< ୨ ତୀମଥି 4 >
1 ମୁଁ ଈଶ୍ବରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଦେଶ ଦେଉଅଛି,
୧ଆଇଙ୍ଗ୍ ପାର୍ମେଶ୍ୱାର୍ଆଃ ସାମ୍ନାଙ୍ଗ୍ରେ ଆଡଃ ସବେନ୍ ଜୀନିଦ୍ ଆଡଃ ଗଜାକାନ୍କଆଃ ବିଚାର୍ ନାଗେନ୍ତେ ଆଡଃ ରାଇଜ୍ ରିକାଏ ନାଗେନ୍ତେ ହିଜୁଃତାନ୍ ୟୀଶୁ ଖ୍ରୀଷ୍ଟ୍ଆଃ ସାମ୍ନାଙ୍ଗ୍ରେ କିରିୟାତାନ୍ଲଃ ଆମ୍କେଇଙ୍ଗ୍ ଆଚୁମେତାନା ।
2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର।
୨ନେଡାରେ ଚାଏ କା ନେଡାରେ ସବେନ୍ ଇମ୍ତା ବାଚାନ୍ ଉଦୁବେମେ, ପୁରାଃ ସାହାତିଙ୍ଗ୍ତେ ଇତୁତାନ୍ଲଃ ମିସା ମିସା ଏଗେର୍କୁମେ ଆଡଃ ମିସା ମିସା ବୁଗିନାଃ କାମିନାଙ୍ଗ୍ ଜୀଉରେ ରାସ୍କା ଏମାକମେ ।
3 କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହି ପାରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ,
୩ଚିୟାଃଚି ନେଡା ସେଟେରାଃ, ଏନାରେ ହଡ଼କ ବୁଗିନ୍ ଇନିତୁ କାକ ଆୟୁମେୟା, ମେନ୍ଦ ଆକଆଃ ସାନାଙ୍ଗ୍ଲେକାକ ସେସେନା ଆଡଃ ଆକଆଃ ନାଙ୍ଗ୍ ହସଡ଼ ଇତୁକକେ ହୁଣ୍ଡିକଆକ, ଏନ୍ତେ ଇନ୍କୁଆଃ ଇନିତୁକ ଆୟୁମେୟା ।
4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ।
୪ଆଡଃ ସାନାର୍ତି କାଜି କା ଆୟୁମ୍କେଦ୍ତେ ହଡ଼କଆଃ କାଥ୍ନି ଆୟୁମ୍ ନାଗେନ୍ତେ ମନ୍କ ଏମେୟା ।
5 କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର।
୫ମେନ୍ଦ ଆମ୍ ସବେନ୍ କାଜିକରେ ଚିର୍ଗାଲାକାନ୍ ତାଇନ୍ମେ, ଦୁକୁ ସାହାତିଙ୍ଗ୍ୟେଁମେ, ସୁକୁକାଜି ଉଦୁବ୍ତାନ୍ନିଆଃ କାମି କାମିମେ, ଆଡଃ ପାର୍ମେଶ୍ୱାର୍ଆଃ ଦାସିଲେକା ସେୱାକାମି ପୁରାଏମେ ।
6 କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ।
୬ଆଇଙ୍ଗ୍ ଆଇଁୟାଃ ଜୀୱାନ୍କେ ଦାଣେଁ ଏମ୍ରେୟାଃ ନେଡା ସେଟେରାକାନା, ଆଡଃ ନାହାଁଃଗି ଆଇଁୟାଃ ନାଙ୍ଗ୍ ନେ ଜୀଉକେ ବାଗିରେଆଃ ଦିପିଲି ସେଟେରାକାନା ।
7 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି;
୭ଆଇଙ୍ଗ୍ ଜୀୱାନ୍ରାଃ ଲାଡ଼ାଇରେ ବୁଗିଲେକାତେଇଙ୍ଗ୍ ଲାଡ଼ାଇକାନା, ଆଡଃ ଜୀୱାନ୍ରାଃ ନିର୍ରେ ଟୁଣ୍ଡୁ ଜାକେଦ୍ ନିର୍ ସେଟେରାକାନିଙ୍ଗ୍, ଆଇଙ୍ଗ୍ ବିଶ୍ୱାସ୍ ଦହକାଦାଇଙ୍ଗ୍ ।
8 ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ୍ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି, କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି, ସେ ସମସ୍ତଙ୍କୁ ଦେବେ।
୮ଆଡଃ ନାହାଁଃ ଆଇଁୟାଃ ନାଙ୍ଗ୍ ଧାର୍ମାନ୍ ମୁକୁଟ୍ ଦହାକାନା, ଏନା ଏନ୍ ମାରାଙ୍ଗ୍ ହୁଲାଙ୍ଗ୍ରେ ଧାରାମ୍ତେ ବିଚାର୍ତାନ୍ ପ୍ରାଭୁ ଆଇଙ୍ଗ୍କେ ଏମାଇୟାଁ ଆଡଃ ଆଇଙ୍ଗ୍କେ ଏସ୍କାର୍ କା ମେନ୍ଦ ଆୟାଃ ହିନିଜୁଃକେ ଦୁଲାଡ଼୍ତେ ତାଙ୍ଗିକାଦ୍ ସବେନ୍କକେ ଏମାକଆ ।
9 ଶୀଘ୍ର ମୋ ନିକଟକୁ ଆସିବାକୁ ଚେଷ୍ଟା କର;
୯ଆଇଁୟାଃତାଃତେ ଜାଲ୍ଦି ହିଜୁଃ ନାଗେନ୍ତେ ସେକାଡ଼ଃମେ ।
10 କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀ ସହରକୁ ଯାଇଅଛି କ୍ରେସ୍କେନସ୍ ଗାଲାତୀୟ ଅଞ୍ଚଳକୁ ଓ ତୀତସ ଦଲ୍ମତିଆ ଅଞ୍ଚଳକୁ ଯାଇଅଛନ୍ତି। (aiōn )
୧୦ଚିୟାଃଚି ଦିମା ନାହାଁଃରାଃ ନେ ଅତେଦିଶୁମ୍କେ ଦୁଲାଡ଼୍କେଦ୍ତେ ଆଇଙ୍ଗ୍କେ ବାଗିକେଦିୟାଁ ଆଡଃ ଥେସ୍ଲନିକାତେ ସେନଃକାନା । କ୍ରେସ୍କେନ୍ସ୍, ଗାଲାତିୟତେ ଆଡଃ ତିତସ୍, ଡାଲ୍ମାତିଆତେ ସେନଃୟାନା । (aiōn )
11 କେବଳ ଲୂକ ମୋ ସହିତ ଅଛନ୍ତି। ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ।
୧୧ଲୁକ୍ ଏସ୍କାର୍ ଆଇଁୟାଃଲଃ ମେନାଇୟା । ମାର୍କକେ ଆମାଃଲଃ ଆଉୱିମେ, ଚିୟାଃଚି ଇନିଃଦ ଆଇଁୟାଃ ସେୱା କାମିରେ ଦେଙ୍ଗା ଦାଡ଼ିୟା ।
12 ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି।
୧୨ଆଇଙ୍ଗ୍ ତୁଖିକ୍କେ ଏଫିସୁସ୍ତେଇଙ୍ଗ୍ କୁଲ୍କିୟା ।
13 ତ୍ରୋୟା ସହରରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ।
୧୩ତ୍ରୋୟାସ୍ ସାହାର୍ରେ ଆଇଙ୍ଗ୍ କାର୍ପସ୍ତାଃରେ ବାଗିକାଦ୍ ଲିଜାଃ ଆଡଃ ପୁଥିକହଗି ଆଉତର୍ସାଏମେ, ବିଶେଷ୍କେଦ୍ତେ ଉହୁର୍ତେ ବାଇୟାକାନ୍ତେୟାଃକେ ଆଉୱେମେ ।
14 କଂସାରି ଆଲେକ୍ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାକୁ ପ୍ରତିଫଳ ଦେବେ;
୧୪ଆଲେକ୍ଜାଣ୍ଡାର୍ କାଁସାରି ଆଇଁୟାଃ ପୁରାଃ ଏତ୍କାନାଃ ରିକାକାଦାଏ, ପ୍ରାଭୁ ଇନିୟାଃ କାମିଲେକା ନାଲା ଏମାଇୟାଏ ।
15 ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା।
୧୫ଆମ୍ହ ଇନିଃତାଃଏତେ ଚିର୍ଗାଲାକାନ୍ ତାଇନ୍ମେ, ଚିୟାଃଚି ଇନିଃଦ ଆବୁଆଃ କାଜିକ ପୁରାଃତେ କା ଆୟୁମ୍ତାନ୍ଲଃ କାଜିଛେକାଦ୍ ତାଇକେନାଏ ।
16 ମୋହର ବିଚାରର ପ୍ରଥମ ଶୁଣାଣି ବେଳେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ।
୧୬ଆଇଁୟାଃ ପାହିଲା ଇଝାର୍ ଇମ୍ତା ଜେତାଏ ଆଇଙ୍ଗ୍କେ କାକ ଦେଙ୍ଗାକେଦିୟାଁ, ଆଡଃ ସବେନ୍କ ବାଗିକେଦିୟାଁ । ପାର୍ମେଶ୍ୱାର୍ ଇନ୍କୁଆଃ ନେ ଗୁହ୍ନାଁ ଆଲକାଏ ଲେକାଏକା ।
17 କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ୍ କଲେ, ପୁଣି, ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋ ଦ୍ୱାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇପାରେ ଓ ଅଣଯିହୁଦୀ ସମସ୍ତେ ତାହା ଶୁଣି ପାରନ୍ତି;
୧୭ମେନ୍ଦ ପ୍ରାଭୁ ଆଇଁୟାଃସାଃରେ ତିଙ୍ଗୁକେଦ୍ତେ ପେଡ଼େଃ ଏମାଦିୟାଁଏ, ଆଡଃ ଆଇଙ୍ଗ୍ କୁଲାତାଃଏତେ ବାଞ୍ଚାଅୟାନାଇଙ୍ଗ୍, ଜେ'ଲେକାଚି ଆଇଁୟାଃ ହରାତେ ସୁକୁକାଜି ପୁରାଃଗି ଉଦୁବ୍ ଦାଡ଼ିୟଃଆ ଆଡଃ ସବେନ୍ ସାଅଁସାର୍କ ଏନା ଆୟୁମ୍ ଦାଡ଼ିୟାକ ।
18 ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍। (aiōn )
୧୮ପ୍ରାଭୁ ଆଇଙ୍ଗ୍କେ ସବେନ୍ ଏତ୍କାନ୍ କାମିକଏତେ ବାଞ୍ଚାଅକେଦ୍ତେ ଟୁଣ୍ଡୁରେ ଆୟାଃ ସିର୍ମା ରାଇଜ୍ତେ ବୁଗିଲେକାତେ ଇଦିୟାଁ । ଇନିୟାଃ ମାନାରାଙ୍ଗ୍ ଜାନାଅ ଜାନାଅ ଜାକେଦ୍ ହବାଅଃକା! ଆମେନ୍ । (aiōn )
19 ପ୍ରୀସ୍କା ଓ ଆକ୍ୱିଲା ପୁଣି, ଅନୀସିଫରଙ୍କ ପରିବାରକୁ ମୋହର ନମସ୍କାର ଜଣାଅ।
୧୯ପ୍ରିସ୍କିଲା, ଆକ୍ୱିଲା ଆଡଃ ଅନିସିଫର୍ଆଃ ଅଡ଼ାଃରେନ୍କକେ ଆଇଁୟାଃ ଜହାର୍ ଉଦୁବାକମେ ।
20 ଏରାଷ୍ଟ କରିନ୍ଥ ସହରରେ ରହିଅଛନ୍ତି, କିନ୍ତୁ ତ୍ରଫିମ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତ ସହରରେ ଛାଡ଼ିଦେଇ ଆସିଅଛି।
୨୦ଏରାଷ୍ଟ କରିନ୍ଥିୟରେ ତାଇନ୍ୟାନାଏ । ମେନ୍ଦ ତ୍ରଫିମ୍ରାଃ ହଡ଼୍ମ ବେଶ୍ କା ତାଇନ୍ ହରାତେ ଆଇଙ୍ଗ୍ ଇନିଃକେ ମିଲିତସ୍ରେ ବାଗିକେଦ୍ତେଇଙ୍ଗ୍ ହିଜୁଃୟାନା ।
21 ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଚେଷ୍ଟା କର। ଇଉବୁଲ୍, ପୁଦେନସ୍, ଲିନ କ୍ଲୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
୨୧ରାବାଙ୍ଗ୍ ସାହା ସିଦାରେ ହିଜୁଃନାଙ୍ଗ୍ ସେକାଡ଼େନ୍ମେ । ଇଉବୁଲ୍, ପୁଦେନସ୍, ଲାଇନାସ୍, କ୍ଲାଉଦିଆ ଆଡଃ ସବେନ୍ ବିଶ୍ୱାସୀ ହାଗା ମିଶିକ ଆମ୍କେ ଜହାର୍ ଆଡଃ ଇଶୁସାଏ କାଜିକୁଲ୍କାଦାକ ।
22 ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ।
୨୨ପ୍ରାଭୁ ଆମାଃ ଆତ୍ମାଲଃ ତାଇନ୍କାଏ । ଆପେ ସବେନ୍କଲଃ ସାୟାଦ୍ ହବାଅଃକା ।