< ୨ ପିତର 1 >
1 ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ କରିଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି।
ଜାଣ୍ଡେଃଇଂ ନେନେ ଇସ୍ପର୍ ଆରି ଆମ୍ବ୍ରଣ୍ଡ୍ରେ ଜିସୁ କିସ୍ଟନେ ଦରମ୍ ନ୍ସା ନେଃ ରକମ୍ ବିସ୍ବାସ୍ ସୁଗୁଆ ମାଲେ ଇନାମ୍ ବା ଲେଃଆର୍କେ ମେଇଂନେ ଡାଗ୍ରା ଜିସୁ କିସ୍ଟନେ ସେବକ ଆରି ବେକ୍ନେ ସିସ୍ ଶିମୋନ ପିତରନେ ଉଲିଆ ।
2 ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ।
ଇସ୍ପର୍ ଆରି ନେଃ ମାପ୍ରୁ ଜିସୁ କିସ୍ଟନେ ବିସୟ୍ରେ ପେନେ ବୁଦି ବାନ୍ ପୁରୁନ୍ ବାବ୍ରେ ପେନେ ଅନୁଗ୍ରଅ ଆରି ସାନ୍ତି ଡିଂଲେ ।
3 ଈଶ୍ବର ଆପଣା ଗୌରବ ଓ ସଦ୍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।
ଟିକ୍ ବାବ୍ରେ ଦରମ୍ ଜିବନ୍ କାଟେ ନ୍ସା ନେଃନେ ମେଃ ମେଃନେ ଦର୍କାର୍ ଆତେନ୍ ଇସ୍ପର୍ ନିଜର୍ ଇକ୍ଚା ବପୁରେ ଆନେକେ ଦାନ୍ ଡିଂବକେ । ଜା ନିଜର୍ ମଇମା ଆରି ଦରମ୍ନ୍ନିଆ କୁଡ଼େଃ ନ୍ସା ଆନେକେ ୱାବକେ ଆମେକେ ମ୍ୟାକ୍ନେ ବାନ୍ ନେ ଆକେନ୍ ଦାନ୍ ବାନେଲେଃକେ ।
4 ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ବରୀୟ ସ୍ୱଭାବର ସହଭାଗୀ ହୁଅ।
ଦେକ୍ରକମ୍ ମେଁ ଆନେକେ ମେଁନେ ପାର୍ମାନ୍ ଅନୁସାରେ ଜାବର୍ ମ୍ନା ଆରି ଜବର୍ ଦାନ୍ ବିଃବକେ । ଆକେନ୍ ସାପା ଦାନ୍ ଏତେ ପେଇଂ ଆକେନ୍ ମଞ୍ଚ୍ପୁର୍ନେ ବିନାସ୍ ଡିଂଣ୍ଡ୍ରେ ଦଦ୍ୟା କାମ୍ବାନ୍ ଉଦାର୍ ବାନ୍ସା ନିଜର୍ ଇକ୍ଚାରେ କୁଡ଼େଃପା ।
5 ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ଦ୍ୱାରା ସଦ୍ଗୁଣ, ସଦ୍ଗୁଣ ଦ୍ୱାରା ଜ୍ଞାନ,
ମେଇଂ ମ୍ୟାଃଚେଂଚେ ଆବଃବିଆର୍ଏ ଜେ ଅଃସେ ଇସ୍ପର୍ ବାସଙ୍ଗ୍ବିଃକେ ଆରି କିତଂଇନି ଆରି ଦର୍ତନି ଉବ୍ଜେ ୱେଗେ! ଦର୍ତନି ଣ୍ତିଆବାନ୍ ଆରି ଣ୍ତିଆ ନ୍ସା ଦର୍ତନିକେ ଉବ୍ଜେକେ;
6 ଜ୍ଞାନ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା,
ଆତାନ୍ ବାୱିର୍ ଦର୍ତନି ମେସୁଃଆ ୱେଗୁର୍ ବ୍ରୁଆଣ୍ତିଆ ଏତେ ବୁଡ଼େ ଡିଂୱେଗେ ।
7 ଧର୍ମପରାୟଣତା ଦ୍ୱାରା ଭ୍ରାତୃପ୍ରେମ, ପୁଣି, ଭ୍ରାତୃପ୍ରେମ ଦ୍ୱାରା ପ୍ରେମ ଲାଭ କର।
ଦରମ୍ କାମ୍ ଏତେ ବୟାଁ ଆଲାଦ୍ ଆରି ବୟାଁ ଆଲାଦ୍ ଏତେ ଆଲାଦ୍ ଆଃମିସୁ ନ୍ସା ନିଜେ ଚେସ୍ଟା ଡିଂପା ।
8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।
ଆକେନ୍ ସତ୍ ଗୁନ୍ଇଂ ନାନେ ଦର୍କାର୍; ଆକେନ୍ ସାପାନ୍ନିଆ ପେ ପୁରନ୍ ପେଡିଂଲା ପେ ବାଲେଃକ୍ନେ ମାପ୍ରୁ ଜିସୁ କିସ୍ଟନେ ବୁଦି ଆନାକେ ଜିବନ୍ ଆରି ଚୁଚୁ ଆଃଡିଂଚେ ବଏ ।
9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
ମାତର୍ ଆକେନ୍ ସାପା ଜାଡାଗ୍ରା ଣ୍ଡୁ, ମେଁ ସ୍ଲନେ କିକେ ମାୟାଚେ କାନା ଡିଂଲେଃକେ, ବାରି ନିଜର୍ ଅଃସେ ଡିଂବକ୍ନେ ପାପ୍ବାନ୍ ପବିତ୍ର ଡିଂନେ ସାମୁଆଁ ଆବଃ ୱେଲେଃକେ ।
10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ।
ଆତେନ୍ସା ଅ ବୟାଁଇଂ ଇସ୍ପର୍ ଜେ ଆପେକେ ୱାବକେ; ଆକେନ୍ ଚିନ୍ତାକେ କାଲାଆଃ ଆଃଲେନେ ନ୍ସା ମାଲେ ଜତନ୍ ଡିଂପା । ଡେକ୍ରକମ୍ ଡିଂଲା ପେଇଂ ଅଃନାଡିଗ୍ ନାନେ ବିସ୍ବାସ୍ବାନ୍ ଟେପ୍ଲଃ ନାଲଃଣ୍ଡୁ ।
11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। (aiōnios )
ଆକେନ୍ ଉପାୟ୍ରେ ନେ ମାପ୍ରୁ ଆରି ଆମ୍ବ୍ରଣ୍ଡ୍ରେ ଜିସୁ କିସ୍ଟନେ ମାଡାନେ ରାଜ୍ୟନିଆ ଗିଃଗାଃନେ ନ୍ସା ନାଁ ସର୍ତେ ଅଦିକାର୍ ବାପେଲେକେ । (aiōnios )
12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି।
ପେଇଂ ମାପ୍ରୁନେ ଦିନ୍ ପାଂ ନ୍ସା ପେ ସତ୍ ବାବ୍ରେ ଉର୍ ଲେଃନେ ଦର୍କାର୍ । ଆତାନ୍ କାଲା ପାଙ୍ଗ୍ଲା ସୁଆ ଏତେ କିତଂଇନି ଚୁର୍ମାର୍ ଡିଂ ୱେଏ ଆରି କିତଂଇନି ଲେଃକ୍ନେ ସାପା ସିସେବାନ୍ ଲେଃକ୍ନେ ଜିନିସ୍ଇଂ ତାତିରେ ଏଡ଼ିଆ ୱେଏ ।
13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ,
ଡାଗ୍ଲା କିତଂ ଆନେକେ ମୁଇଂ ସାମୁଆଁ ବିଃବକେ । ନେ ମେଃନେ ବାସଙ୍ଗ୍କ୍ନେ ଅନୁସାରେ ମୁଇଂ ତ୍ମି କିତଂଇନି ଆରି ତ୍ମି ଦର୍ତନିନେ ଉର୍ନେଲେଃକେ । ଆତେନ୍ ଦାର୍ମିକ୍ଇଂନେ ବାସାନେ ଜାଗା ଡିଂଏ ।
14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି।
ନେ ମାପ୍ରୁ ଜିସୁ କ୍ରିସ୍ଟନେବାନ୍ ତିଆର୍ ଡିଂକ୍ନେ ସୁଚନା ବାନେଲେଃକ୍ନେ ଅନୁସାରେ ଗିଆଃ ଆକେନ୍ ଗୁଏକ୍ନେ ଗାଗ୍ଡ଼େ ଙାନ୍ତାର୍ଏ ଡାଗ୍ଚେ ନିଂ ମ୍ୟାନ୍ଲେଃକେ ।
15 ଆଉ ମୋହର ମହାପ୍ରସ୍ଥାନ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।
ମାପ୍ରୁ ଡାଟ୍ଲେଃକେ ଡାଗ୍ଚେ ନେ ରକ୍ୟା ନେବାକେ ଏନ୍ ମନେ ବପା । ଇସ୍ପର୍ନେ ବାଲେଃକ୍ନେ ବୁଦିନେ ବପୁରେ ନେନେ ନିମାଣ୍ତା ବୟାଁ ପାଉଲ୍ ଆପେକେ ଗୁଆର୍ନେ ବେଲା ମେଃ ଆତାନ୍ ସାମୁଆଁ ବାସଂବଗେ ।
16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ।
ମାପ୍ରୁ ଜିସୁ କିସ୍ଟନେ ଗୌରବ୍ମୟ ବାର୍ମୁଇଂତର୍ ପାଙ୍ଗ୍ନେ ବିସଏରେ ଆପେକେ ଆଃମ୍ୟାନେ ନ୍ସା ନେ ଏତେକ୍ନେ ଉଃସ୍ରା ଆଡ଼ାତ୍ରା ଆସା ନେଡିଂକେ ଣ୍ଡୁ । ନେ ନିଜର୍ ମ୍ମୁଁଆଃନ୍ନିଆ ମେଁନେ ମଇମା କିକେ ନେଲେଃକେ ।
17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;
ବାରି ଉଡ଼ିବେଲା ମ୍ନାଃ ଗୌରବ୍ ବାନ୍ ମେଁ ପାକା ଆକେନ୍ ସାମୁଆଁ ଡିଂକେ, “ଏ ନେଙ୍ଗ୍ନେ ନିଜର୍ ଉଂଡେ ଆକ୍ମେଅରିଆ ନେଂନେ ଜାବର୍ ସାନ୍ତି ନ୍ଲେଃକେ” ଆତେନ୍ ବେଲା ମେଁ ଆବା ଇସ୍ପର୍ବାନ୍ ବପୁ ବାରି ଗୌରବ୍ ବାକେ ।
18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ।
ନେ ମେଁନେ ଏଃତେ ପବିତ୍ର କଣ୍ଡାନ୍ନିଆ ନେଲେଃକ୍ନେ କାଲା ନିଜେ କିତଂବାନ୍ ତାର୍କ୍ନେ ଆକେନ୍ ସାମୁଆଁ ନେଅଁକେ ।
19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।
ତେସାଃ ବାବବାଦିଇଂନେ ବାନ୍ ପର୍ଚାର୍ ଡିଂକ୍ନେ ସାମୁଆଁନ୍ନିଆ ନେନେ ବିସ୍ବାସ୍ ମାଲେ ଡାଟ୍ ଡିଂଲେଃକେ । ଆତ୍ଡାଗ୍ରା ପେଇଂ ଡିଗ୍ ମନ୍ ବିଃନେ ଦର୍କାର୍, ଡାଗ୍ଲା ଆତେନ୍ ତାଂକିଗ୍ନ୍ନିଆ ମୁଇଂ କୁପିସ ସୁଗୁଆ ଏତେଚେ ମିଡିଗ୍ ମାତାରାଃ ଜାକ ଆରି ପେନେ ଉର୍ଦେନ୍ନିଆ ତାରାଃ ବେଲାନେ ଚାଙ୍କୁଆ ମାତାର୍ନେ ଜାକ ଆତେନ୍ ଅରିଆ ମନ୍ ବିଃଲା ନିମାଣ୍ଡା ଡିଂଏ ।
20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ,
ପେଇଂ ସାରାସାରି ଅଃକେନ୍ ତ ମ୍ୟାଃଲାଲାପା ଜେ ଦର୍ମସାସ୍ତର୍ନ୍ନିଆ ଗ୍ନୁଆର୍କ୍ନେ ମୁଃଡ଼ି ବାବବାଦି ଜାଡିଗ୍ ନିଜର୍ ବୁଦିରେ ବୁଜେ ଆୟା ଣ୍ଡୁ ।
21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।
ମୁଃଡ଼ି ବାବବାଦି ଅଃନାଡିଗ୍ ରେମୁଆଁନେ ଇକ୍ଚାବାନ୍ ତାର୍ ଆଲେଃକେ ଣ୍ଡୁ, ମାତର୍ ଇସ୍ପର୍ନେ ବକ୍ତଇଂ ପବିତ୍ର ଆତ୍ମାନେ ବାନ୍ ଅଲେଙ୍ଗ୍ଡାଲିଆଚେ ବାସଙ୍ଗ୍ ବଆର୍ଗେ ।