< ପ୍ରେରିତ 2 >
1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ।
ପେଷ୍ଟିକସ୍ ଦିନା କିସ୍ଟ ବିସ୍ବାସି ସାପାରେ ମୁଇଂନୁଗ୍ ରିସିଙ୍ଗ୍ ଲେଃଆର୍ଗେ ।
2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା,
ଉଲୁସ୍ତେ ସାରସାଗାଚେ ୱେଡ଼ିଆ ପାଙ୍ଗ୍ନେ ଇଲ୍ଏଁ ରକମ୍ କିତଂଇନି ଆଡ଼ାତ୍ରା ବାନ୍ ମୁଇଂ ଇଲ୍ଏଁ ଡିଙ୍ଗ୍କେ ଆରି ଆଣ୍ଡିନେ ଡୁଆନ୍ନିଆ ମେଇଂ କଲେଃଆର୍ଗେ, ଆତେନ୍ ଇଲ୍ଏଁ ଡୁଆ ବିତ୍ରେ ପାଙ୍ଗ୍କେ ।
3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା।
ତେନ୍ ଇଡ଼ିଂ ମେଇଂ କେକେ ଉଡ଼ି ସୁଗୁଆ ସୁଆ ଡୁଆକ୍ନେ ନ୍ଲିୟା ସାପାପାକା ବେପ୍ରେଚେ ଆତ୍ଅରିଆ ଲେକ୍ନେ ସାପାରେ ବିତ୍ରେ ଗାକେ ।
4 ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
ମେଇଂ ସାପାରେ ପବିତ୍ର ଆତ୍ମାରେ ବପୁ ବାଆର୍କେ ଆରି ଆତ୍ମାନେ ଚାଲ୍ନାରେ ମେଇଂ ବିନ୍ ବିନ୍ ବ୍ନାସାରେ ସାମୁଆଁ ବାସଙ୍ଗ୍ନେ ମୁଲେ ଆର୍କେ ।
5 ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ଆସି ଯିରୂଶାଲମ ସହରରେ ବାସ କରୁଥିଲେ।
ଆକେନ୍ ବେଲା ପେଣ୍ଟିକଷ୍ଟ ପାଣ୍ଡୁଏଃ ପାଲନ୍ ଡିଙ୍ଗ୍ନେ ଉଦେସ୍ରେ କିତଂଇନି ଆଲ ଲେଆର୍କ୍ନେ ମଞ୍ଚ୍ପୁର୍ନେ ବିନ୍ବିନ୍ ଦେସ୍ବାନ୍ ପାଙ୍ଗ୍ଲେକ୍ନେ ଜିଉଦି ବକ୍ତଇଂ ଆତେନ୍ବେଲା ଯିରୁସାଲାମ୍ନ୍ନିଆ ୱେଚା ଲେଃଆର୍ଗେ ।
6 ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ।
ଆକେନ୍ ଇଲ୍ଏଁ ଅଁକ୍ନେ ଦାପ୍ରେ ମେଇଂନେ ବିତ୍ରେବାନ୍ ଗୁଲେରୁଆ ପାଙ୍ଗ୍ଚେ ରିସିଙ୍ଗ୍ ଆର୍କେ । ରେମୁଆଁଇଂ ବକୁଆ ଡିଙ୍ଗ୍ୱେଆର୍ଗେ ଡାଗ୍ଲା ମେଇଂ ନିଜେ ଆଣ୍ଡିନେ ବ୍ନାସାରେ ବ୍ନାଇର୍ ବାସଙ୍ଗ୍ଡିଂଆର୍ଗେ ସିସ୍ଇଂ ଡିଗ୍ ଆତେନ୍ ବ୍ନାସାରେ ବାଲିର୍ ବାତା ଡିଙ୍ଗ୍ନେ ଅଁଆର୍କେ ।
7 ପୁଣି, ସେମାନେ ଆଚମ୍ଭିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଅଣ ଗାଲିଲୀୟ ନୁହଁନ୍ତି?
ଆକ୍ବା ଜିଉଦିଇଂ ବକୁଆ ଡିଙ୍ଗ୍ଚେ ମେଇଂ ବିତ୍ରେ ବାଲିର୍ବାତା ଆର୍କେ “କେଲାପା ଦେକ୍ରକମ୍ ବ୍ନାଇର୍ ବାସଙ୍ଗ୍ନେ ଆକେନ୍ ସାପା ରେମୁଆଁ ଗାଲିଲୀୟନେ ଣ୍ଡୁ କି?
8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?
ତେଲା ନେ ସାପାରେ ଡିରକମ୍ ଆମେଇଂକେ ନେ ନିଜେ ନିଜେନେ ଜନମ୍ ତୁବନେ ବ୍ନାସାରେ ବ୍ନାଲିର୍ ବାସଙ୍ଗ୍ନେ ଅଁ ନେଲେକେ?
9 ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସୋପଟାମିଆ, ଯିହୂଦିୟା ପ୍ରଦେଶ, କାପ୍ପାଦକିଆ, ପନ୍ତ ଓ ଏସିଆ,
ନେ ପାର୍ତିୟ ମାଦିୟ ଆରି ଏଲାମିୟ ବାରି ମେସପଟାମିୟା ଜିଉଦା ପ୍ରଦେସ୍ ଆରି କାପ୍ପାଦକିଆ ପନ୍ତ ଆରି ଆସିଆ
10 ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୁଦୀ ଓ ଯିହୁଦୀ ଧର୍ମାବଲମ୍ବୀ ପ୍ରବାସୀ,
ଫ୍ରୁଗିଆ ଆରି ପଂପୁଲିୟା ମିସର୍ ଆରି କୁରୁଣୀ ଏରିଆ ଡାଗ୍ରାନେ ଲିବିଆ ଦେସ୍ନ୍ନିଆ ବାସା ଲେକ୍ନେ ରେମୁଆଁଇଂ ନେ ବାନ୍ ଉଡ଼ିରୁଆ ରୋମ୍ ନଗର୍ ବାନ୍ ପାଙ୍ଗ୍ଲେକ୍ନେ ଜିଉଦି ଆରି ଜିଉଦି ଦର୍ମ ଗ୍ରଅନ୍ ଡିଙ୍ଗ୍ଚେ ବାସା ଲେଃଆର୍କ୍ନେ ରେମୁଆଁଇଂ;
11 ପୁଣି, ଆମ୍ଭେମାନେ କ୍ରୀତୀୟ ଓ ଆରବୀୟ ଲୋକେ, ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ବରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ।
ଆରି ଜିଉଦି ବାରି ଅଣଜିଉଦି ମନ୍ ପରିବର୍ତନ୍ ଡିଙ୍ଗ୍ଲେଃ ଆର୍କେ ଆରି କ୍ରିତ ଆରି ଆରବିୟ ଦେସ୍ନେ ରେମୁଆଁ ଜେ ନେ, ନେ ନିଜେ ନିଜେନେ ବ୍ନାସାରେ ଆକ୍ମେଇଂକେ ଇସ୍ପର୍ନେ ମ୍ନା ମ୍ନା କାମ୍ ଡିଙ୍ଗ୍କ୍ନେ ବ୍ନାଇର୍ ବାସଙ୍ଗ୍ନେ ଅଁନେଲେକେ ।”
12 ଆଉ, ସମସ୍ତେ ଆଚମ୍ଭିତ ଓ ଅବାକ୍ ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କଅଣ?
ମେଇଂ ସାପାରେ ବକୁଆ ଆରି ଆକ୍ଆନ୍ତ୍ ଡିଙ୍ଗ୍ଚେ ମେଇଂମେଇଂ ବିତ୍ରେ ସାଲିଆକୁନେ ଲାଗେକେ “ଆକ୍ମେନେ ଅର୍ତ ମେଁନେ?”
13 କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି।
ମାତର୍ ବିନ୍ ରେମୁଆଁଇଂ ଏଲ୍ୟାଚେ ବାସଙ୍ଗ୍ ଆର୍କେ “କ୍ମେଇଂ ମ୍ୱ୍ରେ ଅଙ୍ଗୁର୍ ରସ୍ ଉଗ୍ଚେ ବୁସା ଲେଃଆର୍କେ ।”
14 କିନ୍ତୁ ପିତର ଏଗାର ଜଣ ପ୍ରେରିତମାନଙ୍କ ସହିତ ଠିଆ ହୋଇ ଉଚ୍ଚସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୁଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ।
ତେନ୍ ଇଡ଼ିଂ ବିନ୍ ଗୋମ୍ୱାର୍ କ୍ଲିଗ୍ ପ୍ରେରିତ୍ ସିସ୍ଇଂ ଏତେ ପିତର୍ ତୁଆଁଚେ କିରଚେ ବାସଙ୍ଗ୍କେ, “ଏ ଜିଉଦି ରେମୁଆଁଇଂ ଆରି ଯିରୁସାଲାମ୍ନ୍ନିଆ ବାସା ଡିଙ୍ଗ୍ଆର୍କ୍ନେ ବଦ୍ର ମଣ୍ଡଲି ନେଙ୍ଗ୍ ବ୍ନାଲିର୍ ଅଁପା, ନେଙ୍ଗ୍ ଆକେନ୍ ସାମୁଆଁ ଆଦ୍ରିଗ୍ଚେ ବାସଙ୍ଗ୍ମ୍ୱିଏ ।
15 କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ ନୁହଁନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର।
ପେ ଜା ଅନ୍ମାନ୍ ଡିଙ୍ଗ୍ପେଡିଙ୍ଗ୍କେ, କିମେଇଂ ଉଗ୍ସାରେ । ଣ୍ଡୁ କିମେଇଂ ଉଗ୍ସାରେ ଣ୍ଡୁ ମାତର୍ ଏବେ ବେଲା ଞ୍ଜିର୍ ନଟା ଡିଙ୍ଗ୍ଲେକେ ।
16 କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି, ଏହା ସେହି ଘଟଣା ଅଟେ;
ମାତର୍ ବାବବାଦି ଯୋୟେଲ୍ ଆଣ୍ଡିନେ ଗଟ୍ନାନେ ବିସୟ୍ରେ ବବିସତ୍ ସାମୁଆଁ ବାସଙ୍ଗ୍ବଗେ ଆକେନ୍ ଦେତ୍ରକମ୍ ମୁଇଂ ଗଟ୍ନା ।” ଯୋୟେଲ୍ ବାସଙ୍ଗ୍ବଗେ;
17 ଈଶ୍ବର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମନୁଷ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ।
ଇସ୍ପର୍ ବାସଙ୍ଗ୍ମ୍ୟାଃକେ: “ଡାନେ ଦିନାକେଲା ଆକେନ୍ ସାପା ଗଟେଏ: ନେଙ୍ଗ୍ ସାପାରେନେ ଆଡ଼ାତ୍ରା ନେଙ୍ଗ୍ନେ ଆତ୍ମାକେ କିଗ୍ ମ୍ବିଏ । ପେନେ ଗୋ ଗିସିଆଇଂ ବାବବାନି ବାସଙ୍ଗ୍ଆର୍ଏ । ପେନେ ଙ୍ଗିରେଇଂ ଦିବ୍ୟ ଦର୍ସନ୍ ବାଆର୍ଏ ବାରି ପେନେ ମ୍ନାରେଇଂ ମୁସୁଡ଼ିଙ୍ଗ୍ କେଆର୍ଏ ।
18 ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ।
ଅଁ ନେଙ୍ଗ୍ନେ ଦାସ ଦାସୀଇଂ ଆଡ଼ାତ୍ରା ଆତେନ୍ବେଲା ନେଙ୍ଗ୍ ନେଙ୍ଗ୍ନେ ଆତ୍ମା କିଗ୍ ମ୍ୱିଏ; ମେଇଂ ନେଙ୍ଗ୍ନେ ବାବବାନି ବାସଙ୍ଗ୍ ଅଲେଙ୍ଗ୍ ଆର୍ଏ ।
19 ଆମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା।
ନେଙ୍ଗ୍ କିତଂଇନି ଆଡ଼ାତ୍ରା ବୟ୍ଙ୍କାର୍ କାମ୍ ଣ୍ଡ୍ରାସୁଏଃଏ ଆରି ମଞ୍ଚ୍ପୁର୍ ବୁନ୍ଦେ ବୟ୍ଙ୍କାର୍ ଚିନ୍ ଣ୍ଡ୍ରାସୁଏଃଏ । ମିଆଁ, ସୁଆ ଆରି କିତଙ୍ଗ୍ଇନି ମାଃସରେ ମଞ୍ଚ୍ପୁର୍ ବର୍ତି ଡିଙ୍ଗ୍ଏ;
20 ପ୍ରଭୁଙ୍କର ମହତ ଓ ପ୍ରସିଦ୍ଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ।
ମାପ୍ରୁନେ ମ୍ନାଃ ଗୌରବ୍ମୟ୍ ଦିନ୍ ପାଙ୍ଗ୍ନେ ସେନୁଗ୍ ସ୍ନି ତାଙ୍ଗ୍କିଗ୍ଏ, ଆରି ଆର୍କେ ମିଆଁ ସୁଗୁଆ ଚି ତ୍ନାଏ ।
21 ଆଉ, ଏପରି ଘଟିବ ଯେ, ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ।
ଆତେନ୍ ବେଲା ଜା ମାପ୍ରୁ ମ୍ନିରେ ରକ୍ୟା ବାନ୍ସା ୱାଆର୍ଏ, ମେଁ ଉଦାର୍ ବାଏ ।”
22 ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ବର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଅାପଣମାନେ ନିଜେ ଜାଣନ୍ତି;
“ଏ ଇଶ୍ରାଏଲ୍ନେ ରେମୁଆଁଇଂ ଆକେନ୍ ସାପା ସାମୁଆଁ ଅଁପା! ନାଜରିତିୟ ଜିସୁ ଗୁଲେ ଇରିୟାତୁଗ୍ନେ କାମ୍ ବୟ୍ଙ୍କାର୍ କାମ୍ ଆରି ଚିନ୍ ବାନ୍ ପେଡାଗ୍ର ଇସ୍ପର୍ନେ ପ୍ରେରିତ୍ ବାଏରେ ଡାଗ୍ଚେ ମ୍ୟାପେଲେଃକେ ମେଁ ବାନ୍ ଇସ୍ପର୍ ଜେ ପେ ବିତ୍ରେ ବାନ୍ ଆକେନ୍ ସାପା କାମ୍ ଡିଙ୍ଗ୍ବକେ ଆକେନ୍ ପେ ନିଜେ ନିଜେ ମ୍ୟାଃପେଲେକେ;
23 ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ;
ଆତେନ୍ ରେମୁଆଁ ଇସ୍ପର୍ନେ ତିଆର୍ ଆଡିଙ୍ଗ୍ବକ୍ନେ ବେଲା ବାରି ସିସେନେ ଗିଆନ୍ ଇସାବ୍ରେ ଆଃସାକେ, ପେ ଆମେକେ ଅଦାର୍ମିକ୍ଇଂନେ ନ୍ତି ବାନ୍ କୁରୁସ୍ ଆଡ଼ାତ୍ରା ଆଡେଚେ ବାଗୁଏ ପେବଗେ ।
24 କିନ୍ତୁ ଈଶ୍ବର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ।
ମାତର୍ ଇସ୍ପର୍ ଆକେନ୍ ସାପା ଗଟେଏ ଡାଗ୍ଚେ ସେନୁଗ୍ ମ୍ୟାଃଲେଗେ । ଆତେନ୍ସା ମେଁ ଜିସୁକେ ଆଗୁଏକ୍ନେ ବନ୍ଦନ୍ବାନ୍ ଆଟିକ୍ଚିଚେ ଆମେକେ ବାରି ଆଃତଡ଼୍ୟା ବକେ, ଗୁଏନେ ଆମେକେ ଗାଗ୍ଚେ ବ ଆୟାକେ ଣ୍ଡୁ ।
25 ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, “‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ଦାଉଦ ମେଁ ବିସୟ୍ରେ ବାସଙ୍ଗ୍ବଗେ ।” ନେଙ୍ଗ୍ କାଲାଆଃ ମାପ୍ରୁକେ ନେଙ୍ଗ୍ ସାର୍ମୁଆଁନ୍ନିଆ କେନ୍ଲେଃକେ । ମେଁ ଆନେଙ୍ଗ୍କେ ନିରାପଦ୍ରେ ବନ୍ସା ନେଙ୍ଗ୍ନେ ଇଞ୍ଚଙ୍ଗ୍ନ୍ତି ପାକା ଲେଃକେ ।
26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,
ତେସା ନେଙ୍ଗ୍ ଜିବନ୍ ସାର୍ଦାରେ ଲେଃକେ ଆରି ନେଙ୍ଗ୍ନେ ନ୍ଲିୟା ସାର୍ଦାରେ କଲ୍ବଲେ ଡିଙ୍ଗ୍କେ ଜଦି ଡିଗ୍ ନେଙ୍ଗ୍ ଗୁଏରେ ରକମ୍ ନ୍ଲେଃଏ ଆରି ନେଙ୍ଗ୍ନେ ଗାଗ୍ଡ଼େ ଡିଗ୍ ମେଁନେ ଆସାରେ ବ୍ରୁଆଏ
27 କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ। (Hadēs )
ଡାଗ୍ଲା ନା ନିଂନେ ଜିବନ୍କେ ନର୍କ କୁଣ୍ଡ୍ନ୍ନିଆ ନ୍ନାଆନ୍ତାର୍ ଣ୍ଡୁ; ନା ନାନେ ବିସ୍ବାସ୍ ସେବକକେ ଆତିବକ୍ନେ ଡାଗ୍ରା ମେଃଡିଗ୍ କ୍ୟତି ଆଡିଙ୍ଗ୍ନେସା ଆନ୍ତାର୍ ଆବି ଣ୍ଡୁ । (Hadēs )
28 ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’”
ନା ଆନେଙ୍ଗ୍କେ ଜିବନ୍ନେ ଗାଲି ଆକେ ନାବକେ । ନା ପାଙ୍ଗ୍ନାଲେଲା ଆନେଙ୍ଗ୍ ଜାବର୍ ସାର୍ଦା ମିଲେଏ ।
29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି-ସ୍ଥାନ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି।
ଏ ଇସ୍ରାଏଲନେ ବୟାଁ ତନାଇଂ ପୁର୍ବ ପୁରୁସ୍ ଦାଉଦନେ ବିସୟ୍ରେ ନେଙ୍ଗ୍ ଆପେକେ କୁଲାକୁଲି ବାବ୍ରେ ବାସଙ୍ଗ୍ ୟାଏ ଜେ ମେଁ ଗୁଏକେ ଆରି ଆମେକେ ଆତି ଆର୍କେ ଆରି ମେଁନେ ଗୁଡ଼ୁମ୍ ଏଃଜାକ ନେଡାଗ୍ରା ଲେଃକେ ।
30 ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବା ପାଇଁ ଈଶ୍ବର ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ।
ମେଁ ମୁଇଂ ବାବବାଦି ଲେଃଗେ । ତେସା ମେଁ ଆଡ଼ାତ୍ରା ଇସ୍ପର୍ନେ ପାର୍ମାନ୍ ଡିଂକ୍ନେ ସାମୁଆଁ ମ୍ୟାଃଲେଗେ । ଦାଉଦ୍ନେ ବଂସଦର୍ବାନ୍ ମୁଇଂଜାକେ ଇଃସାଙ୍ଗ୍ ଆଡିଙ୍ଗ୍ ଡାଗ୍ଚେ ଇସ୍ପର୍ ପାର୍ମାନ୍ ଡିଙ୍ଗ୍ବଗେ ।
31 ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। (Hadēs )
ଇସ୍ପର୍ ବବିସତ୍ରେ ମେଁନେ ଡିଙ୍ଗ୍ନେ ୱେଡିଂକେ ଦାଉଦ୍ ମ୍ୟାଃଚେ କିସ୍ଟ ମସିହନେ ଗୁଏଚେ ତଡ଼ିଆନେ ବିସୟ୍ରେ ବାସଙ୍ଗ୍ବକେ; ମେଁ ଗୁଏଡିଙ୍ଗ୍ନେ ରେମୁଆଁଇଂନେ ନର୍କ କୁଣ୍ଡ୍ନ୍ନିଆ ଆଆଁନ୍ତାର୍କେ ଣ୍ଡୁ । ମେଁନେ ଗାଗ୍ଡ଼େ ଆତିବକ୍ନେ ଡାଗ୍ରା ଡିଗ୍ ଆର୍ବୁଗ୍କେ ଣ୍ଡୁ । (Hadēs )
32 ଏହି ଯୀଶୁଙ୍କୁ ଈଶ୍ବର ଉଠାଇଅଛନ୍ତି, ସେହି ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ।
ଇସ୍ପର୍ ଆକେନ୍ ଜିସୁକେ ଗୁଏକ୍ନେ ବାନ୍ ଆତଡ଼ିଆ ବକେ । ନେ ସାପାରେ ଆକ୍ମେନେ ସାକି ନେଲେକେ ।
33 ଅତଏବ, ଈଶ୍ବର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପିତାଙ୍କ ଦ୍ୱାରା ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
ଜିସୁ ମେଁନେ ଆବା ଇସ୍ପର୍ନେ ଇଞ୍ଚଙ୍ଗ୍ତି ପାକା ତଃଡ଼୍ୟା ଲେଃକେ ଆରି ଆବାନେ ପାର୍ମାନ୍ ଡିଂକ୍ନେ ଇସାବ୍ରେ ମେଁ ବାନ୍ ପବିତ୍ର ଆତ୍ମା ବା ଲେଃକେ । ଏବେ ପେ ମେଁନେ କିକେ ପେଡିଙ୍ଗ୍କେ ଆରି ଅଁ ପେଡିଙ୍ଗ୍କେ ଆତେନ୍ ମେଁନେ ଦାନ୍ । ଆତେନ୍ ମେଁ ନେ ଆଡ଼ାତ୍ରା କିଗ୍ ବକେ ।
34 କାରଣ ଦାଉଦ ରାଜା ସ୍ୱର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି, “ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
ଡାଗ୍ଲା ଦାଉଦ ନିଜେ କିତଂଇନି ୱେଆଲେଗେ; ମାତର୍ ମେଁ ନିଜେ ବାସଙ୍ଗ୍ବଗେ, ଇସ୍ପର୍ ନେଙ୍ଗ୍ନେ ମାପ୍ରୁକେ ବାସଙ୍ଗ୍କେ,
35 ‘ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’”
ନେଙ୍ଗ୍ ପେନେ ସତ୍ରୁଇଂକେ ପେନେ ଞ୍ଚବୁନ୍ଦେ ଡୁଙ୍ଗ୍ମାପାଙ୍ଗ୍ ଜାକ ପେ ନେଙ୍ଗ୍ନେ ଇଞ୍ଚଙ୍ଗ୍ନ୍ତି ପାକା କ ଲାଲାପା ।
36 ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ବର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି।
“ଆତେନ୍ସା ଇଶ୍ରାୟେଲୀୟଇଂ ସାପାରେ ସତ୍ ବାବ୍ରେ ମ୍ୟାଃଆର୍ଲେ ଜେ ମୁଡ଼ି ଜିସୁକେ ପେଇଂ କୁରୁସ୍ନ୍ନିଆ ଆଡେଚେ ପେବାଗୁଏକେ ଇସ୍ପର୍ ଆମେକେ ଆଃ ମାପ୍ରୁ ଆରି କିସ୍ଟ ମସିହ ଆଡିଙ୍ଗ୍ବକେ ।”
37 ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା?
ରେମୁଆଁଇଂ ଆକେନ୍ ସାପା ସାମୁଆଁ ଅଁଚେ ଜିବନ୍ ଦାଡ଼୍କେ ୱେକେ ଆରି ପିତର୍ ବାରି ବିନ୍ ପ୍ରେରିତ୍ଇଂ ସିସ୍ଇଂକେ ସାଲିଆକୁକେ “ବୟାଁଇଂ ନେ ସାପାରେ ମେଁ ନେଡିଙ୍ଗ୍ପା?”
38 ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ “ମନ-ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ।
ପିତର୍ ଆମେଇଂକେ ଉତର୍ ବିକେ “ପେ ସାପାରେ ପାପ୍ କାମ୍ ବାନ୍ ମନ୍କେ ପରିବର୍ତନ୍ ଆଡିଙ୍ଗ୍ପା ପାପ୍ ବାନ୍ କେମା ବାନ୍ସା ଜିସୁ କିସ୍ଟନେ ମ୍ନିରେ ଡୁବନ୍ ଡୁଂଡଲାପା; ତେଲା ପେ ଇସ୍ପର୍ନେ ଦାନ୍ ପବିତ୍ର ଆତ୍ମାକେ ପେବାଏ ।
39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ।”
ଡାଗ୍ଲା ଇସ୍ପର୍ନେ ପାର୍ମାନ୍ ଡିଂକ୍ନେ ପେ ଆଡ଼ାତ୍ରା ଆରି ପେନେ ଗୋ ଗିସିଆଇଂ ଆଡ଼ାତ୍ରା ଆରି ଇସ୍ପର୍ ବାନ୍ ପାଙ୍ଗ୍ଲେକ୍ନେ ରେମୁଆଁଇଂ ନ୍ସା ଆରି ସୁଲ ଲେଡିଙ୍ଗ୍କ୍ନେ ସାପା ରେମୁଆଁଇଂ ନ୍ସା ମାପ୍ରୁ ଦର୍କାର୍ ।”
40 ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ।”
ପିତର୍ ଆମେଇଂକେ ଗୁଲେ ସାମୁଆଁରେ ସାକି ବିଚେ ବାସଙ୍ଗ୍କେ “ଆକେନ୍ ଦଦ୍ୟା ରେମୁଆଁଇଂନେବାନ୍ ନିଜେକେ ରକ୍ୟା ଡିଙ୍ଗ୍ପା ।”
41 ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ।
ମେଇଂନେ ବାନ୍ ଗୁଲେରୁଆ ମେଁନେ ବ୍ନାଲିର୍କେ ବିସ୍ବାସ୍ ଡିଙ୍ଗ୍ଚେ ଣ୍ଡିଆଃନ୍ନିଆ ଦିକ୍ୟା ଡୁଂଡନେ ମନ୍ ଡିଂଆର୍କେ । ଆରି ଆତେନ୍ ଦିନା ପ୍ରାୟ୍ ଞ୍ଜି ଅଜାର୍ ରେମୁଆଁ ମଣ୍ଡଲି ଏତେ କୁଡ଼େ ଆର୍କେ ।
42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ।
ଆତେନ୍ ଦିନା ବାନ୍ ସିସ୍ଇଂ ଆମେଇଂକେ ଗ୍ୟାନ୍ ବିଆର୍କେ । ଆରି ମେଇଂ ନ୍ତୁଗ୍ ଚଙ୍ଗ୍ଉଗ୍ ବାରି ପାର୍ତନା ପାର୍ତନା ଡିଙ୍ଗ୍ନେ ବାନ୍ ସାପାରେ ମିସୁଚେ ଲେଃଆର୍କେ ।
43 ଆଉ, ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା।
ପ୍ରେରିତ୍ ସିସ୍ଇଂ ଗୁଲେ ବପୁନେ ଆରି ଇରିଆତୁଗ୍ ରକମ୍ନେ କାମ୍ ଡିଙ୍ଗ୍ଆର୍କେ ବାରି ସାପାରେ ଆକେନ୍ ଚିନ୍ କେଚେ କାବା ଡିଂଆର୍କେ ।
44 ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ।
ବିସ୍ବାସିଇଂ ମେଇଂମେଇଂ ଏତେ କୁଡ଼େମାଡ଼େ ଆର୍କେ ବାରି କୁଡ଼େଚେ ମେଇଂନେ ସାପା ଲିଜବ୍ରି ଆବା ଆର୍କେ ।
45 ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ।
ମେଇଂ ନିଜେ ନିଜେନେ ଲେକ୍ନେଡିଗ୍ ଆରି ଣ୍ଡୁ ଣ୍ଡିଙ୍ଗ୍ ଲିଜବ୍ରିକେ ସଃଚେ ଲେକ୍ନେ ଲିଜବ୍ରି ସାପାରେନେ ମାବାନେ ଇସାବ୍ରେ ମେଇଂମେଇଂ ବିତ୍ରେ ବିଃଆର୍କେ ।
46 ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ବରଙ୍କ ପ୍ରଶଂସା କରୁଥିଲେ।
ମେଇଂ କାଲାଆଃ ମନ୍ଦିର୍ନ୍ନିଆ ମୁଇଂ କୁଦା ସୁଗୁଆ ମୁଇଂନ୍ନିଆ ରିସିଂ ଡିଂ ଆର୍କେ ବାରି ସାର୍ଦା ମନ୍ରେ ବାରି ସାଦୁରେ
47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ।
ଇସ୍ପର୍କେ ପ୍ରସଂସା ଡିଙ୍ଗ୍ଚେ ମୁଇଂଜା ବିନ୍ ରେମୁଆଁନେ ଡୁଆ ଅରିଆ ଉଗ୍ଚଙ୍ଗ୍ ଆର୍ ଡିଙ୍ଗ୍ଗେ । ବାରି ସାପା ରେମୁଆଁଇଂନେ ନିଜର୍ ଉଂଡେ ଡିଡିଙ୍ଗ୍ଡିଙ୍ଗ୍ ଆର୍ଗେ ବାରି, ମାପ୍ରୁ, ପରିତ୍ରାନ୍ ବ୍ବାଡିଙ୍ଗ୍କ୍ନେ ରେମୁଆଁଇଂକେ କାଲାଆଃ ମଣ୍ଡଲି ଏତେ ଆକୁଡ଼େ ଡିଡିଙ୍ଗ୍ଡିଙ୍ଗ୍ଗେ ।