< ପ୍ରେରିତ 12 >
1 ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ।
୧ଏନ୍ ଦିପିଲିରେ ହେରୋଦ୍ ରାଜା କାଲିସିୟାରେନ୍ ଚିମିନ୍ ହଡ଼କକେ ସାସାତି ଏଟେଦ୍କେଦ୍କଆଏ ।
2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ବଧ କଲେ।
୨ଇନିଃ ଯୋହାନ୍ଆଃ ହାଗାତେ ଯାକୁବ୍କେ ତାରାଉଡ଼ିତେ ଗଏଃକିୟା ।
3 ଆଉ ଯିହୁଦୀ ନେତାମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା।
୩ଯିହୁଦୀ ହଡ଼କ ନେ କାମି ନେଲ୍କେଦ୍ତେ ରାସ୍କାଅଃତାନାକ ଏନା ଇନିଃ ଆଟ୍କାର୍କେଦ୍ତେ, ପାତ୍ରାସ୍କେୟଗି ତଲ୍କିୟାଏ । ନେଆଁ ସାବାଃ ହଲଙ୍ଗ୍ରେୟାଃ ପାରାବ୍ ଇମ୍ତା ହବାୟାନା ।
4 ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ।
୪ଏନ୍ତେ ହେରୋଦ୍ ରାଜା ପାତ୍ରାସ୍କେ ତଲ୍କେଦ୍ତେ ଜେହେଲ୍ରେ ଦହକିୟାଏ । ଇନିଃକେ ହର ନାଗେନ୍ତେ ଉପୁନିୟା ଝୁଣ୍ଡ୍ରେନ୍ ପାଲ୍ଟାନ୍କଏତେ ମିପିହୁଡ଼୍ ଉପୁନିୟା ଝାନ୍ ସିପାଇକ ହରକିୟାକ । ପାସ୍କା ପାରାବ୍ ତାୟମ୍ତେ ସବେନ୍ ହଡ଼କଆଃ ଥାଲାରେ ଇନିଃକେ ବିଚାରି ନାଗେନ୍ତେ ହେରୋଦ୍ ରାଜା ଉହାଟ୍କେଦାଏ ।
5 ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ରଭାବେ ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।
୫ପାତ୍ରାସ୍ ଜେହେଲ୍ରେ ତାଇକେନ୍ ଇମ୍ତା କାଲିସିୟାରେନ୍ ହଡ଼କ ମିଦ୍ମନ୍ତେ ଇନିୟାଃ ନାଗେନ୍ତେ ପାର୍ମେଶ୍ୱାର୍ତାଃରେକ ବିନ୍ତିତାଇକେନା ।
6 ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ।
୬ହେରୋଦ୍ ରାଜା ଅକ ହୁଲାଙ୍ଗ୍ ପାତ୍ରାସ୍କେ ହଡ଼କଆଃ ସାମ୍ନାଙ୍ଗ୍ତେ ଆଉ ନାଗେନ୍ତେ ଉହାଟ୍କାଦ୍ ତାଇକେନାଏ, ଏନ୍ ହୁଲାଙ୍ଗ୍ରେୟାଃ ସିଦା ନୁବାଃରେ ପାତ୍ରାସ୍ ବାର୍ହଡ଼୍ ହରତାନ୍କିନାଃ ଥାଲାରେ ଦୁଡ଼ୁମ୍କାନ୍ ତାଇକେନା । ଇନିଃ ବାରିୟା ସିକ୍ଡ଼ିତେ ତଲାକାନ୍ ତାଇକେନା ଆଡଃ ଜେହେଲ୍ରେୟାଃ ଦୁଆର୍ ଯାପାଃରେ ହରତାନ୍ ହଡ଼କ ହରତାଇକେନା ।
7 ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ। ସେଥିରେ ତାହାଙ୍କ ହାତରୁ ଜଞ୍ଜିର ଖସିପଡ଼ିଲା।
୭ଇମ୍ତାଗି ପ୍ରାଭୁଆଃ ମିଆଁଦ୍ ଦୁଁତ୍ ହିଜୁଃକେଦ୍ତେ ତିଙ୍ଗୁୟାନା ଆଡଃ ଅଡ଼ାଃରେୟାଃ କୁଠା ମାର୍ସାଲ୍ତେ ପେରେଃୟାନା । ଦୁଁତ୍, ପାତ୍ରାସ୍ଆଃ ତାରାନ୍କେ ଏକ୍ଲାଅକେଦ୍ତେ ଇନିଃକେ ଦୁଡ଼ୁମ୍ଏତେ ବିରିଦ୍କିଃଲଃ କାଜିକିୟାଏ, “ଜାଲ୍ଦି ବିରିଦ୍ମେ!” ଇମ୍ତାଙ୍ଗି ପାତ୍ରାସ୍ଆଃ ତିଃଇରେ ତଲାକାନ୍ ସିକ୍ଡ଼ି ରାଡ଼ାୟାନା ।
8 ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ। ସେ ସେପରି କଲେ। ଆଉ ସେ ତାହାଙ୍କୁ କହିଲେ, ଆପଣା ବସ୍ତ୍ର ପିନ୍ଧି ମୋହର ପଛେ ପଛେ ଆସ।
୮ଏନ୍ତେ ଦୁଁତ୍ କାଜିକିୟାଏ, “ମାୟାଙ୍ଗ୍ରେ ଲିଜାଃ ପାଟେନ୍ମେ, ଆଡଃ ଖାର୍ପାତାମାଃ ତୁସିୟେଁନ୍ମେ ।” ପାତ୍ରାସ୍ ଏନ୍ଲେକାଗି ରିକାକେଦ୍ ତାୟମ୍ତେ ଦୁଁତ୍ କାଜିକିୟାଏ, “ହଡ଼୍ମରେ ଚାଦାର୍ ଉୟୁକେଦ୍ତେ ଆଇଙ୍ଗ୍କେ ଅତଙ୍ଗ୍ଇଁମେ ।”
9 ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ।
୯ଦୁଁତ୍ ରିକାତାଇକେନ୍ତେୟାଃ ସାର୍ତିତାନାଃ ଚି ନାହାଁଲାଃ ଏନା ପାତ୍ରାସ୍ କାଏ ସାରି ଦାଡ଼ିକେଦା । ଇନିଃ କୁମୁ ନେଲ୍ତାନାଇଙ୍ଗ୍ ମେନ୍ତେ ଉଡ଼ୁଃକେଦା । ଏନ୍ରେୟ ପାତ୍ରାସ୍ ଜେହେଲ୍ହେତେ ଅଡଙ୍ଗ୍କେଦ୍ତେ ଦୁଁତ୍କେ ଅତଙ୍ଗ୍କିୟା ।
10 ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀ-ଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ।
୧୦ଇନ୍କିନ୍ ହରତାନ୍କଆଃ ମିଆଁଦ୍ ଆଡଃ ବାରିୟା ଠାୟାଦ୍ ପାରମ୍କେଦ୍ତେ ଟୁଣ୍ଡୁରେ ସାହାର୍ତେ ବଲ ହରାରେ ତାଇକାନ୍ ମେଡ଼େଦ୍ରେୟାଃ ଦୁଆର୍ତାଃତେକିନ୍ ସେଟେର୍ୟାନା । ଇମ୍ତା ଇନ୍କିନାଃ ନାଗେନ୍ତେ ଦୁଆର୍ ଆପାନ୍ତେଗି ନିଜ୍ୟାନା ଆଡଃ ଇନ୍କିନ୍ ଅଡଙ୍ଗ୍କେଦ୍ତେ ସେନଃୟାନାକିନ୍ । ଇନ୍କିନ୍ ହରାରେ ସେନ୍ତାନ୍ ଇମ୍ତାଗି ଦୁଁତ୍ ପାତ୍ରାସ୍କେ ବାଗିକେଦ୍ତେ ସେନଃୟାନା ।
11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି।
୧୧ଏନ୍ତେ ପାତ୍ରାସ୍ ଆଇଃକ୍ରେ ହବାୟାନ୍ତେୟାଃ ସାରି ଦାଡ଼ିକେଦ୍ତେ କାଜିକେଦା, “ନେଆଁ ସାର୍ତିତାନାଃ ମେନ୍ତେ ଆଇଙ୍ଗ୍ ନାହାଁଃ ସାରି ଦାଡ଼ିତାନାଇଙ୍ଗ୍ ଯେ, ହେରୋଦ୍ତାଃଏତେ ଆଡଃ ଯିହୁଦୀ ହଡ଼କ ଅକ୍ନାଃ ହବାଅଃଆ ମେନ୍ତେ ଆସ୍ରାକାଦ୍ ତାଇକେନାକ, ପ୍ରାଭୁ ଏନାଏତେ ଆଇଙ୍ଗ୍କେ ବାଞ୍ଚାଅ ନାଗେନ୍ତେ ଦୁଁତ୍କେ କୁଲାକାଇ ତାଇକେନା ।”
12 ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରୀୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।
୧୨ପାର୍ମେଶ୍ୱାର୍ ବାଞ୍ଚାଅକାଦିୟାଁଏ ମେନ୍ତେ ପାତ୍ରାସ୍ ଆଟ୍କାର୍କେଦାଏ, ଆଡଃ ଇନିଃ ଯୋହାନ୍ଆଃ ଏଙ୍ଗାତେ ମାରିୟାମ୍ଆଃ ଅଡ଼ାଃତେ ସେନଃୟାନା । ଯୋହାନ୍ଆଃ ଏଟାଃ ନୁତୁମ୍ ହବାଅଃତାନା ମାର୍କ । ଏନ୍ତାଃରେ ପୁରାଃ ହଡ଼କ ହୁଣ୍ଡିକେଦ୍ତେ ବିନ୍ତି ତାଇକେନାକ ।
13 ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା।
୧୩ପାତ୍ରାସ୍ ଅଡ଼ାଃରେୟାଃ ବାହାରି ଦୁଆର୍ରେ ଠକ୍ ଠକ୍କାଅକେଦା ଆଡଃ ରୋଦା ନୁତୁମ୍ ମିଆଁଦ୍ କାମ୍ଡ଼ି କୁଡ଼ି ଅଡ଼ାଃ ବଲଦୁଆର୍ ନିଜ୍ ନାଗେନ୍ତେ ହିଜୁଃୟାନା ।
14 ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା।
୧୪ପାତ୍ରାସ୍ଆଃ ଲାବ୍ଜା ଆୟୁମ୍ ଉରୁମ୍କେଦ୍ତେ ଇନିଃ ପୁରାଃଗି ରାସ୍କାୟାନା ଯେ, ବଲଦୁଆର୍ କା ନିଜ୍କେଦ୍ତେ ପାତ୍ରାସ୍ ବାହାରିରେ ତିଙ୍ଗୁଆକାନା ମେନ୍ତେ ଉଦୁବ୍କେଦା ।
15 ସେମାନେ ତାହାକୁ କହିଲେ, ତୁ ବାୟାଣୀ। କିନ୍ତୁ ସେ ତାହା ସତ ବୋଲି ଦୃଢ଼ରୂପେ କହିବାକୁ ଲାଗିଲା। ସେମାନେ କହିଲେ, ଏ ତାଙ୍କର ଦୂତ।
୧୫ଇନ୍କୁ ଇନିଃକେ କାଜିକିୟାକ, “ଆମ୍ ବାଲୁଅଃତାନାମ୍ ।” ମେନ୍ଦ ଇନିଃ “ନେଆଁ ସାର୍ତି ତାନାଃ” ମେନ୍ତେ ପୁରାଃତେ କାଜିକେଦା । ଏନ୍ତେ ଇନ୍କୁ କାଜିରୁହାଡ଼୍କେଦାକ, “ଇନିଃ ଆୟାଃ ଦୁଁତ୍ ତାଇନ୍ସାକାଅଃଆଏ ।”
16 କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ।
୧୬ପାତ୍ରାସ୍ ଦୁଆର୍କେ ଠକ୍ ଠକ୍କାଅକାତେ ତାଇକେନାଏ । ଟୁଣ୍ଡୁରେ ଇନ୍କୁ ଦୁଆର୍ ନିଜ୍କେଦ୍ତେ ଇନିଃକେ ନେଲ୍କିୟାକ ଆଡଃ ହାଏକାଟ୍ୟାନାକ ।
17 କିନ୍ତୁ ସେ ସେମାନଙ୍କୁ ତୁନି ହୋଇ ରହିବା ପାଇଁ ହାତରେ ଠାରି, ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଅଛନ୍ତି, ତାହା ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ପୁଣି, ସେ କହିଲେ, ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ ଜଣାଅ। ଆଉ ସେ ପ୍ରସ୍ଥାନ କରି ଅନ୍ୟ ସ୍ଥାନକୁ ଚାଲିଗଲେ।
୧୭ଇନିଃ ହାପାକାନ୍ପେ ମେନ୍ତେ ତିଃଇତେ କାଜିୟାଦ୍କଆ ଆଡଃ ପ୍ରାଭୁ ଇନିଃକେ ଚିଲ୍କା ଜେହେଲ୍ହେତେ ଅଡଙ୍ଗ୍ ଆଉକିୟା, ଏନ୍ ବିଷାଏ ଇନ୍କୁଆଃ ଆୟାର୍ରେ କାଜିକେଦା । ଏନ୍ତେ ଇନିଃ ନେ ସବେନ୍ କାଜି “ଯାକୁବ୍ ଆଡଃ ଏଟାଃ ସବେନ୍ ବିଶ୍ୱାସୀ ହାଗାକକେ” ଉଦୁବ୍ ନାଗେନ୍ତେ ଆଚୁକେଦ୍କଆ ଆଡଃ ଇନିଃ ଏନ୍ତାଃଏତେ ଏଟାଃତେ ସେନଃୟାନା ।
18 ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା।
୧୮ଏଟାଃ ହୁଲାଙ୍ଗ୍ ଆଙ୍ଗ୍ୟାନ୍ଚି ପାତ୍ରାସ୍ କତେ ସେନଃୟାନା ମେନ୍ତେ ହରତାନ୍ ହଡ଼କ ପୁରାଃଗି ଆକ୍ବାକାଅୟାନାକ । ଚିଆଃଚି ପାତ୍ରାସ୍ଲଃ ଚିକ୍ନାଃ ହବାୟାନା ଏନା ଇନ୍କୁ କାକ ସାରିକାଦ୍ ତାଇକେନା ।
19 ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ। ପରେ ସେ ଯିହୂଦିୟା ପ୍ରଦେଶରୁ କାଇସରିୟା ସହରକୁ ଯାଇ ସେଠାରେ ରହିଲେ।
୧୯ହେରୋଦ୍ ଇନିଃକେ ଦାଣାଁଆଉ ନାଗେନ୍ତେ ଆଚୁକେଦ୍କଆ ମେନ୍ଦ ଇନ୍କୁ ଇନିଃକେ କାକ ନାମ୍କିୟା । ଟୁଣ୍ଡୁରେ ହରତାନ୍ ହଡ଼କକେ କୁଲିକତାନ୍ଲଃ ଇନ୍କୁକେ ଗଏଃକ ନାଗେନ୍ତେ ଆନାଚୁ ଏମାଦ୍କଆ । ଏନ୍ ତାୟମ୍ତେ ହେରୋଦ୍ ଯିହୁଦା ପାର୍ଗାନ୍ ବାଗିକେଦ୍ତେ କାଇସରିୟାରେ ସେନ୍କେଦ୍ତେ ତାଇନ୍ୟାନା ।
20 ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା।
୨୦ହେରୋଦ୍ ରାଜା ସୋର୍ ଆଡଃ ସିଦୋନ୍ ନାଗାର୍ରେନ୍ ହଡ଼କକେ ପୁରାଃଗି ଖିସ୍କାନ୍ ତାଇକେନା, ଏନାତେ ଇନ୍କୁଏତେ ମିଦ୍ ଝୁଣ୍ଡ୍ ଇନିଃଲଃ ନେପେଲ୍ ନାଗେନ୍ତେ ଇନିଃତାଃତେକ ସେନଃୟାନା । ସିଦାତେ ଇନ୍କୁ ବାପାଇୟଃ ନାଗେନ୍ତେ ଦେଙ୍ଗା ନାଙ୍ଗ୍ ରାଜ୍ମାହାଲ୍କେ ନେଲ୍ହରତାନ୍ ବ୍ଲାଷ୍ଟସ୍ଲଃ ଜାଗାର୍କେଦାକ । ଏନ୍ତେ ଇନ୍କୁ ହେରୋଦ୍ତାଃ ସେନ୍କେଦ୍ତେ ବାପାଇୟଃ ନାଗେନ୍ତେକ ବିନ୍ତିକିୟା, ଚିୟାଃଚି ହେରୋଦ୍ ରାଜାରାଃ ଦିଶୁମ୍ହେତେ ଇନ୍କୁଆଃ ଦିଶୁମ୍ତେ ଜମେୟାଁ କୁଲଃ ତାଇକେନା ।
21 ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ;
୨୧ହେରୋଦ୍ ଟାହାରାୱାକାନ୍ ହୁଲାଙ୍ଗ୍ରେ ରାଜା ତୁସିଙ୍ଗ୍ଅଁଃ ଲିଜାଃ ତୁସିଙ୍ଗ୍ୟାନାଏ ଆଡଃ ଆୟାଃ ରାଜ୍ଗାଦିରେ ଦୁବ୍କେଦ୍ତେ ହଡ଼କକେ ଜାଗାର୍କେଦ୍କଆ ।
22 ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର ମନୁଷ୍ୟର ସ୍ୱର ନୁହେଁ।
୨୨ଏନା ଆୟୁମ୍କେଦ୍ତେ ଇନ୍କୁ କାଉରିକେଦ୍ତେ କାଜିକେଦାକ, “ନେଆଁ ଜେତା ହଡ଼ରାଃ ଜାଗାର୍ ନାହାଁଲାଃ ମେନ୍ଦ ମିଆଁଦ୍ କା ସାରିକାନ୍ ପାର୍ମେଶ୍ୱାର୍ଆଃ ଜାଗାର୍ତାନାଃ ।”
23 ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ, କାରଣ ସେ ଈଶ୍ବରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ।
୨୩ଇମ୍ତାଙ୍ଗି ପ୍ରାଭୁଆଃ ମିଆଁଦ୍ ଦୁଁତ୍ ଇନିଃକେ ଦାଲ୍କିଆ, ଚିଆଃଚି ଇନିଃ ପାର୍ମେଶ୍ୱାର୍କେ କାଏ ମାଇନ୍କିଆ, ଆଡଃ ଇନିଃକେ ତିଜୁକ ଜମ୍କିଃ ହରାତେ ଗଏଃୟାନା ।
24 କିନ୍ତୁ ଈଶ୍ବରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା।
୨୪ମେନ୍ଦ ପାର୍ମେଶ୍ୱାର୍ଆଃ ବାଚାନ୍ ପୁରାଃତେ ନିତିର୍ୟାନା ଆଡଃ ହାରାଇଦିୟାନା ।
25 ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ।
୨୫ବର୍ଣ୍ଣବାସ୍ ଆଡଃ ଶାଉଲ୍ ଆକିନାଃ ସେୱାକାମି ଚାବାକେଦ୍ତେ ଯୋହାନ୍ ଏଟାଃ ନୁତୁମ୍ ମାର୍କ ମେନ୍ତେହ କାଜିୟାଃକ, ଇନିଃକେ ଇଦିକେଦ୍ତେ ଯୀରୁଶାଲେମ୍ଏତେକ ରୁହାଡ଼୍ୟାନା ।