< ପ୍ରେରିତ 6 >

1 ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀ ବିଶ୍ୱାସୀମାନେ, ଏବ୍ରୀୟ ବିଶ୍ୱାସୀମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା।
ଚିମିନ୍‌ ମାହାଁ ତାୟମ୍‌ତେ ଚେଲାକ ପୁରାଃ ପସାଅଃତାଇକେନ୍‌ରେ ଗ୍ରୀକ୍‌ ଜାଗାର୍‌ତାନ୍‌ ଯିହୁଦୀକ, ଏବ୍ରୀ ଜାଗାର୍‌ତାନ୍‌ ଯୀହୁଦିକଲଃ ଏପ୍‌ରାଙ୍ଗ୍‌ୟାନାକ, ଚିୟାଃଚି ଇନ୍‌କୁ ସବେନ୍‌ ହୁଲାଙ୍ଗ୍‌ରାଃ ଲାଗାତିଙ୍ଗ୍‌ତେୟାଃ ହାଟିଙ୍ଗ୍‌ରେ ରାଣ୍ଡିକୁଡ଼ିକକେ ସୁସାର୍‌ ନାଗେନ୍ତେ କାକ ଧ୍ୟାନ୍‌କେଦ୍‌କଆ ।
2 ସେଥିରେ ବାର ଜଣ ପ୍ରେରିତମାନେ ଶିଷ୍ୟସମୁହକୁ ନିକଟକୁ ଡାକି କହିଲେ, ଈଶ୍ବରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ।
ଏନାମେନ୍ତେ ଗେଲ୍‌ବାର୍‌ ପ୍ରେରିତ୍‌କ ଆକଆଃ ଝୁଣ୍ଡ୍‌ରେନ୍‌ ସବେନ୍‌ ବିଶ୍ୱାସୀକକେ କେଡ଼ା ହୁଣ୍ଡିକେଦ୍‌ତେ ମେତାଦ୍‌କଆକ, “ଆଲେ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ ଉଦୁବ୍‌ ବାଗିକେଦ୍‌ତେ, ଇନ୍‌କୁଆଃ ସୁସାର୍‌ରେ ତାଇନାଲେ, ନେଆଁଦ କା ବୁଗିନାଃ ।
3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ;
ଏନାମେନ୍ତେ ହେ ହାଗା ମିଶିକ, ନେ କାମିରାଃ ବାହାରମ୍‌ ଏମାକ ନାଗେନ୍ତେ ଆପେୟାଃ ଥାଲାଏତେ ପାବିତାର୍‌ ଆତ୍ମା ଆଡଃ ସେଣାଁଁତେ ପେରେଜାକାନ୍‌ ଏୟାଝାନ୍‌ ମାଇନାନ୍‌ ହଡ଼କକେ ସାଲାକୁପେ ।
4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା।
ଏନ୍ତେ ଆଲେ ବିନ୍ତି ଆଡଃ ସେୱାକାମିରେ ପୁରା ସାମାଏଲେ ବିତାଅୟା ।”
5 ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି,
ପ୍ରେରିତ୍‌କଆଃ ନେ କାଜିରେ ସବେନ୍‌କ ସୁକୁୟାନାକ ଆଡଃ ଇନ୍‌କୁ ବିଶ୍ୱାସ୍‌ ଆଡଃ ପାବିତାର୍‌ ଆତ୍ମାତେ ପେରେଜାକାନ୍‌ ସ୍ତିଫାନ୍‌ ନୁତୁମ୍‌ ମିଆଁଦ୍‌ ହଡ଼, ଆଡଃ ଫିଲିପ୍‌, ପ୍ରଖର୍‌, ନିକନାର୍‌, ତିମୋନ୍‌, ପାର୍ମିନା, ଆନ୍ତିୟୋଖ୍‌ରେନ୍ ସାଅଁସାର୍‌ ହଡ଼ ନିକଲାସ୍‌ ଅକଏଚି ତାୟମ୍‌ତେ ଯିହୁଦୀ ଧାରାମ୍‌ରେ ମେସାୟାନା, ନେ ସବେନ୍‌କକେ ସାଲାକେଦ୍‍କଆକ ।
6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ।
ଇନ୍‌କୁକେ ପ୍ରେରିତ୍‌କଆଃ ସାମ୍‌ନାଙ୍ଗ୍‌ରେକ ତିଙ୍ଗୁକେଦ୍‍କଆ ଆଡଃ ଇନ୍‌କୁଆଃ ଚେତାନ୍‌ରେ ତିଃଇ ଦହକେଦ୍‌ତେ ବିନ୍ତିକେଦାକ ।
7 ଏଣୁ ଈଶ୍ବରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମ ସହରରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ।
ନେ ଲେକାତେ ପାର୍‌ମେଶ୍ୱାର୍‌ଆଃ ବାଚାନ୍‌ ପାସ୍‍ରାଅଇଦିୟାନା ଆଡଃ ଯୀରୁଶାଲେମ୍‌ରେ ଜାଲ୍‌ଦିଗି ଚେଲାକଆଃ ଲେକାରେ ପୁରାଃ ଆଦ୍‍କାଇଦିୟାନା ଆଡଃ ଯାଜାକ୍‌ କଏତେ ପୁରାଃ ହଡ଼କ, ଏନ୍‌ ବିଶ୍ୱାସ୍‌କ ମାନାତିଙ୍ଗ୍‌କେଦା ।
8 ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ।
ପାର୍‌ମେଶ୍ୱାର୍‌ତାଃଏତେ ପୁରାଃ ଆଶିଷ୍‌ ନାମ୍‌କେଦ୍‌ତେ ସ୍ତିଫାନ୍‌ ପେଡ଼େଃତେ ପେରେଃୟାନାଏ ଆଡଃ ହଡ଼କଆଃ ଥାଲାରେ ପୁରାଃ ପେଡ଼େୟାନ୍‌ କାମି ଆଡଃ ଆକ୍‌ଦାନ୍ଦାଅ କାମିକ ରିକାତାଇକେନାଏ ।
9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡ଼ିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,
ମେନ୍‌ଦ କୁରିନି ଆଡଃ ଆଲେକ୍‌ଜାଣ୍ଡ୍ରିଆ ନାଗାର୍‌ରେ ଦାସିୟେତେ ରାଡ଼ାକାନ୍‌ ଯୀହୁଦିକକେ ଇଦିକେଦ୍‌ତେ ବାଇୟାକାନ୍‌ ସାମାଜ୍‌ ଅଡ଼ାଃରେନ୍‌ ଚିମିନ୍‌ ହଡ଼କ ସ୍ତିଫାନ୍‌ଆଃ ବିରୁଧ୍‌ରେ କାଜିକେଦାକ । ଇନ୍‌କୁ ଆଡଃ କିଲିକିଆରେନ୍‌, ଆଡଃ ଏସିଆରେନ୍‍ ଚିମିନ୍‌ ଯିହୁଦୀକ ବିରିଦ୍‌କେଦ୍‌ତେ ସ୍ତିଫାନ୍‌ଲଃ ଏପେରାଙ୍ଗ୍‌ ଏଟେଦ୍‌କେଦାକ ।
10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ।
୧୦ମେନ୍‌ଦ ପାବିତାର୍‌ ଆତ୍ମା ସ୍ତିଫାନ୍‌କେ ଏମାକାଇ ସେଣାଁଁତେ କାଜିକତାନ୍‌ ତାଇକେନାଏ, ଏନାମେନ୍ତେ ଇନ୍‌କୁ ଇନିୟାଃ ବିରୁଧ୍‌ରେ ଜେତ୍‌ନାଃ କାକ କାଜି ଦାଡ଼ିୟାନା ।
11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ।
୧୧ଏନ୍ତେ “ଆଲେ ସ୍ତିଫାନ୍‌କେ ମୁଶା ଆଡଃ ପାର୍‌ମେଶ୍ୱାର୍‌ଆଃ ବିରୁଧ୍‌ରେ ନିନ୍ଦା କାଜିତାନ୍‍ଲେ ଆୟୁମ୍‍କିୟା” ନେଆଁଁ କାଜିପେ ମେନ୍ତେ ଇନ୍‌କୁ ଚିମିନ୍‌ ହଡ଼କକେ ଟାକା ପାଏସା ଏମ୍‌କେଦ୍‌ତେ ଉସ୍‍କୁର୍‍କେଦ୍‍କଆକ ।
12 ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ,
୧୨ନେ'ଲେକାତେ ଇନ୍‌କୁ ହଡ଼କକେ, ପ୍ରାଚିନ୍‌କକେ, ଆଡଃ ଆଇନ୍‌ ଇତୁକକେ ଉସ୍‍କୁର୍‍କେଦ୍‌ତେ ଇନିଃକେ ସାବ୍‌କିୟାକ ଆଡଃ ପାଞ୍ଚେଟ୍‌ତେକ ଇଦିକିୟା ।
13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ,
୧୩ଏନ୍ତେ ଇନ୍‌କୁ ଇନିୟାଃ ବିରୁଧ୍‌ରେ ଚିମିନ୍‌ ହସଡ଼ ଗାୱାକକେ ତିଙ୍ଗୁକେଦ୍‍କଆକ, ଅକନ୍‌କଚି, “ନେ ହଡ଼ ସବେନ୍‌ ଇମ୍‌ତା ଆବୁଆଃ ପାବିତାର୍‌ ମାନ୍ଦିର୍‌ ଆଡଃ ମୁଶାରାଃ ଆନ୍‌ଚୁ ବିରୁଧ୍‌ରେ ହିଲାଙ୍ଗ୍‌କାଜି କାଜି ନାଗେନ୍ତେ କାଏ ବାଗିତାନା” ମେନ୍ତେ କାଜିକେଦାକ ।
14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ।
୧୪ଚିୟାଃଚି ଆଲେ, ନାଜ୍‌ରେତ୍‌ରେନ୍‌ ୟୀଶୁକେ ନେ ମାନ୍ଦିର୍‌ ଅଡ଼ାଃକେ ଜିୟନେଆ ଆଡଃ ମୁଶା ଏମାକାଦ୍‌ବୁ ରିତିରିୱାଜ୍‌କେ ବାଦ୍‍ଲାଅୟାଏ ମେନ୍ତେ ନେ ହଡ଼କେ କାଜିତାନ୍‍ଲେ ଆୟୁମ୍‌କିୟା ।
15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ।
୧୫ଇମ୍‌ତା ପାଞ୍ଚେଟ୍‌ରେ ଦୁବାକାନ୍‌ ସବେନ୍‌ ହଡ଼କ ଇନିଃକେ ମିଦ୍‌ଢିଟ୍‌ରେ ନେଲ୍‍କିୟାକ ଆଡଃ ଇନିୟାଃ ମେଦ୍‌ମୁହାଁଡ଼୍‌ ଦୁଁତ୍‌ଆଃ ମେଦ୍‍ମୁହାଁଡ଼୍‌ ଲେକାକ ନେଲ୍‌କେଦା ।

< ପ୍ରେରିତ 6 >