< ୨ ଯୋହନ 1 >

1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।
ନା଼ନୁ, କୁଲମିତି ପ୍ରାଚିନାତେଏଁ, ମାହାପୂରୁ ଆ଼ଚାମାନି ଇୟା ଅ଼ଡ଼େ ତାନି ମୀର୍‌କା ମା଼ସ୍‌କାକି ଈ ଆ଼କୁ ରା଼ଚିମାଇଁ, ନା଼ନୁ ଏ଼ୱାରାଇଁ ସାତା ଜୀୱୁ ନ଼ହିଁମାଇଁ, ଅ଼ଡ଼େ ୱାର୍‌ଇ ନା଼ନୁ ଆ଼ଏ, ସାମା ସାତାତି ପୁଞ୍ଜାମାନି ବାରେଜା଼ଣା ଜୀୱୁନ଼ହିଁ ମାଞ୍ଜାନେରି ।
2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। (aiōn g165)
ଆମିନି ସାତା ମା଼ ହିୟାଁତା ଡ଼ୟାମାନେ ଅ଼ଡ଼େ କା଼ଲାକା଼ଲାତାକି ମା଼ ତା଼ଣା ଡ଼ୟିନେ । (aiōn g165)
3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।
ଆ଼ବା ମାହାପୂରୁ ଅ଼ଡ଼େ ତାନି ମୀର୍‌ଏଣା ଜୀସୁ କ୍ରୀସ୍ତ ତା଼ଣାଟି କାର୍ମାମେହ୍‌ନାୟି, ହିତ୍‌ଡ଼ି ଜୀୱୁ ହୀହାନା, ସାତା ଅ଼ଡ଼େ ଜୀୱୁ ନ଼ୱିଆ଼ହାନା ଡ଼ୟିଦେରି ।
4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।
ନୀ ମୀର୍‌କା ମା଼ସ୍‌କା ବିତ୍ରାଟି ଏଚରଜା଼ଣା ଆ଼ବା ତା଼ଣାଟି ମାଙ୍ଗେ ହୀହାମାଞ୍ଜାନି ହୁକୁମି ଲେହେଁ ସାତାତି ତା଼କିନି ତା଼କୁ ମେସାନା ନା଼ନୁ ହା଼ରେକା ରା଼ହାଁ ଆ଼ହିମାଇଁ ।
5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
ଏ଼ ଜୀୱୁତି ଇୟା ନା଼ନୁ ନୀଏଁ ନିଙ୍ଗେ ର଼ ପୁଃନି ହୁକୁମି ରା଼ଚିମାଞ୍ଜାଇଁ ଏ଼ଦି ଆ଼ଏ, ସାମା ତଲିଟିଏ ବେଟାଆ଼ହାମାନି ହୁକୁମି ରା଼ଚାନା ବାତିମା଼ଲିମାଞ୍ଜାଇଁ, ମା଼ର ରଅତାୟି ରଅଣାଇଁ ଜୀୱୁନ଼ନାୟି ମାନେ ।
6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।
ମା଼ର ତାନି ହୁକୁମି ମା଼ନୱି ଆ଼ହାନା ମାଞ୍ଜେ ମାନାୟି, ଈଦିଏ ଜୀୱୁ ନ଼ନି କାତା, ମୀରୁ ତଲିଟିଏ ଏ଼ନାଆଁ ୱେଞ୍ଜାମାଞ୍ଜେରି, ଏଲେଆ଼ହିଁଏ ମାଞ୍ଜୁ, ଈଦି ଏ଼ ହୁକୁମି ।
7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।
ନା଼ନୁ ୱେସିମାଇଁ, ଇଚିହିଁ ଆମିନି ଗାଟାରି ଜୀସୁ କ୍ରୀସ୍ତ ମାଣ୍‌ସି ୱା଼ଣା ତଲେ ୱା଼ହାହିଲଅସି ଇଞ୍ଜିଁ ଇନେରି, ଇଲେତି ହା଼ରେକା ନା଼ଡ଼ିକିନାରି ଦାର୍‌ତିତା ହ଼ଚା ୱା଼ହାମାନେରି, ଇଲେତି ଲ଼କୁ ନା଼ଡ଼ିକିନାରି ଅ଼ଡ଼େ ନା଼ଡ଼ିକିନି କ୍ରୀସ୍ତ ।
8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।
ସାମା ମୀ ତାକି ମା଼ମ୍ବୁ କିହାମାନି କାମାତି ପା଼ଡ଼େୟି ବାରେ ଜା଼କ୍‌ଆନା ଏ଼ନିକିଁ ଏମ୍ବାଟି ହା଼ରେ ପୁରେ ବ଼ର ବେଟାଆ଼ଦେରି ଏ଼ଦାଆଁତାକି ଜାଗ୍ରାତା ଆ଼ଦୁ ।
9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।
ଆମ୍ବାଆସି କ୍ରୀସ୍ତ ଜା଼ପ୍‌ହା ମାନାଣି କିହାଁ ଆଗାଡ଼ା ଗା଼ଣ୍‌ନେସି, ଏ଼ୱାସି ମାହାପୂରୁଇଁ ବେଟାଆ଼ହାହିଲଅସି; ଆମ୍ବାଆସି କ୍ରୀସ୍ତ ଜା଼ପ୍‌ହା ମାନାଣି ତଲେ ଡ଼ୟିନେସି, ଏ଼ୱାସି ଆ଼ବା ଅ଼ଡ଼େ ମୀର୍‌ଏସି ଈ ରିଆରାଇଁ ଜିକେଏ ବେଟାଆ଼ହାମାନେସି ।
10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
୧୦ଆମ୍ବାଆସି ଇଲେକିଁ ଜା଼ପ୍‌ନାଣି ଆସାନା ମୀ ତା଼ଣା ୱା଼ଅସି, ଏ଼ୱାଣାଇଁ ମୀ ଇଜ ହା଼ଟାଆଦୁ, ଇଞ୍ଜାଁ ନେହିଁମାଞ୍ଜି କି ଜିକେଏ ଇନାଆଦୁ;
11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।
୧୧ଏ଼ନାଆଁତାକି ଇଚିହିଁ ଆମ୍ବାଆସି ଏ଼ୱାଣାଇଁ ନେହିଁମାଞ୍ଜି କି ଇନେସି, ଏ଼ୱାସି ତାନି ଲାଗେଏତି କାମାତା ଆଣ୍ତିନାସି ଆ଼ନେସି ।
12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
୧୨ନା଼ନୁ ମିଙ୍ଗେ ହା଼ରେକା କାତା ରା଼ଚିନାୟି ମାନେ, ସାମା ଆ଼କୁତା ଇଞ୍ଜାଁ ସୀରା ତଲେ ରା଼ଚାଲି ଅଣ୍‌ପି ହିଲଅଁ; ମୀ ତା଼ଣା ୱା଼ହାନା ମୂମ୍ବୁ ମେସ୍‌ପି ଆ଼ହାନା ଗୂତି ତଲେ ଜ଼ଲ୍‌କି ଆୟାଲି ଆ଼ସା କିହିମାଇଁ, ଏ଼ନିକିଁ ମା଼ ରା଼ହାଁ ହା଼ରେକା ଆ଼ନେ ।
13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
୧୩ମାହାପୂରୁ ଆ଼ଚାମାନି ନୀ ତାଙ୍ଗିନି ମୀର୍‌କା ମା଼ସ୍‌କା ମିଙ୍ଗେ ଜହରା କିହିମାଞ୍ଜାନେରି । ଆ଼ମେନ୍‌ ।

< ୨ ଯୋହନ 1 >