< ପ୍ରେରିତ 10 >

1 କାଇସରିୟା ସହରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ;
କାୟିସରିୟା ଗା଼ଡ଼ାତା କର୍ନଲିୟ ଦ଼ରୁଗାଟାସି ର଼ ଲ଼କୁ ମାଚେସି, ଏ଼ୱାସି ଇତାଲିକ ଦ଼ରୁଗାଟି ରମିୟ ରିଜାରି କ଼ସ୍‌କାତି ପା଼ସାକ଼ଡ଼ି କ଼ସ୍‌କା ମୁହେଁ କାଜାସି ମାଚେସି ।
2 ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ବରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ।
ଏ଼ୱାସି ର଼ ଦାର୍ମୁ ଲ଼କୁ ମାଚେସି; ତାମି ଇଲୁ କୁଟମି ତଲେ ମାହାପୂରୁଇଁ ଆଜିମାଚେସି, ଏ଼ୱାସି କା଼କୁଲି ଲ଼କୁତାକି ଦା଼ନା ହୀହିମାଚେସି, ଅ଼ଡ଼େ ମାହାପୂରୁ ତା଼ଣା କା଼ଲେଏ ପ୍ରା଼ତାନା କିହିମାଚେସି ।
3 ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ବରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ।
ର଼ ଦିନା ମିଡ଼୍‌ଅଲା ତୀନି ଗଂଟା ବେ଼ଲାତା ଏ଼ୱାସି ସେୟାଁଣା ହାପାନାତା ତୀର୍‌ପୁତଲେ ମେସ୍ତେସି, ର଼ ମାହାପୂରୁତି ଦୂତୁ ୱା଼ହାନା ଏ଼ୱାଣାଇଁ ୱେସ୍ତେସି “କର୍ନଲିୟ!”
4 ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ବରଙ୍କ ଛାମୁରେ ଉଠିଅଛି।
ଏ଼ୱାସି ଆଜିତଲେ ଦୂତୁ ୱାକି ସିନିକିତେସି ଅ଼ଡ଼େ ୱେଚେସି, “ଈଦି ଏ଼ନାୟି ପ୍ରବୁ?” ଦୂତୁ ଏ଼ୱାଣାଇଁ ଏଲେଇଚେ, “ନୀ ପ୍ରା଼ତାନା ଅ଼ଡ଼େ ଦା଼ନା ହୀନାୟି ଲାକ ମାହାପୂରୁ ନ଼କିତା ଏଜାମାନେ ।
5 ଏବେ ତୁମ୍ଭେ ଯାଫୋ ସହରକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର;
ନୀଏଁ ନୀନୁ ଜାପତା ଲ଼କୁଣି ପାଣ୍ତାନା ସିମନ ପିତର ଦ଼ରୁଗାଟି ଲ଼କୁଇଁ ହା଼ଟାତାମୁ, ଏ଼ୱାଣି ହା଼ଟା ଦ଼ରୁ ପିତର ଇନେରି;
6 ସେ ଶିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ।
ଏ଼ୱାସି ସିମନ ଦ଼ରୁଗାଟି ର଼ ତ଼ଲ୍‌କା କାମାକିନାଣି ଇଜ ଗତାଗାଟାସି ଆ଼ହାମାନେସି, ଏ଼ୱାଣି ଇଲୁ ସାମ୍‌ଦୁରି ଗାଟୁତା ।”
7 ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,
ତାନିତଲେ କାତା ଆ଼ହିମାଚି ଦୂତୁ ହାଜାଲିଏ, ଏ଼ୱାସି ତାନି ଇଜ କାମା କିନି ରୀ ହ଼ଲିୟାଙ୍ଗାଣି ଇଞ୍ଜାଁ ତାଙ୍ଗେ ସେ଼ବାକିନି ରିଜାରି କ଼ସ୍‌କା ବିତ୍ରାଟି ର଼ ଦାର୍ମୁତି କ଼ହ୍‌ଏଁଣାଇଁ ହା଼ଟିତେସି,
8 ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋ ସହରକୁ ପଠାଇଲେ।
ଅ଼ଡ଼େ ଏ଼ୱାସି ଏ଼ୱାରାଇଁ ଏମ୍ବାଆଁ ଆ଼ହାମାଚି ବାରେ କାତା ୱେସାନା ଜାପତା ପାଣ୍ତିତେସି ।
9 ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ,
ଅ଼ର ଦିନା ଏ଼ୱାରି ହାଜି ହାଜିହିଁ ଏ଼ ଗା଼ଡ଼ାତି ଡାଗେ ଆ଼ତେରି, ଏଚିବେ଼ଲା ପିତର ମାଦେନା ବା଼ର ଗଂଟା ବେ଼ଲାତା ପ୍ରା଼ତାନା କିହାଲି ଇଲୁ ଲାକ ହାଚେସି,
10 ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ,
୧୦ଏ଼ୱାସି ହାକି ଆ଼ତେସି ଅ଼ଡ଼େ ଏ଼ନାଆଁ ତିଞ୍ଜାଲି ମ଼ନ କିତେସି; ସାମା ଏ଼ୱାରି ରା଼ନ୍ଦା ୱାଜିମାଚି ବେ଼ଲାତା, ଏ଼ୱାସି ସେୟାଁଣା ହାପାନା ମେସ୍ତେସି,
11 ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;
୧୧ଲାକପୂରୁ ଦେପିଆ଼ହାମାନେ, ଇଞ୍ଜାଁ ଏ଼ନିକିଁ ର଼ ହିମ୍ବରିତି ସା଼ରି କନତା ଆସ୍‌ପି ଆ଼ହାନା ଦାର୍‌ତି ଲାକ ରେ଼ଚା ୱା଼ହିମାନେ;
12 ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି।
୧୨ଏମ୍ବାଆଁ ଦାର୍‌ତିତି ବାରେ କୂଡ଼ାତି ସା଼ରିଗଟା କଡା ଗାଟି ଜ଼ନ୍ତ ଜିୱେଡ଼ିକା, ରା଼ସ୍‌କା ଡ୍ରଗିୟାଁ ଅ଼ଡ଼େ ହା଼ଗୁତି ପଟାୟାଁ ମାନୁ ।
13 ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, “ହେ ପିତର, ଉଠ, ବଧ କରି ଖାଅ।”
୧୩ଇଞ୍ଜାଁ ଏ଼ୱାଣାକି ଈ ହା଼ଡା ଆ଼ତେ, “ପିତର; ନିଙ୍ଗାମୁ, ପା଼ୟାନା ତିନାମୁ!”
14 କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ।
୧୪ସାମା ପିତର ଏଲେଇଚେସି, “ଆ଼ଏ ପ୍ରବୁ, ନା଼ନୁ ଏଚେଲାୱା ଏ଼ନି ଲାଗେଏ ପ଼ଲେଏତି ଦିଣ୍‌ସୁ ତିଞ୍ଜାହିଲଅଁ ।”
15 ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।”
୧୫ଅ଼ଡ଼େ ର଼ ପା଼ଲି ଈ ହା଼ଡା ଆ଼ତେ, “ମାହାପୂରୁ ଏ଼ନାଆଁ ସୁଦୁ କିହାମାନେସି, ଏ଼ଦାଆଁ ନୀନୁ ଲାଗେଏତାୟି ଇନାଆନି ।”
16 ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା।
୧୬ଇଲେକିହିଁ ତୀନି ପା଼ଲି ଆ଼ତେ, ଡା଼ୟୁ ଏ଼ ହିମ୍ବରି ଲାକପୂରୁ ଅ଼ୱିଆ଼ତେ ।
17 ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କଅଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ,
୧୭ପିତର ଏ଼ନାଆଁ ସେୟାଁଣା ହାପାନା ହେ଼ଣ୍ତାମାଚେସି, ଏ଼ଦି ଏ଼ନାୟି, ଇଞ୍ଜିଁ ଅଣ୍‌ପିହିଁ ଆଡାଜାକା ଆ଼ହାମାନି ବେ଼ଲାତା, କର୍ନଲିୟ ତା଼ଣାଟି ପାଣ୍ତ୍‌ୱି ଆ଼ହାମାନାରି ସିମନ ଇଲୁ ପାରିହିଁ ଦୁୱେରିତା ନିକା ୱା଼ତେରି,
18 ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ।
୧୮ଇଞ୍ଜାଁ ଏ଼ୱାରି ୱେଚେରି, “ସିମନ ଇନି ପିତର ଦ଼ରୁଗାଟାସି ରଅସି ଇମ୍ବାଆଁ ଗତେଏସି ମାନେସି କି?”
19 ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି।
୧୯ପିତର ଏ଼ ସେୟାଁଣା ହାପାନା ହେ଼ଟାଣି ଅଣ୍‌ପିମାଚି ବେ଼ଲାତା ଜୀୱୁ ଏ଼ୱାଣାଇଁ ଏଲେଇଚେ, “ମେହ୍‌ମୁ! ତୀନି ଜା଼ଣା ଲ଼କୁ ନିଙ୍ଗେ ପାରିମାଞ୍ଜାନେରି ।
20 ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ।
୨୦ଏ଼ଦାଆଁତାକି ତିୟାରା ଆ଼ମୁ ଅ଼ଡ଼େ ଡ଼଼ଇ ହାଲାମୁ, ଅ଼ଡ଼େ ଆନାମାନା ଆ଼ଆନା ଏ଼ୱାରିତଲେ ହାଲାମୁ, ଏ଼ନାଆଁତାକି ଇଚିହିଁ ନା଼ନୁ ଏ଼ୱାରାଇଁ ପାଣ୍ତାମାଞ୍ଜାଇଁ ।”
21 ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କଅଣ?
୨୧ଏଚେଟିଏ ପିତର ଏ଼ ଲ଼କୁତା଼ଣା ରେ଼ଚାୱା଼ହାନା ଏଲେଇଚେସି, “ମୀରୁ ଆମ୍ବାଆରାଇଁ ପାରିମାଞ୍ଜେରି, ନା଼ନୁ ଏ଼ୱାତେଏଁ । ମୀରୁ ଏ଼ନାଆଁତାକି ୱା଼ହାମାଞ୍ଜେରି?”
22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତ-ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ବରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି।
୨୨ଏ଼ୱାରି ଏଲେଇଚେରି, “କର୍ନଲିୟ ଦ଼ରୁଗାଟି ପା଼ସାକ଼ଡ଼ି କ଼ସ୍‌କା ମୁହେଁ କାଜାସି ମାଙ୍ଗେ ପାଣ୍ତାମାଞ୍ଜାନେସି, ଏ଼ୱାସି ର଼ ସୁଦୁ, ଦାର୍ମୁଗାଟାସି ଇଞ୍ଜାଁ ମାହାପୂରୁଇଁ ଆଜିନାସି, ଅ଼ଡ଼େ ବାରେ ଜୀହୁଦି କୂଡ଼ାତା ୱେ଼ଙ୍ଗିତାସି, ଏ଼ୱାସି ନିଙ୍ଗେ ତାମି ଇଜ ହା଼ଟାନା ନୀ ଜା଼ପ୍‌ନାଣି ୱେଞ୍ଜାଲିତାକି ମାହାପୂରୁତି ଦୂତୁ ତା଼ଣାଟି ହୁକୁମି ବେଟା ଆ଼ହାମାନେସି ।”
23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋ ସହରନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ।
୨୩ପିତର ବିତ୍ରା ହା଼ଟା ଅ଼ହାନା ଏ଼ୱାରାଇଁ ସେ଼ବା କିତେସି । ଅ଼ର ନେ଼ଚୁ ନିଙ୍ଗାନା ତିୟାରା ଆ଼ହାନା ଏ଼ୱାରିତଲେ ହାଚେସି; ଜାପତି ଏଚରଜା଼ଣା ନାମିତି ତାୟିୟାଁ ଏ଼ୱାରିତଲେ ହାଚେରି ।
24 ପରଦିନ ସେମାନେ କାଇସରିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ।
୨୪ଅ଼ର ନେ଼ଚୁ ଏ଼ୱାରି କାୟିସରିୟାତା ଏତେରି, ଏମ୍ବାଆଁ କର୍ନଲିୟ ତାନି କୁଟମି ଇଞ୍ଜାଁ ଅ଼ଡ଼େ ଜାଟୁତି ତ଼ଣେସିଙ୍ଗାଣି ହା଼ଟାହାଁ କୂଡ଼ି କିହାନା ଏ଼ୱାରାଇଁ କା଼ଚିମାଚେରି ।
25 ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ।
୨୫ପିତର ବିତ୍ରା ହାଜାଲିଏ କର୍ନଲିୟ ଏ଼ୱାଣି କଡାଁ ଡ଼଼ଇ ମୁନୁ କୁତାନା ଜହରା କିତେସି ।
26 କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ।
୨୬ସାମା ପିତର ତାଙ୍ଗେ ନିକ୍‌ହାନା ଏଲେଇଚେସି, “ନିଙ୍ଗାମୁ, ନା଼ନୁ ଜିକେଏ ର଼ ମାଣ୍‌ସିତେଏଁ ।”
27 ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
୨୭ଏଚେଟିଏ ପିତର କର୍ନଲିୟ ତଲେ କାତା ଆ଼ହିଁ ଆ଼ହିଁ ଇଲୁ ବିତ୍ରା ହାଜାନା ଏମ୍ବାଆଁ ହା଼ରେକା ଲ଼କୁ ରୁଣ୍ତା ଆ଼ହାମାନାଣି ମେସ୍ତେସି ।
28 ଆଉ ସେ ସେମାନଙ୍କୁ କହିଲେ, କୌଣସି ଅଣଯିହୁଦୀ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ବର ମୋତେ ଦେଖାଇଅଛନ୍ତି।
୨୮ଅ଼ଡ଼େ ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ଏଟ୍‌କା କୂଡ଼ାତି ଏ଼ନି ଲ଼କୁତଲେ ଆଣ୍ତିନାୟି କି ଏ଼ ଲ଼କୁ ଡାଗେ ହାନାୟି ଜୀହୁଦି ଲ଼କୁତାକି ଏ଼ନିକିହିଁ ମେ଼ରା ହିଲେଏ, ଏ଼ଦାଆଁ ମୀରୁ ନେହିଁକିଁ ପୁଞ୍ଜାମାଞ୍ଜେରି ଆ଼ତିଜିକେଏ ଆମିନି ଲ଼କୁଇଁ ସୁଦୁ ହିଲାଆ ଗାଟାରି କି ଲାଗେଏତାରି ଇଞ୍ଜିହିଁ ଇନାଆନି ଇଞ୍ଜିଁ ମାହାପୂରୁ ନାଙ୍ଗେ ତ଼ସାମାଞ୍ଜାନେସି ।
29 ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି। ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି?
୨୯ଏ଼ଦାଆଁତାକି ହା଼ଟନିଏ ନା଼ନୁ ଏ଼ନାଆଁ ଅଣ୍‌ପାଆନା ୱା଼ତେଏଁ । ଈଦାଆଁତାକି ନା଼ନୁ ୱେଞ୍ଜିମାଞ୍ଜାଇଁ, ଏ଼ନାଆଁ କିହାଲି ମୀରୁ ନାଙ୍ଗେ ହା଼ଟାତେରି?”
30 କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
୩୦କର୍ନଲିୟ ଏଲେଇଚେସି, “ତୀନିଦିନା ନ଼କେଏ ଈ ବେ଼ଲାତା ମିଡ଼୍‌ଅଲା ତୀନି ଗଂଟା ବେ଼ଲା ନା଼ନୁ ନା଼ ଇଜ ପ୍ରା଼ତାନା କିହିମାଚେଏଁ; ମେହ୍‌ମୁ ଏମ୍ବାଆଁ ଉଜେଡ଼ିଗାଟି ଦବ୍‌ଲା ହିମ୍ବରିକା ତୁର୍‌ହାମାନି ର଼ ଲ଼କୁ ନା଼ ନ଼କିତା ନିତେସି,
31 ପୁଣି, ତୁମ୍ଭର ଦାନସବୁ ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି।
୩୧ଅ଼ଡ଼େ ଏ଼ୱାସି ଏଲେଇଞ୍ଜାତେସି, ‘କର୍ନଲିୟ! ମାହାପୂରୁ ନୀ ପ୍ରା଼ତାନା ୱେଞ୍ଜାମାନେସି; ଇଞ୍ଜାଁ ହିଲାଆ ଗାଟାରାକି ନୀ ଦା଼ନା ହୀନାୟି ବାରେ ମାହାପୂରୁ ନ଼କିତା ନେହିଁ ତ଼ଞ୍ଜା ଆ଼ହାମାନେ ।
32 ଅତଏବ ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରକଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି।
୩୨ଈଦାଆଁତାକି ସିମନ ଦ଼ରୁଗାଟି ପିତରଇଁ ହା଼ଟା ତାଚାଲି ଜାପତା ଲ଼କୁଇଁ ପାଣ୍ତାମୁ, ଏ଼ୱାସି ସାମ୍‌ଦୁରି ଗାଟୁତା ଡ଼ୟିନି ତ଼ଲ୍‌କା କାମା କିନି ସିମନ ଇଜ ଗତାଗାଟାସି ଆ଼ହାମାନେସି ।’
33 ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି। ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ବରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ।
୩୩ଏ଼ଦାଆଁତାକି ୱେ଼ଡ଼ାକିଆନା ନା଼ନୁ ନୀ ତା଼ଣା ଲ଼କୁ ପାଣ୍ତାତେଏଁ, ଅ଼ଡ଼େ ନୀନୁ ୱା଼ହାମାଞ୍ଜି ନେହିଁ କିହାମାଞ୍ଜି, ଇଚିହିଁ ପ୍ରବୁ ନିଙ୍ଗେ ଏ଼ନାଆଁ ହୁକୁମି ହୀହାମାଞ୍ଜାନେସି, ଏ଼ଦାଆଁ ୱେଞ୍ଜାଲିତାକି ମା଼ମ୍ବୁ ବାରେ ମାହାପୂରୁ ନ଼କିତା କୂଡ଼ା ଆ଼ହାମାନମି ।”
34 ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ବର ପକ୍ଷପାତ କରନ୍ତି ନାହିଁ,
୩୪ଏଚେଟିଏ ପିତର ଗୂତି ଏ଼କ୍‌ହାନା ଏଲେଇଚେସି, “ମାହାପୂରୁ ସାତେଏ ବାରେ ଲ଼କୁଣି ପାର୍‌ଡ଼ା ବାଚି କିଅସି,
35 କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି।
୩୫ଆମିନି ଲ଼କୁ ଏ଼ୱାଣାଇଁ ଆଜିନେରି ଅ଼ଡ଼େ ଏ଼ୱାସି ଅ଼ପିନି ଲେହେଁ ନେହିଁ କାମା କିନେରି ଏ଼ୱାରି ଆମିନି କୂଡ଼ାତାରି ଇଚିହିଁ ଜିକେଏ, ଏ଼ୱାସି ଆବିନେସି ।
36 ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ।
୩୬ଏ଼ୱାସି ଜୀସୁ କ୍ରୀସ୍ତ ତା଼ଣାଟି ହିତ୍‌ଡ଼ିତି ନେହିଁ କାବ୍ରୁ ୱେସାନା ଇସ୍ରାୟେଲ ମୀର୍‌କା ନ଼କିତା ଈ ବ଼ଲୁ ପାଣ୍ତିତେସି; ଏ଼ ଜୀସୁ କ୍ରୀସ୍ତ ବାରେତି ପ୍ରବୁ ।
37 ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ପ୍ରଚାରିତ ହୋଇଅଛି,
୩୭ମୀରୁ ପୁଞ୍ଜାମାଞ୍ଜେରି ଜହନ ବାପ୍ତିସ୍ମ କାତା ୱେ଼କ୍‌ହି ତା଼ଣାଟିଏ ଏ଼ ନେହିଁ କାବ୍ରୁ ଗାଲିଲିଟିଏ ମା଼ଟ୍‌ହାନା ବାରେ ଜୀହୁଦା ରା଼ଜିତି ଲ଼କୁତା଼ଣା ୱେ଼ଙ୍ଗାମାନେ,
38 ଅର୍ଥାତ୍‍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ।
୩୮ଇଚିହିଁ ନା଼ଜରିତ ଜୀସୁତି କାତା ପୁଞ୍ଜାମାଞ୍ଜେରି, ଏ଼ନିକିଁ ମାହାପୂରୁ ଏ଼ୱାଣାକି ସୁଦୁଜୀୱୁ ଇଞ୍ଜାଁ ବା଼ଡ଼୍‌ୟୁ ହୀହାନା ବ଼ର ହୀତେସି, ଇଞ୍ଜାଁ ନେହିଁ କାମା କିହିଁ ସୟତାନ ପା଼ନ୍ଦାତା ଦସ୍‌ପି ଆ଼ହାମାନି ଲ଼କୁଣି ନେହିଁ କିହିଁ ବାରେୱାକି ରେ଼ଚେସି, ଇଚିହିଁ ମାହାପୂରୁ ଏ଼ୱାଣିତଲେ ମାଚେସି ।
39 ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ।
୩୯ଏ଼ୱାସି ଜୀହୁଦି ଲ଼କୁତି ଦେ଼ସାତା ଅ଼ଡ଼େ ଜିରୁସାଲମତା ଏ଼ନା ଏ଼ନାଆଁ କିତେସି, ମା଼ମ୍ବୁ ଏ଼ ବାରେତି ସା଼କି; ଏ଼ୱାରି ଏ଼ୱାଣାଇଁ ପା଼ସି ମୁଣ୍ତାତା ଏ଼କ୍‌ହାନା ପା଼ୟିତେରି ।
40 ତାହାଙ୍କୁ ଈଶ୍ବର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;
୪୦ସାମା ମାହାପୂରୁ ଏ଼ୱାଣାଇଁ ତୀନି ଦିନାତା ନିକ୍‌ହେସି ଅ଼ଡ଼େ ତ଼ଞ୍ଜାଆ଼ୱି କିତେସି;
41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ବରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,
୪୧ବାରେଜା଼ଣା ତାକି ଆ଼ଏ, ୱାର୍‌ଇ ମାହାପୂରୁ ଆ଼ଚିତି ସା଼କି, ଇଚିହିଁ ମା଼ ନ଼କିତା ତ଼ଞ୍ଜାଆ଼ତେସି । ମାହାପୂରୁ ଏ଼ୱାଣାଇଁ ହା଼କିଟି ନିକ୍‌ହି ଜେ଼ଚ ମା଼ମ୍ବୁ ଏ଼ୱାଣିତଲେ ତିଚମି ଉଟମି ।
42 ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ବର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ।
୪୨ଅ଼ଡ଼େ ଲ଼କୁ ନ଼କିତା ଈ ନେହିଁ କାବ୍ରୁ ୱେ଼କ୍‌ହାଲି, ଇଞ୍ଜାଁ ହା଼ତାରି ଅ଼ଡ଼େ ଜୀୱୁତା ନୀଡାମାନାରି ନୀହାଁୟି କିନାସି ଆ଼ହାଲି ମାହାପୂରୁ ଏ଼ୱାଣାଇଁ ଆ଼ଚାମାନେସି ଇଞ୍ଜିଁ ସା଼କି ହୀହାଲି ଏ଼ୱାସି ମାଙ୍ଗେ ହୁକୁମି ହିୟାତେସି ।
43 ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି।
୪୩ଆମ୍ବାଆସି ଏ଼ୱାଣି ତା଼ଣା ନାମିନେସି, ଏ଼ୱାସି ଏ଼ୱାଣି ଦ଼ରୁତଲେ ପା଼ପୁ ମ୍ଣେପ୍‌କି ଆ଼ନେସି, ଈଦାଆଁ ବାରେ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାରି ଏ଼ୱାଣି କାତାତି ସା଼କି ହୀହାମାନେରି ।”
44 ପିତର ଏହିସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ।
୪୪ପିତର ଈ ବାରେ କାତା ୱେସିମାଚି ବେ଼ଲାତା ଆମିନି ଗାଟାରି ତାନି ବ଼ଲୁ ୱେଞ୍ଜିମାଚେରି, ଏ଼ ବାରେଜା଼ଣାତି ମୁହେଁ ସୁଦୁଜୀୱୁ ରେ଼ଚାୱା଼ତେ ।
45 ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୁଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ;
୪୫ଜୀହୁଦିଆ଼ଆତି ଲ଼କୁତା଼ଣା ଜିକେଏ ସୁଦୁଜୀୱୁ ରେ଼ଚା ୱା଼ତାଣି ମେସାନା ପିତର ତଲେ ଜାପଟି ୱା଼ହାମାଚି ତ଼ଲୁ ଦା଼ପି ଆ଼ତି ନାମିତି ଜୀହୁଦିୟାଁ, ଏ଼ୱାରି ବାରେଜା଼ଣା କାବା ଆ଼ତେରି ।
46 କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ବରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ।
୪୬ଇଚିହିଁ ଏ଼ୱାରି ଏଟ୍‌କା ଏଟ୍‌କା ହା଼ଡାତଲେ କାତା ଆ଼ହିମାଚାଣି ଇଞ୍ଜାଁ ମାହାପୂରୁତି ଜହରା କିହିମାନାଣି ୱେଚେରି । ଏଚିବେ଼ଲା ପିତର ଏଲେଇଚେସି ।
47 ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ କରିଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କଅଣ କେହି ଜଳକୁ ନିଷେଧ କରିପାରିବ?
୪୭“ଈୱାରି ଆମିନି ଲ଼କୁ ମା଼ ଲେହେଁ ସୁଦୁଜୀୱୁ ବେଟାଆ଼ହାମାନେରି, ଈୱାରି ଏ଼ୟୁତଲେ ବାପ୍ତିସ୍ମ ବେଟାଆ଼ହାଲି ଆମ୍ବାଆସି କା଼ହି କିୟାଲି ଆ଼ଡିମାନେସି?”
48 ପୁଣି, ସେ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ। ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ।
୪୮ଇଞ୍ଜାଁ, ଏ଼ୱାସି ଏ଼ୱାରାଇଁ ଜୀସୁ କ୍ରୀସ୍ତ ଦ଼ରୁତଲେ ବାପ୍ତିସ୍ମ ହୀହାଲି ହୁକୁମି ହୀତେସି, ଡା଼ୟୁ ଏ଼ୱାରି ଏଚରଦିନା ଡ଼ୟାଲି ଏ଼ୱାଣାଇଁ ବାତିମା଼ଲିତେରି ।

< ପ୍ରେରିତ 10 >