< ପ୍ରେରିତ 19 >

1 ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ।
ଆପଲ୍ଲନ୍‌ କରନ୍ତି ଗଡ଼ାଲୋଙନ୍‌ ଆଡ୍ରକୋଲନ୍‌ ଆଡିଡ୍‌ ପାଓଲନ୍‌ ଡରୁଙ୍‌ୟୋଙ୍‌ଗଡ୍‌ ଆଡ୍ରକୋଏନ୍‌ ଆ ଜିଲ୍ଲାରେଙ୍‌ ବୁଲ୍ଲେଲେ ଏପିସି ଗଡ଼ାନ୍‌ ଜିର୍ରାୟ୍‌ କି ତେତ୍ତେ ଲାଙ୍‌ଲେଡ୍‌ ଞଙ୍‌ନେମରଞ୍ଜି ଇୟ୍‌ଲାୟ୍‌ ରବାଙେଜି ।
2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ।
ଆରି ପାଓଲନ୍‌ ଆନିଞ୍ଜିଆଡଙ୍‌ ବରେଞ୍ଜି, “ଆମ୍ୱେଞ୍ଜି ଡର୍ନେମର୍‌ ଆଡ୍ରେଲବେନ୍‌ ଆଡିଡ୍‌ ମଡ଼ିର୍‌ ପୁରାଡ଼ାନ୍‌ ଏଞାଙେନ୍‌ ପଙ୍‌?” ଆନିଞ୍ଜି ପାଓଲନ୍‌ଆଡଙ୍‌ ଜାଲଙେଞ୍ଜି, “ଇଜ୍ଜା ମଡ଼ିର୍‌ ପୁରାଡ଼ାନ୍‌ ଅବୟ୍‌ନେ ଡକୋ ଗାମ୍‌ଲେ ନିୟ୍‌ ଆଙ୍ଗିୟ୍‌ ଇନ୍‌ଲେନ୍‌ ଅଣ୍ଡ୍ରଙ୍‌ ଏଅମ୍‌ଡଙାୟ୍‌ ।”
3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ।
ପାଓଲନ୍‌ ଆନିଞ୍ଜିଆଡଙ୍‌ ବରେଞ୍ଜି, “ଏତ୍ତେଲ୍‌ଡେନ୍‌ ଆମ୍ୱେଞ୍ଜି ଏଙ୍ଗାଗୋ ଆ ତବ୍ବୁବ୍‌ଡା ଏଞାଙେନ୍‌?” ଆନିଞ୍ଜି ବର୍ରଞ୍ଜି, “ଜନନ୍‌ ଆ ତବ୍ବୁବ୍‌ଡା ।”
4 ସେଥିରେ ପାଉଲ କହିଲେ, ଯୋହନ ମନ-ପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍‍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ।
ପାଓଲନ୍‌ ବର୍ରନେ, “ଆନାଜି ଇର୍ସେନ୍‌ ସିଲଡ୍‌ ଆବ୍‌ୟର୍‌ବୁଡ୍ଡିଲଞ୍ଜି ଆନିଞ୍ଜି ଜନନ୍‌ ଆ ତବ୍ବୁବ୍‌ଡାଲୋଙ୍‌ ତବ୍ବୁବ୍‌ଡାତଞ୍ଜି, ବନ୍‌ଡ ଜନନ୍‌ ସିଲଡ୍‌ଲ୍ଲନ୍‌ ଆରି ଅବୟ୍‌ନେ ଜିର୍ତାୟ୍‌ ଆମଙନ୍‌ ଡର୍ନାବା ଗାମ୍‌ଲେ ମନ୍‌ରାଞ୍ଜିଆଡଙ୍‌ ବରେଞ୍ଜି, କେନ୍‌ ଆଗ୍ରାମ୍‌ଗାମନ୍‌ ଜିସୁନ୍‌ ଆମଙ୍‌ ଡର୍ନାବା ଗାମ୍‌ଲେ ମନ୍‌ରାଞ୍ଜିଆଡଙ୍‌ ବରେଞ୍ଜି ।”
5 ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ,
ଆନିଞ୍ଜି କେନ୍‌ ଆ ବର୍ନେ ଅମ୍‌ଡଙ୍‌ଡାଲେ ପ୍ରବୁ ଜିସୁନ୍‌ ଆଞୁମ୍‌ଲୋଙ୍‌ ତବ୍ବୁବ୍‌ଡାଲଞ୍ଜି ।
6 ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ।
ଆରି ପାଓଲନ୍‌ ମନ୍‌ରାଞ୍ଜି ଆ ଡଅଙ୍‌ଲୋଙ୍‌ ଆସିନ୍‌ ଆଡ୍ରକ୍କୋଏନ୍‌ ମଡ଼ିର୍‌ ପୁରାଡ଼ାନ୍‌ ଆମଙଞ୍ଜି ପଡ୍‌ଲନାୟ୍‌; ସିଲଡ୍‌ଲ୍ଲନ୍‌ ଆନିଞ୍ଜି ଆନ୍ନା ଆନ୍ନା ଆ ଲଙ୍‌ଲଙ୍‌ ବାତ୍ତେ ବର୍ରଞ୍ଜି ଆରି ପୁର୍ବାଃତେବରନ୍‌ ନିୟ୍‌ ବର୍ରଞ୍ଜି ।
7 ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ।
ଆନିଞ୍ଜି ଓବ୍ବାମରନ୍‌ ତୁମ୍‌ ବାରଜଣ ଡକୋଏଞ୍ଜି ।
8 ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ।
ପାଓଲନ୍‌ ୟାଗି ଆଙ୍ଗାୟ୍‌ ଜାୟ୍‌ ରନୁକ୍କୁସିଂଲୋଙନ୍‌ ଏର୍‌ବନ୍ତଙନ୍‌ ବାତ୍ତେ କଡାଡ଼ିଲନ୍‌ ଇସ୍ୱରନ୍‌ ଆ ରାଜ୍ୟ ଆ ବର୍ନେଜି ମନ୍‌ରାଞ୍ଜି ଆ ମନ୍ନଲୋଙ୍‌ ଅନବ୍‌ଡର୍ନେନ୍‌ ଆସନ୍‌ ଞନଙନ୍‌ ତିୟେନ୍‌ ।
9 କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ।
ବନ୍‌ଡ ତେତ୍ତେ ଲାଙ୍‌ଲେନ୍ନେ ରଡୋ ଉଗର୍‌ମରଞ୍ଜି ଡକୋଏଞ୍ଜି, ଆନିଞ୍ଜି ବର୍ନେନ୍‌ ଅଃଡ୍ଡର୍ରଞ୍ଜି, ଆନିଞ୍ଜି ମନ୍‌ରାଞ୍ଜି ଆ ତେମଡ୍‌ଲୋଙ୍‌ ପ୍ରବୁନ୍‌ ଆ ତଙର୍‌ ଆ ବର୍ନେଜି ନିଣ୍ଡୟେଞ୍ଜି; ତିଆସନ୍‌ ପାଓଲନ୍‌ ଆନିଞ୍ଜିଆଡଙ୍‌ ଅମ୍‌ରେଙ୍‌ଡାଲେ ଡର୍ନେମରଞ୍ଜି ଓରୋଙେନ୍‌ କି ତୁରାନ୍ନନ୍‌ ଆ ଇସ୍କୁଲିଲୋଙ୍‌ ଡିତାନ୍‌ ଞନଙନ୍‌ ଇୟ୍‌ଲେ ତିୟେଜି ।
10 ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଏସିଆ-ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ।
କେନ୍‌ ଏନ୍ନେଲେ ବାଗୁ ବର୍ସେଙ୍‌ ପଡେନ୍‌; ସିଲଡ୍‌ଲ୍ଲନ୍‌ ଆସିଆ ଡେସାନ୍‌ ଆଡ୍ରକୋଲଞ୍ଜି ଜିଉଦିମରଞ୍ଜି ଡ ଗ୍ରିକ୍‌ମରଞ୍ଜି ଅଡ଼୍‌କୋଞ୍ଜି ପ୍ରବୁନ୍‌ ଆ ବର୍ନେ ଅମ୍‌ଡଙେଞ୍ଜି ।
11 ପୁଣି, ଈଶ୍ବର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ,
ଆରି ଇସ୍ୱରନ୍‌ ପାଓଲନ୍‌ ଆସିଲୋଙ୍‌ ସିଲଡ୍‌ ବରନ୍ତଙନ୍‌ ଆ କାବ୍ବାଡ଼ାଜି ଲୁମେନ୍‌ ।
12 ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦ-ଆତ୍ମାଗୁଡ଼ାକ ବାହାରିଯାଉଥିଲେ।
ଏତ୍ତେଲେ ଡ ଆ ରୁମାଲନ୍‌ କି ଆ ସିନ୍‌ରିନ୍‌ ଅସୁମରଞ୍ଜି ଆମଙ୍‌ ପାଙ୍‌ଲାଜି ଡେନ୍‌ ଅସୁମରଞ୍ଜି ଅସୁନ୍‌ ମନଙେଞ୍ଜି ଆରି ଏର୍‌ମଡ଼ିର୍‌ ପୁରାଡ଼ାଞ୍ଜି ଡୁଙ୍‌ଲନ୍‌ ଜିରେଞ୍ଜି ।
13 କିନ୍ତୁ ଭ୍ରମଣକାରୀ ଯିହୁଦୀ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି।
ବନ୍‌ଡ ଆବ୍ରୁଲ୍ଲେବୁଲ୍ଲେଏଞ୍ଜି ଜିଉଦି ତନେୟ୍‌ମରଞ୍ଜି ଏର୍‌ମଡ଼ିର୍‌ ପୁରାଡ଼ାନ୍‌ ଆସୁମ୍‌ସୁମନ୍‌ ଆ ମନ୍‌ରାଜି ଆମଙ୍‌ ଜିସୁନ୍‌ ଆଞୁମ୍‌ ବାତ୍ତେ ବୁତନ୍‌ ଗନଙନ୍‌ ଆସନ୍‌ ଏରେଞ୍ଜି ଗୋଜେଞ୍ଜି, ଆନିଞ୍ଜି ଗାମେଞ୍ଜି, “ଅଙ୍ଗା ଜିସୁ ପାଓଲନ୍‌ ଅପ୍ପୁଙ୍‌ବର୍ତେ, ଞେନ୍‌ ଆମ୍ୱେଞ୍ଜିଆଡଙ୍‌ ତି ଆଞୁମ୍‌ଲୋଙନ୍‌ ବର୍ତବେନ୍‌ ।”
14 ପୁଣି, ସ୍କେବା ନାମକ ଜଣେ ଯିହୁଦୀ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ।
ଆରି ସ୍କେବା ଗାମ୍‌ଲେ ଅବୟ୍‌ ଜିଉଦି ସୋଡ଼ା ରାଓଡ଼ାନ୍‌ ଡକୋଏନ୍‌, ଆ ଡାଙ୍ଗଡ଼ାଅନଞ୍ଜି ସାତଟା ଡକୋଏଞ୍ଜି, ଆନିଞ୍ଜି ନିୟ୍‌ କେନ୍‌ ଆ କାବ୍ବାଡ଼ା ଲୁମେଞ୍ଜି ।
15 ସେଥିରେ ମନ୍ଦ-ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ?
ସିଲତ୍ତେ ଏର୍‌ମଡ଼ିର୍‌ ପୁରାଡ଼ାନ୍‌ ଆନିଞ୍ଜିଆଡଙ୍‌ ଜାଲଙେଞ୍ଜି, “ଇନ୍‌ଲେନ୍‌ ଜିସୁନ୍‌ଆଡଙ୍‌ ଏଜନାତାୟ୍‌ ଆରି ପାଓଲନ୍‌ଆଡଙ୍‌ ଏଅମ୍ମଡ୍‌ତାୟ୍‌, ବନ୍‌ଡ ଆମ୍ୱେଞ୍ଜି ଆନାଜି?”
16 ସେତେବେଳେ ମନ୍ଦ-ଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ।
ଆରି ତି ଏର୍‌ମଡ଼ିର୍‌ ପୁରାଡ଼ାନ୍‌ ଆସୁମ୍‌ସୁମନ୍‌ ଆ ମନ୍‌ରା ସ୍କେବାନ୍‌ ଆ ଡାଙ୍ଗଡ଼ାଅନ୍‌ଜି ଆ ଡଅଙ୍‌ଲୋଙ୍‌ ଏଙେନ୍‌ କି ଆନିଞ୍ଜିଆଡଙ୍‌ ଅବ୍‌ପାରାଆଜେଞ୍ଜି, ଆରି ଆନିଞ୍ଜି ତି ଆସିଂ ସିଲଡ୍‌ ବାପନାରାୟମ୍‌ ଆଉର୍ଡିଜନ୍‌ ଇରେଞ୍ଜି ।
17 ଏହି କଥା ଏଫିସ ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଜାଣିଲେ। ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା।
କେନ୍‌ ଆ ବର୍ନେ ଏପିସିବାଜି ଜିଉଦିମରଞ୍ଜି ଡ ଗ୍ରିକ୍‌ମରଞ୍ଜି ଅଡ଼୍‌କୋଞ୍ଜି ଜନାଏଞ୍ଜି । ସିଲତ୍ତେ ଅଡ଼୍‌କୋ ମନ୍‌ରାଞ୍ଜି ବତଙାଜେଞ୍ଜି, ଆରି ଜିସୁନ୍‌ ଆଞୁମ୍‌ ଗନୁଗୁ ପନେମେଙନ୍‌ ଡେଏନ୍‌ ।
18 ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ,
ଆରି, ଗୋଗୋୟ୍‌ନେଡମ୍‌ ଡର୍ନେମରଞ୍ଜି ଆନିଞ୍ଜି ଆର୍‌ଲୁମେଞ୍ଜି ଆ ଡୋସା କାବ୍ବାଡ଼ାଜି ଆ ବର୍ନେ ଇୟ୍‌ଲାୟ୍‌ ବର୍ନେଜି ।
19 ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ରୂପା ମୁଦ୍ରା ବୋଲି ଦେଖିଲେ।
ଆତ୍ରନେୟ୍‌ଲଞ୍ଜି ଆ ମନ୍‌ରାଜି ରମ୍ମଙ୍‌ ରମ୍ମଙ୍‌ ଆ ବଇ ପାଙ୍‌ଲାଜି କି ରୁକ୍କୁଡାଲେ ଅଡ଼୍‌କୋଞ୍ଜି ଆ ତେମଡ୍‌ଲୋଙ୍‌ ସାୟ୍‌ଲେ ସେଡେଞ୍ଜି; ଆରି ଆନିଞ୍ଜି ତି ଆ ବଇଜି ଆ ତଙ୍କା ଆରିସାବଏଞ୍ଜି ପଚାସ ମାଡ଼ିୟ୍‌ ଡେଏନ୍‌ ।
20 ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା।
କେନ୍‌ ଏନ୍ନେଲେ ପ୍ରବୁନ୍‌ ଆ ବର୍ନେ ବୋର୍ସାନ୍‌ ବାତ୍ତେ ଗୋଗୋୟ୍‌ଲେ ପାଙେନ୍‌ କି ସମ୍ପରାନ୍‌ ବୁର୍ବୁରାୟ୍‌ଲନ୍‌ ।
21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନରେ ସ୍ଥିର କରି କହିଲେ ଯେ ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ।
କେନ୍‌ ଏନ୍ନେଲେ ଆଡ୍ରେଏନ୍‌ ସିଲଡ୍‌ଲ୍ଲନ୍‌ ପାଓଲନ୍‌ ମାକିଦନିଆନ୍‌ ଡ ଆକାୟା ଗଡ଼ାଗଡ୍‌ ପଡ୍‌ଲେ ଜିରୁସାଲମନ୍‌ ଜିର୍‌ଜିରନ୍‌ ସାଜେନ୍‌, “ତେତ୍ତେ ସିଲଡ୍‌ ଞେନ୍‌ ରୋମ୍‌ ଡେସାନ୍‌ ନିୟ୍‌ ଇୟ୍‌ଲେ ଜିର୍‌ନାୟ୍‌” ଗାମ୍‌ଲେ ଆନିନ୍‌ ବର୍ରନେ ।
22 ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଏସିଆରେ ରହିଲେ।
ଆରି ଆନିନ୍‌ ବାଗୁ ଆ ଗଡ଼ିଞ୍ଜି ତିମତିନ୍‌ ଡ ଏରାସ୍ଟନ୍‌ ମାକିଦନିଆନ୍‌ ଆପ୍ପାୟ୍‌ଡାଲେ ଆନିନ୍‌ ଆସିଆ ଡେସାନ୍‌ ଆରି ଅସୋୟ୍‌ ଡିନ୍ନା ଡକୋଲନ୍‌ ।
23 ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା।
ତିଆଡିଡ୍‌ ମା ଏପିସି ଗଡ଼ାଲୋଙନ୍‌ ପ୍ରବୁନ୍‌ ଆ ତଙର୍‌ ଆସନ୍‌ ଜବ୍ର ଗୋଡ଼େନ୍‌ ଡୁଙ୍‌ଲନାୟ୍‌ ।
24 କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା।
ଦିମିତ୍ରିଅ ଗାମ୍‌ଲେ ଅବୟ୍‌ ସୁନାରିନ୍‌ ଡକୋଏନ୍‌, ଆନିନ୍‌ ଆର୍ତେମି ସନୁମ୍‌ବଜନ୍‌ ଆ ମନ୍ଦିର ରୁପାନ୍‌ ବାତ୍ତେ ତୁବେନ୍‌, ଆରି ତି ଆ କାବ୍ବାଡ଼ା ବାତ୍ତେ ତନ୍‌ଡ୍ରୁବ୍‌ମରଞ୍ଜି ଜବ୍ର ଲାବଲଞ୍ଜି ।
25 ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି;
ଦିମିତ୍ରିଅନ୍‌ ତନ୍‌ଡ୍ରୁବ୍‌ମରଞ୍ଜିଆଡଙ୍‌ ଓଡ୍ଡେଡାଲେ ବରେଞ୍ଜି, “ଏ ଆଜ୍ଞାଜି, କେନ୍‌ ଆ ବେପାର ବାତ୍ତେ ଇନ୍‌ଲେଞ୍ଜି ଜବ୍ର ଲାବଲଙ୍‍ଲନ୍‍ ଗାମ୍‌ଲେ ଆମ୍ୱେଞ୍ଜି ଜନା;
26 ଆଉ ହାତ ତିଆରି ଦେବତାମାନେ ଈଶ୍ବର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଏସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
ଆରି ଅସିନ୍‌ ବାତ୍ତେ ଆତୁବ୍‌ତୁବନ୍‌ ଆ କୋଙ୍‌ଡାୟ୍‌ଜି ଇସ୍ୱର ତଡ୍‌ ଗାମ୍‌ଲେ କେନ୍‌ ପାଓଲନ୍‌ ବର୍ତନେ; ଆନିନ୍‌ ସତ୍ତର୍‌ ଏପିସି ଗଡ଼ାଲୋଙନ୍‌ ତୁମ୍‌ କେନ୍‌ ଆ ବର୍ନେ ଅଃବ୍ବର୍ରନେ, ଆର୍ପାୟ୍‌ ସମ୍ପରା ଆସିଆ ଡେସାଲୋଙନ୍‌ କେନ୍‌ ଆ ବର୍ନେ ବର୍ରନ୍‌ ଜବ୍ର ମନ୍‌ରାଜିଆଡଙ୍‌ ଞଙ୍‌ଞଙେଞ୍ଜି, କେନ୍‌ଆତେ ଆମ୍ୱେଞ୍ଜି ଏଗିୟ୍‌ତେ ଆରି ଏଅମ୍‌ଡଙ୍‌ତେ ନିୟ୍‌ ।
27 ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାନ ଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଏସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି।
ଏତ୍ତେଲେ ବେପାରଲେନ୍‍ ଅଲ୍ଲଗନ୍‌ଡ୍ରୟ୍‌ ଡେତାୟ୍‌, ଆରି ଆଡିୟ୍‌ତେନ୍‌ ତଡ୍‌, ଆସିଆ ଡେସାଲୋଙନ୍‌ ଡ ସମ୍ପରା ପୁର୍ତିନ୍‌ ଆ ମନ୍‌ରାଜି ଆର୍ତେମି ସନୁମନ୍‌ଆଡଙ୍‌ ପୁର୍‌ତଜି, ବନ୍‌ଡ ତିକ୍କି ଆରି ଏତ୍ତେଲେ ଆନିନ୍‌ଆଡଙ୍‌ ଅଃପ୍ପୁରେଜି କି ଆ ମନ୍ଦିରନ୍‌ ଅଃମ୍ମାନ୍ନେଏଜି ।”
28 ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି।
କେନ୍‌ ଆ ବର୍ନେ ଅମ୍‌ଡଙ୍‌ଡାଲେ ମନ୍‌ରାଞ୍ଜି ବରାବେଞ୍ଜି କି ବାବ୍ବାବ୍‌ଲେ ବର୍ରଞ୍ଜି, “ଏପିସିବାଜି ଆସନ୍‌ ଆର୍ତେମି ସୋଡ଼ା ସନୁମ୍‌ବଜନ୍‌ ଡକୋ!”
29 ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଆର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ।
ସିଲତ୍ତେ ସମ୍ପରା ଗଡ଼ାନ୍‌ ଗୋଡ଼େନ୍‌ ପାଡ଼େନ୍‌ ଏମ୍ମେଲଞ୍ଜି, ଆରି ଆନିଞ୍ଜି ପାଓଲନ୍‌ ସରିନ୍‌ ଆରିୟ୍‌ଲାଞଞ୍ଜି ଆ ମନ୍‌ରାଜି ମାକିଦନିଆବାୟ୍‌ ଗାୟନ୍‌ ଡ ଆରିସ୍ତାର୍କନ୍‌ ଞମ୍‌ଲେ ଅରଣ୍ଡିନ୍ନେ ପଡ଼ିଆନ୍‌ ଡିଙ୍‌ଲେ ଓରୋଙେଞ୍ଜି ।
30 ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ।
ଆରି ପାଓଲନ୍‌ ମନ୍‌ରାଞ୍ଜି ଆମଙ୍‌ ଅନିୟନ୍‌ ସାଜେନ୍‌, ବନ୍‌ଡ ଡର୍ନେମରଞ୍ଜି ଆନିନ୍‌ଆଡଙ୍‌ ରଙେଞ୍ଜି ।
31 ଆଉ ଏସିଆର ପ୍ରଧାନ କର୍ମକାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ।
ଆରି ଆସିଆ ଡେସାନ୍‌ ଆ ସୋଡ଼ାମର୍‌ଜି ଲାଙ୍‌ଲେନ୍ନେ ପାଓଲନ୍‌ ଆ ସାଙ୍ଗଜି, ଅରଣ୍ଡିନ୍ନେ ପଡ଼ିଆନ୍‌ ଇୟ୍‌ଡଙ୍‌ ଗାମ୍‌ଲେ ମନ୍‌ରାଞ୍ଜି ଆସିଲୋଙ୍‌ ପାଓଲନ୍‌ ଆମଙ୍‌ କବରନ୍‌ ଆପ୍ପାୟ୍‌ଲାଜି ।
32 ସେତେବେଳେ କେହି କେହି ଏ କଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ।
ସିଲତ୍ତେ ମନ୍‌ରାଜି ଅଡ଼େତ୍ତେ ଅଡ଼େନ୍ନେ ଆ ବର୍ନେଜି ବର୍ରନ୍‌ ବାବ୍ବାବେଞ୍ଜି କି ୟୋଙ୍‌ୟାଙ୍‌ଲଗୋ ଏମ୍ମେଲଞ୍ଜି, ଇନିଆସନ୍‌ଗାମେଣ୍ଡେନ୍‌ ଆନିଞ୍ଜି ତେତ୍ତେ ଇନି ଆସନ୍‌ ରୁକ୍କୁଲଞ୍ଜି ତିଆତେ ନିୟ୍‌ ଜନାଜି ତଡ୍‌ ।
33 ଆଉ ଯିହୁଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା।
ଲାଙ୍‌ଲେଡ୍‌ ମନ୍‌ରାଞ୍ଜି କେନ୍‌ଆତେ ଆସନ୍‌ ଆଲେକ୍‌ଜାଣ୍ଡରନ୍‌ଆଡଙ୍‌ ଅବ୍‌ନିଣ୍ଡାଏଞ୍ଜି, ଇନିଆସନ୍‌ଗାମେଣ୍ଡେନ୍‌ ଜିଉଦିମରଞ୍ଜି ଆନିନ୍‌ଆଡଙ୍‌ ଆମ୍ମୁଙ୍‌ଗଡ୍‌ନେନ୍‌ ଆସନ୍‌ ତବ୍‌ନଙେଞ୍ଜି; ସିଲତ୍ତେ ଆଲେକ୍‌ଜାଣ୍ଡାରନ୍‌ ତେକ୍କେସିଲନ୍‌ କଡ଼ିଙ୍‌ଲେ ସେବ୍ବା ଗାମ୍‌ଲେ ମନ୍‌ରାଞ୍ଜିଆଡଙ୍‌ ତାରିଆୟ୍‌ଲେ ବରେଞ୍ଜି, ଆରି ଆନିନ୍‌ ଡର୍ନେମରଞ୍ଜି ଆ ଡନେଗଡ୍‌ ଏମ୍ମେଡାଲନ୍‌ ବର୍ରନେ ।
34 କିନ୍ତୁ ସେ ଜଣେ ଯିହୁଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି।
ବନ୍‌ଡ ଆନିନ୍‌ ଅବୟ୍‌ ଜିଉଦିମର୍‌ ଗାମ୍‌ଲେ ମନ୍‌ରାଞ୍ଜି ଆଜ୍ରନାଏଞ୍ଜି ସିଲଡ୍‌ଲ୍ଲନ୍‌, ଅଡ଼୍‌କୋ ମନ୍‌ରାଞ୍ଜି ଆବସର୍ରଙନ୍‌ ଏମ୍ମେଡାଲନ୍‌ ବାଗୁ ଗଣ୍ଟା ଜାୟ୍‌ ବାବ୍ବାବ୍‌ଲେ ଡକୋଲଞ୍ଜି, “ଏପିସିବାଜି ଆସନ୍‌ ଆର୍ତେମି ସୋଡ଼ା ସନୁମ୍‌ବଜନ୍‌ ଡକୋ!” ଗାମ୍‌ଲେ ବର୍ରଞ୍ଜି ।
35 ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ?
ଆରି, ଏପିସି ଗଡ଼ାନ୍‌ ଆ ଗୁମୁସ୍ତା ମନ୍‌ରାଞ୍ଜି କଡ଼ିଙ୍‌ଲେ ଆଡକୋନେ ଆସନ୍‌ ବର୍ରନେ, “ଏ ଏପିସିବାଜି, ଏପିସି ଗଡ଼ାନ୍‌ ଆର୍ତେମି ସୋଡ଼ା ସନୁମ୍‌ବଜନ୍‌ ଆ ମନ୍ଦିର ଡକୋ, ଆରି ରୁଆଙନ୍‌ ସିଲଡ୍‌ ଆରସେଡ୍‌ଲାଞନ୍‌ ଆ କୋଙ୍‌ଡାୟ୍‌ ପୁର୍‌ତଜି ଗାମ୍‌ଲେ ଅଡ଼୍‌କୋ ମନ୍‌ରାନ୍‌ ଜନାଜି ।
36 ଅତଏବ ଏହିସବୁ କଥା ଅଖଣ୍ଡନୀୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନାରେ କୌଣସି କର୍ମ ନ କରିବା ଉଚିତ।
ଆନ୍ନିଙ୍‌ କେନ୍‌ଆତେ ଇଜ୍ଜା ଗାମ୍‌ଲେ ଅଃର୍ରପ୍ତିଏ, ତିଆସନ୍‌ ଆମ୍ୱେଞ୍ଜି କଡ଼ିଙ୍‌ଲେ ଡକୋନାବା, ଆରି ଇନ୍ନିଙ୍‌ ଏର୍‌ଜନନାନ୍‌ ଆ କାବ୍ବାଡ଼ା ଏଲୁମ୍‌ଡଙ୍‌ ।
37 କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିର ଲୁଣ୍ଠନକାରୀ ନୁହଁନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହଁନ୍ତି।
ଇନିଆସନ୍‌ଗାମେଣ୍ଡେନ୍‌ ଆମ୍ୱେଞ୍ଜି କେନ୍‌ ଏରୋରୋଙ୍‌ଲାଞନ୍‌ ଆ ମନ୍‌ରାଜି, ଆନିଞ୍ଜି ପୁର୍‌ପୁର୍‌ସିଙନ୍‌ ସିଲଡ୍‌ ଇନ୍ନିଙ୍‌ ଅଃର୍ରାଉଲଞ୍ଜି କି ସନୁମ୍‌ଲେନ୍‌ ଆ ବିରୁଦଲୋଙ୍‌ ଇନ୍ନିଙ୍‌ ନିଣ୍ଡୟ୍‌ବରନ୍‌ ଅଃବ୍ବର୍ନେଜି ।
38 ଏଣୁ ଯଦି କାହାରି ବିରୁଦ୍ଧରେ ଦୀମିତ୍ରୀୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ, ତାହାହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ।
ଦିମିତ୍ରିଅନ୍‌ ଡ ତନ୍‌ଡ୍ରୁବ୍‌ମରଞ୍ଜି ଅନ୍ନିଙ୍‌ ଆ ମନ୍‌ରା ଆ ବିରୁଦଲୋଙ୍‌ ଇନ୍ନିଙ୍‌ କନାୟ୍‌କାୟ୍‌ବରନ୍‌ ଡକୋଏନ୍‌ ଡେନ୍‌, ଏତ୍ତେଲ୍‌ଡେନ୍‌ ଆନିଞ୍ଜି ତିଆତେ ବର୍ନେତଜି, ପନ୍‌ସୁଆତିସିଙନ୍‌ ଡିତାନ୍‌ ଆରୋରୋ ଡକୋତନ୍‌, ଆରି ଅନବ୍‌ପନ୍‌ସୁଆତିନ୍‌ ଆସନ୍‌ ସୋଡ଼ାମରଞ୍ଜି ନିୟ୍‌ ଡକୋଜି ।
39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ।
ଆରି ଇନ୍ନିଙ୍‌ ଆନ୍ନା ଆ କଡାଡ଼ି ଡକୋଏନ୍‌ ଡେନ୍‌, ଏତ୍ତେଲ୍‌ଡେନ୍‌ ତିଆତେ ରନୁକ୍କୁଲୋଙନ୍‌ ରାଜିନାମା ଏମ୍ମେନେତୋ ।
40 କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁ ନାହିଁ।
ଇନିଆସନ୍‌ଗାମେଣ୍ଡେନ୍‌ ଲଙେ ଆ ଗୋଡ଼େ ଆସନ୍‌ ବିରୁଦଲୋଙ୍‌ଲେନ୍‌ କନାୟ୍‌କାୟ୍‌ବରନ୍‌ ଡୁଙ୍‌ତନାୟ୍‌; କେନ୍‌ ଆ ଗୋଡ଼େ ଇନିବା ଡୁଙ୍‌ଲନାୟ୍‌ ତିଆତେ ଇନ୍‌ଲେନ୍‌ ଇନ୍ନିଙ୍‌ ବର୍ରନ୍‌ ଏଃର୍ରପ୍ତିଆୟ୍‌ ।”
41 ଏହା କହି ସେ ସଭାସ୍ଥ ସମସ୍ତଙ୍କୁ ବିଦାୟ ଦେଲେ।
କେନ୍‌ ଆ ବର୍ନେଜି ବର୍ରନ୍‌ କି ଆନିନ୍‌ ମନ୍‌ରାଞ୍ଜିଆଡଙ୍‌ ଆପ୍ପାୟେଞ୍ଜି ।

< ପ୍ରେରିତ 19 >