< ପ୍ରେରିତ 20 >

1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।
ହାଲାଗୁଲା ଚାବାୟାନ୍‌ ତାୟମ୍‌ତେ, ପାଉଲୁସ୍‌ ବିଶ୍ୱାସୀକକେ ହୁଣ୍ଡିକେଦ୍‌ତେ ଜୀଉରେ ରାସ୍‌କାଅଃ ଲେକାନ୍‌ କାଜି ଉଦୁବାଦ୍‌କଆଏ । ଇନ୍‌କୁତାଃଏତେ ବିଦା ଇଦିକେଦ୍‌ତେ ଇନିଃ ମାକିଦନିଆତେ ସେନଃୟାନା ।
2 ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ପରେ ଗ୍ରୀସ୍‍କୁ ଆସିଲେ।
ଇନିଃ ଏନ୍‌ ସବେନ୍‌ ପାର୍‌ଗାନ୍‌ ହରାତେ ସେନଃୟାନା ଆଡଃ ବିଶ୍ୱାସୀ ହଡ଼କକେ ଜୀଉରେ ରାସ୍‌କାଅଃରାଃ କାଜି କାଜିକେଦ୍‌କଆ । ଏନ୍ତେ ଇନିଃ ଗ୍ରୀସ୍‌ ଦିଶୁମ୍‌ତେ ହିଜୁଃୟାନା,
3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ।
ଏନ୍ତାଃରେ ଆପି ମାହିଁନା ତାଇନ୍‌ୟାନାଏ । ଇନିଃ ସିରିୟାତେ ସେନଃ ନାଗେନ୍ତେ ସେକାଡ଼େନ୍‌ ତାଇକେନ୍‌ ଇମ୍‌ତା ଯିହୁଦୀ ହଡ଼କ ଇନିକେ ଗଏଃ ନାଗେନ୍ତେକ ରୋଜୋଟତାନା ମେନ୍ତେ ଆୟୁମ୍‌କେଦ୍‌ତେ ଇନିଃ ମାକିଦନିଆ ହରାତେ ରୁହାଡ଼୍‌ ନାଗେନ୍ତେ ଉହାଟ୍‌କେଦା ।
4 ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ।
ବେରିଆ ନାଗାର୍‌ରେ ତାଇନ୍‌ତାନ୍‌ ପୁରସ୍‌ଆଃ ହନ୍‌ ସୋପାତ୍ର, ଥେସ୍‌ଲନିକାରେନ୍‌ ଆରିସ୍ତାର୍ଖ ଆଡଃ ସେକୁନ୍ଦ, ଦର୍ବୀରେନ୍‌ ଗାୟସ୍‌, ଏସିଆ ପାର୍‌ଗାନ୍‌ରେନ୍‌ ତୁଖିକ୍‌, ତ୍ରଫିମ୍‌ ଆଡଃ ତୀମଥି ଇନିଃଲଃ ସେନଃୟାନାକ ।
5 ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୋୟା ସହରରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ।
ନେ ଏୟାଝାନ୍‌ ହଡ଼କ ସିଦାରେ ସେନ୍‌କେଦ୍‌ତେ ତ୍ରୋୟାସ୍‌ରେ ଆଲେକେ ତାଙ୍ଗିକାଲେ ତାଇକେନାକ ।
6 ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।
ସାବାଃ ହଲଙ୍ଗ୍‌ ପାରାବ୍‌ ତାୟମ୍‌ତେ ଆଲେ ଫିଲିପି ସାହାର୍‌ଏତେ ଦାଆଃ ଜାହାଜ୍‌ରେ ସେନଃକେଦ୍‌ତେ ମଣେଁମାହାଁ ତାୟମ୍‌ତେ ତ୍ରୋୟାସ୍‌ରେ ଏନ୍‌ ଏୟାଝାନ୍‌ ହଡ଼କଲଃ ମେସାୟାନାଲେ ଆଡଃ ଏନ୍ତାଃରେ ମିଦ୍‌ ହାପ୍ତା ତାଇନ୍‌ୟାନାଲେ ।
7 ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ।
ହାପ୍ତାରେୟାଃ ସିଦା ହୁଲାଙ୍ଗ୍‌ ସିଙ୍ଗିହାସୁର୍‌ରେ ଆଲେ ମେନେସାରାଃ ହଲଙ୍ଗ୍‌ କେଚାଃ ମିଦ୍‌ତାଃରେ ହୁଣ୍ଡିକେଦ୍‌ତେ ମାନାତିଙ୍ଗ୍‌କେଦାଲେ । ପାଉଲୁସ୍‌ ହଡ଼କକେ ଥାଲାନିଦା ଜାକେଦ୍‌ ଜାଗାର୍‌କେଦ୍‌କଆଏ, ଚିଆଃଚି ଏଟାଃ ହୁଲାଙ୍ଗ୍‌ ଇନିଃ ଏନ୍‌ ଠାୟାଦ୍‌ ବାଗିକେଦ୍‌ତେ ସେନଃରାଃ ତାଇକେନା ।
8 ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା।
ଆଲେ ଅକ ଚେତାନ୍‌ କୁଠାରେ ହୁଣ୍ଡିକାନ୍‌ ତାଇକେନାଲେ, ଏନ୍ତାଃରେ ପୁରାଃ ଦିମିକ ଜୁଲଃତାଇକେନା ।
9 ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆପଣା ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା।
ଏନ୍ତାଃରେ ଇଉଟିକସ୍‌ ନୁତୁମ୍‌ ମିଆଁଦ୍‌ ସେପେଡ଼େଦ୍‌ ଖିଡ଼୍‌କି ଚେତାନ୍‌ରେ ଦୁବାକାନ୍‌ ତାଇକେନା ଆଡଃ ପାଉଲୁସ୍‌ ଜାଗାର୍‌ ତାଇକେନ୍‌ ଇମ୍‌ତା ଇନିଃକେ ଦୁଡ଼ୁମିତାଇକେନା । ଏନ୍ତେ ଇନିଃ ପୁରା ଦୁଡ଼ୁମ୍‌ୟାନାଏ ଆଡଃ ଆପି ମାହାଲା ଚେତାନ୍‌ହେତେ ଲାତାର୍‌ରେ ଉୟୁଃୟାନା । ଇନ୍‌କୁ ଇନିଃକେ ବିରିଦ୍‌କିୟାକ ଇମ୍‌ତା ଇନିୟାଃ ଜୀଉ ଟୁଣ୍ଡୁକାନ୍‌ ତାଇକେନା ।
10 ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡ଼ି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି।
୧୦ମେନ୍‌ଦ ପାଉଲୁସ୍‌ ଲାତାର୍‌ତେ ଆଡ଼୍‌ଗୁକେଦ୍‌ତେ ଇନିଃକେ ହାମ୍ବୁଦ୍‌କିୟାଏ ଆଡଃ କାଜିକେଦାଏ, “ଆଲପେ ଆଡ଼ାଃଉଡ଼ୁଗଃଆ, ଇନିଃ ଜୀନିଦ୍‌ଗି ମେନାଇୟା ।”
11 ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ।
୧୧ଏନ୍ତେ ଇନିଃ ଚେତାନ୍‌ତେ ରାକାବ୍‌ ରୁହାଡ଼୍‌ୟାନାଏ ଆଡଃ ହଲଙ୍ଗ୍‌ କେଚାଃକେଦ୍‍ତେ ଜମ୍‍କେଦାଏ, ଏନ୍ତେ ସିଙ୍ଗିତୁରଃ ଜାକେଦ୍‌ ଇନ୍‌କୁଲଃ ପୁରାଃଗି ଜାଗାର୍‌କେଦା ଆଡଃ ଏନ୍ତାଃଏତେ ସେନଃୟାନା ।
12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ।
୧୨ହଡ଼କ ସେପେଡ଼େଦ୍‌କେ ଜୀନିଦ୍‌ ନେଲ୍‌କେଦ୍‌ତେ ଆୟାଃ ଅଡ଼ାଃତେକ ଇଦିକିୟା ଆଡଃ ପୁରାଃଗି ଜୀଉରାଡ଼େଃକ ନାମ୍‌କେଦା ।
13 କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ।
୧୩ଆଲେ ସିଦାରେ ଦାଆଃ ଜାହାଜ୍‌ରେ ଦେଏଃକେଦ୍‌ତେ ଆସେସ୍‌ ନାଗାର୍‌ତେଲେ ସେନଃୟାନା । ଏନ୍ତାଃଏତେ ଆଲେ ପାଉଲୁସ୍‌କେ ଦାଆଃ ଜାହାଜ୍‌ରେ ଇଦି ନାଗେନ୍ତେଲେ ଉହାଟ୍‌କାଦ୍‌ ତାଇକେନା, ଚିଆଃଚି ଇନିଃ ଅତେ ହରାରେ ସେନ୍‌କେଦ୍‌ତେ ଏନ୍‌ ଠାୟାଦ୍‌ତେ ସେଟେରା ମେନ୍ତେ କାଜିକାଦ୍‌ ତାଇକେନା ।
14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍‌ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ,
୧୪ଇନିଃ ଚିମ୍‌ତା ଆଲେଲଃ ଆସେସ୍‌ରେ ନାପାମ୍‌ୟାନା, ଆଲେ ଇନିଃକେ ଦାଆଃ ଜାହାଜ୍‌ରେ ଇଦିକେଦ୍‌ତେ ମିତିଲିନ୍‌ ନାଗାର୍‌ତେଲେ ସେନଃୟାନା ।
15 ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖୀୟସ୍ ଦ୍ୱୀପ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ୱିତୀୟ ଦିନରେ ଜାହାଜ ସାମ ଦ୍ୱୀପରେ ଲଗାଇଲୁ ଓ ଆରଦିନ ମୀଲୀତ ସହରରେ ପହଞ୍ଚିଲୁ।
୧୫ଏନ୍ତାଃଏତେ ଆଡଃଗି ସେନଃକେଦ୍‌ତେ ଏଟାଃ ହୁଲାଙ୍ଗ୍‌ ଖିଅସ୍‌ ଟାପୁତାଃଲେ ସେଟେର୍‌ୟାନା । ଆଡଃମୁସିଙ୍ଗ୍‌ ତାୟମ୍‌ତେ ଆଲେ ସାମସ୍‌ ଟାପୁତେ ସେଟେର୍‌କେଦ୍‌ତେ, ଏଟାଃ ହୁଲାଙ୍ଗ୍‌ ମିଲିତସ୍‌ ନାଗାର୍‌ତେଲେ ସେଟେର୍‌ୟାନା ।
16 କାରଣ ପାଉଲଙ୍କ ଏସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୂଶାଲମ ସହରରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।
୧୬ଏସିଆ ପାର୍‌ଗାନ୍‌ରେ ଆଡଃ ଆଦ୍‌କା ନେଡା କା ଇଦିକେଦ୍‌ତେ ଏଫିସୁସ୍‌ ଗେନା ଗେନାତେ ଦାଆଃ ଜାହାଜ୍‌କେ ଇଦି ନାଗେନ୍ତେ ପାଉଲୁସ୍‌ ଉହାଟ୍‌କେଦାଏ । ଆଡଃ ହବାସାକାଅଃରେଦ, ପେଣ୍ଟିକଷ୍ଟ୍‌ ହୁଲାଙ୍ଗ୍‌ରେ ଯୀରୁଶାଲେମ୍‌ତେ ଜାଲ୍‌ଦି ସେଟେର୍‌ ନାଙ୍ଗ୍‌ ଇନିଃ ଉହାଟ୍‌କାଦ୍‌ ତାଇକେନାଏ ।
17 ମୀଲୀତରୁ ସେ ଏଫିସ ସହରକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ।
୧୭ପାଉଲୁସ୍‌ ମିଲିତସ୍‌ତାଃଏତେ ଏଫିସୁସ୍‌ କାଲିସିୟାରେନ୍‌ ପ୍ରାଚିନ୍‌କକେ ଆୟାଃଲଃ ନେପେଲ୍‌ ନାଗେନ୍ତେ କାଜିକୁଲ୍‌କେଦା ।
18 ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି,
୧୮ଇନ୍‌କୁ ପାଉଲୁସ୍‌ତାଃ ତେବାଃୟାନ୍‌ଚି ଇନିଃ କାଜିକେଦାଏ, “ଏସିଆ ପାର୍‌ଗାନ୍‌ ସେଟେର୍‌ୟାନ୍‌ ପାହିଲା ହୁଲାଙ୍ଗ୍‌ତାଃଏତେ ଆଇଙ୍ଗ୍‌ ଚିଲ୍‌କା ଆପେଲଃ ଆଦ୍‌କା ନେଡା ବିତାଅକାଦାଇଙ୍ଗ୍‌, ଏନା ଆପେ ସାରିକାଦାପେ ।
19 ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,
୧୯ଯିହୁଦୀ ହଡ଼କ ଆଇଙ୍ଗ୍‌କେ ଗଗଏଃ ନାଗେନ୍ତେକ ରୋଜୋଟ ତାଇକେନ୍‌ ହରାତେ ଆଇଙ୍ଗ୍‌ ପୁରାଃ ଦୁକୁହାସୁ ସାହାତିଙ୍ଗ୍‌କେଦାଇଙ୍ଗ୍‌, ଏନ୍‌ରେୟ ଆଇଙ୍ଗ୍‌ ପ୍ରାଭୁଆଃ ଦାସି ଲେକା ଲେବେଃ ମନ୍‌ତେ ଆଡଃ ପୁରାଃ ରାଆଃତାନ୍‌ଲଃ ଆଇଁୟାଃ କାମି କାମିକାଦାଇଙ୍ଗ୍‌ ।
20 କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ,
୨୦ଆପେ ସାରିତାନାପେ, ଆଇଙ୍ଗ୍‌ ହଡ଼କତାଃରେ ଉଦୁବ୍‌ତାନ୍‌ ଇମ୍‌ତା ଆଡଃ ଆପେୟାଃ ଅଡ଼ାଃରେ ଇତୁତାନ୍‌ ଇମ୍‌ତା ଆପେୟାଃ ବୁଗିନାଃ ହବାଅଃ ଲେକା ଜେତାନ୍‌ ବିଷାଏ ଉଦୁବ୍‌ ନାଗେନ୍ତେ କାଇଙ୍ଗ୍‌ ହିଚ୍‌କିଚାଅକାଦା ।
21 ଈଶ୍ବରଙ୍କ ପ୍ରତି ମନ-ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି, ତାହା ତୁମ୍ଭେମାନେ ଜାଣ।
୨୧ଯିହୁଦୀ ଆଡଃ ସାଅଁସାର୍‌ ସବେନ୍‌କକେ ଆଇଙ୍ଗ୍‌ ପୁରାଃଗି ଚିର୍ଗାଲାନ୍‌ କାଜିକଇଙ୍ଗ୍‌ କାଜିକାଦ୍‌ପେ ତାଇକେନା, ଜେ'ଲେକା ଇନ୍‌କୁ ଆକଆଃ ପାପ୍‌କ ହେୟାତିଙ୍ଗ୍‌କେଦ୍‌ତେ ପାର୍‌ମେଶ୍ୱାର୍‌ସାଃତେକ ହିଜୁଃରୁହାଡ଼ା ଆଡଃ ପ୍ରାଭୁ ୟୀଶୁତାଃରେ ବିଶ୍ୱାସ୍‌ ରିକାଏୟାକ ।
22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ;
୨୨ନାହାଃଁଦ ପାବିତାର୍‌ ଆତ୍ମାରାଃ ଆନାଚୁ ମାନାତିଙ୍ଗ୍‌କେଦ୍‌ତେ ଆଇଙ୍ଗ୍‌ ଯୀରୁଶାଲେମ୍‌ତେଇଙ୍ଗ୍‌ ସେନଃତାନା, ଏନ୍ତାଃରେ ଆଇଁୟାଃ ଚିକ୍‌ନାଃ ହବାଅଃଆ ଏନା କାଇଙ୍ଗ୍‌ ସାରିୟା ।
23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି।
୨୩ପାବିତାର୍‌ ଆତ୍ମା ଆଇଙ୍ଗ୍‌କେ ଚେତାଅକାଦିୟାଁ ଚି, ସବେନ୍‌ ନାଗାର୍‌ରେ ଆଇଙ୍ଗ୍‌ ଜେହେଲ୍‌ରେ ସାଜାଇ ଆଡଃ ଦୁକୁଇଙ୍ଗ୍‌ ନାମେୟା ।
24 କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି।
୨୪ମେନ୍‌ଦ ଆଇଙ୍ଗ୍‌ ଆଇଁୟାଃ ଆପ୍‌ନାଃ ଜୀଦାନ୍‌କେ ଜେତ୍‌ନାଃ ଲେକା କା ଆଟ୍‌କାର୍‌କେଦ୍‌ତେ, ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ ବିଷାଏରେ ପ୍ରାଭୁ ୟୀଶୁ ଆଇଙ୍ଗ୍‌କେ ଅକ ସୁକୁକାଜି ଉଦୁବ୍‌ ନାଗେନ୍ତେ ଏମାକାଦିଙ୍ଗ୍‌ ସେୱାକାମିକେ ଜେ'ଲେକା ପୁରା ଦାଡ଼ିୟାଇଙ୍ଗ୍‌, ନିମିନାଙ୍ଗ୍‌ ଏସ୍‌କାର୍‌ ଆଇଁୟାଃ ଇଛାସାନାଙ୍ଗ୍‌ ତାନାଃ ।
25 ପୁଣି, ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ବରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ।
୨୫“ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ ବିଷାଏରେ ଉଦୁବ୍‌ ନାଗେନ୍ତେ ଆଇଙ୍ଗ୍‌ ଆପେ ସବେନ୍‌କତାଃତେଇଙ୍ଗ୍‌ ସେନାକାନା । ନାହାଁଃ ଆଇଙ୍ଗ୍‌ ସାରିତାନାଇଙ୍ଗ୍‌ ଯେ, ଆପେକଏତେ ଜେତାଏ ଆଇଙ୍ଗ୍‌କେ ଆଡଃମିସା କାପେ ନେଲିୟାଁ ।
26 ଏହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ନିର୍ଦ୍ଦୋଷ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି।
୨୬ଏନାମେନ୍ତେ ତିସିଙ୍ଗ୍‌ ଆଇଙ୍ଗ୍‌ ଆପେତାଃରେ ଗାୱା ଏମ୍‌ତାନାଇଙ୍ଗ୍‌ ଯେ, ଆପେକଏତେ ଜେତାଏ ଜିୟନଃରେଦ ଏନାରେୟାଃ ଦାୟୀ ଆଇଙ୍ଗ୍‌ ନାହାଁଲିଙ୍ଗ୍‌ ।
27 ମୁଁ ଈଶ୍ବରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି।
୨୭ଚିଆଃଚି ପାର୍‌ମେଶ୍ୱାର୍‌ଆଃ ଗଟା ଉଦ୍ଦେଶ୍‌ ଆପେତାଃରେ ଉଦୁବ୍‌ ନାଗେନ୍ତେ ଆଇଙ୍ଗ୍‌ କାଇଙ୍ଗ୍‌ ହିଚ୍‌କିଚାଅକାଦା ।
28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ।
୨୮ଏନାମେନ୍ତେ ଆପେ ଆଗୁଆଇ ଲେକା ଆପାନ୍‌କେ ଆଡଃ ପାବିତାର୍‌ ଆତ୍ମା ଏମାକାଦ୍‌ପେ ବିଶ୍ୱାସୀ ଗୋଟ୍‌ କକେ ଯାତ୍‌ନାଅକପେ । ମିଣ୍ଡିଗୁପିନିଃ ଲେକା ପାର୍‌ମେଶ୍ୱାର୍‌ଆଃ କାଲିସିୟାକେ ଯାତ୍‌ନାଏପେ । ଅକ କାଲିସିୟାକେଚି ଇନିଃ ଆୟାଃ ହନ୍‌ଆଃ ମାୟୋମ୍‌ ହରାତେ ଆପ୍‌ନାଃ ବାଇୟାକାଦାଏ ।
29 ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ,
୨୯ଆଇଙ୍ଗ୍‌ ସାରିତାନାଇଙ୍ଗ୍‌, ଆଇଙ୍ଗ୍‌ ସେନଃ ତାୟମ୍‌ତେ ଆପେ ଥାଲାତେ ହସଡ଼ ଇତୁକ ହିଜୁଃଆ ଆଡଃ ବିଶ୍ୱାସୀକକେ ହସଡ଼ ଇନିତୁକ ଇତୁକଆ । ଇନ୍‌କୁ ମିଣ୍ଡିଗୋଟ୍‌କେ ନକ୍‌ସାନ୍‌କତାନ୍‌ ବରୱାନ୍‌ ହୁଣ୍ଡାର୍‌କ ଲେକାନ୍‌କ ତାନ୍‌କ ।
30 ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ।
୩୦ନେଡା ସେଟେରା, ଚିମ୍‌ତା ଆପେୟାଃ ଆପ୍‌ନାଃ ଝୁଣ୍ଡ୍‌ରେନ୍‌ ଚିମିନ୍‌ ହଡ଼କ ବିଶ୍ୱାସୀକକେ ହସଡ଼ କାଜି କାଜିକେଦ୍‌ତେ ଏଟାଃ ହରାତେକ ଇଦିକଆ ।
31 ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ।
୩୧ଏନାମେନ୍ତେ ଏୟନାକାନ୍‌ ତାଇନ୍‌ପେ, ଆଇଙ୍ଗ୍‌ ନିଦା ସିଙ୍ଗି ମେଦ୍‌ ଦାଆଃ ଜରକେଦ୍‌ତେ ଆପି ସିର୍ମା ଜାକେଦ୍‌ ଆପେ ସବେନ୍‌କକେଇଙ୍ଗ୍‌ ଇତୁକାଦ୍‌ପେୟା, ନେୟାଁ ପାହାମେପେ ।
32 ମୁଁ ଏବେ ତୁମ୍ଭମାନଙ୍କୁ ଈଶ୍ବରଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି।
୩୨“ନାହାଁଃ ଆଇଙ୍ଗ୍‌ ଆପେକେ ପାର୍‌ମେଶ୍ୱାର୍‌ଆଃ ତିଃଇରେ ଆଡଃ ଆୟାଃ ସାୟାଦ୍‌ରାଃ କାନାଜିରେଇଙ୍ଗ୍‌ ଜିମାପେତାନା, ଏନା ଆପେକେ ବାଇକେଟେଦ୍‌ପେ ନାଗେନ୍ତେ ଆଡଃ ପାର୍‌ମେଶ୍ୱାର୍‌ଆଃ ପାବିତାର୍‌କାନ୍‌ ହଡ଼କ ନାଗେନ୍ତେ ହବାଅଃ ସବେନ୍‌ ଆଶିଷ୍‌, ଆପେକେ ଏମ୍‌ ଦାଡ଼ି ଲେକାନାଃ ତାନାଃ ।
33 ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି।
୩୩ଆଇଙ୍ଗ୍‌ ଜେତାଏୟାଃ ରୁପା, ସୋନା ଚାଏ ଲିଜାଃ ନାମେ ନାଗେନ୍ତେ କାଇଙ୍ଗ୍‌ ସାନାଙ୍ଗ୍‌କେଦା ।
34 ମୋହର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରିଆସୁଅଛି, ନିଜେ ଏହା ତୁମ୍ଭେମାନେ ଜାଣ।
୩୪ଆପେ ସାରିତାନାପେ, ଆଇଙ୍ଗ୍‌ ଆଇଁୟାଃ ନେ ବାରାନ୍‌ ତିଃଇତେ କେଟେଦ୍‌ କାମି କାମିକେଦ୍‌ତେ ଆପ୍‌ନାଃ ଆଡଃ ଆଇଁୟାଃଲଃ ମିସାତେ କାମିତାନ୍‌କଆଃ ଲାଗାତିଙ୍ଗ୍‌ତେୟାଃ ପୁରାକାଦାଇଙ୍ଗ୍‌ ।
35 ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି।
୩୫‘ନାମେତାଃଏତେ ଦାନ୍‌ ଏମ୍‌ରେ ପୁରାଃ ରାସ୍‌କାମେନାଃ,’ ପ୍ରାଭୁ ୟୀଶୁ ଆଇଃକ୍‌ଗି କାଜିକାଦ୍‌ ନେ କାଜିକେ ପାହାମ୍‌କେଦ୍‌ତେ, ନେ'ଲେକା କେଟେଦ୍‌ କାମି କାମିକେଦ୍‌ତେ ନାରାଦୁରା ହଡ଼କକେ ଦେଙ୍ଗା ଲାଗାତିଙ୍ଗ୍‌ୟାଁଃ, ନେ ବିଷାଏରେ ଆଇଙ୍ଗ୍‌ ସବେନ୍‌ ଇମ୍‌ତା ଆପେକେ ନାମୁନାଇଙ୍ଗ୍‌ ଉଦୁବ୍‌କାଦା ।”
36 ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।
୩୬ପାଉଲୁସ୍‌ ନେଆଁଁ କାଜି ଚାବାକେଦ୍‌ତେ, ଇନିଃ ଇନ୍‌କୁଲଃ ଇକ୍‌ଡ଼ୁମ୍‌କେଦ୍‌ତେ ବିନ୍ତିକେଦା ।
37 ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ,
୩୭ସବେନ୍‌କ ରାଆଃକେଦ୍‌ତେ ଇନିଃକେ ହାମ୍ବୁଦ୍‌କିୟାକ ଆଡଃ ପାବିତାର୍‌ ଚଅଃକେଦ୍‌ତେ ବିଦାକିୟାକ ।
38 ସେମାନେ ତାହାଙ୍କ ମୁଖ ପୁଣି, ଆଉ ଥରେ ଦେଖିବେ ନାହିଁ ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷ ରୂପେ ଦୁଃଖ କଲେ। ପରେ ସେମାନେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ।
୩୮ଇନ୍‌କୁ ଆଇଃକ୍‌କେ ଆଡଃମିସା କାକ ନେଲ୍‌ ଦାଡ଼ିୟା ମେନ୍ତେ ଇନିଃ କାଜିକେଦ୍‌ ହରାତେ ଇନ୍‌କୁ ପୁରାଃଗିକ ହୁଡିଙ୍ଗ୍‌ ଜୀଉୟାନା । ଇନ୍‌କୁ ଇନିଃଲଃ ଦାଆଃ ଜାହାଜ୍‌ ନାଡ଼େଃତେକ ସେନଃୟାନା ।

< ପ୍ରେରିତ 20 >