< ପ୍ରେରିତ 20 >
1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।
ହେ ଗଣ୍ଡ୍ଗଲ୍ ଚିମ୍ରା ଆତି ପାଚେ ପାଉଲ୍ ଚେଲାରିଂ କୁକ୍ଚି ହେୱାରିଂ ୱାରିକିୟ୍କିନି ପାଚେ, ଆରେ ହେୱାର୍ ତାଙ୍ଗ୍ ହେଲୱେୟ୍ ଅଜ଼ି ମାକିଦନିଆତ ହାଚାର୍ ।
2 ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ପରେ ଗ୍ରୀସ୍କୁ ଆସିଲେ।
ହେୱାନ୍ ଇମ୍ଣି ନିପ ହିଜ଼ି ହାଲ୍ଜି ହେୱାନ୍ ମାନାୟାରିଂ ବେସି ୱାରିକିୟ୍କିନି ପାଚେ ଗ୍ରିସ୍ତ ୱାତାନ୍ ।
3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ।
ହେୱାନ୍ ହେ ବାହାତ ତିନ୍ ମାସ୍ ମାଞ୍ଜି ଏଚେକାଡ଼୍ଦ ଜାଜ୍ତ ଦୁମ୍ଜି ସିରିୟାତ ହାଞ୍ଜେଙ୍ଗ୍ ସେସ୍ଟା କିତାନ୍, ଏଚେୱାଡ଼ାଂ ଜିହୁଦିର୍ ପାଉଲ୍ତିଂ ବିରୁଦ୍ତ ହାତୁର୍ କିତିଲେ ହେୱାନ୍ ମାକିଦନିଆ ହିଜ଼ି ମାସ୍ଦିହାଞ୍ଜେଙ୍ଗ୍ ବାବି କିତାନ୍ ।
4 ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ।
ଆରେ ବେରିୟାନିକାର୍ ପୁରତି ମାଜ଼ି ସପାତ୍ର, ତେସ୍ଲନିକିୟ ନିକାର୍ ବିତ୍ରେ ଆରିସ୍ତାର୍କ ଆରି ସେକୁନ୍ଦ, ଦର୍ବିନି ଗାୟ, ତିମତି, ଆରେ ଆସିଆନି ଲକୁ ବିତ୍ରେ ତୁକିକ ଆରି ତ୍ରପିମ ତା ହାଙ୍ଗ୍ଦାଂ ହାଚାର୍ ।
5 ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୋୟା ସହରରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ।
ଇୱାର୍ ୱିଜ଼ାର୍ ଆଗେ ହାଲ୍ଜି ତ୍ରୟାତ ମାଙ୍ଗେଙ୍ଗ୍ କାସି ମାନ୍ଞ୍ଚାନ୍ ।
6 ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।
ଆରେ, ହଇୱି ରୁଟିନି ପାର୍ବୁ ପାଚେ ଆପେଂ ଜାଜ୍ତ ଦୁମ୍ଜି ପିଲିପିତାଂ ହାଜ଼ି ଆସ୍ତାପ୍, ଆରେ ପାଞ୍ଚ୍ ଦିନ୍ତ ତ୍ରୟାତ ହେୱାର୍ ଲାଗାୟ୍ ୱାତାପ୍; ହେ ବାହାତ ଆପେଂ ସାତ୍ ଦିନ୍ ମାଚାପ୍ ।
7 ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ।
ଆପେଂ ସାତ୍ନି ପର୍ତୁମ୍ ରଇବାର୍ ନାଜିଂ ଏଚେକାଡ଼୍ଦ ତିଞ୍ଜେଙ୍ଗ୍ ରବେରୁଣ୍ତା ଆଜ଼ି ମାଚାପ୍, ପାଉଲ୍ ହେ ଏଚେୱାଡ଼ାଂ ଆର୍କାତ୍ ନାଜିଂ ହାନାନ୍ ଇଞ୍ଜି ଜାଲ୍ଦି ଆଜ଼ି ମାଚିଲେ ହେୱାରିଂ ଉପ୍ଦେସ୍ ହିଦେଂ ଲାଗାତାନ୍ ଆରି ଆଦାନାଣା ପାତେକ୍ ଲାମା କାତା ହିତାନ୍ ।
8 ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା।
ଇମ୍ଣି ଜପ୍ଣି ବାକ୍ରାତ ଆପେଂ ରବେ ରୁଣ୍ଡାଜ଼ି ମାଚାସ୍, ହେ ବାକ୍ରାତ ବେସି ବଇଟାଂ କାଚା ଆଜ଼ି ମାଚିକ୍ ।
9 ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆପଣା ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା।
ଆରେ, ଚିଟ୍କି ଜପି ଇଉତୁକ ତର୍ନି ରୱାନ୍ ଦାଂଣେନ୍ ଲଗୁ କୁଚ୍ଚି ମାଚାନ୍, ହେୱାନିଂ ବେସି ହୁଚ୍କାଣ୍କୁ ହସି ମାଚିକ୍; ଆରେ ପାଉଲ୍ ଆରେ ଡେଙ୍ଗା ଉପ୍ଦେସ୍ କିତିଲେ ହେୱାନ୍ ହୁଚ୍କାଣ୍କୁ ମାୟାତାଂ ତିନି ପାଉଚ୍ତାଂ ତାରେନ୍ ଆର୍ତାନ୍, ଆରେ ତାଙ୍ଗ୍ ନିକ୍ତି ୱେଡ଼ାଲିଂ ହେୱାନ୍ ହାତାନ୍ନା ଇଞ୍ଜି ପୁନ୍ୟାତାତ୍ ।
10 ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡ଼ି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି।
ହେବେ ପାଉଲ୍ ତାରେନ୍ ଜୁଜ଼ି ୱାଜ଼ି ତାଙ୍ଗ୍ ପମ୍ଜି ଇଚାନ୍, “ଚିନ୍ତା କିମା, ଇନାକିଦେଂକି ଇୱାନ୍ ତାକେ ଜିବୁନ୍ ମାନାତ୍ ।”
11 ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ।
ପାଚେ ହେୱାନ୍ ଜପି ହାଲ୍ଜି ରୁଟି ଡ୍ରିକ୍ଚି ଚିଚାନ୍, ଆରେ ହେୱାର୍ ଲାହାଙ୍ଗ୍ ନାଡ଼ିହିଙ୍ଗ୍ ଆନି ପାତେକ୍ ବେସି କାତାବାର୍ତା କିଜ଼ି ହାଜ଼ି ଆସ୍ତାନ୍ ।
12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ।
ଆରେ, ହେୱାର୍ ହେ କାଡ଼୍ଦେଙ୍ଗ୍ ଜିଜ଼ି ମାନାକା ଗାଟାଜ଼ି ଆଦିକ୍ ୱାରିକିୟ୍କିନି କାଜିଂ ହେୱାର୍ ଆଦିକ୍ ହେୱାରିଂ ଆରି ଇଞ୍ଜ ଅସି ହାଚାର୍ ।
13 କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ।
ମତର୍, ଆପେଂ ଆକ୍ତୁ ଜାଜ୍ତ ଦୁମ୍ଜି ଆସସ୍ତ ହାଚାପ୍, ହେବେତାଂ ପାଉଲ୍ତିଂ ଅସି ହାନି କାଜିଂ ବାବି କିଜ଼ି ମାଚାପ୍, ଇନାକିଦେଂକି ହେୱାନ୍ ନିଜେ ହାଜ଼ିତ ହାଞ୍ଜେଙ୍ଗ୍ କାଜିଂ ଇଚା କିଜ଼ି ହେ ବାନି ତିର୍ କିଜ଼ି ମାଚାନ୍ ।
14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ,
ଏଚେକାଡ଼୍ଦ ହେୱାନ୍ ମାଂ ଆସସ୍ତ ବେଟା ଆତ୍ତାନ୍, ଆପେଂ ତାଙ୍ଗ୍ ଜାଜ୍ତ ଅଜ଼ି ମିତୁଲିନିତ ଏକାତାପ୍,
15 ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖୀୟସ୍ ଦ୍ୱୀପ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ୱିତୀୟ ଦିନରେ ଜାହାଜ ସାମ ଦ୍ୱୀପରେ ଲଗାଇଲୁ ଓ ଆରଦିନ ମୀଲୀତ ସହରରେ ପହଞ୍ଚିଲୁ।
ଆରେ ହେ ବାହାତାଂ ଜାଜ୍ ରିକ୍ଚି ଆପେଂ ଆର୍କାତ୍ ନାଜିଂ କିୟସ୍ ମୁମ୍ଦ ଏକାୱାତାପ୍, ରି ଦିନ୍ନ୍ତାଙ୍ଗ୍ ଜାଜ୍ ସାମତ ଡୁକାୟ୍କିତାପ୍ ଆରି ଆର୍କାତ୍ ଦିନା ମିଲିତତ ଏକାତାପ୍ ।
16 କାରଣ ପାଉଲଙ୍କ ଏସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୂଶାଲମ ସହରରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।
ଇନାକିଦେଂକି ପାଉଲ୍ତି ଆସିଆତ ଇନେସ୍ ସମୁ ମାଞ୍ଜେଙ୍ଗ୍ ଆମେତ୍, ଇଦାଂ କାଜିଂ ହେୱାନ୍ ଏପିସ ପିସ୍ତି ହାଞ୍ଜେଙ୍ଗ୍ ବିଚାର୍ କିଜ଼ି ମାଚାନ୍, ଲାଗିଂ ଆତିସ୍ କାତେ ପେଣ୍ଟିକସ୍ଟ ନାଜିଂ ଜିରୁସାଲମ୍ତ ଏକିନି କାଜିଂ ହେୱାନ୍ ତିର୍କାଡ଼୍ ଆବିସ୍ ମାଚାନ୍ ।
17 ମୀଲୀତରୁ ସେ ଏଫିସ ସହରକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ।
ମିଲିତତାଂ ପାଉଲ୍ ଏପିସତ ଲକୁ ପକ୍ଚି ମଣ୍ଡ୍ଲିନି ପ୍ରାଚିନାରିଂ ଜାର୍ ଲାଗେ କୁକ୍ଚି ତାହିୱାତାନ୍ ।
18 ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି,
ହେୱାର୍ ତା ଲାଗାୟ୍ ଏକିତିଲେ ହେୱାନ୍ ହେୱାରିଂ ଇଚାନ୍, ରମିୟ ରାଜିନି “ଆସିଆତ ମାନି ପର୍ତୁମ୍ ଦିନ୍ତାଂ ଆନ୍ ୱିଜ଼ୁ ସମୁ ମି ବିତ୍ରେ ଇନେସ୍ ଚିନ୍ତା କିତାଂ,
19 ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,
ପୁରାବାର୍ତି ହୁଦାର୍ ମାନ୍ତ ମେଣ୍ଡାଙ୍ଗ୍କୁନ୍ଦି ହୁଦାଂ ଜିହୁଦିର୍ତି ବାର୍ବିନ୍ କୁଟ୍ କାଜିଂ ନାଙ୍ଗ୍ ଇମ୍ଣି ଇମ୍ଣି ପରିକ୍ୟା ଗିଟାଜ଼ି ମାଚାତ୍, ହେ ସବୁ ପା ଇନେସ୍ ମାପ୍ରୁତି ହେବା କିଜ଼ି ମାଚାଙ୍ଗ୍,
20 କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ,
ଏପେଙ୍ଗ୍ ପୁନାଟ୍ ଜେ, ଆନ୍ ମାନାୟାର୍ ଲାଗାଂ ପର୍ଚାର୍ କିନି ସମୁତ ଆରି ମି ଇଲ୍ ଉପ୍ଦେସ୍ ହିନି ସମୁତ ମି ଉପ୍କାର୍ ଆନି ଲାକେ ଇମ୍ଣାକା ପା ବିସ୍ରେ ୱେଚ୍ଚେଂ, ବନ୍ଦ୍ କିୱାଦାଂ ମାଚାଙ୍ଗ୍
21 ଈଶ୍ବରଙ୍କ ପ୍ରତି ମନ-ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୁଦୀ ଓ ଗ୍ରୀକ୍ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି, ତାହା ତୁମ୍ଭେମାନେ ଜାଣ।
ହିକ୍ୟା ହିଦେଂ ମଦାୱାଦାଂ ଇସ୍ୱର୍ ତାକେ ମାନ୍ବାଦ୍ଲାୟ୍ ଆରେ, ମା ମାପ୍ରୁ ଜିସୁତି କାଜିଂ ପାର୍ତିନି ବିସ୍ରେ ଜିହୁଦି ଆରି ଗ୍ରିକ୍ତି ଲାଗାୟ୍ ସାକି ହିଜ଼ି ମାଚାଙ୍ଗ୍ ହେଦାଂ ଏପେଙ୍ଗ୍ ପୁନାଟ୍ ।
22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ;
ନଙ୍ଗ୍ ହୁଡ଼ାଟ୍, ଆନ୍ ପୁଇପୁୟା ଜିବୁନ୍ତ ଉଦେସ୍ ପାୟାଜ଼ି ଜିରୁସାଲମ୍ତ ହାନାଙ୍ଗା, ହେ ବାହାତ ନା କାଜିଂ ଇନାକା ସବୁ ଗିଟାନାତ୍, ହେଦାଂ ଆନ୍ ପୁନୁଙ୍ଗ୍,
23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି।
ନା କାଜିଂ ଜେ ହିକ୍ଡ଼ି ଗାଚ୍ନାକା ଆରି ଦୁକ୍ ମାନାତ୍, କେବଲ୍ ଏଚେକ୍ ପୁନାଙ୍ଗ୍, ଇଦାଂ ପୁଇପୁୟା ଜିବୁନ୍ ଗାଡ଼୍ଦ ବସ୍ତିତ ସାକି ହିତ୍ତାନ୍ନା ।
24 କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି।
ମାତର୍ ଆନ୍ ଇନେସ୍ ନା ସମାନ୍ ହାଜ଼ିନି ହାରିହାରା ପାତେକ୍ ହନ୍ତେଙ୍ଗ୍ ଆଡ୍ନାଙ୍ଗ୍, ଆରେ ଇସ୍ୱର୍ତି ଦୟାନି ନେକ୍ରିକାବୁର୍ ପାକ୍ୟାତ ସାକି ହିନି କାଜିଂ ମାପ୍ରୁ ଜିସୁତାଂ ଇମ୍ଣି ହେବାନି କାମାୟ୍ ପାୟାତାନ୍ନା, ହେଦାଂ ଇନେସ୍ ପୁରାକିଦେଂ ଆଡ୍ନାୟ୍, ଇଦାଂ କାଜିଂ ଆନ୍ ଜାର୍ ଜିବୁନ୍ତିଂ ହାର୍ଦାକା କିୱାଦାଂ ହେଦାଂ ହାରୁ କିନାଙ୍ଗା ।”
25 ପୁଣି, ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ବରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ।
ଆରେ ନଙ୍ଗ୍ ହୁଡ଼ାଟ୍, ଇମ୍ଣାକାର୍ ବିତ୍ରେ ଆନ୍ “ଇସ୍ୱର୍ତି ରାଜି ସୁଣାୟ୍ କିଦେଙ୍ଗ୍ ଇଞ୍ଜି ବୁଲାଆତାଂ, ଏଲେଙ୍ଗ୍ ଜେ ଏପେଙ୍ଗ୍ ୱିଜ଼ାକାଦେର୍, ଆରେ ହୁଡ଼ାଟ୍ ନା ମୁମ୍ ହୁଡ଼ୁଦେର୍ ଇଞ୍ଜି ଆନ୍ ପୁନାଙ୍ଗ୍ ।
26 ଏହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ନିର୍ଦ୍ଦୋଷ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି।
ଲାଗିଂ ଆନ୍ ଜେ ୱିଜ଼ାକାର୍ତି ନେତେର୍ନି ପାପି ଆକାୟ୍, ଇଦାଂ ଆନ୍ ନେଞ୍ଜେଙ୍ଗ୍ ମିଙ୍ଗ୍ ସାକି ହିଦ୍ନାଙ୍ଗା ।
27 ମୁଁ ଈଶ୍ବରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି।
ଆନ୍ ଇସ୍ୱର୍ତି ଇଚା ୱିଜ଼ୁ କିତାକା ମିଙ୍ଗେଙ୍ଗ୍ ଜାଣାୟ୍କିଦେଂ ମଦାୱାଦାଂ ମାଚାଙ୍ଗ୍ ।
28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ।
ଏପେଙ୍ଗ୍ ଜାର୍ ଜାର୍ ବିସ୍ରେ, ଆରେ ଇମ୍ଣି ମଣ୍ଡ୍ଲିତିଂ ଇସ୍ୱର୍ ଜାର୍ ଜାର୍ ନେତେର୍ତ କଡ଼୍ତାର୍ନ୍ନା, ତା ହେ ମଣ୍ଡ୍ଲିତିଂ ପାଲି କିଦେଙ୍ଗ୍ କାଜିଂ, ପୁଇପୁୟା ଜିବୁନ୍ ଜେ ମିଙ୍ଗେଙ୍ଗ୍ ୱିଜ଼ୁ ମାନ୍ଦା ବିତ୍ରେ ମୁଣିକା ଲାକେ ବାଚି କିତାର୍ଣ୍ଣା, ହେୱାର୍ତି ବିସ୍ରେ ଜାଗ୍ରତ୍ ମାନାଟ୍ ।
29 ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ,
ଆନ୍ ପୁନାଙ୍ଗ୍, ଆନ୍ ହାନି ପାଚେ ମି ବିତ୍ରେ ବଇଁକାର୍ ହୁଣ୍ଡାର୍ ବୁର୍କାଙ୍ଗ୍ ୱାନିକ୍ ଆରି ମାନ୍ଦାତିଂ ଚିର୍ବିର୍ କିୱାଦାଂ ପିହୁକ୍ ।
30 ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ।
ଆରେ, ଲକ୍ ମି ବିତ୍ରେତାଂ ପା ନିଂଜି ଚେଲାରିଂ ଜାର୍ତିଂ ପାଚେ ଜାଲ୍ଜି ଅଦେଂ କାଜିଂ ଉଲ୍ଟା କାତାଂ ଇନାର୍, ଇଦାଂ ଆନ୍ ପୁନାଙ୍ଗ୍ ।
31 ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ।
ଲାଗିଂ, ଏପେଙ୍ଗ୍ କାସି ମାନାଟ୍, ଆରେ ଆନ୍ ତିନି ବାର୍ହୁ ପାତେକ୍ ୱେଡ଼ାନାଣା ମେଣ୍ଡାଙ୍ଗ୍ କୁନ୍ଦିକିଜ଼ି ଜାଣ୍କେ ରୱାନିଂ ଚେତ୍ନା ହିଦେଂ ଜେ ଜମ୍ୱାଦାଂ ମାଚାଙ୍ଗ୍, ଇଦାଂ ଏତୁ କିୟାଟ୍ ।”
32 ମୁଁ ଏବେ ତୁମ୍ଭମାନଙ୍କୁ ଈଶ୍ବରଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି।
“ନଙ୍ଗ୍ ଆନ୍ ମିଙ୍ଗ୍ ମାପ୍ରୁ ତାକେ ଆରି ହେୱାନ୍ତି ଦୟାନି ବଚନ୍ ଲାଗେ ହେଲାୟ୍ କିଦ୍ନାଙ୍ଗା, ହେୱାନ୍ ମିଙ୍ଗ୍ ହାର୍ କିଦ୍ନି କାଜିଂ ଆରି ପୁଇପୁୟା କିଦ୍ଦେଂ ୱିଜ଼ାର୍ ବିତ୍ରେ ଆଟ୍ୱା କିଦ୍ନି ଆରି ଇସ୍ୱର୍ତି ମାନାୟାରିଂ ସବୁ ଦୟା ମିଙ୍ଗେଙ୍ଗ୍ ହିଦ୍ଦେଂ ରାଜି ।
33 ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି।
ଆନ୍ ଇନେରିଂ ରୁପା କି ହନା କି ହେନ୍ଦ୍ରା ଲବ୍ କିୱାଦାଂ ମାଚାଙ୍ଗ୍ ।
34 ମୋହର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରିଆସୁଅଛି, ନିଜେ ଏହା ତୁମ୍ଭେମାନେ ଜାଣ।
ନା ଇ କେଇ ରିଣ୍ଡାଂ ଜେ ନାୱାଙ୍ଗ୍ ଆରି ନା ହାଙ୍ଗ୍ଦାକାର୍ତି ଅବାବ୍ ବାର୍ତି କାଜିଂ ହେବାକିନାକା କିଜ଼ି ୱାନାଙ୍ଗା, ଇଦାଂ ଏପେଙ୍ଗ୍ ନିଜେ ପୁନାଟ୍ ।
35 ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି।
ଗାଟାନି ତାଂ ଦାନ୍ ହିନାକା ଆଦିକ୍ ୱାରି ମାନ୍ଗାନାତ୍, ନିଜେ ମାପ୍ରୁ ଜିସୁତି ଇ ବଚନ୍ତିଂ ଏତୁ କିଜ଼ି ଇ ବାନି କସ୍ଟ କାମାୟ୍ ହୁଦାଂ ଆସେଙ୍ଗ୍ ନାଦାର୍ ଲକୁରିଂ ଉପ୍କାର୍ କିନି ଲଡ଼ା, ଇ ବିସ୍ରେ ସବୁ ୱେଡ଼ାଂ ମିଂ ହାର୍ଦାକା ଚଚ୍ଚାତାଂନା ।”
36 ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।
ଇ ସବୁ କାତା ଇଚି ପାଚେ, ହେୱାନ୍ ମେଣ୍ଡାଙ୍ଗ୍ କୁନ୍ଦିକିଜ଼ି ୱିଜ଼ାର୍ ଲାହାଙ୍ଗ୍ ହେୱାର୍ ପାର୍ତାନା କିତାନ୍,
37 ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ,
ଆରେ, ହେୱାର୍ ବେସି ଆଡ଼୍ବିସ୍ ପାଉଲ୍ତିଂ ପମ୍ଜି ହେୱାନିଂ ଡନ୍ଞ୍ଜେଙ୍ଗ୍ ଲାଗାତାର୍,
38 ସେମାନେ ତାହାଙ୍କ ମୁଖ ପୁଣି, ଆଉ ଥରେ ଦେଖିବେ ନାହିଁ ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷ ରୂପେ ଦୁଃଖ କଲେ। ପରେ ସେମାନେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ।
ହେୱାର୍ ହେୱାନ୍ତି ମୁମ୍ ଆରେ, ଆରେ ରଗ ହୁଡ଼ୁର୍ ଇଞ୍ଜି ପାଉଲ୍ ଇମ୍ଣି କାତା ଇଞ୍ଜି ମାଚାନ୍, ହେଦାଂ କାଜିଂ ବେସି ଦୁକ୍ କିତାର୍ । ପାଚେ ହେୱାର୍ ତାଙ୍ଗ୍ ଜାଜ୍ ପାତେକ୍ ଅସି ହାଚାର୍ ।