< ୨ ତୀମଥି 1 >

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,
ମୁୟ୍‌ଁ ପାଉଲ୍‌ କ୍ରିସ୍ଟ ଜିସୁର୍‌ତଃୟ୍‌ ରିଲାର୍‌ ଜିବନାର୍‌ ସଃୟ୍‌ତ୍‌ ହଃର୍କାରେ ଇସ୍ୱରାର୍‌ ଇଚାୟ୍‌ କ୍ରିସ୍ଟ ଜିସୁର୍‌ ଗଟ୍‌ ପେରିତ୍‌ ।
2 ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
ମର୍‌ ଲାଡାର୍‌ ହଅ ତିମତିର୍‌ ହାକ୍‌ ଇ ଚିଟି ଲେକୁଲେ; ଉବା ଇସ୍ୱର୍‌ ଆର୍‌ ଅଃମିମଃନାର୍‌ ମାପ୍ରୁ କ୍ରିସ୍ଟର୍‌ ତଃୟହୁଣି ଦଃୟା ଆର୍‌ ସୁସ୍ତା ତର୍‌ ଉହ୍ରେ ଅଃଉଅ ।
3 ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;
ମର୍‌ ଦାଦିବାବୁମଃନାର୍‌ ହର୍‌ ନିର୍ମୁଳ୍‌ ମଃନେ ମୁୟ୍‌ଁ ଜୁୟ୍‌ ଇସ୍ୱର୍‌କେ ହୁଜା କଃରୁଲେ, ଦିନ୍ ରାତି ମର୍‌ ପାର୍ତନାୟ୍‌ ସଃବୁବଃଳ୍‌ ତର୍‌ ନାଉଁ ଦଃରି ଇସ୍ୱର୍‌କେ ଜୁଆର୍‌ କଃରୁଲେ ।
4 ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକାନ୍ତ ଇଚ୍ଛା କରୁଅଛି;
ମୁୟ୍‌ଁ ଜଃନ୍‌କଃରି ସଃର୍ଦାୟ୍‌ ହୁରା ଅୟ୍‌ନ୍ଦ୍, ଇତାର୍‌ ଗିନେ ତର୍‌ ଆସୁ ଏତାୟ୍‌ କଃରି ତକ୍‌ ଦଃକୁକେ ଅଃନାୟ୍‌ ମଃନ୍‌ କଃରୁଲେ ।
5 କାରଣ ଯେଉଁ ନିଷ୍କପଟ ବିଶ୍ୱାସ ତୁମ୍ଭର ଜେଜେମା ଲୋୟି ଓ ତୁମ୍ଭର ମାଆ ଇଉନୀକୀଙ୍କଠାରେ ଥିଲା, ପୁଣି, ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ୱାସ, ତୁମ୍ଭର ସେହି ନିଷ୍କପଟ ବିଶ୍ୱାସ ବିଷୟରେ ମୁଁ ଖବର ପାଇଅଛି।
କାୟ୍‌ତାକ୍‌ ବଃଲେକ୍‌ ଜୁୟ୍‌ ନିର୍‌ମାୟ୍‌ ବିସ୍ୱାସେ ତର୍‌ ଆୟ୍‌ଦି ଇଉନିକି ଆର୍‌ ବୁଡିନାନା ଲଇ ତଃୟ୍‌ ରିଲି, ଆର୍‌ ତର୍‌ତଃୟ୍‌ ହେଁ ଆଚେ ବଃଲି ମର୍‌ ବେସି ବିସ୍ୱାସ୍‌, ତର୍‌ ସେ ନିର୍ମାୟା ବିସ୍ୱାସ୍‌ କଃତା ମୁୟ୍‌ଁ ସୁଣି ଆଚି ।
6 ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ବରଙ୍କ ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନର୍ବାର ପ୍ରଜ୍ୱଳିତ କର।
ଇତାର୍‌ ଗିନେ ମୁୟ୍‌ଁ ତକ୍‌ ଏତାୟ୍‌ ଦେଉଁଲେ ଜେ, ତର୍‌ ତଃୟ୍‌ ଇସ୍ୱରାର୍‌ ଜୁୟ୍‌ ଦଃୟାର୍‌ ବର୍‌ ଦିଆ ଅୟ୍‌ଆଚେ, ସେରି ଆରେକ୍‌ ଗଃଟ୍‌ତର୍‌ ନଃଉଁଆ କଃର୍‌ ।
7 କାରଣ ଈଶ୍ବର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି।
କାୟ୍‌ତାକ୍‌ବଃଲେକ୍‌ ଇସ୍ୱର୍‌ ଅଃମିକ୍‌ ଡିର୍‌ତା ଆତ୍ମା ନଃଦ୍‌ୟ୍‌, ମଃତର୍‌ ସଃକ୍ତି, ଲାଡ୍‌ ଆର୍‌ ନିକ ବୁଦିର୍‌ ଆତ୍ମା ଦଃୟ୍‌ ଆଚେ ।
8 ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର;
ତଃବେ ଅଃମିମଃନାର୍‌ ମାପ୍ରୁର୍‌ କଃତା ସାକିଦେତା କଃତାୟ୍‌, କି ତାର୍‌ ହାୟ୍‌ କଃୟ୍‌ଦ୍‌କଃଟୁ ମୁୟ୍‌ଁ, ମର୍‌ ଗିନେ ହେଁ ଲାଜ୍‌ ଅଃଉଅ ନାୟ୍‌ । ମଃତର୍‌ ଇସ୍ୱରାର୍‌ ସଃକ୍ତି ହଃର୍କାରେ ନିକ କବୁରାର୍‌ ଗିନେ ମର୍‌ ସଃଙ୍ଗ୍ କଃସ୍ଟ୍‌ ସଃମ୍ବାଳା ।
9 ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, (aiōnios g166)
ସେ ଅଃମିମଃନ୍‌କ୍‌ ମୁକ୍ଳାୟ୍‌ ଆଚେ, ଆର୍‌ ନିର୍ମୁଳ୍‌ କୁଦାଣେ କୁଦି ଆଚେ, ଅଃମିମଃନାର୍‌ କାମ୍‌ କଃଲା ହଃର୍କାରେ ସେ ନଃକେରେ, ମଃତର୍‌ ତାର୍‌ ସଃୟ୍‌ତ୍‌ ଆର୍‌ ଦଃୟା ହଃର୍କାରେ କଃରିଆଚେ । ସେ ଦଃୟା ଜୁଗ୍ ଆରୁମାର୍‌ ହୁର୍ବେ ହୁଣି ଜିସୁ କ୍ରିସ୍ଟର୍‌ ତଃୟ୍‌ ଅଃମିମଃନ୍‌କ୍‌ ଦିଆ ଅୟ୍‌ରିଲି । (aiōnios g166)
10 କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;
ମଃତର୍‌ ଅଃବେ ଅଃମିମଃନ୍‌କ୍‌ ମୁକ୍ଳାଉତା ଲକ୍‌ କ୍ରିସ୍ଟ ଜିସୁର୍‌ ଜଃଲମ୍‌ ଅୟ୍‌ଲାକ୍‌ ଇ ସଃବୁ ଜାଣା ହଃଳିଆଚେ; ସେ ମଃର୍ନାର୍‌ ସକ୍ତିକେ ନଃସ୍ଟ୍‌ କଃଲା ଆଚେ ଆର୍‌ ନିକ କବୁର୍‌ ତଃୟ୍‌ ଜିବନ୍ ଆର୍‌ ନଃମେର୍ତାର୍‌ ଉଜାଳ୍‌ ଜାଣାୟ୍‌ ଆଚେ ।
11 ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି।
ସେ ନିକ କବୁରାର୍‌ ପର୍ଚାର୍‌ କଃରୁକେ, ଇସ୍ୱର୍‌ ମକ୍‌ ଗଟେକ୍‌ ପେରିତ୍‌ ଚେଲା ଆର୍‌ ଗୁରୁହର୍‌ ବାଚି ଆଚେ ।
12 ଏହି କାରଣ ଯୋଗୁଁ ମୁଁ ଏହିସବୁ ମଧ୍ୟ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି।
ଇତାର୍‌ ଗିନେ ହେଁ ମୁୟ୍‌ଁ ଇ ସଃବୁ ଦୁକ୍‌ ବୟ୍‌ଗ କଃରୁଲେ; ଅୟ୍‌ଲେକ୍‌ ହେଁ ଲାଜ୍‌ ନଃକେରି, କାୟ୍‌ତାକ୍‌ବଃଲେକ୍‌ ଜାର୍‌ତଃୟ୍‌ ମୁୟ୍‌ଁ ବିସ୍ୱାସ କଃରିଆଚି, ତାକେ ମୁୟ୍‌ଁ ଜାଣି, ଆର୍‌ ମୁୟ୍‌ଁ ତାର୍‌ ଆତେ ଜାୟ୍‌ରି ସଃହ୍ରିଆଚି, ସେରି ବଃଡ୍ ବିଚାର୍‌ ଦିନ୍ ହଃତେକ୍‌ ଦଃରିରେଉଁକ୍‌ ତାର୍‌ ସଃକ୍ତି ଆଚେ, ଇରି ମୁୟ୍‌ଁ ସଃତ୍‌କଃରି ବିସ୍ୱାସ୍‌ କଃରୁଲେ ।
13 ମୋʼଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ।
ମର୍‌ତଃୟ୍‌ହୁଣି ଜୁୟ୍‌ ସବୁ ଉହ୍‌କାର୍‌ କଃତା ସୁଣି ଆଚାସ୍‌, କ୍ରିସ୍ଟ ଜିସୁର୍‌ କଃତା ବିସ୍ୱାସ୍‌ ଆର୍‌ ଲାଡେ ନିକକଃରି ସେରି ଦଃରିରେ ।
14 ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର,
ତର୍‌ ଆତେ ଜୁୟ୍‌ ବଃଡ୍ ନିକ ବିସୟ୍‌ମଃନ୍ ଦିଆ ଅୟ୍‌ଆଚେ, ସେରି ଅଃମିମଃନାର୍‌ ତଃୟ୍‌ ବାସାକ୍‌ର୍ତା ପବିତ୍ର ଆତ୍ମାର୍‌ ସଃକ୍ତିୟେ ସଃଙ୍ଗାଉଆ ।
15 ଏସିଆ ଅଞ୍ଚଳର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ।
ଆସିଆର୍‌ ସଃବୁଲକ୍‌ ମକ୍‌ ଚାଡ୍‌ଲାୟ୍‌ ଆଚ୍‌ତି, ଇରି ତୁୟ୍‌ ଜାଣିଆଚ୍‌ସି; ପୁଗେଲ୍‌ ଆର୍‌ ହର୍ମଗେନା ସେମଃନାର୍‌ ବିତ୍ରେ ଆଚ୍‌ତି ।
16 ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା ଦେଇଅଛନ୍ତି, ପୁଣି, ମୋହର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି,
ଅନିସିପରାର୍‌ ଗଃର୍‌ କୁଟୁମଃକ୍‌ ମାପ୍ରୁ ଦଃୟା କଃର, ବଃଲେକ୍‌ ସେମଃନ୍ ଗାଦେକ୍‌ ତର୍‌ ଆସି ମର୍‌ ଦୁକ୍‌ ହାସ୍ରାୟ୍‌ ଆଚ୍‌ତି, ଆରେକ୍‌ ମୁୟ୍‌ଁ ଆତ୍‌ଦଃଣ୍ଡା ହିନ୍ଦ୍‌ଲା କଃତାୟ୍‌ ହେଁ ସେମଃନ୍ ଲାଜ୍‌ ନଃଉତି ।
17 ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ,
ମଃତର୍‌ ସେ ରମିଅ ଗଃଳେ ହଚ୍‌ଲା ଦାହ୍ରେ ମକେ ଜଃତୁନେ ଲଳି ମର୍‌ ସଃଙ୍ଗ୍ ବେଟ୍‌ ଅୟ୍‌ଲା ।
18 ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ, ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ।
ବଃଡ୍‌ ବିଚାର୍‌ ଦିନ୍ ସେ ଜଃନ୍‌କଃରି ମାପ୍ରୁର୍‌ ଦଃୟା ହାୟ୍‌ଦ୍‌, ଇରି ମାପ୍ରୁ ତାକେ ଦଃୟା କଃର, ଆର୍‌ ଏପିସିଏ ସେ କଃନ୍‌କଃରି ବୁତେକ୍‌ ଜଃତୁନ୍‌ କଃରିଆଚେ, ସେରି ତୁମି ନିକକଃରି ଜାଣିଆଚାସ୍‌ ।

< ୨ ତୀମଥି 1 >