< ପ୍ରେରିତ 16 >

1 ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ।
ପାଉଲୁସ୍‌ ଦର୍ବୀ ଆଡଃ ଲୁସ୍‌ତ୍ରାତେ ସେନଃୟାନା, ଏନ୍ତାଃରେ ତୀମଥି ନୁତୁମ୍‌ ମିଆଁଦ୍‌ ଖ୍ରୀଷ୍ଟିୟାନ୍‌ ହଡ଼ ତାଇନଃତାନ୍‌ ତାଇକେନାଏ । ଇନିୟାଃ ଏଙ୍ଗାତେ ମିଆଁଦ୍‌ ଖ୍ରୀଷ୍ଟ୍‌ ବିଶ୍ୱାସୀ ଯିହୁଦୀ ତାଇକେନାଏ, ମେନ୍‌ଦ ଆପୁତେ ଗ୍ରୀକ୍‌ ହଡ଼ ତାଇକେନାଏ ।
2 ଲୁସ୍ତ୍ରା ଓ ଇକନୀୟରେ ଥିବା ଭାଇମାନେ ତାହାଙ୍କ ସୁଖ୍ୟାତି କରୁଥିଲେ।
ଲୁସ୍‌ତ୍ରା ଆଡଃ ଇକନିୟାରେନ୍‌ ସବେନ୍‌ ବିଶ୍ୱାସୀକ ତୀମଥିଆଃ ବିଷାଏରେ ପୁରାଃ ବୁଗିନାଃକ କାଜି ତାଇକେନା ।
3 ତାହାଙ୍କୁ ସାଙ୍ଗରେ ନେଇଯିବାକୁ ପାଉଲ ଇଚ୍ଛା କଲେ, ଆଉ ସେହିସବୁ ଅଞ୍ଚଳରେ ଥିବା ଯିହୁଦୀମାନଙ୍କ ହେତୁ ତାହାଙ୍କୁ ଘେନିଯାଇ ସୁନ୍ନତ କଲେ; କାରଣ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ ବୋଲି ସମସ୍ତେ ଜାଣିଥିଲେ।
ପାଉଲୁସ୍‌, ତୀମଥିକେ ଆୟାଃଲଃ ଇଦି ନାଗେନ୍ତେ ସାନାଙ୍ଗ୍‌କେଦା, ଏନାତେ ଇନିଃ ତୀମଥିକେ ଖାତ୍‌ନାଅକିୟାଏ । ଚିଆଃଚି ଏନ୍ତାଃରେ ତାଇନଃତାନ୍‌ ସବେନ୍‌ ଯିହୁଦୀ ହଡ଼କ ତୀମଥିଆଃ ଆପୁତେକେ ଗ୍ରୀକ୍‌ ହଡ଼ ତାନିଃ ମେନ୍ତେକ ସାରିକାଦ୍‌ ତାଇକେନା ।
4 ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ।
ଇନ୍‌କୁ ସାହାର୍‌ ହରାକରେ ସେନଃ ତାଇକେନ୍‌ ଇମ୍‌ତା, ବିଶ୍ୱାସୀକକେ ଯୀରୁଶାଲେମ୍‌ରେନ୍‌ ପ୍ରେରିତ୍‌ ଆଡଃ ପ୍ରାଚିନ୍‌କ ଠାହାରାଅକାଦ୍‌ ସବେନ୍‌ ଆନ୍‌ଚୁକେ ମାନାତିଙ୍ଗ୍‌ ନାଗେନ୍ତେକ କାଜିକେଦ୍‌କଆ ।
5 ଏହି ପ୍ରକାରେ ମଣ୍ଡଳୀ-ସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା।
ନେ'ଲେକାତେ କାଲିସିୟାକ ବିଶ୍ୱାସ୍‌ରେ ପୁରାଃଗିକ କେଟେଦ୍‌ୟାନା ଆଡଃ ସବେନ୍‌ ହୁଲାଙ୍ଗ୍‌ ପସାଇଦିୟଃତାନ୍‌କ ତାଇକେନା ।
6 ସେମାନେ ଏସିଆ ଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,
ଇନ୍‌କୁକେ ପାବିତାର୍‌ ଆତ୍ମା ଏସିଆ ପାର୍‌ଗାନ୍‌ରେ ବାଚାନ୍‌ ଉଦୁବ୍‌ ନାଗେନ୍ତେ କାଏ ଆଚୁକେଦ୍‌କ ହରାତେ ଇନ୍‌କୁ ଫ୍ରୁଗିଆ ଆଡଃ ଗାଲାତିୟ ପାର୍‌ଗାନ୍‌ତେକ ସେନଃୟାନା ।
7 ଆଉ ସେମାନେ ମୂସିଆ ନିକଟରେ ଉପସ୍ଥିତ ହୋଇ ବୀଥୂନିଆ ପ୍ରଦେଶକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।
ଇନ୍‌କୁ ମୁସିୟା ପାର୍‌ଗାନ୍‌ରେୟାଃ ସିମ୍‌ନାତେ ସେଟେର୍‌ୟାନ୍‌ଲଃ ବେଥ୍‌ନିଆ ପାର୍‌ଗାନ୍‌ତେ ସେନଃ ନାଙ୍ଗ୍‌ ଅଡଙ୍ଗ୍‌ଅଃ ଇମ୍‌ତା ୟୀଶୁଆଃ ଆତ୍ମା ଇନ୍‌କୁକେ କାଏ ଆଚୁକେଦ୍‌କଆ ।
8 ସେମାନେ ମୂସିଆ ପାଖ ଦେଇ ତ୍ରୋୟା ସହରକୁ ଆସିଲେ।
ଏନାତେ ଇନ୍‌କୁ ମୁସିୟା ହରାତେ ସେନଃୟାନ୍‌ଲଃ ତ୍ରୋୟାସ୍‌ତେକ ସେନଃୟାନା ।
9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର।
ଏନ୍‌ ନିଦାରେ ପାଉଲୁସ୍‌ ମିଆଁଦ୍‌ ଦାର୍‌ଶାନ୍‌ ନେଲ୍‌କେଦାଏ ଯେ, ମାକିଦନିଆରେନ୍‌ ମିଆଁଦ୍‌ ହଡ଼ ତିଙ୍ଗୁକେଦ୍‌ତେ ବିନ୍ତିତାନ୍‌ଲଃ କାଜିତାନାଏ, “ମାକିଦନିଆତେ ହିଜୁଃକେଦ୍‌ତେ ଆଲେକେ ଦେଙ୍ଗାଲେପେ!”
10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ବର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।
୧୦ପାଉଲୁସ୍‌ ନେ ଦାର୍‌ଶାନ୍‌ ନେଲ୍‌କେଦ୍‌ଚି ଆଲେ ମାକିଦନିଆତେ ସେନଃ ନାଗେନ୍ତେଲେ ସେକାଡ଼୍‌ୟାନା, ଚିଆଃଚି ଆଲେ ସାର୍‌ତିଗି ସାରିକାଦ୍‌ ତାଇକେନାଲେ, ପାର୍‌ମେଶ୍ୱାର୍‌ ଏନ୍ତାଃରେନ୍‌ ହଡ଼କଆଃ ଥାଲାରେ ସୁକୁକାଜି ଉଦୁବ୍‌ ନାଗେନ୍ତେ ଆଲେକେ କେଡ଼ାକାଦ୍‌ଲେୟା ।
11 ତେଣୁ ତ୍ରୋୟା ସହରରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀ ଦ୍ବୀପକୁ ଓ ପରଦିନ ନିୟାପଲି ସହରକୁ ଗଲୁ,
୧୧ଆଲେ ତ୍ରୋୟାସ୍‌ତାଃଏତେ ଦାଆଃ ଜାହାଜ୍‌ରେ ଦୁବ୍‌କେଦ୍‌ତେ ସାମଥ୍ରାକି ଟାପୁତେଲେ ସେନଃୟାନା, ଆଡଃ ଏଟାଃହୁଲାଙ୍ଗ୍‌ ନିୟାପଲି ସାହାର୍‌ତେଲେ ସେଟେର୍‌ୟାନା ।
12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆ ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ।
୧୨ଏନ୍ତାଃଏତେ ଆଲେ ମାକିଦନିଆ ଜିଲ୍ଲାରେୟାଃ ମାରାଙ୍ଗ୍‌ ନାଗାର୍‌ ଫିଲିପିତେଲେ ସେନଃୟାନା । ଏନ୍‌ ନାଗାର୍‌ରେ ରୋମ୍‌ରେନ୍‌ ହଡ଼କହଗି ତାଇନଃତାନ୍‌ ତାଇକେନାକ । ଆଲେ ଏନ୍ତାଃରେ ଚିମିନ୍‌ଦିନ୍‌ ଲେକାଲେ ତାଇକେନା ।
13 ବିଶ୍ରାମବାର ଦିନରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କ ସହିତ କଥା କହିବାକୁ ଲାଗିଲୁ।
୧୩ରୁଡ଼ୁନ୍‌ ହୁଲାଙ୍ଗ୍‌ରେ ଆଲେ ନାଗାର୍‌ହେତେ ଅଡଙ୍ଗ୍‌ୟାନ୍‌ଲଃ ନାହିଁ ଗେନାତେଲେ ସେନଃୟାନା । ଏନ୍ତାଃରେ ଯିହୁଦୀ ହଡ଼କ ହୁଣ୍ଡିକେଦ୍‌ତେ ବିନ୍ତି ତାଇକେନ୍‌ ମିଆଁଦ୍‌ ଠାୟାଦ୍‌ ତାଇନାଃ ମେନ୍ତେଲେ ଉଡ଼ୁଃକାଦ୍‌ ତାଇକେନା । ଆଲେ ଲାତାର୍‌ରେ ଦୁବ୍‌କେଦ୍‌ତେ ଏନ୍ତାଃରେ ହୁଣ୍ଡିୟାକାନ୍‌ କୁଡ଼ିକଲଃ ଜାଗାର୍‌କେଦାଲେ ।
14 ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ବରଭକ୍ତିନୀ ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ।
୧୪ଇନ୍‌କୁଆଃ ଥାଲାରେ ଥୁୟତିରା ନାଗାର୍‌ରେନ୍‌ ଲୁଦିୟା ନୁତୁମ୍‌ ମିଆଁଦ୍‌ କୁଡ଼ି ତାଇକେନା । ଇନିଃ ବାଇଗିନିଆ ଲିଜାଃ ଆଖ୍‌ରିଙ୍ଗ୍‌ନିଃ ତାଇକେନାଏ । ଇନିଃ ପାର୍‌ମେଶ୍ୱାର୍‌କେ ବରଭାକ୍ତି ତାଇକେନା ଆଡଃ ପାଉଲୁସ୍‌ କାଜିତାଇକେନ୍‌ତେୟାଃ ମନ୍‌ଧ୍ୟାନ୍‌ ଆୟୁମ୍‌କେଦ୍‌ତେ ମନ୍‌ସୁରୁଦ୍‌ରେ ତେଲାଏ ନାଗେନ୍ତେ ପ୍ରାଭୁ ଇନିଃକେ ସୁଯୋଗ୍‌ ଏମ୍‌କିୟାଏ ।
15 ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।
୧୫ଇନିଃ ଆଡଃ ଆୟାଃ ଅଡ଼ାଃରେନ୍‌ ସବେନ୍‌କ ବାପ୍ତିସ୍ମା ଇଦିକେଦ୍‌ ତାୟମ୍‌ତେ ଆଲେକେ କେଡ଼ାକେଦ୍‌ତେ କାଜିକେଦ୍‌ଲେୟାକ, “ଆପେ ଆଇଙ୍ଗ୍‌କେ ପ୍ରାଭୁତାଃରେ ପାତିୟାର୍‌ରଃ ଲେକା ମେନାଇୟା ମେନ୍ତେପେ ବିଚାର୍‌ତାନ୍‌ ରେଦ, ଦେଲା ଆଇଁୟାଃ ଅଡ଼ାଃରେ ତାଇନ୍‌ପେ ।” ଇନିଃ ନେ'ଲେକା କାଜିକେଦ୍‌ତେ ଆୟାଃ ଅଡ଼ାଃରେ ତାଇନ୍‌ ନାଗେନ୍ତେ ଆଲେକେ ଉସ୍‌କୁର୍‌କେଦ୍‌ଲେୟା ।
16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା।
୧୬ମୁସିଙ୍ଗ୍‌ ଆଲେ ବିନ୍ତି ଠାୟାଦ୍‌ତେ ସେନଃ ତାଇକେନ୍‌ ଇମ୍‌ତା ମିଆଁଦ୍‌ କାମ୍‌ଡ଼ି କୁଡ଼ିଲଃ ନାପାମ୍‌ୟାନାଲେ । ଇନିୟାଃରେ ତାଇକାନ୍‌ ଏତ୍‌କାନ୍‌ ଆତ୍ମା ହରାତେ ଇନିଃ ଆୟାର୍‌କାଜିକଏ କାଜି ଦାଡ଼ିତାଇକେନା । ଇନିଃ ହଡ଼କଆଃ ଚିନାଃ ହବାଅଃଆ ଏନାକ ସିଦାରେ କାଜି ଦାଡ଼ି ତାଇକେନା । ଇନିଃ ଆୟାଃ ଗୁସିୟାଁକଆଃ ନାଙ୍ଗ୍‌ ପୁରାଃ ଟାକା ପାଏସାଏ କାମି ତାଇକେନା ।
17 ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ବରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉଅଛନ୍ତି।
୧୭ଇନିଃ ପାଉଲୁସ୍‌ ଆଡଃ ଆଲେୟାଃ ଦୟା ଦୟା ହିଜୁଃକେଦ୍‌ତେ କାଉରିତାନ୍‌ଲଃ କାଜିକେଦାଏ, “ନେ ହଡ଼କ ସାଲାଙ୍ଗି ଉତାର୍‌ ପାର୍‌ମେଶ୍ୱାର୍‌ଆଃ ଦାସିକ ତାନ୍‌କ । ଆପେ ଚିଲ୍‌କାତେ ଜୀଉବାଞ୍ଚାଅପେ ନାମେୟା, ଏନାକ କାଜିତାନା ।”
18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା। କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା।
୧୮ଏନ୍‌ କୁଡ଼ି ପୁରାଃ ମାହାଁ ଜାକେଦ୍‌ ନେ'ଲେକାଏ ରିକାକେଦା । ଏନ୍ତେ ପାଉଲୁସ୍‌ ଖିସ୍‌ୟାନ୍‌ଲଃ ଦୟା ହେତାକେଦ୍‌ତେ ଏତ୍‌କାନ୍‌ ଆତ୍ମାକେ କେଟେଦ୍‌କେଦ୍‌ତେ କାଜିକିୟା, “ୟୀଶୁ ଖ୍ରୀଷ୍ଟ୍‌ଆଃ ନୁତୁମ୍‌ତେଇଙ୍ଗ୍‌ ଆଚୁମେତାନା, ଇନିଃତାଃଏତେ ଅଡଙ୍ଗ୍‌ଅଃମେ!” ଇମ୍‌ତାଗି ଏତ୍‌କାନ୍‌ ଆତ୍ମା ଇନିଃତାଃଏତେ ଅଡଙ୍ଗ୍‌ୟାନା ।
19 କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ।
୧୯ଚିମ୍‌ତା ଇନିୟାଃ ଗୁସିୟାଁକ ଆକଆଃ ଟାକା କାମିରେୟାଃ ଆସ୍ରାକ ଆଦ୍‌କେଦା ମେନ୍ତେ ଆଟ୍‌କାର୍‌କେଦ୍‌ଚି, ପାଉଲୁସ୍‌ ଆଡଃ ସିଲାସ୍‌କେ ସାବ୍‌କେଦ୍‌ତେ ବାଜାର୍‌ ପିଡ଼ି ଥାଲାତେ ଆକ୍‌ତେୟାର୍‌ ନାମାକାଦ୍‌ ହଡ଼କତାଃତେ ଅର୍‌ ଇଦିକେଦ୍‌କିନାକ ।
20 ଆଉ ସେମାନେ ସେମାନଙ୍କ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଯିହୁଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି।
୨୦ଇନ୍‌କୁ ଇନ୍‌କିନ୍‌କେ ରୋମି ହାକିମ୍‍କତାଃତେ ଆଉକେଦ୍‍କିନାକ ଆଡଃ କାଜିକେଦାକ, “ନେ ହଡ଼କିନ୍‌ ଯିହୁଦୀ ତାନ୍‌କିନ୍‌, ଆଡଃ ଆଲେୟାଃ ନାଗାର୍‌ରେ ହାଲାଗୁଲାଏ ତାନାକିନ୍‌ ।
21 ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି।
୨୧ଇନ୍‌କିନ୍‌ ଆବୁଆଃ ଆନ୍‌ଚୁ ବିରୁଧ୍‌ ରିତିରିୱାଜ୍‌ ଇତୁକତାନାକିନ୍‌ । ଆବୁ ରୋମିରେନ୍‌ ହଡ଼କ ତାନ୍‌ବୁ, ଏନାତେ ନେ ସବେନ୍‌ କା ଲାଗାତିଙ୍ଗ୍‌ ରିତିରିୱାଜ୍‌ କାବୁ ମାନାତିଙ୍ଗ୍‌ ଦାଡ଼ିୟା ।”
22 ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ।
୨୨ଆଡଃ ଗାଦେଲ୍‌ ହଡ଼କହଗି ପାଉଲୁସ୍‌ ଆଡଃ ସିଲାସ୍‌ଆଃ ବିରୁଧ୍‌ରେ ମେସାୟାନାକ । ଏନ୍ତେ ପାଉଲୁସ୍‌ ଆଡଃ ସିଲାସ୍‌ଆଃ ଲିଜାଃ ଚେଚାଃକେଦ୍‌ତେ ଇନ୍‌କିନ୍‌କେ ସଟାତେ ହାଁଣ୍‌ସା ନାଗେନ୍ତେ ରୋମି ହାକିମ୍‌କ ଇନ୍‌କୁକେ ଆଚୁକେଦ୍‌କଆକ ।
23 ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ।
୨୩ଇନ୍‌କୁ ଇନ୍‌କିନ୍‌କେ ପୁରାଃଗି ଦାଲ୍‌କେଦ୍‌ତେ ଜେହେଲ୍‌ରେ ଦହକେଦ୍‌କିନାକ ଆଡଃ ତାଲାକେଦ୍‌ତେ ହର ନାଙ୍ଗ୍‌ ଆଚୁକେଦ୍‌କଆକ ।
24 ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ଼ କାଠଗଣ୍ଡି ବାନ୍ଧିଦେଲେ।
୨୪ନେ ଆନାଚୁ ନାମ୍‌କେଦ୍‌ତେ ଜେହେଲ୍‌ ହରନିଃ ଇନ୍‌କିନ୍‌କେ ମିଆଁଦ୍‌ ଭିତାର୍‌ କୁଠାତେ ଇଦିକେଦ୍‌ତେ ହାମ୍ବାଲ୍‌ ସାହାନ୍‌ରେୟାଃ ଅର୍‌ଗଡ଼୍‌ରେ ଇନ୍‌କିନାଃ କାଟାକେ ତଲ୍‌କେଦ୍‌କିନାଏ ।
25 କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ।
୨୫ଥାଲାନିଦାରେ ପାଉଲୁସ୍‌ ଆଡଃ ସିଲାସ୍‌ ପାର୍‌ମେଶ୍ୱାର୍‌ଆଃ ନୁତୁମ୍‌ତେ ବିନ୍ତି ଆଡଃ ମାନାରାଙ୍ଗ୍‌ରାଃ ଦୁରାଙ୍ଗ୍‌ ତାଇକେନାକିନ୍‌ ଆଡଃ ଏଟାଃ ଜେହେଲାକାନ୍‌ ହଡ଼କ ଏନା ଆୟୁମ୍‌ ତାଇକେନାକ ।
26 ସେତେବେଳେ ହଠାତ୍‍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା।
୨୬ଇମ୍‍ତାଗି ପୁରାଃତେ ଅତେ ଦିଲ୍‌କାଅୟାନା ଆଡଃ ଜେହେଲ୍‌ ଅଡ଼ାଃରାଃ ନିହିଁଗାଡ଼ା ଏକ୍‌ଲାଅୟାନା । ଇମ୍‍ତାଗି ସବେନ୍‌ ଦୁଆର୍‌କ ନିଜ୍‌ୟାନା ଆଡଃ ଜେହେଲାକାନ୍‌ ସବେନ୍‍ ହଡ଼କଆଃ ସିକିଡ଼ିକ ରାଡ଼ାୟାନା ।
27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ।
୨୭ଜେହେଲ୍ ହରନିଃ ଦୁଡ଼ୁମ୍‌ଏତେ ବିରିଦ୍‌ୟାନାଏ ଆଡଃ ଜେହେଲ୍‌ରେୟାଃ ଦୁଆର୍‌ ସବେନ୍‌ ନିଜାକାନ୍‌ ନେଲ୍‌କେଦ୍‌ତେ ଉଡ଼ୁଃକେଦାଏ ଯେ, ଜେହେଲାକାନ୍‌ ସବେନ୍‌ ହଡ଼କ ନିର୍‌ୟାନାକ । ଏନାତେ ଇନିଃ ଆୟାଃ ତାରାଉଡ଼ି ଅଡଙ୍ଗ୍‌କେଦ୍‌ତେ ଆଇଃକ୍‌ଗି ଗଜେନ୍‌ ନାଗେନ୍ତେ ସାନାଙ୍ଗ୍‌କେଦା ।
28 କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ।
୨୮ମେନ୍‌ଦ ପାଉଲୁସ୍‌ ପୁରାଃ କାଉରିକେଦ୍‍ତେ କାଜିକିୟା, “ଆମ୍‌ ଆପାନ୍‌କେ ଜେତ୍‌ନାଃ ଆଲମ୍‌ ନକ୍‌ସାନେନ୍‌ ଚିଆଃଚି ଆଲେ ସବେନ୍‌କ ନେତାଃରେ ମେନାଲେୟା ।”
29 ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,
୨୯ଜେହେଲ୍‌ ହରନିଃ ଦିମି ଆଉ ନାଗେନ୍ତେ କାଜିକେଦ୍‌କଆ ଆଡଃ ଭିତାର୍‌ତେ ନିର୍‌ବଲୟାନା ଏନ୍ତେ ବରତେ ଏକ୍‌ଲାଅଃତାନ୍‌ଲଃ ପାଉଲୁସ୍‌ ଆଡଃ ସିଲାସ୍‌ଆଃ କାଟା ଲାତାର୍‌ରେ ଉୟୁଃୟାନା ।
30 ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ?
୩୦ଏନ୍ତେ ଇନ୍‌କିନ୍‌କେ ବାହାରିତେ ଅଡଙ୍ଗ୍‌କେଦ୍‌ତେ କୁଲିକେଦ୍‌କିନା, “ମାଇନାନ୍‌କିନ୍‌, ଜୀଉବାଞ୍ଚାଅ ନାମେ ନାଗେନ୍ତେ ଆଇଙ୍ଗ୍‌କେ ଚିନାଃ ରିକା ଲାଗାତିଙ୍ଗ୍‌ୟାଁଃ?”
31 ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ।
୩୧ଇନ୍‌କିନ୍‌ କାଜିକିୟାକିନ୍‌, “ପ୍ରାଭୁ ୟୀଶୁରେ ବିଶ୍ୱାସେରେଦ, ଆମ୍‌ ଆଡଃ ଆମାଃ ଅଡ଼ାଃରେନ୍‌ ଜୀଉବାଞ୍ଚାଅପେ ନାମେୟା ।”
32 ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ କହିଲେ।
୩୨ଏନ୍ତେ ଇନ୍‌କିନ୍‌ ଇନିଃକେ ଆଡଃ ଆୟାଃ ଅଡ଼ାଃରେନ୍‌ ସବେନ୍‌ ହଡ଼କକେ ପ୍ରାଭୁଆଃ ବାଚାନ୍‌ ଉଦୁବ୍‌କେଦ୍‌କଆକିନ୍‌ ।
33 ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ।
୩୩ନିଦାରେୟାଃ ଏନ୍‌ ଦିପିଲିରେଗି ଜେହେଲ୍‌ ହରନିଃ ଇନ୍‌କିନ୍‌କେ ଇଦିକେଦ୍‌ତେ, ଆକିନାଃ ଘାଅକ ଚାପି ଆବୁଙ୍ଗ୍‌କେଦାଏ, ଆଡଃ ଇନିୟାଃ ଅଡ଼ାଃରେନ୍‌ ସବେନ୍‌ ହଡ଼କ ଇମ୍‌ତାଗି ବାପ୍ତିସ୍ମାୟାନାକ ।
34 ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ବରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ।
୩୪ଏନ୍ତେ ଇନିଃ ପାଉଲୁସ୍‌ ଆଡଃ ସିଲାସ୍‌କେ ଆୟାଃ ଅଡ଼ାଃତେ ଇଦିକେଦ୍‌ତେ ଜମେ ନାଗେନ୍ତେ ଏମାଦ୍‌କିନା । ପାର୍‌ମେଶ୍ୱାର୍‌ତାଃରେ ବିଶ୍ୱାସ୍‌କେଦ୍‌ ହରାତେ ଇନିଃ ଆଡଃ ଆୟାଃ ଅଡ଼ାଃରେନ୍‌ ସବେନ୍‌ ହଡ଼କ ରାସ୍‌କାତେ ପେରେଃୟାନାକ ।
35 ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ।
୩୫ଏଟାଃ ହୁଲାଙ୍ଗ୍‌ ଆଙ୍ଗ୍‌ୟାନ୍‍ଚି ରୋମିରେନ୍‌ ହାକିମ୍‍କ ସିପାଇକତାଃରେ, “ଏନ୍‌ ହଡ଼କିନ୍‌କେ ଆଡ଼ାଃତାକିନ୍‌ପେ” ମେନ୍ତେକ କାଜିକୁଲ୍‍କେଦା ।
36 ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି। ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଆନ୍ତୁ।
୩୬ଏନ୍ତେ ଜେହେଲ୍‌ ହରନିଃ ପାଉଲୁସ୍‌କେ କାଜିକିୟା, “ହାକିମ୍‌କ ଆମ୍‌କେ ଆଡଃ ସିଲାସ୍‌କେ ଜେହେଲ୍‌ହେତେ ରାଡ଼ାଃଅକାକିନ୍‌ ମେନ୍ତେ ହୁକୁମ୍‌ ଏମାକାନା । ନାହାଁଃ ଆବେନ୍‌ ଜୀଉସୁକୁତେ ସେନ୍‌ ଦାଡ଼ିୟାଃବେନ୍‌ ।”
37 କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ।
୩୭ମେନ୍‌ଦ ପାଉଲୁସ୍‌ ସିପାଇକକେ କାଜିୟାଦ୍‍କଆ, “ଜେତାନ୍‌ ଗୁହ୍ନାଁଁ କାଲିଙ୍ଗ୍‌ କାମିକାଦ୍‌ରେୟ ଇନ୍‌କୁ ଆଲିଙ୍ଗ୍‌କେ ଦାଲ୍‌କାଦ୍‌ଲିୟାଁକ । ଆଲିଙ୍ଗ୍‌ ରୋମିରେନ୍‌ ହଡ଼କିନ୍ ତାନ୍‍ଲିଙ୍ଗ୍‌, ମେନ୍‌ଦ ଇନ୍‌କୁ ଆଲିଙ୍ଗ୍‌କେ ଜେହେଲ୍‌କେଦ୍‌ଲିୟାଁକ । ନାହାଁଃ ଇନ୍‌କୁ ଜେତାଏ ଆଲକାକ ସାରିଲେକା ଆଲିଙ୍ଗ୍‌କେ କୁଲ୍‌ନାଙ୍ଗ୍‌ ସାନାଙ୍ଗ୍‌ତାନାକ । ଆଲିଙ୍ଗ୍‌ ନେ'ଲେକା ହବାଅଃକା ମେନ୍ତେ କାଲିଙ୍ଗ୍‌ ସାନାଙ୍ଗ୍‌ତାନା । ରୋମିରେନ୍‌ ହାକିମ୍‌କ ଆକଗି ନେତାଃତେ ହିଜୁଃକେଦ୍‌ତେ ଆଲିଙ୍ଗ୍‌କେ ଜେହେଲ୍‌ହେତେ ରାଡ଼ାଲିଙ୍ଗ୍‌କାକ ।”
38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ଲୋକମାନେ ଭୟ କଲେ,
୩୮ସିପାଇକ ନେ କାଜି ରୋମିରେନ୍‌ ହାକିମ୍‍କକେ ଉଦୁବାଦ୍‌କଆକ । ପାଉଲୁସ୍‌ ଆଡଃ ସିଲାସ୍‌ ରୋମିରେନ୍‌ ତାନ୍‌କିନ୍‌ ମେନ୍ତେ ଆୟୁମ୍‌କେଦ୍‌ତେ ଇନ୍‌କୁ ବରକେଦାକ ।
39 ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି, ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ।
୩୯ଏନ୍ତେ ଇନ୍‌କୁ ସେନ୍‌କେଦ୍‌ତେ ଇନ୍‌କିନ୍‌ତାଃରେ ଜହାର୍‌ ବିନ୍ତିକେଦ୍‌ତେ ଇନ୍‌କିନ୍‌କେ ଜେହେଲ୍‌ହେତେ ରାଡ଼ାକେଦ୍‌କିନାକ ଆଡଃ ନାଗାର୍‌ ବାଗିକେଦ୍‌ତେ ସେନଃବେନ୍‌ ମେନ୍ତେକ କାଜିକେଦ୍‌କିନା ।
40 ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ।
୪୦ପାଉଲୁସ୍‌ ଆଡଃ ସିଲାସ୍‌ ଜେହେଲ୍‌ ବାଗିକେଦ୍‌ତେ ଲୁଦିୟାରାଃ ଅଡ଼ାଃତେ ସେନଃୟାନାକିନ୍‌ । ଏନ୍ତାଃରେ ଇନ୍‌କିନ୍‌ ବିଶ୍ୱାସୀକଲଃ ନେପେଲ୍‌ୟାନାକିନ୍‌ ଆଡଃ ଇନ୍‌କୁକେ ଜୀଉରେ ରାସ୍‌କାରେୟାଃ କାଜି ଏମ୍‌କେଦ୍‌ତେ ସେନଃୟାନାକିନ୍‌ ।

< ପ୍ରେରିତ 16 >