< ପ୍ରେରିତ 16 >

1 ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ।
ପାଚେ ପାଉଲ୍‌ ଦର୍ବି ଆରି ଲୁସ୍ତ୍ରାତ ପା ୱାତାର୍, ଆରେ ହୁଡ଼ାଟ୍‌, ହେ ବାହାତ ତିମତି ତର୍‌ଦ ରୱାନ୍‌ ଚେଲା ମାଚାନ୍‌, ହେୱାନ୍‌ ରୱାନ୍‌ ପାର୍ତିନି ଜିହୁଦି କଗ୍‌ଲେନି ମାଜ଼ି ମାତର୍‌ ହେୱାନ୍‌ତି ଆବା ରୱାନ୍‌ ଗ୍ରିକ୍‌ ଲଗୁ ।
2 ଲୁସ୍ତ୍ରା ଓ ଇକନୀୟରେ ଥିବା ଭାଇମାନେ ତାହାଙ୍କ ସୁଖ୍ୟାତି କରୁଥିଲେ।
ଲୁସ୍ତ୍ରା ଆରି ଇକନିୟତ ମାନି ପାର୍ତି କିନି ଟଣ୍ଡାର୍‌ ହେୱାନ୍ତି ସାକି ଡାକ୍‍ପୁଟାୟ୍‍ କିଜ଼ି ମାଚାର୍‌ ।
3 ତାହାଙ୍କୁ ସାଙ୍ଗରେ ନେଇଯିବାକୁ ପାଉଲ ଇଚ୍ଛା କଲେ, ଆଉ ସେହିସବୁ ଅଞ୍ଚଳରେ ଥିବା ଯିହୁଦୀମାନଙ୍କ ହେତୁ ତାହାଙ୍କୁ ଘେନିଯାଇ ସୁନ୍ନତ କଲେ; କାରଣ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ ବୋଲି ସମସ୍ତେ ଜାଣିଥିଲେ।
ତାଙ୍ଗେଙ୍ଗ୍ ହାଙ୍ଗ୍‌ଦ ଅଦେଂ ପାଉଲ୍‌ ଇଚା କିତାନ୍‌, ଆରେ ହେ ସବୁ ନିପ ମାନି ଜିହୁଦିର୍‌ କାଜିଂ ତାଙ୍ଗ୍‌ ଅଜ଼ି ସୁନ୍ନତ୍‌ କିତାନ୍‌; ଇନାକିଦେଂକି ତିମତି ଲାତ୍ରାହି ରୱାନ୍‌ ଗ୍ରିକ୍‌ ଲଗୁ ଇଞ୍ଜି ୱିଜ଼ାକାର୍‌ ପୁଞ୍ଜି ମାଚାର୍‌ ।
4 ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ।
ଆରେ, ହେୱାର୍‌ ବିନ୍‌ ବିନ୍‌ ବସ୍ତି ହିଜ଼ି ହାଲୁ ହାଲୁ ଜିରୁସାଲମ୍‌ନି ପକ୍ୟାତାକାର୍‌ ଆରି ପ୍ରାଚିନାର୍‌ ହୁଦାଂ ରଚ୍‌ଚି ବଲ୍‌ ବିଚାର୍‌ ସବୁ ମାନି କିଦେଙ୍ଗ୍‌ ପାର୍ତି କିନାକାର୍‌ ଲାଗେ ହେଲାୟ୍‌ କିବିସ୍‍ ମାଚାର୍‌ ।
5 ଏହି ପ୍ରକାରେ ମଣ୍ଡଳୀ-ସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା।
ଇ ବାନି ମଣ୍ଡ୍‌ଲି ନିକାର୍‌ ପାର୍ତିତ ଡାଟ୍‌ ଆଜ଼ି ଦିନ୍‌ତିଂ ଦିନ୍‌ ଇସାବ୍‌ରେ ବାଡାଦେଂ ଲାଗାତାତ୍‌ ।
6 ସେମାନେ ଏସିଆ ଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,
ପୁଇପୁୟା ଜିବୁନ୍‌ ହେୱାର୍‌ ଆସିଆ ଦେସ୍‌ତ ପର୍‌ଚାର୍‌ କିଦେଙ୍ଗ୍‌ ମୁନା କିତ୍‌ଲେ ହେୱାର୍‌ ପ୍ରୁଗିଆ ଆରି ଗାଲାତିୟ ନିପ ହାଚାର୍‌,
7 ଆଉ ସେମାନେ ମୂସିଆ ନିକଟରେ ଉପସ୍ଥିତ ହୋଇ ବୀଥୂନିଆ ପ୍ରଦେଶକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।
ଆରେ, ହେୱାର୍‌ ମୁସିଆ ଲାଗାୟ୍‍ତ ଏକିସ୍ ବିତୁନିଆତ ହାଞ୍ଜେଙ୍ଗ୍‌ କାଜିଂ ସେସ୍ଟା କିତାର୍‌, ମତର୍‌ ଜିସୁତି ଜିବୁନ୍‌ ହେୱାରିଂ ହାଞ୍ଜେଙ୍ଗ୍‌ ହିୱାତାତ୍ ।
8 ସେମାନେ ମୂସିଆ ପାଖ ଦେଇ ତ୍ରୋୟା ସହରକୁ ଆସିଲେ।
ଲାଗିଂ ହେୱାର୍‌ ମୁସିଆ ଲାଗେ ହିଜ଼ି ତ୍ରୟାତ ୱାତାର୍ ।
9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର।
ଆରେ, ନାଣାଲିଂ ପାଉଲ୍‌ ର କେଚ୍‌କଣ୍‌ ଗାଟାତାନ୍‍, ମାକିଦନିଆନି ରୱାନ୍‌ ମାନାୟ୍‍ ଇଞ୍ଜ ତାଙ୍ଗ୍‌ ଗୱାରି କିଜ଼ି ଇନାନ୍ନା, ମାକିଦନିଆ ନାସି “ୱାଜ଼ି ମାଂ ଉପ୍‌କାର୍‌ କିଦା ।”
10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ବର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।
ପାଉଲ୍‌ ଇ କେଚ୍‌କଣ୍‌ ଗାଟାତି ପାଚେ ଆପେଂ ଦାପ୍ରେ ମାକିଦନିଆତ ହାଞ୍ଜେଙ୍ଗ୍‌ ଜାଲ୍‌ଦି କିତାପ୍, ଇନାକିଦେଂକି ହେୱାର୍‌ ଲାଗାୟ୍‌ ନେକ୍ରିକାବୁର୍‌ ପର୍‌ଚାର୍‌ କିଦେଙ୍ଗ୍‌ ଇସ୍ୱର୍‌ ମାଂ କୁକ୍‍ତାନ୍ନା ଇଞ୍ଜି ଆପେଂ ବୁଜାତାପ୍ ।
11 ତେଣୁ ତ୍ରୋୟା ସହରରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀ ଦ୍ବୀପକୁ ଓ ପରଦିନ ନିୟାପଲି ସହରକୁ ଗଲୁ,
ଲାଗିଂ ତ୍ରୟାତାଂ ଜାଜ୍‌ତ ଆପେଂ ହାଣ୍‍କୁ ହାସ୍‌ଦ ସାମତ୍ରାକିତ ହାଚାପ୍‌ ଆରି ଆର୍କାତ୍‌ ନାଜିଂ ନିୟାପଲିତ ଏକାତାପ୍ ।
12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆ ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ।
ହେବେତାଂ ପିଲିପିତ ହାଚାପ୍, ଇଦାଂ ମାକିଦନିଆନି ହେ ରାଜି ର ମୁଡ଼୍‌ ଗାଡ଼୍‌, ଆରେ ର ରମିୟ କଲ୍‍ନି, ହେ ଗାଡ଼୍‌ଦ ଆପେଂ କେତେକ୍‌ ଦିନ୍‌ ମାଚାପ୍ ।
13 ବିଶ୍ରାମବାର ଦିନରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କ ସହିତ କଥା କହିବାକୁ ଲାଗିଲୁ।
ଜମ୍‌ନିବାର୍‌ତ ଆପେଂ ଗାଡ଼୍‌ ଦୁୱାର୍‍ତାଂ ହସି ନାଗୁଡ଼୍‌ ଗୁଟିତ ହାଚାପ୍, ହେବେ ପାର୍ତାନାନି ବାହା ମାନାତ୍‌ ଇଞ୍ଜି ଆପେଂ ବାବି କିଜ଼ି ମାଚାପ୍, ଆରେ ଆପେଂ କୁଚ୍‌ଚି ରୁଣ୍ଡାଜ଼ି ମାନି ଆୟାତାଡ଼ିକାଂ କାତା ଇଞ୍ଜେଙ୍ଗ୍‌ ଲାଗାତାପ୍ ।
14 ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ବରଭକ୍ତିନୀ ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ।
ଆରେ, ତୁୟାତିରା ଗାଡ଼୍‌ଦ ୱାଙ୍ଗାବାର୍ତି ହେନ୍ଦ୍ରା ପ୍ରନି ଲୁଦିଆ ତର୍‌ନି ରଞ୍ଜେଲ୍‌ ତାଡ଼ି ମାଚାତ୍, ହେଦେଲ୍‌ ଜେ ଇସ୍ୱର୍‌ତିଂ ପାର୍ତାନା କିନାକାଦେଲ୍‌ ମାଚାତ୍‌, ହେଦେଲ୍‌ ମା କାତା ୱେନ୍‌ଞ୍ଜି ମାଚାତ୍‌ । ହେଦେଲ୍‌ ଇନେସ୍‌ ପାଉଲ୍‌ତି ଇଚି ବିସ୍ରେ କାଜିଂ ମାନ୍ତ ଦିଆନ୍‌ କିତାତ୍‌, ଇଦାଂ କାଜିଂ ମାପ୍ରୁ ହେଦେଲିଂ ମାନ୍‌ ଜେସି ହିତାନ୍‌ ।
15 ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।
ଆରେ, ହେଦେଲ୍‌ ଆରି ତାଦେଲ୍‍ତି ପାର୍ତାନା ବାପ୍ତିସିମ୍‌ ଆତି ପାଚେ ହେଦେଲ୍‌ ମାଂ ଗୱାରି କିଜ଼ି ଇନ୍‍ଞ୍ଚାତ୍, ଏପେଙ୍ଗ୍‌ ଜଦି ନାଙ୍ଗ୍‌ “ମାପ୍ରୁତି ଲାଗେ ପାର୍ତି ଇଞ୍ଜି ବିଚାର୍‌ କିଜ଼ି ମାଞ୍ଚିସ୍, ୱାଟିଙ୍ଗ୍‌ ନା ଇଞ୍ଜ ୱାଜ଼ି ବାହା କିୟାଟ୍‌” ଆରେ, ହେଦେଲ୍‌ ମାଂ ଅସି ହାଞ୍ଚାତ୍‍ ।
16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା।
ଦିନେକ୍‌ ଆପେଂ ପାର୍ତାନା ବାହାତ ହାଲ୍‌ଜି ମାନି ୱାଡ଼ାଙ୍ଗ୍‌ ର ବାନ୍ୟା ଜିବୁନ୍‍ କଡ଼୍‌ତି ଆଡ଼ିଏଣି ଗାଡ଼୍‌ଚେଂ ବେଟା ଆତାପ୍‌ । ତା ବିତ୍ରେ ମାନି ପୁଦାନି ସାକ୍ତି ହୁକେ ହେଦେଲ୍‌ ଆଗେନି କାତା ଇଞ୍ଜି ମାଚାତ୍‌ । ହେଦେଲ୍‌ ମାନାୟାର୍‌ତି କାରୁମ୍‍ ଗାଣାକିଜ଼ି, ହାଉକାରିଂ କାଜିଂ ବେସି ଟାକାଂ ଆଦାୟ୍‌ କିଜ଼ି ମାଚାତ୍‌ ।
17 ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ବରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉଅଛନ୍ତି।
ହେଦେଲ୍‌ ପାଉଲ୍‌ ଆରି ମା ପାଚେ ପାଚେ ୱାଜ଼ି କିକିରାଡିଂ କିଜ଼ି ଇଞ୍ଜେଙ୍ଗ୍‌ ଲାଗାତାତ୍‌, “ଇ ମୁଣିକାର୍‍ ର ଇସ୍ୱର୍‌ତି ଆଡ଼ିୟାର୍‌, ହେୱାର୍‌ ମିଙ୍ଗ୍‌ ମୁକ୍ତିନି ହାଜ଼ି ଜାଣାୟ୍‍କିଦ୍‍ନାରା ।”
18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା। କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା।
ହେଦେଲ୍‌ ବେସି ଦିନ୍‌ ପାତେକ୍‌ ଇଦାଂ କିତାତ୍‌ । ମତର୍‌ ପାଉଲ୍‌ ରିସା ଆଜ଼ି ମାସ୍‌ଦି ହେ ଜିବୁନ୍‌ତିଙ୍ଗ୍ ଇଚାନ୍‌, ତା ତାଙ୍ଗ୍‌ ହସି ହାଞ୍ଜେଙ୍ଗ୍‌ ଆନ୍‌ ନିଂ “ଜିସୁ କ୍ରିସ୍ଟତି ତର୍‌ଦ ବଲ୍‌ ହିଦ୍‍ନାଙ୍ଗା ।” ଇବେଣ୍ଡାଂ ହେଦେଲ୍‌ ହେ ଦାପ୍ରେ ହସି ହାଚାତ୍ ।
19 କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ।
ମତର୍‌ ତା ମାପ୍ରୁ ମୁଣିକାର୍ତି ଜାର୍‌ତିଂ ଲାବ୍‌ ଆହା ହାଚାକା ହୁଡ଼୍‌ଜି ପାଉଲ୍‌ ଆରି ସିଲାତିଂ ଆଜ଼ି ହେୱାରିଂ ଚକ୍‍ବାହାତ ସାସନ୍‍କାର୍‍ୟାର୍ତି ଲାଗେ ଜାଲ୍‍ଜି ଅତାର୍‌ ।
20 ଆଉ ସେମାନେ ସେମାନଙ୍କ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଯିହୁଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି।
ଆରେ, ହେୱାର୍‌ ହେୱାରିଂ ବିଚାର୍‍କାର୍‍ୟାର୍ତି ଲାଗେ ତାହି ଇଚାର୍‌, “ଇ ମାନାୟାର୍‌ ଜିହୁଦି, ଇୱାର୍‌ ମା ଗାଡ଼୍‌ଦ ଗଣ୍ଡ୍‌ଗଲ୍‌ କିନାରା ।
21 ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି।
ମା, ରମିୟ ଲକାର୍‍ତି ଇମ୍‌ଣି ସବୁ ରିତିନିତି ଇନାକା କି ମାନି କିନାକା ବିଦି ଆକାୟ୍‌, ହେଦାଂ ଇୱାର୍‌ ପର୍‌ଚାର୍‌ କିନାରା ।”
22 ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ।
ହେବେ ଲକୁ ପା ହେୱାର୍‌ତି ବିରୁଦ୍‌ତ ନିଂତାର୍, ଆରେ ବିଚାର୍‍କାର୍‍ୟାର୍‍ ପାଉଲ୍‌ ଆରି ସିଲାତି ହେନ୍ଦ୍ରା ଉନ୍‌ନ୍ଦି ହେୱାରିଂ ବାଡ୍‍ଗେମାଡ୍‍ କିଦେଙ୍ଗ୍‌ କାଜିଂ ବଲ୍‌ ହିତାର୍‌ ।
23 ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ।
ହେୱାର୍‌ ହେୱାରିଂ ବେସି ଟ୍ରାକି କିୟ୍‍କିତି ପାଚେ ଜଇଲ୍‌ ଇଞ୍ଜ ଇଡ଼୍‌ଜି ହେୱାରିଂ ଜାଗ୍ରତ୍‌ତାଂ ରାକ୍ୟା କିନି କାଜିଂ ଜଇଲ୍‌ ଇଟ୍‍ନାକାନିଂ ଆଟ୍‌ୱା ବଲ୍‌ ହିତାର୍‌ ।
24 ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ଼ କାଠଗଣ୍ଡି ବାନ୍ଧିଦେଲେ।
ହେୱାନ୍‌ ଇ ବାନି ଆଟ୍‌ୱା ବଲ୍‌ ଗାଟା ଆଜ଼ି ହେୱାରିଂ ବିତ୍ରେ ଜଇଲ୍‌ ଇଞ୍ଜ ଇଡ଼୍‌ଜି ହେୱାର୍‌ତି ପାନାତ ଗାଜା କୁଟ୍‌ଲା ଗାଚ୍‌ଚାର୍‍ ।
25 କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ।
ମାତର୍‌ ମାଦିମାଦାନାଣା ପାଉଲ୍‌ ଆରି ସିଲା ଇସ୍ୱର୍‌ତି ଲାଗାୟ୍‌ ପାର୍ତାନା ଆରି ଗୁଣ୍‍ମାଣି କିଜ଼ି ମାଚାର୍‌, ଆରେ ବନ୍ଦିର୍ ୱେନ୍‍ଞ୍ଜି ମାଚାର୍ ।
26 ସେତେବେଳେ ହଠାତ୍‍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା।
ହେ ଏଚେକାଡ଼୍‌ଦ ହାଚାଟ୍ରେ ଏଲେଙ୍ଗ୍‌ ଗାଜା ମେଦ୍‌ନି ଦାଲ୍‍କା ଆତାତ୍‌ ଜେ, ଜଇଲ୍‌ ଇଲ୍‌ନି କୁନାଦି ଡ୍ରିଙ୍ଗ୍‌ଦେଂ ଲାଗାତାତ୍‌, ଆରେ ଦାପ୍ରେ ୱିଜ଼ୁ ଜଇଲ୍‌ ଦୁୱେର୍‌ ଜେୟା ଆତାତ୍‌, ଆରେ ସବୁ ଜାଣ୍‍ତି ହିକ୍‌ଡ଼ି ଗାଟି ରିଂଜି ହାଚିକ୍‌ ।
27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ।
“ଇବେ ଜଇଲ୍‌ ଇଲ୍‌ ଇଟ୍‍ନାକାନ୍ ହୁଚ୍‍କାଣ୍‍କୁତାଂ ନିଂଜି ଜଇଲ୍‌ ଇଲ୍‌ନି ଦୁୱେର୍‌ ମେଲା ଆତାକା ହୁଡ଼୍‌ଜି ବନ୍ଦିର୍ ହନ୍‌ଚି ହାଚାର୍ଣ୍ଣା ଇଞ୍ଜି ବାବି କିଜ଼ି, କାଣ୍ଡା ହପ୍‍ଚି ଜାର୍‌ତିଂ ଅହ୍ୟାଦେଂ ହାଲ୍‍ଜି ମାଚାନ୍‍ ।”
28 କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ।
ମାତର୍‌ ପାଉଲ୍‌ ବେସି ଗାଜାକାଟ୍‌ତାଂ କୁକ୍‌ଚି ଇଚାନ୍‌, “ଜାର୍‌ତିଂ ଇମ୍‌ଣାକା ପା ନସ୍ଟ କିମା, ଇନାକିଦେଂକି ଆପେଂ ୱିଜ଼ାକାପ୍ ଇବେ ମାନାପ୍‌ ।”
29 ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,
ହେବେ ହେୱାନ୍‌ ବଇଟା ତାତେଙ୍ଗ୍‌ ଇଞ୍ଜି ଗୁମ୍‌ଜି ପାଣ୍ଡ୍ରୁତିଂ ତ୍ରିଗ୍‍ଜି ତ୍ରିଗ୍‍ଜି ପାଉଲ୍‌ ଆରି ସିଲାତି ମୁମ୍‌ଦ ଗୁର୍ତାନ୍,
30 ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ?
ଆରେ ହେୱାରିଂ ବାର୍ତ ତାହି ଇଚାନ୍‌, “ମାପ୍ରୁର୍, ରାକ୍ୟା ପାୟାଦେଂ କାଜିଂ ନାଙ୍ଗ୍‌ ଇନାକା କିଦେଙ୍ଗ୍‌ ଆନାତ୍‌?”
31 ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ।
ହେୱାର୍‌ ଇଚାର୍‌, “ମାପ୍ରୁ ଜିସୁ ତାକେ ପାର୍ତି କିୟାଟ୍‌, ତା ଆତିସ୍‌ ଏପେଙ୍ଗ୍‌ ୱିଜ଼ୁ କୁଟୁମ୍‍ ରାକ୍ୟା ପାୟାନାଦେର୍‌ ।”
32 ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ କହିଲେ।
ପାଚେ ହେୱାର୍‌ ତାଙ୍ଗ୍‌ ଆରି ତା ଇଞ୍ଜ ମାନି ୱିଜ଼ାରିଂ ମାପ୍ରୁତି ବଚନ୍‌ ଇଚାନ୍‌ ।
33 ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ।
ଆରେ, ହେୱାନ୍‌ ହେୱାରିଂ ନାଣା ହେ ସମୁତ ଅଜ଼ି ହେୱାର୍‌ତି ଟ୍ରାକ୍ୟାତି ଗାୱ୍‌ ସବୁ ନୁସ୍ତାନ୍, ଆରେ, ହେୱାନ୍‌ ଆରି ହେୱାନ୍ତି ପାର୍ତାନା ହେ ଦାପ୍ରେ ବାପ୍ତିସିମ୍‌ ଆତାର୍‌ ।
34 ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ବରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ।
ହେବେ ହେୱାନ୍‌ ହେୱାରିଂ ଜାର୍‌ ଇଞ୍ଜ ଅସି ହାଲ୍‍ଜି କାଦି ଚିଚ୍‌ପାତାନ୍‌, ଆରେ ୱିଜ଼ୁ ପାର୍ତାନା ହୁକେ ଇସ୍ୱର୍‌ ତାକେ ପାର୍ତି କିଜ଼ି ଜବର୍‌ ୱାର୍‌ୟା ଆତାର୍‌ ।
35 ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ।
ନାଡ଼ିସ୍ ଆତିଲେ ବିଚାର୍‌କାର୍‌ୟାର୍‌ ଜାମାନିରିଂ ଇଦାଂ ଇଞ୍ଜି ପକ୍ତାର୍‌, “ହେ ଲକୁରିଂ ପିହାଟ୍‌ ।”
36 ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି। ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଆନ୍ତୁ।
ଇବେଣ୍ଡାଂ ଜଇଲ୍‌ ଇଲ୍‌ ପାଉଲ୍‌ତିଂ ଇ କାତା ଇଞ୍ଜି ୱେଚ୍‌ଚାନ୍‌, ମିଙ୍ଗେଙ୍ଗ୍‌ ପିସ୍ତି ହିଦେଂ କାଜିଂ “ବିଚାର୍‌କିନାକାର୍‌ ଲକୁ ପକ୍ତାତାର୍ଣ୍ଣା । ଲାଗିଂ ନଙ୍ଗ୍‌ ହସି ୱାଜ଼ି ସୁସ୍ତାତ ତାଂଜି ହାଲାଟ୍‌ ।”
37 କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ।
ମାତର୍‌ ପାଉଲ୍‌ ହେୱାରିଂ ଇଚାନ୍‌, “ରମିୟ ଲକୁ ଜେ ଆପେଂ, ମା ବିଚାର୍‌ କିୱାଦାଂ ହେୱାର୍‌ ରିସାରେ ମାଂ ଟ୍ରାକ୍‍ତି ପାଚେ ଜଇଲ୍‌ତ ତୁହିଦାତାର୍ଣ୍ଣା, ଆରେ ନଙ୍ଗ୍‌ କି ଲୁକାମ୍‍ରେ ମାଂ ପିସ୍‌ସି ହିଦ୍ନାରା? ହେଦାଂ ଆଉତ୍‌, ମତର୍‌ ହେୱାର୍‌ ନିଜେ ୱାଜ଼ି ମାଂ ବାର୍ତ ଅଦେର୍ ।”
38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ଲୋକମାନେ ଭୟ କଲେ,
ଇବେଣ୍ଡାଂ ଜାମାନିର୍ ବିଚାର୍‍କାର୍‍ୟାରିଂ ଇ ୱିଜ଼ୁ ବଚନ୍‌ ଜାଣାୟ୍‌ କିତାର୍‌, ଆରେ ହେୱାର୍‌ ଜେ ରମିୟ ଲକୁ, ଇଦାଂ ୱେନ୍‌ଞ୍ଜି ହେୱାର୍‌ ପାଣ୍ଡ୍ରା ଆତାର୍‌,
39 ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି, ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ।
ଆରେ, ହେୱାର୍‌ ୱାଜ଼ି ହେୱାରିଂ ଗୱାରି କିତାର୍‌, ଆରେ ହେୱାରିଂ ଜଇଲ୍‌ ଇଞ୍ଜାଙ୍ଗ୍‌ ହପ୍‍ଚି ତାସି ଗାଡ଼୍‌ଦାଂ ହସିହାଞ୍ଜେଙ୍ଗ୍ କାଜିଂ ହେୱାରିଂ ଗୱାରି କିତାର୍‌ ।
40 ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ।
ହେବେଣ୍ଡାଂ ପାଉଲ୍‌ ଆରି ସିଲା ଜଇଲ୍‌ ତାଂ ହସିହାଲ୍‍ଜି ଲୁଦିଆତି ଇଲ୍‌ଦ ହଟାର୍, ଆରେ ଟଣ୍ଡାର୍‌ ଲାହାଙ୍ଗ୍‌ ବେଟା ଆଜ଼ି ହେୱାରିଂ ୱାରିକିୟ୍‌କିନି ପାଚେ ହାଚାର୍‌ ।

< ପ୍ରେରିତ 16 >