< ୨ ତୀମଥି 1 >
1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,
ନିଂ ପାଉଲ୍ ପରମେସର୍ନେ ଇକ୍ଚାରେ ବେବକ୍ନେ ମୁଇଂ ସିସ୍ । ଜିସୁ କିସ୍ଟନେ ଡାଗ୍ରା ଲେଃକ୍ନେ ଜିବନ୍ନେ ପାର୍ମାନ୍ ଡିଂକ୍ନେ ବିସୟ୍ରେ ରେମୁଆଁଇଂକେ ବାସଙ୍ଗ୍ ନ୍ସା ପର୍ମେସର୍ ଆନେଙ୍ଗ୍ ବେବକେ ।
2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
ନେଙ୍ଗ୍ନେ ନିଜର୍ ଗଡ଼େଅ ତିମତିକେ ନେଙ୍ଗ୍ ଏନ୍ ଉଲିଆ ଗୁଆର୍ଣ୍ଡିଂ । ଆବା ଇସ୍ପର୍ ବାରି ମାପ୍ରୁ ଜିସୁ କିସ୍ଟ ଆପେକେ ଲିବିସ ବାରି ସାନ୍ତି ଦାନ୍ ଡିଙ୍ଗ୍ଲେ ।
3 ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;
ନେଙ୍ଗ୍ନେ ନ୍ତା ଞ୍ଜାଇଂନେ ରକମ୍ ନେଙ୍ଗ୍ ଆଣ୍ଡିନେ ଇସ୍ପର୍କେ ପର୍ଚଲ୍ ବୁଦିରେ ଉପାସ୍ ଡିଂଚେ ଆମେକେ ଦନ୍ୟବାଦ୍ ବିଃଣ୍ଡିଂ । ନେଙ୍ଗ୍ନେ ପାର୍ତନା ଗୁଆରିନ୍ନିଆ ସ୍ମିମିଡିଗ୍ ଆନାକେ ମନେ ଏତେନେ ବେଲା ନେଙ୍ଗ୍ ଇସ୍ପର୍କେ ଦନ୍ୟବାଦ୍ ମ୍ୱିଃଏ ।
4 ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି;
ନାଁ ନେଙ୍ଗ୍ ନ୍ସା ଅଃନାଲେଃକେ ଡାଗ୍ଚେ ନେଙ୍ଗ୍ ମନେ ମ୍ୱକେ । ନେଙ୍ଗ୍ ଆନାକେ କେଚେ ସାର୍ଦା ଡିଙ୍ଗ୍ ନ୍ସା ଜାବର୍ ଇକ୍ଚା ।
5 କାରଣ ଯେଉଁ ନିଷ୍କପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମାଆ ଇଉନୀକୀଙ୍କଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ନିଷ୍କପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି।
ନାନେ ମ୍ନା ବିସ୍ବାସ୍ ଆନେଙ୍ଗ୍ ମନେ ପଡ଼େଏ । ନାଁନେ ବାଏଡୁକ୍ରି ଲୋୟୀ ବାରି ଇୟାଙ୍ଗ୍ ଇଉନିସୀ ଡିରକମ୍ ବିସ୍ବାସ୍ ଡିଙ୍ଗ୍ଆର୍ଡିଂଗେ, ନାଁନେ ଡିଗ୍ ଆତେନ୍ ଆତ୍ମାନ୍ନିଆ ବିସ୍ବାସ୍ ଲେଃକେ । ଏନ୍ ସାମୁଆଁ ନେଙ୍ଗ୍ ସୁମରନା ଡିଙ୍ଗ୍ଣ୍ଡିଂ । ନାଁନେ ଆତେନ୍ ବିସ୍ବାସ୍ ଲେଃକେ ଡାଗ୍ଚେ ସତେଆ ନେଙ୍ଗ୍ ମ୍ୟାନ୍ଲେକେ ।
6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ବରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ୱଳିତ କର।
ନେଙ୍ଗ୍ ନାଁ ଆଡ଼ାତ୍ରା ନ୍ତି ବକେଲା ନାଁ ଇସ୍ପର୍ନେ ବାନ୍ ଆଣ୍ଡିନେ ବପୁ ବାନାଲେଃକେ ଆମେକେ ଜିବନ୍ ବନ୍ସା ନେଙ୍ଗ୍ ଆନାକେ ତରକ୍ ଆଡିଙ୍ଗ୍ ମ୍ୱକେ ।
7 କାରଣ ଈଶ୍ବର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି।
ପର୍ମେସର୍ ଆନେକେ ବୁଟନେ ଆତ୍ମା ବିଃଆବକେ ଣ୍ତୁ । ମେଁ ଆନେକେ ବପୁ ଆଲାଦ୍ ବାରି ନିମାଣ୍ଡା ବୁଦିନେ ଆତ୍ମା ବିଃବକେ ।
8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;
ତେସା ମାପ୍ରୁ ଜିସୁନେ ବିସୟ୍ରେ ସାକି ବିନ୍ସା ଗିଆସ ଆଡିଙ୍ଗ୍ପା; ମେନ୍ସା ନେଙ୍ଗ୍ ବନ୍ଦି ନେଙ୍ଗ୍ ନ୍ସା ଡିଗ୍ ଗିଆସ ଆଡିଙ୍ଗ୍ପା । ଣ୍ତୁଲା ଇସ୍ପର୍ ଆପେକେ ବିବକ୍ନେ ବପୁ ଏତେ ପେ କ୍ରିସ୍ଟ ଜିସୁନେ ନିମାଣ୍ତା ସାମୁଆଁ ନ୍ସା ଦୁକ୍ ଡିଙ୍ଗ୍ନେ ତିଆର୍ ଡିଙ୍ଗ୍ପା ।
9 ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, (aiōnios )
ପର୍ମେସର୍ ଆନେକେ ଉଦାର୍ ଆଡିଙ୍ଗ୍ଚେ ନିଜର୍ ପବିତ୍ର ରେମୁଆଁ ଆଡିଙ୍ଗ୍ବକେ । ନେଁଇଂନେ ନିଜର୍ ବପୁରେ ଆତେନ୍ ଆଡିଙ୍ଗ୍କେ ଣ୍ତୁ । ଣ୍ଡୁଲା ପର୍ମେସର୍ ନିଜେ ଇକ୍ଚା ଡିଙ୍ଗ୍ଚେ ବାରି ନିଜର୍ ଲିବିସ ବାନ୍ ଆନେକେ ଉଦାର୍ ଆଡିଙ୍ଗ୍ ବକେ ବାରି ନିଜର୍ ରେମୁଆଁ ଆଡିଙ୍ଗ୍ ବକେ । ଆତେନ୍ ଲିବିସ ଜିସୁ କିସ୍ଟନେ ବାନ୍ ଆନେକେ ଅଃସେ କାଲ୍ବାନ୍ ମିଲେଲେଃକେ । (aiōnios )
10 କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;
ଏବେ ଏନ୍ ମଞ୍ଚ୍ପୁର୍ନ୍ନିଆ ପାଙ୍ଗ୍ଚେ ଆମ୍ବ୍ରଣ୍ଡ୍ରେ କିସ୍ଟ ଜିସୁ ଏନ୍ ସାପା ବିସୟ୍ ଆତ୍ନା ବକେ । ମେଁ ଗୁଏଚେ ବପୁକେ ଗଣ୍ତା ଆଡିଙ୍ଗ୍ ବକେ ବାରି ମେଁନେ ନିମାଣ୍ତା ସାମୁଆଁ ବାନ୍ ମାଡାନେ ଜିବନ୍ନେ ଗାଲି ଆତ୍ନା ବକେ ।
11 ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି।
ଏନ୍ ନିମାଣ୍ତା ସାମୁଆଁ ବାସଙ୍ଗ୍ଚେ ବୁଜେନ୍ସା ଇସ୍ପର୍ ଆନେଙ୍ଗ୍ ମୁଇଙ୍ଗ୍ ବେବକ୍ନେ ସିସ୍ ବାରି ମାସ୍ଟେର୍ ରକମ୍ ସ୍ରି ବକେ ।
12 ଏହି କାରଣ ଯୋଗୁଁ ମୁଁ ଏହିସବୁ ମଧ୍ୟ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି।
ତେନ୍ସା ନେଙ୍ଗ୍ ଏନ୍ ସାପା ଦୁକ୍କସ୍ଟ ବାଣ୍ଡିଂକେ । ଜାଣ୍ତେକେ ନେଙ୍ଗ୍ ବିସ୍ବାସ୍ ଣ୍ଡିଂକେ ନେଙ୍ଗ୍ ମେଁନେ ଅସ୍ଲି ସ୍ନାମୁଆଁ ବାନ୍ଲେଃ ବାରି ମେଁ ଆନେଙ୍ଗ୍ ଆଣ୍ଡିନେ ଦାଇତ୍ ବିବକେ ଆତେନ୍ ଚଲେନ୍ସା ମ୍ନାବିଚାର୍ ଦିନା ଜାକ ମେଁ ଆନେଙ୍ଗ୍କେ ସୁବିଦାରେ ବଏ, ଏନ୍ ସତ୍ବାବ୍ରେ ମ୍ୟାଚେ ନେଙ୍ଗ୍ ଏଃଜାକ ସମାନ୍ ବାବ୍ରେ ଆସା ଡିଙ୍ଗ୍ଚେ ନ୍ଲେଃକେ ।
13 ମୋʼଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ।
ନେଙ୍ଗ୍ ଆପେକେ ବୁଦି ବିମ୍ୱକ୍ନେ ସତ୍ ଆଣ୍ଡେଙ୍ଗ୍ ନିମାଣ୍ତା ବାବ୍ରେ ମନେ ବପା ବାରି ମାପ୍ରୁ ଜିସୁ କିସ୍ଟନେ ଏତେ ମିସେଚେ ସତେଆ ଆଲାଦ୍ ବାରି ଦରମ୍ ବିସ୍ବାସ୍ରେ ତେରେପେତେ ଆଡିଙ୍ଗ୍ପା ।
14 ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର,
ଆଣ୍ଡିନେ ମ୍ନା ବିସୟ୍ନେ ଦାଇତ୍ ପେନେ ଆଡ଼ାତ୍ରା ମିସୁଚେ ଲେଃକେ ନେଁଇଂନେ ବିତ୍ରେ ବାସା ଲେଃକ୍ନେ ପବିତ୍ର ଆତ୍ମାନେ ବପୁରେ ମେଁ ସାପାକେ ନିମାଣ୍ତା ବାବ୍ରେ ବପା ।
15 ଏସିଆ ଅଞ୍ଚଳର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ।
ପେ ମ୍ୟାପେଲେକେ ଫୁଗେଲ ବାରି ହର୍ମଗେନା ଆନ୍ତାର୍ଚେ ଆସିଆ ପ୍ରଦେସ୍ନ୍ନିଆ ସାପାରେ ଆନେଙ୍ଗ୍ ଆନ୍ତାର୍ ବଆର୍କେ ।
16 ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା ଦେଇଅଛନ୍ତି, ପୁଣି, ମୋହର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି,
ଡାଗ୍ଲା ଅନୀସିଫର ଜାବର୍ ତର୍ ପାଙ୍ଗ୍ଚେ ଆନେଙ୍ଗ୍ ସାନ୍ତି ବିବକେ; ନେଙ୍ଗ୍ ବନ୍ଦି ଡାଗ୍ଚେ ମେଁ ଗ୍ୟାସଃ ଆଡିଙ୍ଗ୍କେ ଣ୍ତୁ । ମେଁନେ ପରିବାର୍ ଆଡ଼ାତ୍ରା ଇସ୍ପର୍ନେ ଦୟାଦରମ୍ କୁସାମୁତି ଡିଙ୍ଗ୍ଣ୍ଡିଂ ।
17 ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,
ରୋମ୍ ନଗର୍ନ୍ନିଆ ୱେଚାକ୍ନେ ଦାପ୍ରେ ମେଁ ଆନେଙ୍ଗ୍ ତୁର୍ତୁର୍ଚେ ନେଙ୍ଗ୍ ଡାଗ୍ରା ପାଙ୍ଗ୍ ଲେଃକେ ।
18 ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ, ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ।
ମ୍ନା ବିଚାର୍ ଦିନା ମାପ୍ରୁ ମେଁଇଂନେ ଆଡ଼ାତ୍ରା ଦୟା ଡିଙ୍ଗ୍ଲେ । ଏଫିସିୟ ନ୍ନିଆ ମେଁ ନେଙ୍ଗ୍ନେ ଉଡ଼ି ସାଆଜ୍ୟ ଡିଙ୍ଗ୍ ବକେ ପେ ଆତେନ୍ ସାପା ସାମୁଆଁ ମ୍ୟାପେଲେକେ ।