< ପ୍ରେରିତ 23 >
1 ପୁଣି, ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାଇମାନେ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ବରଙ୍କ ସାକ୍ଷାତରେ ଆଚାର-ବ୍ୟବହାର କରି ଆସିଅଛି।
ଆରେ, ପାଉଲ୍ ଗାଜା ସବା କାଜିଂ ସମାନ୍ ହୁଡ଼୍ଜି ଇଚାନ୍, “ଟଣ୍ଡାର୍, ଆନ୍ ଇ ଦିନ୍ ପାତେକ୍ ପୁରା ହାର୍ଦି ଚିନ୍ତା ଇସ୍ୱର୍ତି ସାକ୍ୟତ ଆଚାର୍ ବେବାର୍ କିଜ଼ି ୱାତାଂନ୍ନା ।”
2 ସେଥିରେ ମହାଯାଜକ ହାନାନ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ।
ହେବେଣ୍ଡାଂ ମୁଡ଼୍ ମାପ୍ରୁହେବାକିନାକାନ୍ ହାନାନ ପାଉଲ୍ ଲାଗେ ନିଲ୍ଚି ମାନି ଲୁଗାଂ ତା ମୁମ୍ଦ ଇଡ୍ଦେଂ କାଜିଂ ବଲ୍ ହିତାନ୍ ।
3 ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ବର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ?
ହେ ଏଚେକାଡ଼୍ଦ ପାଉଲ୍ ତାଙ୍ଗ୍ ଇଚାନ୍, “ଏ ଡିଞ୍ଜିନି ବାଡ଼୍, ଇସ୍ୱର୍ ନିଂ ଇଡ଼୍ଦାନାନ୍, ଏନ୍ ରଞ୍ଜେମାଡ୍ ମସାତି ବିଦି ଇସାପ୍ରେ ନା ବିଚାର୍ କିଦେଙ୍ଗ୍ କୁଚ୍ଚି ମସାତି ବିଦି ବିରୁଦ୍ତ ନାଙ୍ଗ୍ ଇଡ଼ିକିଦ୍ନି କାଜିଂ କି ବଲ୍ ହିନାୟା?”
4 ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ବରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ?
ହେବେ ଲାଗେ ନିଲ୍ଚି ମାନି ଲକୁ ଇଚାର୍, “ଏନ୍ କି ଇସ୍ୱର୍ତି ମୁଡ଼୍ ମାପ୍ରୁହେବାକିନାକାନ୍ନିଂ ନିନ୍ଦା କିନାୟା?”
5 ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ।
ଆରେ ପାଉଲ୍ ଇଚାନ୍, “ଏ ଇସ୍ରାଏଲ୍ନି ଟଣ୍ଡାର୍, ହେୱାନ୍ ମୁଡ଼୍ ମାପ୍ରୁହେବାକିନାକାନ୍ ଇଞ୍ଜି ଆନ୍ ପୁନ୍ୱାଦାଂ ମାଚାଙ୍ଗ୍; ଇନାକିଦେଂକି ଦରମ୍ ସାସ୍ତର୍ତ ଲେକା ମାନାତ୍, ଏପେଙ୍ଗ୍ ଜାର୍ ଲକ୍ତି ମୁଣିକାତିଂ ସାଇପ୍ ହିଉଦେର୍ ।”
6 ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି।
ମତର୍ ପାଉଲ୍ ର ବାଗ୍ ସାଦୁକି ଆରେ ଆଣ୍ଟି ବାଗ୍ ପାରୁସି ଇଞ୍ଜି ପୁଞ୍ଜି ଗାଜା ସବାତ ଗାଜାକାଟ୍ତାଂ ଇଚାନ୍, “ଏ ଇସ୍ରାଏଲ୍ନି ଟଣ୍ଡାର୍, ଆନ୍ ରୱାଙ୍ଗ୍ ପାରୁସି ଆରି ପାରୁସିତି ମେହି; ଆରେ ଇ ବାର୍ସି, ଇଚିସ୍ ହାତାକାର୍ତି ଆରେ ନିଂନାକା ବିସ୍ରେ ଆନ୍ ବିଚାର୍ କିଆନାଙ୍ଗା ।”
7 ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା।
ହେୱାନ୍ ଇ କାତା ଇଚିଲେ ପାରୁସି ଆରି ସାଦୁକିର୍ ବିତ୍ରେ ଗଣ୍ଡ୍ଗଲ୍, ଆରି ସବାତ କୁଦାଗଡ଼୍ ଗିଟାତାତ୍ ।
8 କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି।
ଇନାକିଦେଂକି ସାଦୁକିର୍ ଆରେ ନିଂନାକା, ବାଦାଡ଼୍ତ ଦୁତ୍ କି ପୁଇପୁୟା ଜିବୁନ୍ ହିଲୁତ୍ ଇଞ୍ଜି ଇନାର୍, ମତର୍ ପାରୁସିର୍ ହାରି ମାନି କିତାର୍ ।
9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି।
ଇବେ ବେସି ଗଣ୍ଡ୍ଗଲ୍ ଗିଟାତାତ୍, ଆରେ ପାରୁସିର୍ତି କୁଦାନି କେତେକ୍ ସାସ୍ତର୍ ଗୁରୁର୍ ନିଂଜି ଜିକାଟାଣା କିଜ଼ି ଇଚାର୍, “ଆପେଂ ଇ ମାନାୟ୍ତାକେ ଇମ୍ଣାକା ପା ଦସ୍ ହୁଡ଼ୁପା, ପୁନ୍ୱାକା ଇମ୍ଣାକା ଜିବୁନ୍ କି ବାଦାଡ଼୍ତ ଦୁତ୍ ହେୱାନ୍ ହୁଦାଂ କାତା ଇଚାନ୍ନା ।”
10 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର-ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ।
ଇ ବାନି ବେସି ଗଣ୍ଡ୍ଗଲ୍ ଆତିଲେ, ଏଚେକାଡ଼୍ଦ ପାଉଲ୍ ହେୱାର୍ ହୁଦାଂ ଗାଣ୍ଡ୍ରା ଗାଣ୍ଡ୍ରା ଆନାନ୍, ଇ ପାଣ୍ଡ୍ରାଜ଼ି ହାଜାର୍ ହାଜାର୍ ମେଲ୍ୟାର୍ ହେୱାର୍ ବିତ୍ରେ ତାଙ୍ଗ୍ ବଲତ୍କାର୍ କିଜ଼ି ଗାଡ଼୍ ବିତ୍ରେ ଅଜ଼ି ତାତେଙ୍ଗ୍ କାଜିଂ ମେଲ୍ୟାରିଂ ହାଞ୍ଜେଙ୍ଗ୍ ବଲ୍ ହିତାନ୍ ।
11 ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, “ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମ ସହରରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ।”
ହେ ନାଣା ମାପ୍ରୁ ତା ଲାଗେ ଇଞ୍ଜ ଇଚାନ୍, “ସାସ୍ ଆହା, ଇନାକିଦେଂକି ଏନ୍ ଇନେସ୍ ଜିରୁସାଲମ୍ତ ମା ବିସ୍ରେ ସାକି ହିତାୟ୍ନା, ହେ ଲାକେ ନିଂ ରମ୍ତ ପା ସାକିହିଦେଂ ଆନାତ୍ ।”
12 ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ନିଜ ନିଜକୁ ଆବଦ୍ଧ କଲେ।
ଦିନ୍ ଆତିଲେ, ଜିହୁଦିର୍ କୁଦା କୁଦା ଆଜ଼ି ପାଉଲ୍ତିଂ ଅହ୍ୱି ପାତେକ୍ କାଦିପିଦି ଡୁତିସ୍ ସାଇପ୍ ଆନାପ୍ ଇଞ୍ଜି ରାଣ୍ତ ଜାର୍ ଜାର୍ତିଂ ଇଡ୍ତାର୍ ।
13 ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ।
ଇ ହାତୁର୍ କିଜ଼ିମାନି ଲକୁ ରିକଡ଼ି ଜାଣ୍ତାଂ ଆଦିକ୍ ମାଚାର୍ ।
14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ।
ହେୱାର୍ ମୁଡ଼୍ ମାପ୍ରୁହେବାକିନାକାନ୍ ଆରି ପ୍ରାଚିନାର୍ ଲାଗେ ୱାଜ଼ି ଇଚାର୍, “ଆପେଂ ପାଉଲ୍ତିଂ ଅହ୍ୱି ପାତେକ୍ ମୁଡ଼େ ତିଞ୍ଜେଙ୍ଗ୍ କପ୍ ଇଞ୍ଜି ଜାର୍ ଜାର୍ତିଂ ଆଟ୍ୱା ରାଣ୍ ଅତାପ୍ନ୍ନା ।
15 ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର-ସେନାପତିଙ୍କୁ ନିବେଦନ କରନ୍ତୁ। ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ।
ଇଚିସ୍, ଏପେଙ୍ଗ୍ ଆଦିକ୍ ହାର୍ କିଜ଼ି ହେୱାନ୍ତି ବିଚାର୍ କିଦେଙ୍ଗ୍ ମାନ୍ କିନାନା ଇଞ୍ଜି ହାତୁର୍ କିଜ଼ି ତାଙ୍ଗ୍ ମି ଲାଗେ ତାତେଙ୍ଗ୍ କାଜିଂ ନଙ୍ଗ୍ ଗାଜା ସବା ଲାହାଙ୍ଗ୍ ହାଜାର୍ ମୁସ୍ତିଦାର୍ତିଂ ୱାରି କିୟାଟ୍ । ହେୱାନ୍ ମି ଲାଗେ ତାନି ଆଗେ ଆପେଂ ହେୱାନିଂ ଅସ୍ତେଙ୍ଗ୍ ଜାଲ୍ଦି ମାନାପ୍ ।”
16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣିଲେ ଏବଂ ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲେ।
ମତର୍ ପାଉଲ୍ ବାଣ୍ଜା ମେଲ୍ୟାର୍ ଡ଼ୁଗ୍ଜି ମାନାକା କାତା ୱେନ୍ଞ୍ଜି ୱାଜ଼ି ବସ୍ତି ବିତ୍ରେ ହଣ୍ଜି ପାଉଲ୍ତିଂ ୱେଚ୍ଚାନ୍ ।
17 ସେଥିରେ ପାଉଲ ଜଣେ ଶତ-ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି।
ହେବେଣ୍ଡାଂ ପାଉଲ୍ ରୱାନ୍ ହାଜାର୍ ମୁସ୍ତିଦାର୍ତିଂ କୁକ୍ଚି ଇଚାନ୍, “ଇ ଦାଂଣେନ୍ତିଙ୍ଗ୍ ହାଜାର୍ ମୁସ୍ତିଦାର୍ ଲାଗେ ଅହାଟ୍, ଇନାକିଦେଂକି ତାଙ୍ଗ୍ ୱେଚ୍ଚେଙ୍ଗ୍ କାଜିଂ ଇୱାନ୍ତି ଅଲପ୍ କାତା ମାନାତ୍ ।”
18 ତେଣୁ ସେ ତାହାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି।
ଲାଗିଂ ହେୱାନ୍ ହେୱାନିଂ ହାଜାର୍ ମୁସ୍ତିଦାର୍ ଲାଗାୟ୍ ଅସି ହାଲ୍ଜି ଇଚାନ୍, “ବନ୍ଦି ପାଉଲ୍ ଜାର୍ ଲାଗେ ନାଙ୍ଗ୍ କୁକ୍ଚି ନି ଲାଗେ ଇ ଦାଂଣେନ୍ତିଙ୍ଗ୍ ତାହିୱାଦେଂ କାଜିଂ ଗୱାରି କିତ୍ତାନ୍, ନିଂ ଇଞ୍ଜେଙ୍ଗ୍ କାଜିଂ ଇୱାନ୍ତି ଅଲପ୍ କାତା ମାନାତ୍ ।”
19 ସହସ୍ର-ସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କଅଣ ଅଛି?
ହାଜାର୍ ମୁସ୍ତିଦାର୍ ହେୱାନିଂ କେଇ ଆସ୍ତି ତାଙ୍ଗ୍ ମାନାୟାର୍ ଲାଗାୟ୍ ଅଜ଼ି ୱେନ୍ବାତାନ୍, “ନାଙ୍ଗ୍ ୱେଚ୍ଚିନି କାଜିଂ ନିନ୍ଦାଂ ଇନାକା ମାନାତ୍?”
20 ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିବା ଛଳରେ ଯିହୁଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି।
ହେୱାନ୍ ଇଚାନ୍, ପାଉଲ୍ ବିସ୍ରେ ଆଦିକ୍ ହାର୍ କିଜ଼ି ଡେକ୍ନି କାଜିଂ କପଟ୍ତାଂ “ଜିହୁଦିର୍ ତାଙ୍ଗ୍ ନିହିଂ ଗାଜା ସବା ଲାଗାୟ୍ ତାହିୱାଦେଂ କାଜିଂ ନିଂ ଗୱାରି କିଦ୍ନି କାଜିଂ ରମାନ୍ ଆତାର୍ଣ୍ଣା ।
21 ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହିଁ, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି।
ମାତର୍ ହେୱାର୍ତି କାତା ରାଜ଼ି ଆମାଟ୍; ଇନାକିଦେଂକି ରିକଡ଼ି ଜାଣ୍ତାଂ ଆଦିକ୍ ଲକୁ ହେୱାନିଂ ଅହ୍ୱି ପାତେକ୍ ତିନା ଉଣା କିଉପ୍ ଇଞ୍ଜି ପାର୍ମାଣ୍ କିଜ଼ି ଡ଼ୁଗ୍ଜି ମାଚାର୍ । ନଙ୍ଗ୍ ହେୱାର୍ ନି ବୁଜାୟ୍ କିନାକା କାସି ଜାଲ୍ଦି ଆଜ଼ି ମାଚାର୍ ।”
22 ସେଥିରେ ସହସ୍ର-ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।
ହେବେଣ୍ଡାଂ ହାଜାର୍ ମୁସ୍ତିଦାର୍ ହେ ଦାଂଣେନ୍ତିଙ୍ଗ୍ ହେଲୱେୟ୍ ହିଜ଼ି ତାଙ୍ଗ୍ ବଲ୍ ହିତାନ୍, “ଏନ୍ ଜେ ଇ ୱିଜ଼ୁ କାତା ନାଙ୍ଗ୍ ୱେଚ୍ଚାତାୟ୍ନା, ହେଦାଂ ଇନେରିଂ ୱେଚୁୟ୍ ।”
23 ପରେ ସେ ଦୁଇ ଜଣ ଶତ-ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।
ପାଚେ ହେୱାନ୍ ରିକାର୍ ପାଞ୍ଚ୍କଡ଼ି ମୁସ୍ତାଦାର୍ତିଂ କୁକ୍ଚି ଇଚାନ୍, କାଇସରିୟା ପାତେକ୍ “ହାନି କାଜିଂ ନାଣା ନଅ ଗଣ୍ଟା ସମୁତ ଦସ୍ କଡ଼ି ମେଲ୍ୟାର୍, ତିନ୍କଡ଼ି ଦସ୍ ଜାଣ୍ ଗଡ଼ା ଦୁମ୍ନାକାର୍ ଆରି ଦସ୍କଡ଼ି ବାଲାସ୍ତାକାରିଂ ଜାଲ୍ଦି କିୟାଟ୍ ।
24 ପୁଣି, ସେମାନେ ଯେପରି ପାଉଲଙ୍କୁ ଅଶ୍ବବାହନ ଉପରେ ବସାଇ ଶାସନକର୍ତ୍ତା ଫେଲୀକ୍ସ୍ଙ୍କ ନିକଟକୁ ନିରାପଦରେ ନେଇଯାଆନ୍ତି, ଏଥିପାଇଁ ତାହା ଆୟୋଜନ କରିବା ନିମନ୍ତେ ସେ ଆଦେଶ ଦେଲେ।
ଆରେ, ହେୱାର୍ ଇନେସ୍ ପାଉଲ୍ ପସୁ ଜପି କୁଚି କିଜ଼ି ସାସନ୍କାର୍ୟା ପେଲିକସ୍ତି ଲାଗାୟ୍ ରାକ୍ୟା ହିଲ୍ୱାଦାଂ ଅସି ହାନାର୍, ଇଦାଂ କାଜିଂ ହେଦାଂ ଜାଲ୍ଦି କିନି କାଜିଂ ହେୱାନ୍ ବଲ୍ ହିତାନ୍ ।”
25 ଆଉ, ସେ ଏହି ପ୍ରକାରେ ଗୋଟିଏ ଚିଠି ଲେଖିଲେ,
ଆରେ, ହେୱାନ୍ ଇ ଲାକେ ର ଆକି ଲେକିକିତାନ୍ ।
26 ମହାମହିମ ଶାସନକର୍ତ୍ତା ଫେଲୀକ୍ସ୍ଙ୍କୁ, କ୍ଲାଉଦିଅ ଲୂସୀୟାଙ୍କର ନମସ୍କାର।
“ଗାଜା ସାଏବ୍ ସାସନ୍ କାର୍ହା ପେଲିକସ୍ତିଂ କ୍ଲାଉଦିଆ ଲୁସିୟାତି ଜୱାର୍ ।
27 ଯିହୁଦୀମାନେ ଏହି ଲୋକକୁ ଧରି ବଧ କରିବାକୁ ଯାଉଥିବା ସମୟରେ ମୁଁ ସୈନ୍ୟମାନଙ୍କ ସହିତ ଯାଇ ସେ ଜଣେ ରୋମୀୟ ବୋଲି ଜାଣି ଏହାକୁ ଉଦ୍ଧାର କଲି।
ଜିହୁଦିର୍ ଇ ଲକ୍ତିଂ ଆସ୍ତି ଅସ୍ତେଙ୍ଗ୍ ହାନି ସମୁତ ଆନ୍ ମେଲ୍ୟାର୍ତି ହୁଦାଂ ହାଲ୍ଜି ହେୱାନ୍ ରୱାନ୍ ରମିୟ ଇଞ୍ଜି ପୁଞ୍ଜି ଇୱାନିଂ ଉଦାର୍ କିତାଂ ।
28 କେଉଁ କାରଣରୁ ସେମାନେ ଏହାର ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି, ତାହା ଜାଣିବାକୁ ଇଚ୍ଛା କରି ମୁଁ ଏହାକୁ ସେମାନଙ୍କର ମହାସଭା ନିକଟକୁ ନେଇଗଲି।
ଇମ୍ଣି କାରଣ୍ତାଂ ହେୱାର୍ ଇୱାନ୍ ବିରୁଦ୍ତ ଦସି କିନାରା, ହେଦାଂ ପୁଞ୍ଜେଙ୍ଗ୍ ମାନ୍ କିଜ଼ି ଆନ୍ ଇୱାନିଂ ହେୱାର୍ତି ଗାଜା ସବା ଲାଗାୟ୍ ଅସି ହାଚାଙ୍ଗ୍ ।
29 ପ୍ରାଣଦଣ୍ଡ ବା ବନ୍ଧନ ଯୋଗ୍ୟ କୌଣସି ବିଷୟ ଏହାର ବିରୁଦ୍ଧରେ ଅଭିଯୋଗ କରା ନ ଯାଇ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ବିଷୟରେ ଅଭିଯୋଗ କରାଯାଉଅଛି ବୋଲି ମୁଁ ବୁଝିଲି।
ପାରାଣ୍ ଡାଣ୍ଡ୍ କି ହିକ୍ଡ଼ି ଗାଚ୍ୟାନି ଜଗ୍ ଇମ୍ଣାକା ପା ବିସ୍ରେ ଇୱାନିଂ ବିରୁଦ୍ତ ଦାବା କିୱାଦାଂ ହେୱାର୍ତି ବିଦି ବାବ୍ରେ ଗଣ୍ଡ୍ଗଲ୍ ବିସ୍ରେ ଦାବା କିୟାତାତ୍ନ୍ନା ଇଞ୍ଜି ଆନ୍ ବୁଜାତାଂ ।
30 ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠାଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି।
ଇ ଲକ୍ ବିରୁଦ୍ତ ମାନ୍ ପାଚିକିତାର୍ ଇଞ୍ଜି ନାଙ୍ଗ୍ କାବୁର୍ ହିତ୍ତିଲେ ଆନ୍ ଇୱାନିଂ ମାଲା ଆୱାଦାଂ ନି ଲାଗାୟ୍ ପକ୍ତାତାଂ, ଇୱାନ୍ତି ଦାବାକିନାକାରିଂ ପା ନି ମୁମ୍ଦ ଇୱାନ୍ ବିରୁଦ୍ତ ସାକି ହିଦେଂ ବଲ୍ ହିତାଂ ।”
31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ।
ହେବେଣ୍ଡାଂ ମେଲ୍ୟାର୍ ପାୟାତି ବଲ୍ତାଂ ପାଉଲ୍ତିଂ ଅଜ଼ି ମାଜ୍ଗାତ ତାଙ୍ଗ୍ ଆନ୍ତିପାତ୍ରିତ ତାହିୱାତାର୍ ।
32 ପରଦିନ ସେମାନେ ଅଶ୍ୱାରୋହୀମାନଙ୍କୁ ତାହାଙ୍କ ସାଙ୍ଗରେ ଯିବା ପାଇଁ ଛାଡ଼ିଦେଇ ଗଡ଼କୁ ଫେରିଗଲେ।
ଆର୍କାତ୍ ନାଜିଂ ମେଲ୍ୟାର୍ ଗଡ଼ା ଦୁମ୍ନାକାରିଂ ତା ହୁଦାଂ ହାନି କାଜିଂ ଗାଡ଼୍ଦ ମାସ୍ଦି ହାଚାର୍ ।
33 ପରେ ଅଶ୍ୱାରୋହୀମାନେ କାଇସରିୟାକୁ ଆସି ଶାସନକର୍ତ୍ତା ଫେଲିକ୍ସ୍ଙ୍କୁ ଚିଠି ଦେଲେ, ପୁଣି, ପାଉଲଙ୍କୁ ମଧ୍ୟ ତାହାଙ୍କ ଛାମୁରେ ଉପସ୍ଥିତ କଲେ।
ପାଚେ ଗଡ଼ା ଦୁମ୍ନାକାର୍ କାଇସରିୟାତ ୱାଜ଼ି ସାସନ୍କାର୍ୟାଙ୍ଗ୍ ଆକି ହିତାର୍, ଆରେ ପାଉଲ୍ତିଂ ପା ହେୱାନ୍ କେଇଦ ହେଲାୟ୍ କିତାର୍ ।
34 ସେ ଚିଠିଟି ପଢ଼ିଲା ଉତ୍ତାରେ, ସେ କେଉଁ ପ୍ରଦେଶର ଲୋକ ବୋଲି ପଚାରିଲେ; ପୁଣି, ସେ ଯେ କିଲିକିୟାର ଲୋକ, ଏହା ଜାଣି ସେ କହିଲେ,
ହେ ଆକି ପଡ଼ି କିତି ପାଚେ, ହେୱାନ୍ ଇମ୍ଣି ରାଜିନି ଲଗୁ ଇଞ୍ଜି ୱେନ୍ବାତାନ୍, ଆରେ, ହେୱାନ୍ ଜେ କିଲିକିୟାନି ଲଗୁ, ଇଦାଂ ପୁଞ୍ଜି
35 ତୁମ୍ଭର ଅଭିଯୋଗକାରୀମାନେ ମଧ୍ୟ ଉପସ୍ଥିତ ହେଲେ ଆମ୍ଭେ ତୁମ୍ଭର କଥା ଶୁଣିବା। ଆଉ ସେ ହେରୋଦଙ୍କ ପ୍ରାସାଦରେ ତାହାଙ୍କୁ ରଖିବା ନିମନ୍ତେ ଆଦେଶ ଦେଲେ।
ଆରେ ହେୱାନ୍ ଇଚାନ୍, ନି ଦାବାକାରିୟାର୍ ପା ଇକାୱାତାର୍, “ଆନ୍ ନି କାତା ୱେନାଙ୍ଗ୍ ।” ଆରେ ହେୱାନ୍ ହେରଦ୍ତି ବାଙ୍ଗ୍ଲାତ ତାଙ୍ଗ୍ ଇଡ୍ଦେଂ କାଜିଂ ବଲ୍ ହିତାନ୍ ।