< ୨ ପିତର 3 >
1 ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି।
ମୈତର୍ଇଂ ପେଡାଗ୍ରା ଗୁଆର୍ନେ ଏନ୍ ନେଂନେ ମ୍ବାକ୍ଲିଗ୍ ଉଲିଆ । ନେଂ ଆପେକେ ଗୁଗୁଆର୍ଣ୍ତିଂ । ଆପେକେ ଉଡ଼ିକ୍ଲିଗ୍ ବିସୟ୍ ମନେ ପବିତ୍ର ଚିନ୍ତା ଏତେ ବିଃ ନ୍ସା ନେଂ ମ୍ବାକ୍ଲିଗ୍ ଉଲିଆ ଗୁଆର୍ଣ୍ତିଂକେ ।
2 ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ୱାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି, ତୁମ୍ଭମାନଙ୍କ ପ୍ରେରିତମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥିନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହିସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି।
ଗ୍ଲୋଏ ଅଃସେ ପବିତ୍ର ବାବବାଦିଇଂ ଆଣ୍ତିନେ ସାପା ବାବବାଦି ଆତର୍ସା ବଆର୍ଗେ ଆରି ଉଦାର୍କର୍ତା ମାପ୍ରୁନେ ଆଣ୍ତିନେସାପା ସାମୁଆଁ ଆପେକେ ବେକ୍ନେ ସିସ୍ଇଂ ବିଃବଆର୍କେ ଆତେନ୍ ଆପେକେ ମନେ ତ୍ଲାଗ୍ ନ୍ସା ନେଂନେ ଇକ୍ଚା ।
3 ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,
ସିସେ ପେଇଂ ମ୍ୟାଲେଃନେ ଦର୍କାର୍ ଜେ ଏନ୍ ଇଡ଼ିଂଡାମୁଏଃନେ ଉଡ଼ିକ୍ଲିଗ୍ ଚାଃ ନିଜର୍ ଇକ୍ଚାରେ ଦଦିଆ କାମ୍ ଡିଂଚେ ବ୍ରୁଆଡିକେଃଏ ।
4 ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃ-ପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି।
ମେଇଂ ଆପେକେ ଗିନ୍ ଡିଂଚେ ସାଲ୍ୟାଃକୁଆର୍ଏ “ମେଃ ପାଂଏ ଡାଗ୍ଚେ ପର୍ମାନ୍ ଡିଂମ୍ବଗେ ଣ୍ତୁଲେଃ? ମେଃ ଏକେ ଆଣ୍ତିଡାଗ୍ରା? ନେନେ ଅଃସେନେ ଆବାଇଂ ଗୁଏଃଲେଆର୍କେ । ଡାଗ୍ଲା ଦର୍ତନି ଉବ୍ଜେକ୍ନେ ମୁଲେବାନ୍ ଆଣ୍ତିନେ ଡିରକମ୍ ଲେଃଗେ ଏଃକେ ଣ୍ତିଗ୍ ସାପା ତ ଦେତ୍ରକମ୍ ଲେଃକେ!”
5 ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ବରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା,
ମେଇଂ ମ୍ୟାଃଚେଂଚେ ଆବଃବିଆର୍ଏ ଜେ ଅଃସେ ଇସ୍ପର୍ ବାସଂବିଃକେ ଆରି କିତଂଇନି ଆରି ଦର୍ତନି ଉବ୍ଜେ ୱେଗେ! ଦର୍ତନି ଣ୍ତିଆବାନ୍ ଆରି ଣ୍ତିଆ ନ୍ସା ଦର୍ତନିକେ ଉବ୍ଜେକେ;
6 ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
ଆତାନ୍ ବାୱିର୍ ଦର୍ତନି ମେସୁଃଆ ୱେଗୁର୍ ବ୍ରୁଆଣ୍ତିଆ ଏତେ ବୁଡ଼େ ଡିଂୱେଗେ ।
7 ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି।
ଡାଗ୍ଲା ଏକେ ଆଣ୍ତିନେ କିତଂଇନି ଆରି ଦର୍ତନି ଲେଃକେ ଆତାନ୍ ଇସ୍ପର୍ନେ ଅନୁସାରେ ବାସଙ୍ଗ୍ ନ୍ସା ସୁଆଡାଗ୍ରା ଦଂସ ଡିଂନେ ନ୍ସା ବକେ । ଆଣ୍ତିନେ କାଲା ଅଦର୍ମଣ୍ତ୍ରେଇଂ ବିଚାର୍ ଡିଂଚେ ବୁଡ଼େ ୱେଆର୍ଏ ଆତାନ୍ କାଲା ଜାକ ଆତାନ୍ ନିମାଣ୍ତା ଡିଂ ଲେଃଏ ।
8 କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ।
ମାତର୍ ଅ ମୈତର୍ଇଂ ମୁଇଂ ବିସୟ୍ ଆଆବଃଗେପା । ଇସ୍ପର୍ ନ୍ସା ମେସୁଃଆ ଅଜାର୍ ମୁଆଁ ସୁଗୁଆ ଆରି ଅଜାର୍ ମୁଆଁ ମେସୁଃଆ ସୁଗୁଆ ।
9 ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ-ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି।
ମାପ୍ରୁ ମେଁନେ ପାର୍ମାନ୍ ପୁରନ୍ ଆଃଡିଂନେ ନ୍ସା ଆରାଃତଙ୍ଗାର୍ ଣ୍ଡୁ, ଜଦି ଉଡ଼ିରୁଆ ଆକେନ୍କେ ତଙ୍ଗାର୍ଗେ ଡାଗ୍ଚେ ଏତେ ଆର୍ଏ । ଣ୍ଡୁଲା ମାପ୍ରୁ ପେନେ ଆଡ଼ାତ୍ରା ଜାବର୍ ସାମ୍ବାଲେ ଡିଂକେ । ମେଁ ଆଚାଏଁକେ ଣ୍ଡୁ ଜେ ଜାଡିଗ୍ ମୁଇଂଡା ଡିଗ୍ ବିନାସ୍ ଆଡିଂଲେଃ । ସାପାରେ ନିଜର୍ ନିଜର୍ ପାପ୍ବାନ୍ ଆଣ୍ଡେଆର୍ଏ, ଆକେନ୍ ମେଁନେ ଇକ୍ଚା ।
10 ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ।
ଡାଗ୍ଲା ମାପ୍ରୁନେ ଦିନ୍ ଡଙ୍ଗାରେ ସୁଗୁଆ ପାଂଏ । ଆତାନ୍ କ୍ଲା ମୁଇଂ ଲେଃଗା ଲେଃଏ ଗର୍ଜେଚେ କିତଂଇନି ତାଂକିଗ୍ୱେଏ । କିତଂଇନିନେ ଗ୍ରଅ ଚାଙ୍କୁଆଇଂ ମେଃ ମେଃନେ ଗିଃ ୱେଚେ ଦଂସ ଡିଂୱେଏ । ଦର୍ତନିନେ ମେଃନେ ସାପା ଜିନିସ୍ ବଃଚାଃୱେଏ ।
11 ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ବରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ,
ନେଂ ମ୍ବାସଙ୍ଗ୍କେ ସୁଗୁଆ ଡେକ୍ରକମ୍ ସାପା ବୁଡ଼େ ୱେଏ । ତେଲାଲେଃ ପେଇଂ ଡିରକମ୍ ରେମୁଆଁ ଡିଂନେ ଦର୍କାର୍? ପେଇଂ ପବିତ୍ର ବ୍ରୁଆଡିକେଃଚେ ଇସ୍ପର୍ନେ ସେବା ଡିଂନେ ଦର୍କାର୍ ।
12 ସେହି ଈଶ୍ବରଙ୍କ ନ୍ୟାୟବିଚାର ଦିନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭେମାନେ ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ।
ପେଇଂ ମାପ୍ରୁନେ ଦିନ୍ ପାଂ ନ୍ସା ପେ ଉର୍ ଲେଃନେ ଦର୍କାର୍ । ଆତାନ୍ କାଲା ପାଙ୍ଗ୍ଲା ସୁଆ ଏତେ କିତଂଇନି ଚୁର୍ମାର୍ ଡିଂ ୱେଏ ଆରି କିତଂଇନି ଲେଃକ୍ନେ ସାପା ସିସେବାନ୍ ଲେଃକ୍ନେ ଜିନିସ୍ଇଂ ତାତିରେ ଏଡ଼ିଆ ୱେଏ ।
13 ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ।
ଡାଗ୍ଲା କିତଂ ଆନେକେ ମୁଇଂ ସାମୁଆଁ ବିଃବକେ । ନେ ମେଃନେ ବାସଙ୍ଗ୍କ୍ନେ ଅନୁସାରେ ମୁଇଂ ତ୍ମି କିତଂଇନି ଆରି ତ୍ମି ଦର୍ତନିନେ ଉର୍ନେଲେଃକେ । ଆତେନ୍ ଦାର୍ମିକ୍ଇଂନେ ବାସାନେ ଜାଗା ଡିଂଏ ।
14 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର;
ତେସାଃ ଅ ମୈତର୍ଇଂ ଏନ୍ ଗଟ୍ନା ଗଟେନେ ନ୍ସା ନେ ଉର୍ନେଲେଃକେ । ତେସାଃ ପାପ୍ ଆରି ଦସ୍ ମାଡିଂନେ ନ୍ସା ମାଲେ କଷ୍ଟ ପେଡିଂଏ । କିତଂ ଏତେ ସାନ୍ତିରେ ଲେଃ ନ୍ସା ତୁର୍ପା ।
15 ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାକୁ ଦିଆଯାଇଥିବା ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି।
ମାପ୍ରୁ ଡାଟ୍ଲେଃକେ ଡାଗ୍ଚେ ନେ ଉଦାର୍ ନେବାକେ ଏନ୍ ମନେ ବପା । କିତଂନେ ବାଲେଃକ୍ନେ ବୁଦିନେ ବପୁରେ ନେନେ ନିଜର୍ ବୟାଁ ପାଉଲ୍ ଆପେକେ ଗୁଆର୍ନେ ବେଲା ମେଃ ଆତାନ୍ ସାମୁଆଁ ବାସଂବଗେ ।
16 ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହିସବୁ ବିଷୟ ଉଲ୍ଲେଖ କରି ସେହି ପ୍ରକାରେ କହନ୍ତି; ସେହି ସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି, ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି।
ନିଜର୍ନେ ସାପା ଉଲିଆଃଇଂ ଡାଗ୍ରା ପାଉଲ୍ ଏନ୍ ସାମୁଆଁ ଗୁଆର୍ମ୍ୟାକେ । ଅଃନା ଅଃନା ପାଉଲ୍ନେ ଉଲିଆଃଡାଗ୍ରା ଉଡ଼ିକ୍ଲିଗ୍ ସାମୁଆଁ ବୁଜେ ନ୍ସା କଷ୍ଟ ଡିଂମ୍ୟାକେ । ଉଡ଼ିରୁଆ ଆତାନ୍ ସାମୁଆଁଇଂକେ ଦଦିଆ ବାବ୍ରେ ପଡ଼େମ୍ୟାଆର୍କେ । ମେଇଂ ମୁର୍କ ଆରି ବିସ୍ବାସ୍ରେ ଦୁର୍ବଲ୍ । ଆତାନ୍ ରେମୁଆଁଇଂ ବିନ୍ ସାସ୍ତର୍କେ ଣ୍ତିଗ୍ ଦଦିଆ ବୁଜେ ମ୍ୟାଃଆର୍କେ । ଡାଗ୍ଲା ଡେକ୍ରକମ୍ ଡିଂନ୍ସା ମେଇଂ ନିଜେ ବୁଡ଼େ ଡିଂଆର୍କେ ।
17 ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁ ଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୂରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ି ତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅ,
ନିମାଣ୍ତା ମୈତର୍ଇଂ ପେ ଏନ୍ ବିସୟ୍ ସିସେ ମ୍ୟାପେଲେଃକେ । ତେସାଃ ତରକ୍ ଲାଃଲାପା । ଆତାନ୍ ଦଦିଆ ରେମୁଆଁଇଂ ଡିଂଡିଂକ୍ନେ ଦଦିଆ କାମ୍ ନ୍ସା ପେ ନିଜେକେ ଡିଂନେ ଆବିଗ୍ପା ନିଜେ ନିମାଣ୍ତା ବିସ୍ବାସ୍ରେ ତର୍ବର୍ ମାଡିଂଚେ ତରକ୍ ଲାଃଲାପା ।
18 ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର, ଆମେନ୍। (aiōn )
ଡାଗ୍ଲା ନେନେ ମାପ୍ରୁ ଆରି ଆମ୍ବ୍ରଣ୍ଡ୍ରେ ଜିସୁ କିସ୍ଟନେ ବୁଦି ଆରି ଆସିର୍ବାଦ୍ରେ ମ୍ନାଃପା । ମେଃନେ ମଇମା ଏକେ ଆରି କାଲାଆଃ ନେଃଲେପା । ଦନ୍ୟବାଦ୍ । (aiōn )