< ୨ ଯୋହନ 1 >

1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।
ପ୍ରାଚିନ୍‌ ଯୋହାନ୍‌ ଆଇଙ୍ଗ୍‌ ତାନିଙ୍ଗ୍‌, ମିଆଁଦ୍‌ ସାଲାକାନ୍‌ ଆଣ୍‌ଦି କୁଡ଼ି ଆଡଃ ଆୟାଃ ହନ୍‌କତାଃତେ ନେ ଚିଟାଉ ଅଲେତାନାଇଙ୍ଗ୍‌ । ଇନ୍‌କୁକେ ଆଇଙ୍ଗ୍‌ ସାର୍‌ତିଗିଙ୍ଗ୍‌ ଦୁଲାଡ଼୍‌କ ତାନା, ଆଡଃ ଆଇଙ୍ଗ୍‌ ଏସ୍‌କାର୍‌ କା, ମେନ୍‌ଦ ସାର୍‌ତି ସାରିକାଦ୍‌ ସବେନ୍‌କହଁ ଦୁଲାଡ଼ାଃକ ।
2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। (aiōn g165)
ଚିୟାଃଚି ଏନ୍‌ ସାର୍‌ତି ଆବୁରେ ତାଇନଃତାନା ଆଡଃ ଜାନାଅ ଜାକେଦ୍‌ ଆବୁଲଃ ତାଇନାଃ । (aiōn g165)
3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।
ଆପୁ ପାର୍‌ମେଶ୍ୱାର୍‌ ଆଡଃ ଏନ୍‌ ଆପୁଆଃ ହନ୍‌ ୟୀଶୁ ଖ୍ରୀଷ୍ଟ୍‌ତାଃଏତେ ସାୟାଦ୍‌, ଲିବୁଇ ଆଡଃ ଜୀଉସୁକୁ ଆବୁଲଃ ସାର୍‌ତି ଆଡଃ ଦୁଲାଡ଼୍‌ରେ ତାଇନ୍‌କା ।
4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।
ଆପୁ ପାର୍‌ମେଶ୍ୱାର୍‌ଆଃ ଆନାଚୁ ଲେକା ଆମାଃ ଚିମିନ୍‌ ହନ୍‌କ ସାନାର୍‌ତିରେ ସେସେନ୍‌ତାନ୍‌ ନେଲ୍‌କେଦ୍‌ତେ ଆଇଙ୍ଗ୍‌ ପୁରାଃଗିଇଙ୍ଗ୍‌ ସୁକୁୟାନା ।
5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
ହେ ଦୁଲାଡ଼୍‌ ମାଈ, ନାହାଁଃ ଆଇଙ୍ଗ୍‌ ନାୱା ଆନ୍‌ଚୁ ଅଲେତାନ୍‌ ଲେକାଦ କାହା ମେନ୍‌ଦ ମୁନୁଏତେ ଆବୁତାଃରେ ତାଇକେନ୍‌ ଆନ୍‌ଚୁକେଗି ଅଲ୍‌ତାନ୍‌ଲଃ ବିନ୍ତିପେତାନାଇଙ୍ଗ୍‌ ଯେ, ଆବୁ ସବେନ୍‌କ ଦୁପୁଲାଡ଼୍‌ରେଗିବୁ ତାଇନ୍‌କା ।
6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।
ଆଡଃ ଆବୁ ପାର୍‌ମେଶ୍ୱାର୍‌ଆଃ ଆନ୍‌ଚୁଲେକାବୁ ସେସେନ୍‌ତାନା, ନେଆଁଁଗି ସାର୍‌ତି ଦୁଲାଡ଼୍‌ ତାନାଃ । ଆଡଃ ଆପେ ମୁନୁଏତେ ଆୟୁମାକାଦ୍‌ ଲେକାଗି ସେସେନ୍‌ପେ, ନେଆଁଁଗି ଏନ୍‌ ଆନାଚୁ ତାନାଃ ।
7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।
ଆଇଙ୍ଗ୍‌ ନେଆଁ କାଜିତାନାଇଙ୍ଗ୍‌ ଚିଆଃଚି ପୁରାଃ ବେଦାହଡ଼କ ଅତେଦିଶୁମ୍‌ରେକ ଅଡଙ୍ଗ୍‌କାନା । ଜେତାଏ ୟୀଶୁ ଖ୍ରୀଷ୍ଟ୍‌କେ ମାନୱା ହଡ଼୍‌ମରେ ହିଜୁଃୟାନା ମେନ୍ତେ କା ମାନାତିଙ୍ଗ୍‌ନିଃଗି ବେଦାହଡ଼ ଆଡଃ ୟୀଶୁ ଖ୍ରୀଷ୍ଟ୍‌ଆଃ ବାଇରି ତାନିଃ ।
8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।
ଆଲେ ଆପେ ନାଗେନ୍ତେ କାମିକାଦ୍‌ତେୟାଃ ଆଲକାପେ ଆଦେ ଆଡଃ ପୁରା ନାଲା ନାମେ ନାଗେନ୍ତେ ଚିର୍ଗାଲାକାନ୍‌ପେ ।
9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।
ଜେତାଏ ୟୀଶୁ ଖ୍ରୀଷ୍ଟ୍‌ଆଃ ଇନିତୁରେ କାଏ ତାଇନ୍‌ତାନା, ଏନ୍‌ ହଡ଼ତାଃରେ ପାର୍‌ମେଶ୍ୱାର୍‌ ବାଙ୍ଗାଇୟା । ଆଡଃ ଜେତାଏ ୟୀଶୁ ଖ୍ରୀଷ୍ଟ୍‌ଆଃ ଇନିତୁରେ ତାଇନ୍‌ତାନା, ଏନ୍‌ ହଡ଼ତାଃରେ ପାର୍‌ମେଶ୍ୱାର୍‌ ଆଡଃ ଆୟାଃ ହନ୍‌, ନେ ବାରାନ୍‌କିନ୍‌ ମେନାକିନା ।
10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
୧୦ଜେତାଏ ଆପେତାଃତେ ହିଜୁଃକେଦ୍‌ତେ ନେ ଇନିତୁ କାଏ ଇତୁପେରେଦ, ଇନିଃକେ ଆପେୟାଃ ଅଡ଼ାଃତେ ଆଲ୍‌ପେ ଦାରମ୍‌ମିୟା ଆଡଃ “ଆମାଃ ଜୀଉସୁକୁ ହବାଅଃକା” ମେନ୍ତେ ଆଲ୍‌ପେ କାଜିୟା ।
11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।
୧୧ଜେତାଏ ଇନିଃକେ ଜହାରିନିଃ, ଇନିୟାଃ ଏତ୍‌କାନ୍‌ କାମିକରାଃ ହାନାଟିଙ୍ଗ୍‌ ନାମେୟାଏ ।
12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
୧୨ଆପେତାଃତେ ପୁରାଃ ଅଲ୍‌ ନାଗେନ୍ତେ ମେନାଃ, ମେନ୍‌ଦ କାଗାଜ୍‌ ଆଡଃ ସିହାଇତେ ଅଲ୍‌ ନାଙ୍ଗ୍‌ କାଇଙ୍ଗ୍‌ ସାନାଙ୍ଗ୍‌ତାନା । ଆପେତାଃତେ ହିଜୁଃକେଦ୍‌ତେ ନେପେଲ୍‌ରେଇଙ୍ଗ୍‌ ଜାଗାରେୟା ମେନ୍ତେଇଙ୍ଗ୍‌ ଆସ୍ରାଏ ତାନା, ଜେ'ଲେକାଚି ଆବୁଆଃ ସୁକୁରାସ୍‌କା ପୁରାଅଃଆ ।
13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
୧୩ପାର୍‌ମେଶ୍ୱାର୍‌ଆଃ ସାଲାକାନ୍‌ ଆମାଃ ମିଶିକଆଃ ହନ୍‌କ ଆମ୍‌କେ ଜହାର୍‌ କାଜିକୁଲ୍‌କାଦାକ ।

< ୨ ଯୋହନ 1 >