< ୨ ତୀମଥି 1 >

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,
ଆଇଙ୍ଗ୍‌ ପାଉଲୁସ୍‌, ୟୀଶୁ ଖ୍ରୀଷ୍ଟ୍‌ଆଃ କୁଲାକାନ୍‌ନିଃ ତାନିଙ୍ଗ୍‌ । ଆବୁ ୟୀଶୁ ଖ୍ରୀଷ୍ଟ୍‌ଲଃ ମେସାକାନ୍‌ ହରାତେ ପାର୍‌ମେଶ୍ୱାର୍‌ଆଃ ବାନାର୍‌ସା ଲେକାତେ ୟୀଶୁ ଖ୍ରୀଷ୍ଟ୍‌ରେ ଜୀଦାନ୍‌ବୁ ନାମାକାଦା । ଏନା ଉଦୁବ୍‌ ନାଗେନ୍ତେ ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ମନେଲେକାତେଇଙ୍ଗ୍‌ କୁଲାକାନା ।
2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
ଆଇଁୟାଃ ଦୁଲାଡ଼୍‌ ହନ୍‌ ତୀମଥିତାଃତେ ନେ ଚିଟାଉ ଅଲେତାନାଇଙ୍ଗ୍‌ । ଆପୁ ପାର୍‌ମେଶ୍ୱାର୍‌ ଆଡଃ ଆବୁଆଃ ୟୀଶୁ ଖ୍ରୀଷ୍ଟ୍‌ସାଃଏତେ ସାୟାଦ୍‌, ଲିବୁଇ ଆଡଃ ଜୀଉସୁକୁ ଆମାଃ ହବାଅଃକା ।
3 ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;
ଆଇଁୟାଃ ହାଡ଼ାମ୍‌ହଡ଼କଆଃ ଲେକା ଆଇଙ୍ଗ୍‌ ଫାର୍‌ଚି ମନ୍‌ତେ ସେୱାଇତାନ୍‌ ପାର୍‌ମେଶ୍ୱାର୍‌କେ ନିଦାସିଙ୍ଗି ବିନ୍ତିତାନ୍‌ ଇମ୍‌ତା ଆମ୍‌କେ ପାହାମ୍‌କେଦ୍‌ତେ ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମାଇତାନିଙ୍ଗ୍‌ ।
4 ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି;
ଆଇଙ୍ଗ୍‌ ରାସ୍‌କାତେ ପେରେଜଃକାଇଙ୍ଗ୍‌ ମେନ୍ତେ ଆମାଃ ମେଦ୍‌ ଦାଆଃ ପାହାମ୍‍ତାନ୍‍ଲଃ ଆମ୍‌କେ ନେଲ୍‌ ନାଗେନ୍ତେଇଙ୍ଗ୍‌ ସାନାଙ୍ଗ୍‌ ତାନା ।
5 କାରଣ ଯେଉଁ ନିଷ୍କପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମାଆ ଇଉନୀକୀଙ୍କଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ନିଷ୍କପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି।
ଆମାଃ ବୁଡିମାଁ ଲଇସ୍‌ ଆଡଃ ଆମାଃ ଏଙ୍ଗା ଇଉନିକିତାଃରେ ତାଇକାନ୍‌ ସାର୍‌ତି ବିଶ୍ୱାସ୍‌ ଆମାଃତାଃରେୟ ମେନାଃ ମେନ୍ତେ ଆଇଁୟାଃ ପୁରାଃ ବିଶ୍ୱାସ୍‌ ମେନାଃ, ଆମାଃ ଏନ୍‌ ସାର୍‌ତି ବିଶ୍ୱାସ୍‌ ବିଷାଏରେ ଆଇଙ୍ଗ୍‌ ଆୟୁମ୍‌କାଦା ।
6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ବରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ୱଳିତ କର।
ଆଇଙ୍ଗ୍‌ ଆମାଃ ଚେତାନ୍‌ରେ ତିଃଇ ଦହକେଦ୍‌ତେ ବିନ୍ତିତାନ୍‌ ଇମ୍‌ତା ପାର୍‌ମେଶ୍ୱାର୍‌ତାଃଏତେ ଅକ ବାର୍‌ଦାନ୍‌ ନାମାକାଦାମ୍‌ ଏନାକେ ଜୀହିଦ୍‌ଗି ଦହେମେ, ମେନ୍ତେଇଙ୍ଗ୍‌ ପାହାମ୍‌ଇଚିମେ ତାନା ।
7 କାରଣ ଈଶ୍ବର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି।
ଚିୟାଃଚି ପାର୍‌ମେଶ୍ୱାର୍‌ଦ ବରଏଲେକାନ୍‌ ଆତ୍ମା ଆବୁକେ କାଏ ଏମ୍‌, ମେନ୍‌ଦ ପେଡ଼େଃ, ଦୁଲାଡ଼୍‌ ଆଡଃ ବୁଗିନ୍‌ ସେଣାଁଁନ୍‍ରେନ୍ ଆତ୍ମା ଏମାକାଦ୍‌ବୁଆଏ ।
8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;
ଏନାମେନ୍ତେ ଆବୁଆଃ ପ୍ରାଭୁଆଃ ବିଷାଏରେ ଗାୱା ଏମ୍‌ ନାଗେନ୍ତେ ଚାଏ ଆଇଙ୍ଗ୍‌ ଇନିୟାଃ ନାଗେନ୍ତେ ଜେହେଲ୍‌କାନାଇଙ୍ଗ୍‌ ମେନ୍ତେ ଆଲମ୍‌ ଗିହୁଗଃଆ, ମେନ୍‌ଦ ପାର୍‌ମେଶ୍ୱାର୍‌ଆଃ ପେଡ଼େଃତେ ସୁକୁକାଜି ନାଗେନ୍ତେ ଆଇଁୟାଃଲଃ ଦୁକୁ ସାହାତିଙ୍ଗ୍‌ୟେଁମେ ।
9 ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, (aiōnios g166)
ଇନିଃ ଆବୁକେ ବାଞ୍ଚାଅକେଦ୍‌ବୁଆ ଆଡଃ ପାବିତାର୍‌ କେନେଡ଼ାତେ କେଡ଼ାକେଦ୍‌ବୁଆ, ଆବୁଆଃ ବୁଗିନ୍‌ କାମିକ ନାଗେନ୍ତେଦ କା ମେନ୍‌ଦ ଆୟାଃ ଉଦ୍ଦେଶ୍‌ତେ ଆଡଃ ସାୟାଦ୍‍ତେ ରିକାକାଦା, ଏନ୍‌ ସାୟାଦ୍‌ ନେଡାରେୟାଃ ମୁନୁ ସିଦାରେ ଖ୍ରୀଷ୍ଟ୍‌ ୟୀଶୁରେ ଆବୁକେ ଏମାଦ୍‍ବୁଆ । (aiōnios g166)
10 କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;
୧୦ମେନ୍‌ଦ ନାହାଁଃ ଆବୁଆଃ ଜୀଉ ବାଞ୍ଚାଅନିଃ ୟୀଶୁ ଖ୍ରୀଷ୍ଟ୍‌ଆଃ ହିନିଜୁଃ ହରାତେ ଉନୁଦୁବ୍‌ୟାନା, ଇନିଃ ଗନଏଃରାଃ ପେଡ଼େଃକେ ଟୁଣ୍ଡୁକେଦା ଆଡଃ ସୁକୁକାଜି ହରାତେ ଜାନାଅ ଜୀଦାନ୍‌ରାଃ ହରା ଉଦୁବ୍‌ୟାନା ।
11 ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି।
୧୧ଏନ୍‌ ସୁକୁକାଜି ଉଦୁବ୍‌କେଦ୍‌ତେ ଇତୁନାଙ୍ଗ୍‌ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ମିଆଁଦ୍‌ କୁଲାକାନ୍‌ ଚେଲା ଲେକାନିଃ ଆଡଃ ଇତୁନିଃଲେକାଏ ସାଲାକାଦିୟାଁ ।
12 ଏହି କାରଣ ଯୋଗୁଁ ମୁଁ ଏହିସବୁ ମଧ୍ୟ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି।
୧୨ଏନା ନାଗେନ୍ତେ ଆଇଙ୍ଗ୍‌ ଦୁକୁ ସାହାତିଙ୍ଗ୍‌ ତାନ୍‌ରେୟ କାଇଙ୍ଗ୍‌ ବରତାନା । ଚିୟାଃଚି ଆଇଙ୍ଗ୍‌ ବିଶ୍ୱାସ୍‌କାଇନିଃକେ ସାରିତାନାଇଙ୍ଗ୍‌ ଆଡଃ ଇନିୟାଃ ତିଃଇରେଇଙ୍ଗ୍‌ ଜିମାକାନା । ଆଡଃ ଇନିଃ ଏମାକାଦିଙ୍ଗ୍‌ କାମିରାଃ ବାହାରମ୍‌କେ ରିକାଏ ନାଗେନ୍ତେ ମାରାଙ୍ଗ୍‌ ବିଚାର୍‌ ହୁଲାଙ୍ଗ୍‌ ଜାକେଦ୍‌ ଆଇଙ୍ଗ୍‌କେ ବାଞ୍ଚାଅ ନାଙ୍ଗ୍‌ ଇନିଃତାଃରେ ପେଡ଼େଃ ମେନାଃ, ଏନା ଆଇଙ୍ଗ୍‌ ପୁରା କେଟେଦ୍‌ତେଇଙ୍ଗ୍‌ ବିଶ୍ୱାସ୍‌ତାନା ।
13 ମୋʼଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ।
୧୩ଆଇଙ୍ଗ୍‌ ଆମ୍‌କେ ଇତୁକାଦ୍‌ମେ ସାର୍‌ତି କାଜିକକେ ଆମ୍‌ ନାମୁନାମ୍‌ ହବାଅଃଲେକା ପୁରା କେଟେୟାନ୍‌ଗି ସାବାକାମେ । ଅକ୍‌ନାଃଚି ୟୀଶୁ ଖ୍ରୀଷ୍ଟ୍‌ରେ ବିଶ୍ୱାସ୍‌ ଆଡଃ ଦୁଲାଡ଼୍‌ତାନାଃ ।
14 ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର,
୧୪ଆମ୍‌କେ ଜିମାକାଦ୍‌ମେ ବୁଗିନ୍‌ ବିଷାଏକେ ଆବୁତାଃରେ ତାଇନ୍‌ତାନ୍‌ ପାବିତାର୍‌ ଆତ୍ମାରାଃ ପେଡ଼େଃତେ ଏନାକେ ଯାତ୍‌ନାଅ କେଦ୍‌ତେ ଦହେମେ ।
15 ଏସିଆ ଅଞ୍ଚଳର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ।
୧୫ଫୁଗେଲ୍‌ ଆଡଃ ହର୍ମଗିନସ୍‌ ମେସାକେଦ୍‌ତେ ଏସିଆ ପାର୍‌ଗାନ୍‌ରେନ୍‌ ସବେନ୍‌କ ଆଇଙ୍ଗ୍‌କେ ବାଗିକେଦିୟାଁ, ଏନା ଆମ୍‌ ସାରିତାନା ।
16 ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା ଦେଇଅଛନ୍ତି, ପୁଣି, ମୋହର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି,
୧୬ଅନିସିଫର୍‌ଆଃ ଅଡ଼ାଃରେନ୍‌କକେ ପ୍ରାଭୁ ଦାୟା ଏମାକକାଏ, ଚିୟାଃଚି ଇନିଃ ପୁରାଃତେ ଆଇଙ୍ଗ୍‌କେ ଜୀଉରାଡ଼େଃ ଏମ୍‌ନାଙ୍ଗ୍‌ ଆଡଃ ଜୀଉରେ ରାସ୍‌କା ଏମ୍‌ନାଙ୍ଗ୍‌ ହିଜୁଃକାନ୍‌ ତାଇକେନାଏ । ଆଇଙ୍ଗ୍‌ ଜେହେଲ୍‌କାନ୍‌ରେୟ ଇନିଃକେ କା ଗିହୁଃକିୟା ।
17 ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,
୧୭ରୋମ୍‌ ନାଗାର୍‌ତେ ସେଟେର୍‌ୟାନ୍‌ଚି ଇନିଃ ଆଇଙ୍ଗ୍‌କେ କା ନାମ୍‌ ଜାକେଦ୍‌ ଦାଣାଁଁକେଦିୟାଁଏ ।
18 ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ, ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ।
୧୮ମାରାଙ୍ଗ୍‌ ବିଚାର୍‌ ହୁଲାଙ୍ଗ୍‌ରେ ପ୍ରାଭୁ ଇନିଃକେ ଦାୟାଇକାଏ । ଏଫିସୁସ୍‌ରେ ଇନିଃ ଆଇଙ୍ଗ୍‌କେ ପୁରାଃଗି ସୁସାର୍‌କେଦିୟାଁ, ଏନା ଆମ୍‌ ବୁଗିଲେକାତେମ୍ ସାରିତାନା ।

< ୨ ତୀମଥି 1 >