< ପ୍ରେରିତ 14 >

1 ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ପାଉଲ ଓ ବର୍ଣ୍ଣବ୍ବା ଯିହୁଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ।
ଇକନିୟତ ପା ହେ ଲାକେ ଗିଟାତାତ୍; ପାଉଲ୍‌ ଆରି ବର୍ଣ୍ଣବା ଜିହୁଦିର୍‌ ପାର୍ତାନା ଇଞ୍ଜ ହଣ୍‌ଜି ଏଲେଙ୍ଗ୍‌ ପର୍‌ଚାର୍‌ କିତାର୍‌ ଜେ, ଜିହୁଦି ଆରି ଗ୍ରିକ୍‌ତି ବିତ୍ରେ ବେସି ଲକୁ ପାର୍ତି କିତାର୍‌ ।
2 କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୁଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ।
ମାତର୍‌ ଇମ୍‌ଣି ଜିହୁଦିର୍‌ ପାର୍ତି କିୱାତାର୍‌, ପକ୍ୟାତାକାର୍‌ ପାର୍ତିକିୱି ଜିହୁଦି ୱାସ୍କିତିଂ ଟିଉଲାୟ୍‌ କିଜ଼ି ଟଣ୍ଡାର୍‌ ବିରୁଦ୍‌ତ ବାନ୍ୟା ବାବ୍‍ନା ହପ୍‍ଚି ହିତାର୍ ।
3 ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ଵାରା ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ।
ପାଉଲ୍‌ ଆରି ବର୍ଣ୍ଣବା ବେସି ଦିନ୍‌ ପାତେକ୍‌ ହେ ବାହାତ ମାନ୍‌ଞ୍ଜି ମାପ୍ରୁତି ଜପି ବାର୍ସି କିଜ଼ି ସାସ୍‌ତାଂ ପର୍‌ଚାର୍‌ କିତାର୍‌; ଆରେ, ହେୱାର୍‌ତି କେଇ ହୁଦାଂ ବାର୍‍ବିନ୍ ଚିନ୍‌କୁ ଆରି କାବାନି କାମାୟ୍‌ କିଜ଼ି ଜାର୍‌ ଦୟାନି ବଚନ୍‌ ପାକ୍ୟାତ ସାକି ହିତାର୍‌ ।
4 କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୁଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ।
ମତର୍‌ ଗାଡ଼୍‌ନି ଲକୁ ରିବାଗ୍‌ ଆତାର୍‌, ହେୱାର୍‌ ବିତ୍ରେତାଂ କେତ୍‌ଜାଣ୍‌ ଜିହୁଦିରିଂ ଆରି କେତେକ୍‌ ପକ୍ୟାତାକାର୍‌ରିଂ ବାଚି କିତାର୍‌ ।
5 ଯେତେବେଳେ ଅଣଯିହୁଦୀ ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ,
ଏଚେକାଡ଼୍‌ଦ ପାର୍ତିକିୱି ଜିହୁଦିର୍‌ ଆରି ଜିହୁଦିର୍‌ ହେୱାର୍‌ତି ମୁଣିକା ହୁଦାଂ ହେୱାର୍ତି ଉତ୍‍ପାତ୍ କିଦେଙ୍ଗ୍‌ ଆରି କାଲ୍‌କୁ ଇଡ୍‌ଦେଂ ତିର୍‌ କିତାର୍‌,
6 ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆ ଦେଶରେ ଲୁସ୍ତ୍ରା ଓ ଦର୍ବୀ ସହର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ,
ହେ ଏଚେକାଡ଼୍‌ଦ ପକ୍ୟାତାକାର୍‌ ହେଦାଂ ପୁଞ୍ଜି ଲୁକାୟନିଆନି ଲୁସ୍ତ୍ରା ଆରି ଦର୍ବି ଗାଡ଼୍‌, ଆରେ ଚାରିବେଣ୍‍ତି ନିପ ହନ୍‍ଚି ହାଚାର୍‌,
7 ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ଆରେ ହେୱାର୍‌ ନେକ୍ରିକାବୁର୍‌ ସୁଣାୟ୍‌ କିଦେଙ୍ଗ୍‌ ଲାଗାତାର୍‌ ।
8 ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା।
ଲୁସ୍ତ୍ରାତ ରୱାନ୍‌ ମାନାୟ୍‌ ମାଚାନ୍‌, ହେୱାନ୍ତି ପାନା ବେମାର୍‌, ହେୱାନ୍‌ ଆୟା ପଟତାଂ ଚଟା, ଆରେ ହେୱାନ୍‌ ଇନାୱାଡ଼ାଂ ତାଂୱାଦାଂ ମାଚାନ୍‌ ।
9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ,
ହେ ମାନାୟ୍‌ ପାଉଲ୍‌ତି ପର୍‌ଚାର୍‌ ୱେନ୍‌ଞ୍ଜି ମାଚାନ୍‌ । ପାଉଲ୍‌ ତାଙ୍ଗ୍‌ ମିଟ୍‌କିୱାଦାଂ ହୁଡ଼୍‌ଜି ଉଜ୍‌ ଆନି କାଜିଂ ତା ପାର୍ତି ମାଚିଲେ ହୁଡ଼୍‌ଜି ଗାଜା କାଟ୍‌ତାଂ ଇଚାନ୍‌ ।
10 ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା।
ପାଉଲ୍‌ ଗାଜାକାଟ୍‍ତାଂ ଇଚାନ୍‌ “ପାନାତ ବଜ୍‌ ହିଜ଼ି ହାଣ୍‌କୁ ଆଜ଼ି ନିଲା ।” ହେବେ ହେୱାନ୍‌ ଚାର୍‌ବେଣ୍‌ତାଂ ତାଂଦେଂ ଲାଗାତାନ୍‌ ।
11 ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି।
ପାଉଲ୍‌ ଇନାକା କିତାନ୍‌ନ୍ନା, ଲକୁର୍ ହେଦାଂ ହୁଡ଼୍‌ଜି ଲୁକାୟନିଆ ବାସାତ ଗାଜାକାଟ୍‍ତ ଇଞ୍ଜେଙ୍ଗ୍‌ ଲାଗାତାନ୍‌, “ପେନ୍‍କୁ ମାନାୟ୍‌ ଲାକେ ମା ବିତ୍ରେତାଂ ଜୁଜ଼ି ୱାତାନ୍ନା ।”
12 ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ।
ହେୱାର୍‌ ବର୍ଣ୍ଣବାତିଂ ଜିଅସ୍‌ ନଲେ ପେନ୍‍କୁ ଆରି ପାଉଲ୍‌ ମୁଡ଼୍‌ଦାକାନ୍‌ ମାଚିଲେ ହେୱାନିଂ ହେରମିସ୍‌ ନଲେ ବାଗ୍‌ ପେନ୍‌ ଇଞ୍ଜି ଇଚାର୍‌ ।
13 ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାର ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ।
ଗାଡ଼୍‌ ମୁମ୍‌ଦ ମାନି ଜିଅସ୍‌ ମନ୍ଦିର୍‌ତ ମାପ୍ରୁହେବାକିନାକାନ୍‌ କେତେକ୍‌ ସଣ୍ଡ୍‌ ଆରି ପୁଇମାଡ଼୍‌ ନି ଦୁୱେର୍‌ ଲାଗେ ତାହି ୱାଜ଼ି ପକ୍ୟାତାକାର୍‌ ହୁଦାଂ ପୁଜା ହିଦେଂ ମାନ୍‌ କିଜ଼ି ମାଚାର୍‌ ।
14 କିନ୍ତୁ ପ୍ରେରିତମାନେ, ଅର୍ଥାତ୍‍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ,
ମାତର୍‌ ପକ୍ୟାତାକାର୍‌, ଇଚିସ୍‌ ବର୍ଣ୍ଣବା ଆରି ପାଉଲ୍‌ ଇଦାଂ ୱେନ୍‌ଞ୍ଜି ଜାର୍‌ ଜାର୍‌ତିଂ ହେନ୍ଦ୍ରା କେଚ୍‌ଚି ଲକୁ ବିତ୍ରେ ବେଗି ହଞ୍ଚିହାଲ୍‍ଜି ଗାଜାକାଟ୍‌ତାଂ ଇଞ୍ଜେଙ୍ଗ୍‌ ଲାଗାତାର୍‌;
15 ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ବରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;
“ଏ ଗାଜାକାଦେର୍, ଇନାକିଦେଂ ଇ ୱିଜ଼ୁ କିନାଦେରା? ଆପେଂ ପା ମି ଲାକେ ମାନାୟ୍‌କାପ୍, ମି ଲାଗାଂ ଇ ନେକ୍ରିକାବୁର୍‌ ପର୍‌ଚାର୍ କିତାପ୍ନା, ଇନେସ୍‌ ଏପେଙ୍ଗ୍‌ ଇ ସବୁ ଆହାର୍ ଆଡ଼୍‍ମାଡ଼୍‍ତାଂ ମାସ୍‌ଦି ଜିଜ଼ି ମାନାକା ଇସ୍ୱର୍‌ତି କାଜିଂ ମାସ୍‍ଦାନାର୍ । ହେୱାନ୍‌ ବାଦାଡ଼୍‌ତ ସବୁ, ପୁର୍ତି, ହାମ୍‌ଦୁର୍‌ ଆରି ହେ ସବୁତ ମାନି ୱିଜ଼ୁ ଉବ୍‌ଜାଣ୍‌ କିତାନ୍‌ନ୍ନା;
16 ସେ ଅତୀତ ପୁରୁଷ-ପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ।
ହେୱାନ୍‌ ଆଗେତାଂ ଆଣ୍ଡ୍ରାଂ ଦାରାମେରା ୱିଜ଼ୁ ଜାତିନି ଲଗାଂ ଜାର୍‌ ଜାର୍‌ ହାସ୍‌ଦ ତାଂଦେଂ ପିସ୍ତି ହିଜ଼ି ମାଚାନ୍‌ ।
17 ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି।
ଆତିସ୍‌ପା ହେୱାନ୍‌ ଜାର୍‌ତିଂ ସାକି ହିଲ୍‍ୱି କାଜିଂ ଇଟ୍‍ୱାତାନ୍ନା, ଇନାକିଦେଂ ହେୱାନ୍‌ ହାର୍‌ କିତ୍‌ତାନ୍‌ନା, ଆରେ ଆକାସ୍‌ତାଂ ବାର୍ହା ଆରି ପାଡ଼୍‍ହିନି କାଡ଼୍‌ ହିଜ଼ି ଇଟ୍‌କାଡ଼୍‌ ଆରି ୱାରିତାଂ ମିଙ୍ଗେଙ୍ଗ୍‌ ମାନ୍ତ ସାରି କିତ୍‌ତାନ୍‌ନା ।”
18 ଏହିସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ।
ଇ ସବୁ କାତା ଇଞ୍ଜି ହେୱାର୍‌ ବେସି କସ୍ଟତ ହେୱାର୍‌ କାଜିଂ ପୁଜା କିତିଲେ ଲକୁରିଂ ଚିମ୍‌ରା କିତାନ୍‌ ।
19 କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୁଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ।
ମାତର୍‌ ଆନ୍ତିୟକିଆ ଆରି ଇକନିୟତାଂ ହେବେ ଜିହୁଦିର୍‌ ୱାଜ଼ି ଲକୁରିଂ ବୁଜାୟ୍‌ କିତାର୍‌, ଆରେ ପାଉଲ୍‌ତିଂ କାଲ୍‌କୁ ଇଡ଼୍‌ଜି ହେୱାନ୍‌ ହାତାନ୍ନା ଇଞ୍ଜି ବାବି କିଜ଼ି ବାର୍ତ ଜେଲ୍‍ଜି ଅତାର୍‌ ।
20 ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ସହର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ।
ମତର୍‌ ଚେଲାର୍‌ ହେୱାନିଂ ଚାର୍‍ବେଣ୍‍ତାଂ ନିଲ୍‍ତିଲେ ହେୱାନ୍‌ ନିଂଜି ଗାଡ଼୍‌ଦ ହଟାନ୍ । ଆର୍କାତ୍‌ ନାଜିଂ ବର୍ଣ୍ଣବାତି ହୁଦାଂ ଦର୍ବିତ ହସି ହାଚାର୍ ।
21 ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ,
ପାଉଲ୍‌ ଆରି ବର୍ଣ୍ଣବା ହେ ଦର୍ବିତ ନେକ୍ରିକାବୁର୍‌ ସୁଣାୟ୍‌ କିଜ଼ି ଆରି ହେନିରିଂ ଚେଲା ଆତାକା ପାଚେ ଲୁସ୍ତ୍ରା, ଇକନିୟ ଆରି ଆନ୍ତିୟକିଆତ ମାସ୍‌ଦି ୱାତାର୍,
22 ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।
ଆରେ, ହେ ବାହାକାଂ ଚେଲାର୍‍ତି ୱାସ୍କିତିଂ ସୁସ୍ତା କିତାର୍‌ ଆରି ପାର୍ତିତ ଡାଟ୍‌ ମାନି କାଜିଂ ହେୱାରିଂ ୱାରିକିୟ୍‌ କିଜ଼ି ଇଚାର୍‌, ବେସି ଦୁକ୍‌ କସ୍ଟ ପା ହିଜ଼ି ମାଂ “ଇସ୍ୱର୍‌ତି ରାଜିତ ହଣ୍ଡେଙ୍ଗ୍‌ ଆନାତ୍‌ ।”
23 ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।
ଆରେ, ହେୱାର୍‌ ହେୱାର୍‌ କାଜିଂ ଜାଣ୍‍କେ ମଣ୍ଡ୍‌ଲିତ ପ୍ରାଚିନାରିଂ ବାଚି କିଜ଼ି ଉପାସ୍‌ ହୁଦାଂ ପାର୍ତାନା କିତାର୍‌, ଆରେ ଇମ୍‌ଣି ମାପ୍ରୁ ତାକେ ହେୱାର୍‌ ପାର୍ତି କିଜ଼ି ମାଚାର୍‌, ହେୱାନ୍ତି କେଇଦ ହେୱାରିଂ ହେଲାୟ୍‌ କିତାର୍‌ ।
24 ପରେ ସେମାନେ ପିସିଦିଆ ଦେଶ ମଧ୍ୟ ଦେଇ ପଂଫୂଲିଆ ଦେଶକୁ ଆସିଲେ,
ପାଚେ ହେୱାର୍‌ ପିସିଦିଆ ନିପ ହିଜ଼ି ପଂପୁଲିଆତ ୱାତାର୍,
25 ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ।
ଆରେ ପର୍ଗିତ ବଚନ୍‌ ପର୍‌ଚାର୍‌ କିଜ଼ି ଆତାଲିଆତ ହାଚାର୍‌ ।
26 ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ।
ହେବେତାଂ ଜାଜ୍‌ତ ଦୁମ୍‌ଜି ହେୱାର୍‌ ଆନ୍ତିୟକିଆତ ମାସ୍‌ଦି ୱାତାର୍‌, ହେୱାର୍‌ ଇମ୍‌ଣି କାମାୟ୍‌ କିଜ଼ି ମାଚାର୍‌, ହେଦାଂ କିନି କାଜିଂ ଇସ୍ୱର୍‌ତି ଦୟାତ ହେଲାୟ୍‌ କିୟା ଆଜ଼ି ହେ ବାହାତାଂ ହସି ମାଚାର୍‍ ।
27 ସେମାନେ ପହଞ୍ଚି ମଣ୍ଡଳୀକୁ ଏକତ୍ର କଲେ, ପୁଣି, ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୁଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।
ହେୱାର୍‌ ଆନ୍ତକିଆତ ଏକିସ୍‌ ମଣ୍ଡ୍‌ଲିନି ମାନାୟାରିଂ ରବେ କିତାର୍‌, ଇସ୍ୱର୍‌ ହେୱାର୍‌ କାଜିଂ ଇନାକା ସବୁ କିଜ଼ି ମାଚାତ୍‌ ଆରି ପାର୍ତିକିୱି ଜିହୁଦିର୍‌ କାଜିଂ ପାର୍ତିନି ଦୁୱେର୍‌ ଇନେସ୍‌ ଜେସି ମାଚାର୍‌ ହେ ସବୁ ହେୱେକାଂ ୱେଚ୍‍ଚାର୍ ।
28 ଆଉ ସେମାନେ ସେହି ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।
ଆରେ, ହେୱାର୍‌ ଚେଲାର୍‌ ହୁଦାଂ ବେସି ଦିନ୍‌ ପାତେକ୍‌ ମାଚାର୍‌ ।

< ପ୍ରେରିତ 14 >