< ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3 >

1 ଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେଉଁରୂପେ ବ୍ୟାପିଅଛି, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ,
ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ ମା କାଜିଂ ପାର୍ତାନା କିୟାଟ୍‌, ଇନେସ୍‌ ମାପ୍ରୁତି କାତା ମି ବିତ୍ରେ ଇନେସ୍‌ ଲାକେ, ହେ ଲାକେ ନିତ୍ରେ ବେଗି ମେଙ୍ଗ୍‍ଜି ଜାଜ୍‌ମାଲ୍‌ ପାୟାନାଦେର୍‌,
2 ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ।
ଆରେ, ଇନେସ୍‌ ଆସେଙ୍ଗ୍‌ ବାବି କିୱି ଲକୁ ଆରି ଚାପ୍କାର୍‍ତାଂ ରାକ୍ୟା ପାୟାନାସ୍‍, ଇନାକିଦେଂକି ୱିଜ଼ାକାର୍ତି ପାର୍ତି ହିଲୁତ୍‌ ।
3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ।
ମତର୍‌ ମାପ୍ରୁ ପାର୍ତି କିନାନ୍‌, ହେୱାନ୍‌ ମିଙ୍ଗେଙ୍ଗ୍‌ ତିର୍‌ କିଜ଼ି ସୟ୍‌ତାନ୍‌ତାଂ ରାକ୍ୟା କିଦ୍‌ନାନ୍‌ ।
4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ।
ଆସେଙ୍ଗ୍‌ ଇମ୍‌ଣି ସବୁ ବଲ୍‌ ହିତ୍‌ତାନ୍‌, ହେ ୱିଜ଼ୁ ଜେ ଏପେଙ୍ଗ୍‌ କିନାଦେରା ଆରି କିନାଦେର୍‌, ଇଦାଂ ମି ବିତ୍ରେ ମାପ୍ରୁତାକେ ମା ବାର୍ସି ।
5 ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାନ୍ତୁ।
ଆରେ ମାପ୍ରୁ ମି ମାନ୍‌ତିଂ ଇସ୍ୱର୍‌ତି ଜିଉନନାକା ଆରି କ୍ରିସ୍ଟତି ସାସ୍‍ଲାକେ ହାଜ଼ିତ ହାଞ୍ଜେଙ୍ଗ୍‌ କିୟ୍‍କିଏନ୍ ।
6 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର।
ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ ମା ମାପ୍ରୁ ଜିସୁ କ୍ରିସ୍ଟତି ତର୍‌ଦ ଆପେଂ ମିଙ୍ଗେଙ୍ଗ୍‌ ଇ ବଲ୍‌ ହିଦ୍‌ନାପା, ଇମ୍‍ଣାକାର୍‍ପା ଟଣ୍ଡେନ୍‌ ମା ତାଙ୍ଗ୍‌ ପାୟାତି ହିକ୍ୟା ଇସାପ୍‍ରେ ଚିନ୍ତା କିୱାଦାଙ୍ଗ୍‌ ଆଡ଼୍‌ସିୟା ଚିନ୍ତା କିନାନ୍‌, ତା ତାକେଣ୍ଡାଂ ଜାର୍‌ ଜାର୍‌ତିଂ ବିନେ କିୟାଟ୍‌ ।
7 କାରଣ କିପରି ଆମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ,
ଇନାକିଦେଂକି ଇନେସ୍‌ ମାଙ୍ଗ୍‌ ପାଚେହାଲ୍‍ଜି ମିଦାଂ ଆନାତ୍‌, ହେଦାଂ ଏପେଙ୍ଗ୍‌ ନିଜେ ପୁନାଦେରା; ଲାଗିଂ ଆସେଙ୍ଗ୍‌ ମି ବିତ୍ରେ ଆଡ଼୍‌ସିୟା ଚିନ୍ତା କିୱାଦାଂ ମାଚାପ୍‍,
8 କିଅବା ବିନାମୂଲ୍ୟରେ କାହାରି ଖାଦ୍ୟ ଖାଇ ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାର ଭାର ସ୍ୱରୂପ ନ ହେବା ପାଇଁ ପରିଶ୍ରମ ଓ କଷ୍ଟ ସହିତ ଦିନରାତି କାମ କରିଥିଲୁ;
କି ମଲ୍‍ହିଲ୍‍ୱାଦାଂ ଇନେର୍‌ତି ଆରାଣ୍‌ ତିନ୍‌ୱାଦାଂ ମାଚାପ୍‍ ଲାଗିଂ ମି ବିତ୍ରେ ଇନେର୍‌ତି ବଜ୍‍ଲାକେ ଆୱିକାଜିଂ ବେସିକସ୍ଟ ଆରି ଦୁକ୍‌ ହୁଦାଂ ୱେଡ଼ାନାଣା କାମାୟ୍‌ କିଜ଼ି ମାଚାପ୍‍;
9 ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ।
ମି ତାଙ୍ଗ୍ ଅଲପ୍‍ ଅନାକା ଜେ ମା ଆଦିକାର୍‌ ହିଲୁତ୍‌, ହେଦାଂ ଆକାୟ୍‌, ମତର୍‌ ଇନେସ୍‌ ଏପେଙ୍ଗ୍‌ ମା ପାଚେ ୱାଡୁ; ଇଦାଂ କାଜିଂ ଆପେଂ ମି ଲାଗେ ଜାର୍‌ ଜାର୍‌ତିଂ ହାର୍‌ କିଜ଼ି ଚଚ୍‍ଚେଦେଂ କାଜିଂ ହେ ଲାକେ କିତାପ୍ ।
10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ।
ଇନାକିଦେଂକି ମି ଲାହାଂ ମାନିହିଂ ନେ ଆପେଂ ମିଙ୍ଗେଙ୍ଗ୍‌ ଇ ବଲ୍‌ ହିତ୍‍ତାପ୍, “ଇମ୍‌ଣାକାନ୍‌ କାମାୟ୍‌ କିଦେଙ୍ଗ୍‌ ମାନ୍‌ କିଉନ୍‌, ହେୱାନ୍‌ ତିଞ୍ଜେଙ୍ଗ୍‍ ପା କାମେନ୍‍ ।
11 ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟର ଜୀବନ କାଟୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ।
ଲାଗିଂ ମି ବିତ୍ରେ ଇନେର୍‌ ଇନେର୍‌ ଆଡ଼୍‌ସାୟ୍‌ ଚିନ୍ତା କିନାରା ଆରି ଇମ୍‌ଣାକା କାମାୟ୍‌ ଦୁକ୍‌ହିନାକା ବିପ୍ତି ଆନାରା ଇଞ୍ଜି ଆପେଂ ୱେନାପା ।
12 ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ।
ଇ ବାନି ମାନାୟାରିଂ ସୁସ୍ତା ବାବ୍ରେ କାମାୟ୍‌ କିଜ଼ି ଜାର୍‌ ଜାର୍‌ତିଂ ଆରାଣ୍‌ ତିଞ୍ଜେଙ୍ଗ୍‌ ଆପେଂ ମାପ୍ରୁ ଜିସୁ କ୍ରିସ୍ଟତି ତର୍‌ଦ ବଲ୍‌ ଆରି ଗୱାରି ଚେତ୍‌ନା ହିଦ୍‌ନାପା ।
13 କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଳାନ୍ତ ହୁଅ ନାହିଁ।
ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ ହାତ୍‌ପା କାମାୟ୍‌ କିନିତାକେ ଏପେଙ୍ଗ୍‌ ୱାହ୍‌ମାଟ୍‌ ।
14 ଆଉ ଯଦି କେହି ଏହି ପତ୍ରରେ ଲେଖାଯାଇଥିବା ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି, ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ପର୍କ ରଖ ନାହିଁ;
ଆରେ ଏଚେକାଡ଼୍‌ଦ ଇନେର୍‌ ଇ ଚିଟିତ ଲେକିକିତି ମା କାବୁର୍‌ ମାନିକିଉନ୍‌, ୱାଟିଙ୍ଗ୍‌ ହେ ଲଗାଂ ଚିନି କିଜ଼ି ଇଟାଟ୍‌, ଆରେ ହେୱାନ୍‌ ଇନେସ୍‌ ଲାଜ୍‌ କୁଗାନାନ୍‌, ଇଦାଂ କାଜିଂ ତା ଲାହାଙ୍ଗ୍‌ ମେହାମାଟ୍‌;
15 ତଥାପି ତାହାକୁ ଶତ୍ରୁ ବୋଲି ଭାବ ନାହିଁ, ମାତ୍ର ତାହାକୁ ଭାଇ ବୋଲି ଭାବି ସତର୍କ କରାଅ।
ଆତିସ୍‌ପା ତାଙ୍ଗେଙ୍ଗ୍‌ ସାତ୍ରୁ ଇଞ୍ଜି ବାବି କିମାଟ୍‌, ମତର୍‌ ତାଙ୍ଗ୍‌ ଟଣ୍ଡେନ୍‌ ଇଞ୍ଜି ବାବି କିଜ଼ି ଚେତ୍‌ନା ହିୟାଟ୍‌ ।”
16 ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ। ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ।
ସୁସ୍ତାହିଦ୍‌ନି ମାପ୍ରୁ ନିଜେ ମିଙ୍ଗେଙ୍ଗ୍‌ ନିତ୍ରେ ଆରି ସବୁ ବାନି ସୁସ୍ତା ହିଦେନ୍‌ । ମାପ୍ରୁ ମି ୱିଜ଼ାଦେରିଂ ଆୟେତ୍‌ ।
17 ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନସ୍ୱରୂପ, ମୁଁ ଏହିପରି ଲେଖେ।
ଆନ୍‌ “ପାଉଲ୍‌ ନା ନିଜେ କେଇଦ ଲେକିକିଜ଼ି ଜୁୱାର୍‌ ଜାଣାୟ୍‌କିଦ୍‌ନାଙ୍ଗା; ୱିଜ଼ୁ ଚିଟିତ ଇଦାଂ ଚିନ୍‌ ଲାକେ, ଆନ୍‌ ଇଦାଂ ଲେକିକିତାଂନା ।
18 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
ମା ମାପ୍ରୁ ଜିସୁ କ୍ରିସ୍ଟତି ଦୟା ମି ୱିଜ଼ାଦେର୍‌ ଲାହାଂ ଆଏତ୍‌ ।”

< ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3 >