< ପ୍ରେରିତ 14 >

1 ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ପାଉଲ ଓ ବର୍ଣ୍ଣବ୍ବା ଯିହୁଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ।
ଇକନିୟ ଡିଗ୍‍ ଦେତୁଆ ଗଟ୍‌ନା ଗଟେକେ ପାଉଲ୍‍ ବାରି ବର୍ଣ୍ଣବା ପାର୍‌ତନା ଡୁଆଇଂ ଅରିଆ ୱେଚେ ଡେକ୍‌ରକମ୍ ବାବ୍‌ରେ ବାସଙ୍ଗ୍‌‌ ଡିଙ୍ଗ୍‍ଆର୍‍କେ ଜେ ଜାବର୍‌ ସଂକ୍ୟାରେ ଜିଉଦି ବାରି ଗ୍ରୀକ୍‌ ରେମୁଆଁଇଂ ଜିସୁ କିସ୍‌ଟ ଡାଗ୍ରା ବିସ୍‍ବାସ୍‍ ଡିଙ୍ଗ୍‍ଆର୍କେ ।
2 କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୁଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ।
ମାତର୍‍ ଅବିସ୍‍ବାସି ଜିଉଦିଇଂ ଅଣଜିଉଦି ରେମୁଆଁଇଂନେ ମନ୍‌କେ ଆତେନ୍‌‍ ବୟାଁଇଂନେ ବିରଦ୍‍ରେ ଦଦ୍ୟା‍ ବାବ୍‍ନା ଆଃମ୍ୟାଃଆର୍କେ ।
3 ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ଵାରା ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ।
ତେଲାଡିଗ୍‍ ପାଉଲ୍‍ ବାରି ବର୍ଣ୍ଣବା ଆତ୍‍ଅରିଆ ଗୁଲେସି ଲେଃଆର୍କେ ବାରି ମାପ୍‌ରୁନେ ବ୍ନାଲିର୍‍ ସାଆସ୍‍ ସାଚେ ପର୍‌ଚାର୍‍ ଡିଙ୍ଗ୍‍ଆର୍କେ । ଆମେଇଂକେ ବିଚେ ମାପ୍‌ରୁ ଚିନ୍ ଆରି କାବା ଡିଙ୍ଗ୍‍ନେ କାମ୍ ସାପା ଡିଙ୍ଗ୍‍କେ ବାରି ଅନୁଗ୍ର‍ଅନେ ବ୍ନାଲିର୍‍ ବିସୟ୍‌ରେ ସାକି ବିକେ ।
4 କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୁଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ।
ଇନିନେ ରେମୁଆଁଇଂ ମ୍ୱାର୍‍ ବାଗ୍‍ ଡିଙ୍ଗ୍‍ ୱେଆର୍କେ । ଉଡ଼ିରୁଆ ଜିଉଦି ପାକା ବାରି ଉଡ଼ିରୁଆ ସିସ୍‌ଇଂପାକା ।
5 ଯେତେବେଳେ ଅଣଯିହୁଦୀ ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ,
ଅଣଜିଉଦି ବାରି ଜିଉଦି ରେମୁଆଁଇଂ ମେଇଂ ଏତେ ଦଦ୍ୟା‍ ବେବଆର୍‍ ଡିଙ୍ଗ୍‍ନେସା ବାରି ମେଇଂ ଆଡ଼ାତ୍ରା ବ୍ରି ଟୁନ୍‍ସା ନେତାଇଂ ଏତେ କୁଡ଼େଆର୍କେ ।
6 ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆ ଦେଶରେ ଲୁସ୍ତ୍ରା ଓ ଦର୍ବୀ ସହର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ,
ପାଉଲ୍‍ ବାରି ବର୍ଣ୍ଣବା ଆକେନ୍‍ ମ୍ୟାଃଚେ ଲୁକାଅନିଆନେ ଲୁସ୍ତ୍ରା ବାରି ଦର୍ବୀ ଇନିନ୍ନିଆ ବାରି ଆତେନ୍‌‍ ପିତୁର୍‍ପାକା ଲେଃକ୍ନେ ଏରିଆପାକା ଲାଗ୍‍ଡଆର୍କେ ।
7 ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ବାରି ମେଇଂ ଆତ୍‍ଅରିଆ ମାପ୍‍ରୁନେ ନିମାଣ୍ଡାସାମୁଆଁ ପର୍‌ଚାର୍‍ ଆରାମ୍ ଡିଙ୍ଗ୍‍ଆର୍କେ ।
8 ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା।
ଲୁସ୍ତ୍ରା ଇନିନ୍ନିଆ ମୁଇଂ ଜନମ୍‍ବାନ୍‍ ଚଟା ମୁଇଂଜା ଲେଃଗେ ମେଁ ଅଃନାଡିଗ୍ ଅଲେଙ୍ଗ୍‍ ୟା ଆଡିଂଗେ ଣ୍ଡୁ ।
9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ,
ଆତ୍‍ଅରିଆ କଚେ ପାଉଲ୍‍ନେ ପର୍‌ଚାର୍ ଡିଙ୍ଗ୍‌ଡିଂକ୍ନେ ବ୍ନାଇର୍‍ ଅଁ ଡିଙ୍ଗ୍‍ଗେ । ପାଉଲ୍‍ ଆମେକେ ସାର୍‍ମୁଆଃ ସିଦା ଆଡିଙ୍ଗ୍‍ଚେ କେକେ ଜେ ମେଁ ନିମାଣ୍ଡା ଡିଙ୍ଗ୍‍ଇଁୟାଏ ଡାଗ୍‍ଚେ ମେଁନେ ବିସ୍‌ବାସ୍‌ ଲେଃଗେ ।
10 ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା।
ମେଁ ୱାସାର୍‍ଚେ ବାସଙ୍ଗ୍‍କେ “ପାଦ୍‍ଚ ନ୍ନିଆ ଲିଗ୍‌ଚେ ସିଦା ତୁଆଁ!” ଆତ୍‌ବାନ୍ ଆତେନ୍‌‍ ରେମୁଆଁ ପୁଏଟେଆଁଚେ ପିତୁର୍‍ ପାକା ଅଲେଙ୍ଗ୍‍ନେ ମୁଲେକେ ।
11 ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି।
ଆତ୍‍ଅରିଆ ପାଙ୍ଗ୍‍ଲେ ଆର୍‍କ୍ନେ ରେମୁଆଁଇଂ ପାଉଲ୍‍ନେ ଆକେନ୍‍ କାମ୍ କେଚେ ମେଇଂନେ ଲୁକାୟନ୍ନିଆ ବ୍ନାସାରେ କିରଚେ ବାସଙ୍ଗ୍‍ଆର୍କେ “ଦେବ୍‍ତାଇଂ ରେମୁଆଁ ରୁପ୍‍ ସାଚେ ନେ ଡାଗ୍ରା ପାଙ୍ଗ୍‍ଲେଃଆର୍କେ ।”
12 ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ।
ରେମୁଆଁଇଂ ବର୍ଣ୍ଣବାକେ ଜିଅସ୍‌ ମାପ୍‌ରୁ ଡାଗ୍‍ଚେ ବାସଙ୍ଗ୍‍ଆର୍କେ ବାରି ପାଉଲ୍‍ ମ୍ନା ବକ୍ତା ଡିଙ୍ଗ୍‍ଲେଃଲା ଆମେଇଂକେ ହେରମିସ୍‌ ବା ବୃହସ୍ପତ୍ତି ଦେବ୍‍ତା ଡାଗ୍‍ଚେ ବାସଙ୍ଗ୍‍ଆର୍‍କେ ।
13 ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାର ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ।
ଆତେନ୍‌‍ ସଅର୍‍ ସାମ୍‍ନେ ଆଃରେବକ୍ନେ ଜିଅସ୍‌ ମନ୍ଦିର୍‍ନେ ପୁଜାରି ସହର୍‌ନେ କାପାଟ୍ ଡାଗ୍ରା ଉଡ଼ିକ୍ଲିଗ୍‍ ଅରେଃକେ ସାରି ଆଚକ୍‌ଚେ ଡୁଙ୍ଗ୍‍ପାଙ୍ଗ୍‍ଆର୍କେ । ପୁଜାରି ବାରି ରେମୁଆଁଇଂ ପାଉଲ୍‍ ବାରି ବର୍ଣ୍ଣବାକେ ଆକେନ୍‍ ମାପ୍‍ରୁନେ ମ୍ନିରେ ଗୁଆଗନ୍‌ସା ଇକ୍‌ଚା ଡିଙ୍ଗ୍‍ଆର୍‍ଡିଙ୍ଗେ ।
14 କିନ୍ତୁ ପ୍ରେରିତମାନେ, ଅର୍ଥାତ୍‍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ,
ମାତର୍‍ ପ୍ରେରିତ୍‌ ସିସ୍‌ଇଂ ପାଉଲ୍‍ ବାରି ବର୍ଣ୍ଣବା ଆକେନ୍‍ ସାମୁଆଁ ଦ୍ରିଗ୍‍ଚେ ନିଜେନେ ସକା ପାଟାଇ ସେଗାର୍‍ ବିଆର୍‌କେ । ମେଁଇଂ ରେମୁଆଁଇଂନେ ପାକା ୱିର୍‍ ୱେଚେ କିରଚେ ବାସଙ୍ଗ୍‍ନେ ମୁଲେଆର୍କେ
15 ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ବରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;
“ଏ ରେମୁଆଁଇଂ ପେ ଦେକ୍‍ରକମ୍‍ ମେଁସା ଡିଙ୍ଗ୍‍ପେଡିଙ୍ଗ୍‍କେ? ନେ ଡିଗ୍‍ ପେ ରକମ୍‍ ମୁଇଂ ରେମୁଆଁ । ନେ ଆପେକେ ମାପ୍‌ରୁ ସାମୁଆଁ ବାସଙ୍ଗ୍‍ ନ୍‍ସା ପାଙ୍ଗ୍‍ନେଲେଃକେ । ଆପେକେ ଆକେନ୍ କାମ୍ ଣ୍ଡୁନେ ସାମୁଆଁବାନ୍ ସ୍ଲ ଲେଃଚେ ଜିବନ୍‌ ପର୍‌ମେସର୍‍ନ୍ନିଆ ମନ୍‌ ଆଆଁଣ୍ଡେ ନ୍‍ସା ନେ ପାଙ୍ଗ୍‌ନେ ଲେଃକେ । ଆତେନ୍‌ ପର୍‍ମେସର୍ କିତଂଇନି ଦର୍‌ତନି ଆରି ମ୍ନା କେଣ୍ଡିଆ ବାରି ଆତ୍ ଅରିଆ ଲେଃଡିଂକ୍ନେ ସାପା ବିସଏ ଆରେ ବକେ ।
16 ସେ ଅତୀତ ପୁରୁଷ-ପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ।
ମେଁ ନିଜର୍‍ ଇକ୍‌ଚାରେ ନିଜେନେ ଗାଲି ୱେନ୍‍ସା ଇସ୍‍ପର୍‍ ରେମୁଆଁଇଂକେ ଆନ୍ତାର୍‍ ବିବଗେ ।
17 ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି।
ମାତର୍‍ ମେଁନେ ସାପା ନିମାଣ୍ଡା କାମ୍‌ବାନ୍ ମେଁ କାଲାଆଃ ମେଁନେ ନ୍ତିବାନ୍‍ ସୁଚନା ବିବକେ; ମେଁ କିତଂଇନିବାନ୍‍ ଣ୍ଡିଆ ଆଗୁର୍‍ଏ ଆରି ଟିକ୍‍ ବେଲା କିଆ ବିଃମ୍ୟାକେ ଚଙ୍ଗ୍‍ନେ ବିଃମ୍ୟାକେ ଆରି ସାର୍‍ଦାରେ ପେ ମନ୍‌ ଆତ୍ନ ମ୍ୟାଃକେ ।”
18 ଏହିସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ।
ଆକେନ୍‍ ସାପା ସାମୁଆଁ ବାଲିର୍‍ଚେ ବେକ୍ନେ ସିସ୍‍ଇଂ ମେଃଡିଗ୍‍ ଆନେଙ୍ଗ୍‍କେ ଗୁଆଗନ୍‌ସା ଆମେଇଂକେ ମନା ଡିଂ ୟାକେ ।
19 କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୁଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ।
ପିସିଦିଆନେ ଆଣ୍ଟିୟୋଖ ଆରି ଇକନିୟବାନ୍‍ ଉଡ଼ିରୁଆ ଜିଉଦି ପାଙ୍ଗ୍‌ଲେଃଆର୍କେ ମେଁ ରେମୁଆଁଇଂକେ ୱେବାସଙ୍ଗ୍‌ଚେ ପାଉଲ୍‍କେ ବ୍ରି ଏତେ ଟୁଆର୍କେ । ମେଁ ଗୁଏୱେଗେ ଡାଗ୍‍ଚେ ବାବେଚେ ମେଇଂ ଆମେକେ ସହର୍‍ ବାଏରେ ଉର୍‍ଗୁଚେ ଡୁଂୱେଆର୍କେ ।
20 ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ସହର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ।
ମାତର୍‍ ସିସ୍‍ଇଂ ପାଉଲ୍‍ନେ ପିତୁର୍‍ପାକା ଗେରେ ବିଲା ମେଁ ତଡ଼ିଆଚେ ସହର୍‍ ପାକା ଅଲେଙ୍ଗ୍‍ ୱେକେ । ତେନ୍‍ ମାର୍‍ତଡ଼େ ମେଁ ଆରି ବର୍ଣ୍ଣବା ଏତେ ଦର୍ବୀ ସହର୍‍ ୱେଆର୍କେ ।
21 ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ,
ପାଉଲ୍‍ ଆରି ବର୍ଣ୍ଣବା ଦର୍ବୀ ସଅର୍‍ନ୍ନିଆ ମାପ୍‌ରୁ ସାମୁଆଁ ପର୍‌ଚାର୍‍ ଡିଂଆର୍କେ । ଗୁଲେରୁଆ ଜିସୁନେ ସିସ୍ ଡିଙ୍ଗ୍‍ଆର୍କେ । ଇଡ଼ିଙ୍ଗ୍‍ ବର୍ଣ୍ଣବା ଆରି ପାଉଲ୍‍ ଲୁସ୍ତ୍ରା ଇକନିୟ ଆରି ଆଣ୍ଟିୟୋଖ ଡାଗ୍ରା ଆଣ୍ଡେ ୱେଆର୍କେ ।
22 ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।
ମେଇଂ ସିସ୍‌ଇଂନେ ମନ୍‌କେ ସାନ୍‌ତି ଆଡିଙ୍ଗ୍‌କେ ବାରି ବିସ୍‌ବାସ୍‌ରେ ଡାଟ୍‌ ଲେଃନ୍‍ସା ଆମ୍ଲେଡ଼ିଆ ଆର୍କେ । ମେଇଂ ବୁଦି ବିଚେ ବାଲିର୍‍କେ “ଇସ୍‍ପର୍‍ନେ ରାଜିନ୍ନିଆ ଗାନ୍‍ସା ଆନେକେ ଜାବର୍‌ ଦୁକ୍‍ କସ୍ଟ ବାଚେ ଅଲେଙ୍ଗ୍‍ନେ ଡିଙ୍ଗ୍‌ଏ ।”
23 ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।
ସାପା ମଣ୍ଡଲିନ୍ନିଆ ମ୍ନାନେତାଇଂକେ ସ୍ରି ଆର୍କେ । ମେଇଂ ଆକେନ୍‍ ଦର୍ମ ନେତା ନେତାଇଂନେ ଆତ୍‌ଲା ଉପାସ୍‌ ପାର୍‌ତନା ଡିଂଆର୍କେ । ଆକେନ୍‍ ଦର୍ମ ନେତା ନେତାଇଂ ମାପ୍‌ରୁ ଜିସୁ ଡାଗ୍ରା ବିସ୍‍ବାସ୍‍ ଡିଂ ବଆର୍‌କେ । ତେନ୍‍ସା ପାଉଲ୍‍ ଆରି ବର୍ଣ୍ଣବା ଆମେଇଂକେ ମାପ୍‌ରୁ ଡାଗ୍ରା ଅପେଃ ବିଆର୍‌କେ ।
24 ପରେ ସେମାନେ ପିସିଦିଆ ଦେଶ ମଧ୍ୟ ଦେଇ ପଂଫୂଲିଆ ଦେଶକୁ ଆସିଲେ,
ପିସିଦିଆ ବିଚେ ମେଇଂ ପଂପୁଲିୟାନ୍ନିଆ ପାଙ୍ଗ୍‌ଆର୍କେ ।
25 ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ।
ଆତ୍‍ଅରିଆ ପର୍ଗାନ୍ନିଆ ପର୍‌ଚାର୍‍ ଡିଂଚେ ଆତ୍ତାଲିଆନୁଗ୍‍ ୱେଆର୍କେ ।
26 ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ।
ଆତ୍‍ବା ମେଇଂ ଣ୍ଡିଆ ଗାଲି ବିଚେ ଆଣ୍ଟିୟକନ୍ନିଆ ପାଙ୍ଗ୍‌ଆର୍କେ । ଆକେନ୍‍ ଆଣ୍ଟିୟକନ୍ନିଆ ବିସ୍‌ବାସିଇଂ ଆମେଇଂକେ ଆକେନ୍‍ କାମ୍ ଡିଂନେସା ଇସ୍‍ପର୍‍ ଡାଗ୍ରା ଅନୁଗ୍ର‍ଅରେ ସମର୍‍ପିତ୍‍ ଡିଙ୍ଗ୍‌ଚେ ଆତେନ୍‌‍ ଜାଗାବାନ୍‍ ତାର୍‍ ଲେଃଆର୍ଗେ ।
27 ସେମାନେ ପହଞ୍ଚି ମଣ୍ଡଳୀକୁ ଏକତ୍ର କଲେ, ପୁଣି, ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୁଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।
ମେଇଂ ଆଣ୍ଟିୟକନ୍ନିଆ ୱେଚାଚେ ମଣ୍ଡଲିନେ ରେମୁଆଁଇଂକେ ରାସିଂକେ । ଇସ୍‍ପର୍‍ ମେଇଂ ଆଡ଼ାତ୍ରା ମେଁନେ ସାପା ଡିଂ ବଆର୍ଗେ ଆରି ବିନ୍‍ ଅଣଜିଉଦିଇଂନେ ବିସ୍‌ବାସ୍‌ ନ୍‍ସା ଡିରକମ୍‍ ଗାଲି ରଃବିଃ ବଗେ ଆତେନ୍‌‍ ସାପା ଆମେଇଂକେ ଆମ୍ୟାଃକେ ।
28 ଆଉ ସେମାନେ ସେହି ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।
ଆତ୍‍ଅରିଅ ବିସ୍‌ବାସିଇଂ ଏତେ ମେଁ ଗୁଲେସି ଲେଃଗେ ।

< ପ୍ରେରିତ 14 >