ଇ କାତା ୱିଜ଼ୁ ମାନାୟାର୍‌ ନଞ୍ଜର୍‍ତ ହାର୍‌ ଚଞ୍ଜାନାତ୍, ଆରେ ହେୱାର୍‌ ପାର୍ତି ଆରି ପୁଇପୁୟା ଜିବୁନ୍‌ତ ବାର୍ତି ସ୍ତିପାନ୍‌ ତର୍‌ନି ରୱାନ୍‌ ମୁଣିକାଂ, ଆରେ ପିଲିପ୍‌, ପ୍ରକର, ନିକାନର୍‌, ତିମନ, ପାର୍ମନା ଆରି ପର୍ତୁମ୍‌ ଆନ୍ତିୟକିଆନି ପାର୍ତିକିୱି ଜିହୁଦି ନିକଲାୟତିଂ ବାଚି କିଜ଼ି,
6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ।
ପକ୍ୟାତାକାର୍‌ତି ମୁମ୍‌ଦ ଏକାତାର୍‌, ଆରେ ହେୱାର୍‌ ହେୱାର୍‌ତି କାପ୍‌ଡ଼ା ଜପି କେଇ ଇଡ଼୍‌ଜି ପାର୍ତାନା କିତାର୍‌ ।
7 ଏଣୁ ଈଶ୍ବରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମ ସହରରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ।
ଇଦାଂ ପାଚେ ଇସ୍ୱର୍‌ତି ବଚନ୍‌ ଆଦିକ୍‌ ମେଙ୍ଗ୍‍ତାତ୍ ଆରେ ଜିରୁସାଲମ୍‌ତ ଚେଲାର୍‌ ଲମର୍‌ ବାଡାଦେଂ ଲାଗାତାତ୍‌; ଆରେ, ମାପ୍ରୁହେବାକିନାକାନ୍‌ ବିତ୍ରେତାଂ ବେସି ହେନି କ୍ରିସ୍ଟଙ୍ଗ୍‌ ପାର୍ତି କିନାକାର୍‌ ଆତାର୍‌ ।
8 ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ।
ସ୍ତିପାନ୍‌ ଦୟା ଆରି ସାକ୍ତିତ ବାର୍ତି ଆଜ଼ି ଲକୁ ବିତ୍ରେ ଗାଜା ଗାଜା କାବାନି କାମାୟ୍‌ ଆରି କାମାୟ୍‌ କିଦେଙ୍ଗ୍‌ ଲାଗାତାନ୍‌ ।
9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡ଼ିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,
ମାତର୍‌ ଲିବର୍ତିନ, କୁରିଣିୟ ଆରି ଆଲେକ୍‌ଜାଣ୍ଡ୍ରିୟ ଗାଡ଼୍‌କୁକାଂ ବାହା କିନାକାର୍‌ ତର୍‌ଦ ଡାକ୍‌ପୁଟା ଜିହୁଦିର୍‌ତି ପାର୍ତାନା ଇଲ୍‌ନି କେତେ ଜାଣ୍‌, ଆରେ କିଲିକିୟା ଆରି ଆସିଆ ନିକାର୍‌ କେତେକ୍‌ ଲକୁ ନିଙ୍ଗ୍‌ଜି ସ୍ତିପାନ୍‌ ହୁଦାଂ କାତା ବାର୍ତା କିଦେଙ୍ଗ୍‌ ଲାଗାତାର୍‌ ।
10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।
ମତର୍‌ ହେୱାନ୍‌ ଇମ୍‌ଣି ଗିୟାନ୍‌ ଆରି ଜିବୁନ୍‌ତିଂ ସାକ୍ତିତ କାତା ଇଞ୍ଜି ମାଚାନ୍‌, ହେୱାର୍‌ ହେଦାଂ ବିରଦ୍‍ କିଦେଙ୍ଗ୍‌ ଆଡ୍‌ୱାତାର୍‌ ।
11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ।
ହେବେ ହେୱାର୍‌ ମାନାୟାର୍‌ରିଂ ଲାଞ୍ଜ୍‌ ହିଜ଼ି ପୁସ୍‌ରାୟ୍‍ କିତାର୍, ଆରେ ହେୱାର୍‌ ଇଚାର୍‌, “ଆପେଂ ଇଦାଂ ମସା ଆରି ଇସ୍ୱର୍‌ତି ବିରୁଦ୍‌ତ ନିନ୍ଦା ବଚନ୍‌ ଇନାକା ୱେନାପା ।”
12 ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ,
ଆରେ, ହେୱାର୍‌ ମାନାୟାରିଂ, ଆରେ ପ୍ରାଚିନ୍‌ ଆରି ସାସ୍ତର୍‌ ଗୁରୁରିଂ ରିସା କିଜ଼ି ହେୱାନିଂ ମାଡିବହାତାର୍ ଆରି ହେୱାନିଂ ବାଡ଼୍‌କାସ୍‌ତାଂ ଆଜ଼ି ଗାଜା ପଞ୍ଚାଦିତ ତାହିୱାତାର୍‌,
13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ,
ଆରେ ମିଚ୍‌ ସାକିରିଂ ନିଲି କିତାର୍‌; ହେୱାର୍‌ ଇଚାର୍‌, “ଇ ମାନାୟ୍‌” ଇ ପୁଇପୁୟା ବାହା ଆରି ମସାତି ବିଦି ବିରୁଦ୍‌ତ ବଚନ୍‌ ଇଞ୍ଜେଙ୍ଗ୍‌ ଲାଗାତାନ୍‌,
14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ।
ଇନାକିଦେଂକି ନାଜରିତିୟ ହେ ଜିସୁ ଇ ମନ୍ଦିର୍‌ ସେସ୍‌ କିନାନ୍‌, ଆରେ ମସା ମାଂ ଇନା ଇନା ରିତିନିତି ହିତ୍‍ତାନ୍ନା, ହେ ସବୁ ବାଦ୍‌ଲାୟ୍‌ କିନାନ୍‌ ଇଞ୍ଜି ହେୱାନ୍‌ ଇନାକା ଆପେଂ ୱେଚାପ୍ନା ।
15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ।
ହେ ଏଚେୱେଡ଼ାଲିଂ ଗାଜା ପଞ୍ଚାଦିତ କୁଚ୍‌ଚି ମାନି ୱିଜ଼ାର୍‌ ତାଙ୍ଗ୍‌ ହୁଡ଼୍‌ଜି ସ୍ତିପାନ୍‌ ମୁମ୍‌ ବାଦାଡ଼୍‌ତ ଦୁତ୍‌ତି ମୁମ୍‌ ଲାକେ ହୁଡ଼୍‌ତାର୍‌ ।

< ପ୍ରେରିତ 6 >