< ପ୍ରେରିତ 25 >

1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମ ସହରକୁ ଗଲେ,
ଅନନ୍ତରଂ ଫୀଷ୍ଟୋ ନିଜରାଜ୍ୟମ୍ ଆଗତ୍ୟ ଦିନତ୍ରଯାତ୍ ପରଂ କୈସରିଯାତୋ ଯିରୂଶାଲମ୍ନଗରମ୍ ଆଗମତ୍|
2 ପୁଣି, ପ୍ରଧାନ ଯାଜକମାନେ ଓ ଯିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାହାଙ୍କ ନିକଟରେ ଆବେଦନ କଲେ।
ତଦା ମହାଯାଜକୋ ଯିହୂଦୀଯାନାଂ ପ୍ରଧାନଲୋକାଶ୍ଚ ତସ୍ୟ ସମକ୍ଷଂ ପୌଲମ୍ ଅପାୱଦନ୍ତ|
3 ଆଉ ସେ ଯେପରି ତାହାଙ୍କୁ ଯିରୂଶାଲମ ସହରକୁ ଡକାଇ ପଠାନ୍ତି ଏଥିନିମନ୍ତେ ବିନତିପୂର୍ବକ ତାହାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାହାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ।
ଭୱାନ୍ ତଂ ଯିରୂଶାଲମମ୍ ଆନେତୁମ୍ ଆଜ୍ଞାପଯତ୍ୱିତି ୱିନୀଯ ତେ ତସ୍ମାଦ୍ ଅନୁଗ୍ରହଂ ୱାଞ୍ଛିତୱନ୍ତଃ|
4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ।
ଯତଃ ପଥିମଧ୍ୟେ ଗୋପନେନ ପୌଲଂ ହନ୍ତୁଂ ତୈ ର୍ଘାତକା ନିଯୁକ୍ତାଃ| ଫୀଷ୍ଟ ଉତ୍ତରଂ ଦତ୍ତୱାନ୍ ପୌଲଃ କୈସରିଯାଯାଂ ସ୍ଥାସ୍ୟତି ପୁନରଲ୍ପଦିନାତ୍ ପରମ୍ ଅହଂ ତତ୍ର ଯାସ୍ୟାମି|
5 ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ।
ତତସ୍ତସ୍ୟ ମାନୁଷସ୍ୟ ଯଦି କଶ୍ଚିଦ୍ ଅପରାଧସ୍ତିଷ୍ଠତି ତର୍ହି ଯୁଷ୍ମାକଂ ଯେ ଶକ୍ନୁୱନ୍ତି ତେ ମଯା ସହ ତତ୍ର ଗତ୍ୱା ତମପୱଦନ୍ତୁ ସ ଏତାଂ କଥାଂ କଥିତୱାନ୍|
6 ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ।
ଦଶଦିୱସେଭ୍ୟୋଽଧିକଂ ୱିଲମ୍ବ୍ୟ ଫୀଷ୍ଟସ୍ତସ୍ମାତ୍ କୈସରିଯାନଗରଂ ଗତ୍ୱା ପରସ୍ମିନ୍ ଦିୱସେ ୱିଚାରାସନ ଉପଦିଶ୍ୟ ପୌଲମ୍ ଆନେତୁମ୍ ଆଜ୍ଞାପଯତ୍|
7 ସେ ଆସନ୍ତେ ଯିରୂଶାଲମ ସହରରୁ ଆଗତ ଯିହୁଦୀମାନେ ତାହାଙ୍କ ଚାରିଆଡ଼େ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହିସବୁ ପ୍ରମାଣ କରିପାରିଲେ ନାହିଁ।
ପୌଲେ ସମୁପସ୍ଥିତେ ସତି ଯିରୂଶାଲମ୍ନଗରାଦ୍ ଆଗତା ଯିହୂଦୀଯଲୋକାସ୍ତଂ ଚତୁର୍ଦିଶି ସଂୱେଷ୍ଟ୍ୟ ତସ୍ୟ ୱିରୁଦ୍ଧଂ ବହୂନ୍ ମହାଦୋଷାନ୍ ଉତ୍ଥାପିତୱନ୍ତଃ କିନ୍ତୁ ତେଷାଂ କିମପି ପ୍ରମାଣଂ ଦାତୁଂ ନ ଶକ୍ନୁୱନ୍ତଃ|
8 ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୁଦୀମାନଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ।
ତତଃ ପୌଲଃ ସ୍ୱସ୍ମିନ୍ ଉତ୍ତରମିଦମ୍ ଉଦିତୱାନ୍, ଯିହୂଦୀଯାନାଂ ୱ୍ୟୱସ୍ଥାଯା ମନ୍ଦିରସ୍ୟ କୈସରସ୍ୟ ୱା ପ୍ରତିକୂଲଂ କିମପି କର୍ମ୍ମ ନାହଂ କୃତୱାନ୍|
9 କିନ୍ତୁ ଫେଷ୍ଟସ୍ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମ ସହରକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହିସବୁ ବିଷୟ ନେଇ ବିଚାରିତ ହେବାକୁ ଇଚ୍ଛା କରୁଅଛ?
କିନ୍ତୁ ଫୀଷ୍ଟୋ ଯିହୂଦୀଯାନ୍ ସନ୍ତୁଷ୍ଟାନ୍ କର୍ତ୍ତୁମ୍ ଅଭିଲଷନ୍ ପୌଲମ୍ ଅଭାଷତ ତ୍ୱଂ କିଂ ଯିରୂଶାଲମଂ ଗତ୍ୱାସ୍ମିନ୍ ଅଭିଯୋଗେ ମମ ସାକ୍ଷାଦ୍ ୱିଚାରିତୋ ଭୱିଷ୍ୟସି?
10 ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ। ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି।
ତତଃ ପୌଲ ଉତ୍ତରଂ ପ୍ରୋକ୍ତୱାନ୍, ଯତ୍ର ମମ ୱିଚାରୋ ଭୱିତୁଂ ଯୋଗ୍ୟଃ କୈସରସ୍ୟ ତତ୍ର ୱିଚାରାସନ ଏୱ ସମୁପସ୍ଥିତୋସ୍ମି; ଅହଂ ଯିହୂଦୀଯାନାଂ କାମପି ହାନିଂ ନାକାର୍ଷମ୍ ଇତି ଭୱାନ୍ ଯଥାର୍ଥତୋ ୱିଜାନାତି|
11 ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରିପାରିବେ ନାହିଁ। ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି।
କଞ୍ଚିଦପରାଧଂ କିଞ୍ଚନ ୱଧାର୍ହଂ କର୍ମ୍ମ ୱା ଯଦ୍ୟହମ୍ ଅକରିଷ୍ୟଂ ତର୍ହି ପ୍ରାଣହନନଦଣ୍ଡମପି ଭୋକ୍ତୁମ୍ ଉଦ୍ୟତୋଽଭୱିଷ୍ୟଂ, କିନ୍ତୁ ତେ ମମ ସମପୱାଦଂ କୁର୍ୱ୍ୱନ୍ତି ସ ଯଦି କଲ୍ପିତମାତ୍ରୋ ଭୱତି ତର୍ହି ତେଷାଂ କରେଷୁ ମାଂ ସମର୍ପଯିତୁଂ କସ୍ୟାପ୍ୟଧିକାରୋ ନାସ୍ତି, କୈସରସ୍ୟ ନିକଟେ ମମ ୱିଚାରୋ ଭୱତୁ|
12 ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ।
ତଦା ଫୀଷ୍ଟୋ ମନ୍ତ୍ରିଭିଃ ସାର୍ଦ୍ଧଂ ସଂମନ୍ତ୍ର୍ୟ ପୌଲାଯ କଥିତୱାନ୍, କୈସରସ୍ୟ ନିକଟେ କିଂ ତୱ ୱିଚାରୋ ଭୱିଷ୍ୟତି? କୈସରସ୍ୟ ସମୀପଂ ଗମିଷ୍ୟସି|
13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସ୍‌ଙ୍କୁ ସାକ୍ଷାତ କଲେ।
କିଯଦ୍ଦିନେଭ୍ୟଃ ପରମ୍ ଆଗ୍ରିପ୍ପରାଜା ବର୍ଣୀକୀ ଚ ଫୀଷ୍ଟଂ ସାକ୍ଷାତ୍ କର୍ତ୍ତୁଂ କୈସରିଯାନଗରମ୍ ଆଗତୱନ୍ତୌ|
14 ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍‌ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି।
ତଦା ତୌ ବହୁଦିନାନି ତତ୍ର ସ୍ଥିତୌ ତତଃ ଫୀଷ୍ଟସ୍ତଂ ରାଜାନଂ ପୌଲସ୍ୟ କଥାଂ ୱିଜ୍ଞାପ୍ୟ କଥଯିତୁମ୍ ଆରଭତ ପୌଲନାମାନମ୍ ଏକଂ ବନ୍ଦି ଫୀଲିକ୍ଷୋ ବଦ୍ଧଂ ସଂସ୍ଥାପ୍ୟ ଗତୱାନ୍|
15 ମୁଁ ଯିରୂଶାଲମ ସହରରେ ଥିବା ସମୟରେ ଯିହୁଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ।
ଯିରୂଶାଲମି ମମ ସ୍ଥିତିକାଲେ ମହାଯାଜକୋ ଯିହୂଦୀଯାନାଂ ପ୍ରାଚୀନଲୋକାଶ୍ଚ ତମ୍ ଅପୋଦ୍ୟ ତମ୍ପ୍ରତି ଦଣ୍ଡାଜ୍ଞାଂ ପ୍ରାର୍ଥଯନ୍ତ|
16 ମୁଁ ସେମାନଙ୍କୁ ଉତ୍ତର ଦେଲି, ଅଭିଯୁକ୍ତକାରୀ ଓ ଅଭିଯୁକ୍ତ ମୁଖାମୁଖୀ ନ ହେବା ପର୍ଯ୍ୟନ୍ତ ପୁଣି, ଅଭିଯୁକ୍ତ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ ଆତ୍ମପକ୍ଷ ସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାହାକୁ ସମର୍ପଣ କରିବା ରୋମୀୟମାନଙ୍କର ବିଧି ନୁହେଁ।
ତତୋହମ୍ ଇତ୍ୟୁତ୍ତରମ୍ ଅୱଦଂ ଯାୱଦ୍ ଅପୋଦିତୋ ଜନଃ ସ୍ୱାପୱାଦକାନ୍ ସାକ୍ଷାତ୍ କୃତ୍ୱା ସ୍ୱସ୍ମିନ୍ ଯୋଽପରାଧ ଆରୋପିତସ୍ତସ୍ୟ ପ୍ରତ୍ୟୁତ୍ତରଂ ଦାତୁଂ ସୁଯୋଗଂ ନ ପ୍ରାପ୍ନୋତି, ତାୱତ୍କାଲଂ କସ୍ୟାପି ମାନୁଷସ୍ୟ ପ୍ରାଣନାଶାଜ୍ଞାପନଂ ରୋମିଲୋକାନାଂ ରୀତି ର୍ନହି|
17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି।
ତତସ୍ତେଷ୍ୱତ୍ରାଗତେଷୁ ପରସ୍ମିନ୍ ଦିୱସେଽହମ୍ ଅୱିଲମ୍ବଂ ୱିଚାରାସନ ଉପୱିଶ୍ୟ ତଂ ମାନୁଷମ୍ ଆନେତୁମ୍ ଆଜ୍ଞାପଯମ୍|
18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ,
ତଦନନ୍ତରଂ ତସ୍ୟାପୱାଦକା ଉପସ୍ଥାଯ ଯାଦୃଶମ୍ ଅହଂ ଚିନ୍ତିତୱାନ୍ ତାଦୃଶଂ କଞ୍ଚନ ମହାପୱାଦଂ ନୋତ୍ଥାପ୍ୟ
19 କିନ୍ତୁ ସେମାନଙ୍କ ସ୍ୱଧର୍ମ ପୁଣି, ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହିସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା।
ସ୍ୱେଷାଂ ମତେ ତଥା ପୌଲୋ ଯଂ ସଜୀୱଂ ୱଦତି ତସ୍ମିନ୍ ଯୀଶୁନାମନି ମୃତଜନେ ଚ ତସ୍ୟ ୱିରୁଦ୍ଧଂ କଥିତୱନ୍ତଃ|
20 ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମ ସହରକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି।
ତତୋହଂ ତାଦୃଗ୍ୱିଚାରେ ସଂଶଯାନଃ ସନ୍ କଥିତୱାନ୍ ତ୍ୱଂ ଯିରୂଶାଲମଂ ଗତ୍ୱା କିଂ ତତ୍ର ୱିଚାରିତୋ ଭୱିତୁମ୍ ଇଚ୍ଛସି?
21 କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ନିବେଦନ କରନ୍ତେ, ମୁଁ ତାହାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି।
ତଦା ପୌଲୋ ମହାରାଜସ୍ୟ ନିକଟେ ୱିଚାରିତୋ ଭୱିତୁଂ ପ୍ରାର୍ଥଯତ, ତସ୍ମାଦ୍ ଯାୱତ୍କାଲଂ ତଂ କୈସରସ୍ୟ ସମୀପଂ ପ୍ରେଷଯିତୁଂ ନ ଶକ୍ନୋମି ତାୱତ୍କାଲଂ ତମତ୍ର ସ୍ଥାପଯିତୁମ୍ ଆଦିଷ୍ଟୱାନ୍|
22 ସେଥିରେ ଆଗ୍ରିପ୍ପା ଫେଷ୍ଟସ୍‌ଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ। ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ।
ତତ ଆଗ୍ରିପ୍ପଃ ଫୀଷ୍ଟମ୍ ଉକ୍ତୱାନ୍, ଅହମପି ତସ୍ୟ ମାନୁଷସ୍ୟ କଥାଂ ଶ୍ରୋତୁମ୍ ଅଭିଲଷାମି| ତଦା ଫୀଷ୍ଟୋ ୱ୍ୟାହରତ୍ ଶ୍ୱସ୍ତଦୀଯାଂ କଥାଂ ତ୍ୱଂ ଶ୍ରୋଷ୍ୟସି|
23 ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବେଶ ହୁଅନ୍ତେ ଫେଷ୍ଟସ୍‌ଙ୍କ ଆଦେଶ ଅନୁସାରେ ପାଉଲ ଅଣାଗଲେ।
ପରସ୍ମିନ୍ ଦିୱସେ ଆଗ୍ରିପ୍ପୋ ବର୍ଣୀକୀ ଚ ମହାସମାଗମଂ କୃତ୍ୱା ପ୍ରଧାନୱାହିନୀପତିଭି ର୍ନଗରସ୍ଥପ୍ରଧାନଲୋକୈଶ୍ଚ ସହ ମିଲିତ୍ୱା ରାଜଗୃହମାଗତ୍ୟ ସମୁପସ୍ଥିତୌ ତଦା ଫୀଷ୍ଟସ୍ୟାଜ୍ଞଯା ପୌଲ ଆନୀତୋଽଭୱତ୍|
24 ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମ ସହରରେ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ୍ ନୁହେଁ ବୋଲି ଚିତ୍କାର କଲେ।
ତଦା ଫୀଷ୍ଟଃ କଥିତୱାନ୍ ହେ ରାଜନ୍ ଆଗ୍ରିପ୍ପ ହେ ଉପସ୍ଥିତାଃ ସର୍ୱ୍ୱେ ଲୋକା ଯିରୂଶାଲମ୍ନଗରେ ଯିହୂଦୀଯଲୋକସମୂହୋ ଯସ୍ମିନ୍ ମାନୁଷେ ମମ ସମୀପେ ନିୱେଦନଂ କୃତ୍ୱା ପ୍ରୋଚ୍ଚୈଃ କଥାମିମାଂ କଥିତୱାନ୍ ପୁନରଲ୍ପକାଲମପି ତସ୍ୟ ଜୀୱନଂ ନୋଚିତଂ ତମେତଂ ମାନୁଷଂ ପଶ୍ୟତ|
25 କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି।
କିନ୍ତ୍ୱେଷ ଜନଃ ପ୍ରାଣନାଶର୍ହଂ କିମପି କର୍ମ୍ମ ନ କୃତୱାନ୍ ଇତ୍ୟଜାନାଂ ତଥାପି ସ ମହାରାଜସ୍ୟ ସନ୍ନିଧୌ ୱିଚାରିତୋ ଭୱିତୁଂ ପ୍ରାର୍ଥଯତ ତସ୍ମାତ୍ ତସ୍ୟ ସମୀପଂ ତଂ ପ୍ରେଷଯିତୁଂ ମତିମକରୱମ୍|
26 ମୋହର ପ୍ରଭୁଙ୍କ ଛାମୁକୁ ତାହାର ବିଷୟରେ ଲେଖିବା ନିମନ୍ତେ ମୋହର କୌଣସି ନିଶ୍ଚିତ ବିଷୟ ନାହିଁ। ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାହାଙ୍କୁ ଆପଣମାନଙ୍କ, ବିଶେଷତଃ ହେ ରାଜନ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି;
କିନ୍ତୁ ଶ୍ରୀଯୁକ୍ତସ୍ୟ ସମୀପମ୍ ଏତସ୍ମିନ୍ କିଂ ଲେଖନୀଯମ୍ ଇତ୍ୟସ୍ୟ କସ୍ୟଚିନ୍ ନିର୍ଣଯସ୍ୟ ନ ଜାତତ୍ୱାଦ୍ ଏତସ୍ୟ ୱିଚାରେ ସତି ଯଥାହଂ ଲେଖିତୁଂ କିଞ୍ଚନ ନିଶ୍ଚିତଂ ପ୍ରାପ୍ନୋମି ତଦର୍ଥଂ ଯୁଷ୍ମାକଂ ସମକ୍ଷଂ ୱିଶେଷତୋ ହେ ଆଗ୍ରିପ୍ପରାଜ ଭୱତଃ ସମକ୍ଷମ୍ ଏତମ୍ ଆନଯେ|
27 କାରଣ ବନ୍ଦୀକୁ ପଠାଇବା ସମୟରେ ତାʼ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି।
ଯତୋ ବନ୍ଦିପ୍ରେଷଣସମଯେ ତସ୍ୟାଭିଯୋଗସ୍ୟ କିଞ୍ଚିଦଲେଖନମ୍ ଅହମ୍ ଅଯୁକ୍ତଂ ଜାନାମି|

< ପ୍ରେରିତ 25 >