< ପ୍ରେରିତ 22 >

1 ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ।
“ଏ଼ ତାୟିୟାଁ ଅ଼ଡ଼େ ତାଞ୍ଜିୟାଁତେରି, ନା଼ନୁ ନୀଏଁ ମୀ ନ଼କିତା ନା଼ ୱାକିଟି କାତା ୱେସିମାଞ୍ଜାଇଁ, ୱେଞ୍ଜାଦୁ!”
2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ।
ପା଼ୱୁଲ ଏ଼ୱାରି ନ଼କିତା ଏବ୍ରି ହା଼ଡାତଲେ ଜ଼ଲିମାନାଣି ୱେଞ୍ଜାନା; ଏ଼ୱାରି ହା଼ଡା ଆ଼ଆନା ପାଲେଏ ଆ଼ତେରି, ଅ଼ଡ଼େ ପା଼ୱୁଲ ଜ଼ଲାଲି ମା଼ଟ୍‌ହେସି ।
3 ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‌ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି;
ଏମ୍ବାଟିଏ ଏ଼ୱାସି ଏଲେଇଚେସି, “ନା଼ନୁ ର଼ ଜୀହୁଦି ଲ଼କୁତେଏଁ, କିଲିକିୟାତି ତାର୍ସତା ନା଼ ଜାର୍ନା, ସାମା ନା଼ନୁ ଈ ଜିରୁସାଲମ ଗା଼ଡ଼ାତା ପ଼ହିପାଡି ଆ଼ହାମାଇଁ, ଗମଲିୟେଲ ତା଼ଣା କୁଗାନା ଜା଼ପାମାଇଁ, ମା଼ ଆକୁ ଆ଼ବାୟାଁତି ମେ଼ରାତି ନେହିଁକିଁ ଜା଼ପାମାଇଁ; ମୀରୁ ଏ଼ନିକିଁ ମାହାପୂରୁତି ସେ଼ବା କିହିମାଞ୍ଜେରି ନା଼ନୁ ଜିକେଏ ଏଲେକିହିଁ ମା଼ନୱି ଆ଼ନାତେଏଁ ମାଚେଏଁ;
4 ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି।
ନା଼ନୁ ଈ ଜିରୁତା ତା଼କିମାନି ଇୟାସିକା ଆ଼ବାୟାଁଣି ହା଼ନି ପାତେକା ସା଼ସ୍ତି କିହିମାଚେଏଁ, ଅ଼ଡ଼େ ଦସ୍‌ପାନା କା଼ୟିଦି ଇଲ୍‌କାଣା ହେର୍‌ପିମାଚେଏଁ ।
5 ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି।
ନା଼ ଈ କାତା ସାତା, କାଜା ପୂଜେରାଙ୍ଗା ଅ଼ଡ଼େ କାଜା ବେ଼ରଣି ମାଣ୍ତାତାରି ନା଼ ସା଼କି; ନା଼ନୁ ଏ଼ୱାରି ତା଼ଣାଟି ତାୟିୟାଁକି ଆ଼କୁ ରୀସାନା ଲ଼କୁଣି ହିକ୍‌ଣିୟାଁ ତଲେ ଦସ୍‌ପାନା ଜିରୁସାଲମତା ତାଚାଲି ତାକି ନା଼ନୁ ଦମେସକତା ମାନି ଜୀହୁଦି ଲ଼କୁତା଼ଣା ହାଜାମାଚେଏଁ ।”
6 କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍‍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା।
“ନା଼ନୁ ଦମେସକ ଡାଗେ ଏଜିମାଚାଟି ମାଦେନା ବେ଼ଲାତା ଦେବୁଣିଏ ନା଼ ସା଼ରିୱାକି ହା଼ଗୁଲାକଟି ର଼ ତାର୍ହାଣା ଉଜେଡ଼ି ଡ଼ୀଞ୍ଜିତେ ।
7 ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ?”
ଏମ୍ବାଟିଏ ନା଼ନୁ ବୂମିତା ତର୍‌ଗିତେଏଁ, ଇଞ୍ଜାଁ ନାଙ୍ଗେ ତାକି ୱେସିମାଚି ଈ ହା଼ଡା ୱେଚେଏଁ, ‘ସା଼ୱୁଲ, ସା଼ୱୁଲ ଏ଼ନାଆଁତାକି ନାଙ୍ଗେ ସା଼ସ୍ତି ହୀହିମାଞ୍ଜାଦି?’
8 ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।”
ନା଼ନୁ ଏଲେଇଚେଏଁ, ‘ପ୍ରବୁ ନୀନୁ ଆମ୍ବାଆତି?’ ଏମ୍ବାଟିଏ ଏ଼ୱାସି ନାଙ୍ଗେ ଏଲେଇଞ୍ଜାତେସି, ‘ନୀନୁ ଆମ୍ବାଆରାଇଁ ସା଼ସ୍ତି ହୀହିମାଞ୍ଜି ନା଼ଜରିତତି ଜୀସୁତେଏଁ ନା଼ନୁ ।’
9 ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ।
ନା଼ ତଲେ ମାଚି ଲ଼କୁ ଏ଼ ଉଜେଡ଼ି ମେସ୍ତେରି ସାତା, ସାମା ନାଙ୍ଗେ ୱେସ୍ତାତି ହା଼ଡା ୱେନାଆତେରି ।
10 ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି? ପୁଣି, ପ୍ରଭୁ ମୋତେ କହିଲେ, “ଉଠ, ଦମ୍ମେଶକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।”
୧୦ଏଚେଟିଏ ନା଼ନୁ ଏଲେଇଚେଏଁ, ‘ପ୍ରବୁ ନା଼ନୁ ଏ଼ନାଆଁ କିଇଁ?’ ଏଚେଟିଏ ପ୍ରବୁ ନାଙ୍ଗେ ୱେସ୍ତାତେସି, ‘ନିଙ୍ଗାନା ଦମେସକତା ହାଲାମୁ, ଅ଼ଡ଼େ ନିଙ୍ଗେ ଏ଼ନାଆଁ କିହାଲି ଆ଼ନେ ଏ଼ଦାଆଁ ଏମ୍ବାଆଁ ୱେସ୍ତାଇଁ ।’
11 ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି।
୧୧ଏ଼ ଉଜେଡ଼ି ମିଣ୍‌ସି ମାଚାକି ନା଼ନୁ କା଼ଣା ଆ଼ହାହାଚେଏ, ଇଞ୍ଜାଁ ନା଼ ତଲେ ୱା଼ହିମାଚାରି ନାଙ୍ଗେ କେୟୁ ଆସାନା ଦମେସକତା ଅୟାତେରି ।”
12 ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ,
୧୨“ଏ଼ ଗା଼ଡ଼ାତା ହନନିୟ ଇଞ୍ଜିହିଁ ର଼ ଦାର୍ମୁଗାଟାସି ମାଚେସି, ଏ଼ୱାସି ମା଼ ମେ଼ରାତି ମା଼ନୱି ଆ଼ନାସି, ଇଞ୍ଜାଁ ଦମେସକତି ଜୀହୁଦି ଲ଼କୁତା଼ଣା ମା଼ନି ଗାଟାସି ଅ଼ଡ଼େ ୱେ଼ଙ୍ଗିତାସି ମାଚେସି ।
13 ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି।
୧୩ଏ଼ୱାସି ନା଼ ତା଼ଣା ୱା଼ହାନା ଦାରିତା ନିଚାନା ନାଙ୍ଗେ ଏଲେଇଞ୍ଜାତେସି, ‘ଏ଼ ସା଼ୱୁଲ ତାୟି ମେହ୍‌ମୁ’ ଏ଼ ଦେବୁଣିଏ ନା଼ କାଣ୍‌କା ଦେପିଆ଼ତୁ ଇଞ୍ଜାଁ ନା଼ନୁ ଏ଼ୱାଣାଇଁ ମେସାଲି ଆ଼ଡିତେଏଁ ।
14 ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃ-ପୁରୁଷଙ୍କର ଈଶ୍ବର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି,
୧୪ଏ଼ୱାସି ଏଲେଇଞ୍ଜାତେସି, ‘ମା଼ ଆକୁ ଆ଼ବାୟାଁତି ମାହାପୂରୁ ତାନି କାତା ପୁଞ୍ଜାଲି ଅ଼ଡ଼େ ଏ଼ ତୀରି ଗାଟାଣାଇଁ ମେସାଲି, ଅ଼ଡ଼େ ତାନି ଗୂତିଟି ହ଼ଚିମାନି ହା଼ଡା ୱେଞ୍ଜାଲି ଆ଼ଚାମାଞ୍ଜାତେସି ।
15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ।
୧୫ଇଚିହିଁ ନୀନୁ ଏ଼ନାଆଁ ମେସାମାଞ୍ଜି ଇଞ୍ଜାଁ ୱେଞ୍ଜାମାଞ୍ଜି, ଏ଼ ବାରେତାକି ବାରେ ଲ଼କୁତା଼ଣା ୱେସାଲି ନୀନୁ ସା଼କି ଆ଼ଦି ।
16 ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ।
୧୬ଅ଼ଡ଼େ ନୀଏଁ ଏ଼ନାଆଁତାକି ୱେ଼ଡ଼ା କିହିମାଞ୍ଜି, ନିଙ୍ଗାମୁ ବାପ୍ତିସ୍ମ ଆ଼ହାନା ତାନି ତା଼ଣା ପ୍ରା଼ତାନା କିହାନା ନୀ ପା଼ପୁ ବାରେ ନର୍‌ୱି କିହାକଡାମୁ ।’”
17 ଏଥିଉତ୍ତାରେ ମୁଁ ଯିରୂଶାଲମ ସହରକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି।
୧୭“ଏମ୍ବାଟିଏ ନା଼ନୁ ଜିରୁସାଲମତା ୱେଣ୍ତା ୱା଼ହାନା ମାହାପୂରୁ ଇଲୁତା ପ୍ରା଼ତାନା କିହିମାଚାଟି, ସେୟାଁଣା ହାପାନାତା ମେସ୍ତେଏଁ,
18 ସେ ମୋତେ କହିଲେ, “ବିଳମ୍ବ ନ କରି ଶୀଘ୍ର ଯିରୂଶାଲମ ସହରରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।”
୧୮ନା଼ନୁ ସେୟାଁଣା ହାପାନାତା ପ୍ରବୁଇଁ ମେସ୍ତେଏଁ, ଏ଼ୱାସି ନାଙ୍ଗେ ଏଲେଇଞ୍ଜାତେସି, ‘ତବେ ଜିରୁସାଲମ ପିହ୍‌ମୁ, ଇଚିହିଁ ଇମ୍ବାତି ଲ଼କୁ ନା଼ ସା଼କି ହୀନାଟି ନୀ କାତା ଆହ୍‌ଅରି ।’
19 ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି;
୧୯ଏମ୍ବାଟିଏ ନା଼ନୁ ଏଲେଇଚେଏଁ ‘ପ୍ରବୁ ନା଼ନୁ ଜୀହୁଦି ଲ଼କୁତି କୁଟମି ଇଲ୍‌କାଣା ହାଜାନା ନିଙ୍ଗେ ନାମାନାରାଇଁ ୱେ଼ଚାନା କାୟିଦି ଇଲୁତା ସୁଣ୍ତିମାଚାଣି ଏ଼ୱାରି ନେହିଁକିଁ ପୁଞ୍ଜାମାନେରି;
20 ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି।
୨୦ଅ଼ଡ଼େ ଏଚିବେ଼ଲା ନୀ ସା଼କି ସ୍ତିପାନଇଁ ପା଼ୟିତେରି, ନା଼ନୁଏ ଏମ୍ବାଆଁ ମାଚେଏଁ; ଇଞ୍ଜାଁ ବେଲେଏ ହା଼ପେସି ଇଞ୍ଜିଁ ଅଣ୍‌ପିମାଚେଏଁ, ଅ଼ଡ଼େ ପା଼ୟିମାଚାରି ହିମ୍ବରିକା କା଼ଚିମାଚେଏଁ ।’
21 ସେଥିରେ ସେ ମୋତେ କହିଲେ, “ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୁଦୀମାନଙ୍କ ନିକଟକୁ ପଠାଇବୁ।”
୨୧ସାମା ପ୍ରବୁ ନାଙ୍ଗେ ଏଲେଇଞ୍ଜାତେସି, ‘ହାଲାମୁ ଇଚିହିଁ ନା଼ନୁ ନିଙ୍ଗେ ହେକ ଦେ଼ସାତି ଜୀହୁଦିଆ଼ଆତି ଲ଼କୁତା଼ଣା ପାଣ୍ତାଇଁ ।’”
22 ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାହାର ବଞ୍ଚି ରହିବାର ଉଚିତ୍ ନୁହେଁ।
୨୨ପା଼ୱୁଲ ଏଲେଇଞ୍ଜି ୱେହ୍‌ନି ପାତେକା ଲ଼କୁ ୱେଞ୍ଜିମାଚେରି, ସାମା ଏ଼ ଦେବୁଣିଏ ଏ଼ୱାରି କାଜା ଗିୟାଁତଲେ କା଼ଲୱି ଆ଼ହାନା ଏଲେଇଚେରି, “ଏ଼ୱାଣାଇଁ ପାଙ୍ଗାତା ତାଚାହାଁ ପା଼ୟାନା ଦାର୍‌ତିଟି ମ୍ଣେକ୍‌ହା ତୁହ୍‌ଦୁ, ଏ଼ୱାସି ନୀଡାଲି ପା଼ଡ଼ାଆ଼ଅସି ।”
23 ପୁଣି, ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ,
୨୩ଅ଼ଡ଼େ ଏଚିବେ଼ଲା ଏ଼ୱାରି କିଲଡ଼ି କିହିଁ ତାମି ହିମ୍ବରିକା କୁତିହିଁ ଲାକୱାକି ଦୂଡ଼ି ଡ଼ାଞ୍ଜିତେରି,
24 ସେତେବେଳେ ସହସ୍ର-ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ।
୨୪ଏଚିବେ଼ଲା ପା଼ସାକ଼ଡ଼ି କ଼ସ୍‌କା ମୁହେଁ କାଜାସି ପା଼ୱୁଲଇଁ କ଼ଟା ଇଲୁ ବିତ୍ରା ଅ଼ହାଲି ହୁକୁମି ହୀତେସି, ଅ଼ଡ଼େ ଜୀହୁଦି ଲ଼କୁ ଏ଼ନାଆଁତାକି ଏ଼ୱାଣି କ଼ପାଟି ଗଡ଼୍‌ହା କିହିମାନେରି, ଏ଼ଦାଆଁ ପୁଞ୍ଜାଲି ପା଼ୱୁଲଇଁ ସା଼ଟ୍‌ଣି ତଲେ ୱେ଼ଚାନା ୱେଞ୍ଜୁ ଇଞ୍ଜିଁ ହୁକୁମି ହୀତେସି ।
25 ସେମାନେ ପାଉଲଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ, ପାଉଲ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କୁ କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
୨୫ସାମା ଏ଼ୱାରି ଏ଼ୱାଣାଇଁ ସା଼ଟ୍‌ଣି ତଲେ ୱେ଼ଚାଲି ଡ଼଼ରିତଲେ ଦସାଲିଏ, ପା଼ୱୁଲ ଦାରିତା ମାଚି ପା଼ସାକ଼ଡ଼ି କ଼ସ୍‌କା ମୁହେଁ କାଜାଣାଇଁ ଏଲେଇଚେସି, “ଏମିନି ଦ଼ହତା ନୀହାଁୟି କିୱି ଆ଼ହାହିଲାଆ ର଼ ର଼ମ୍‌ ଦେ଼ସା ତା଼ଣାଇଁ ସା଼ଟ୍‌ଣି ତଲେ ୱେ଼ଚାଲି ଏ଼ନି ମେ଼ରା ମାନେ କି?”
26 ସେହି ଶତ-ସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ।
୨୬ଈଦାଆଁ ୱେଞ୍ଜାନା କ଼ହ୍‌ଏଁସି ପା଼ସାକ଼ଡ଼ି କ଼ସ୍‌କା ମୁହେଁ କାଜାଣା ତା଼ଣା ହାଜାନା ଏଲେଇଚେସି, “ନୀନୁ ଏ଼ନାଆଁ କିହାଲି ହାଜିମାଞ୍ଜି, ଇଚିହିଁ ଈୱାସି ରମିୟ ଲ଼କୁ ।”
27 ସେଥିରେ ସହସ୍ର-ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ ହଁ।
୨୭ଏମ୍ବାଟିଏ ପା଼ସାକ଼ଡ଼ି କ଼ସ୍‌କା ମୁହେଁ କାଜାସି ୱା଼ହାନା ପା଼ୱୁଲଇଁ ୱେଚେସି, “ନୀନୁ ନାଙ୍ଗେ ୱେସ୍ତାମୁ ନୀନୁ ର଼ମ୍‌ ଦେ଼ସାତାତି କି?” ପା଼ୱୁଲ ଏଲେଇଚେସି “ହାଅ ।”
28 ସେଥିରେ ସହସ୍ର-ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି। ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ।
୨୮ଏମ୍ବାଟିଏ ପା଼ସାକ଼ଡ଼ି କ଼ସ୍‌କା ମୁହେଁ କାଜାସି ଏଲେଇଚେସି, “ନା଼ନୁ ହା଼ରେକା ଟାକାୟାଁ ହୀହାନା ର଼ମ୍‌ ଦେ଼ସାତାତେଏଁ ଆ଼ହାମାଇଁ ।” ସାମା ପା଼ୱୁଲ ଏଲେଇଚେସି, “ନା଼ନୁତ ଜାର୍ନାଟିଏ ।”
29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ।
୨୯ଏମ୍ବାଟିଏ ଆମ୍ବାଆରି ପା଼ୱୁଲଇଁ ୱେଞ୍ଜାଲି ତିୟାରା ଆ଼ହାମାଚେରି, ଦେବୁଣିଏ ଗୁଚା ଆ଼ହାହାଚେରି, ଇଚିହିଁ ପା଼ୱୁଲ ର଼ମ୍‌ ଦେ଼ସାତାସି ଇଞ୍ଜିଁ ପୁଞ୍ଜାନା ର଼ ମା଼ଣା କ଼ସ୍‌କା ମୁହେଁ କାଜାସି ଏ଼ୱାଣାଇଁ ହିକ୍‌ଣିୟାଁ ତଲେ ଦସ୍‌ପି କିହାମାଚାକି ତା଼ନୁଏ ଆଜିତେସି ।
30 କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।
୩୦ଜୀହୁଦି ଲ଼କୁ ପା଼ୱୁଲ କ଼ପାଟି ଏ଼ନି ଦାୱା କିହାମାନେରି, ଏ଼ଦାଆଁ ସାତା ତଲେ ପୁଞ୍ଜାଲିତାକି ର଼ ମା଼ଣା କ଼ସ୍‌କା ମୁହେଁ କାଜାସି ତାନି ଅ଼ର ନେ଼ଚୁ ପା଼ୱୁଲତି ହିକ୍‌ଣିୟାଁ ହୁକ୍‌ହାନା କାଜା ବେ଼ରଣିମାଣ୍ତାତି ବାରେଜା଼ଣାତି କୂଡ଼ିକିହାଲି ପୂଜେରାଙ୍ଗାଣି ହୁକୁମି ହୀତେସି । ଡା଼ୟୁ ପା଼ୱୁଲଇଁ ଏ଼ୱାରି ନ଼କିତା ନିପ୍‌ହେସି ।

< ପ୍ରେରିତ 22 >