< ୨ ଯୋହନ 1 >

1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।
ପାରାଚିନ୍ ଜେ ମୁଁୟ୍‌, ମୁଁୟ୍‌ ମାପ୍ରୁ ବାଚ୍‌ଲା ମାୟ୍‌ଜିଟକି, ଆର୍‌ ଇସ୍ୱରାର୍‌ ହିଲାମଃନାର୍‌ ହାକ୍‌ ଇ ଚିଟି ଲେକୁଲେ । ସେମଃନ୍‌କେ ମୁଁୟ୍‌ ସଃତ୍‌କଃରି ଲାଡ୍‌ କଃରୁଲେ, ଆର୍‌ ଅଃକାୟ୍‌ ମୁଁୟ୍‌ ନାୟ୍‌ ମଃତର୍‌ ସଃତ୍‌ ଜାଣି ରେତା ସଃବୁ ଲକ୍‌ ହେଁ ଲାଡ୍‌ କଃର୍ତି ।
2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। (aiōn g165)
ଜୁୟ୍‌ ସଃତ୍‌ ଅଃମିମଃନାର୍‌ ମଃନ୍‌ବିତ୍ରେ ଆଚେ ଆର୍‌ ସଃବୁବଃଳ୍‌ ଅଃମାର୍‌ ସଃଙ୍ଗ୍ ରଃୟ୍‌ଦ୍‌, ସେ ସଃତାର୍‌ ଗିନେ ସେମଃନ୍‌କେ ଲାଡ୍‌ କଃରୁଲୁ । (aiōn g165)
3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।
ଉବା ଇସ୍ୱର୍‌ ଆର୍‌ ସେ ଉବାର୍‌ ହୟ୍‌ସି ଜିସୁ କ୍ରିସ୍ଟର୍‌ ତଃୟ୍‌ ହୁଣି ଉହ୍‌କାର୍‌, ଦଃୟା ଆର୍‌ ସୁସ୍ତା ଅଃମାର୍‌ ସଃଙ୍ଗ୍ ସଃତ୍‌ ଆର୍‌ ଲାଡେ ରଃୟ୍‌ଦ୍‌ ।
4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।
ତୁମାର୍‌ ହିଲାମଃନାର୍‌ ବିତ୍ରେ କଃତେକ୍‌ ଉବାର୍‌ ତଃୟ୍‌ହୁଣି ହାୟ୍‌ରିଲା ବିଦି ହଃର୍କାରେ ସଃତେ ଚାଲ୍‌ଚାଲ୍‌ତି ଜାଣି ମୁଁୟ୍‌ ବଃଡେ ସଃର୍ଦା ।
5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
ଲାଡାର୍‌ ଆୟା ଅଃବେ ମୁଁୟ୍‌ ଜେ ତର୍‌ ହାକ୍‌ ନଃଉଆଁ ବିଦି ଲେକୁଲେ ସେରି ନାୟ୍‌, ମଃତର୍‌ ଆରୁମେ ହୁଣି ହାୟ୍‌ଲା ବଲ୍‌କେ ଲେକି ଗଃଉଆରି କଃରୁଲେ ଜେ, ଅଃମିମଃନ୍‌ ସଃବ୍‌କେ ଅଃହ୍‌ଣା ଅଃହ୍‌ଣା ମଃନ୍‌କାର୍‌ ବିତ୍ରେ କଃରୁନ୍ଦ୍‌ ।
6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।
ଆର୍‌ ଅଃମିମଃନ୍‌ ଜେ, ତାର୍‌ ବିଦି ହଃର୍କାରେ ଚାଲ୍‌ଚାଲ୍‌ତି କଃରୁଆଁ, ଇରି ହଃକା ଲାଡାର୍‌ ଅଃର୍ତ୍‌ । ତୁମିମଃନ୍ ଆରୁମେ ହୁଣି ଜାୟ୍‌ରି ସୁଣି ଆଚାସ୍‌, ସେ ହଃର୍କାରେ ଚାଲ୍‌ଚାଲ୍‌ତି କଃରା ଇରି ସେ ବଲ୍‌ ।
7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।
ବଃଲେକ୍‌ ଜୁୟ୍‌ ଲକ୍‌ମଃନ୍ ଜିସୁ କ୍ରିସ୍ଟ ନଃର୍‌ ଗଃଗାଳ୍‌ ଦଃରି ଆସି ଆଚେ ବଃଲି ବିସ୍ୱାସ୍‌ ନଃକେର୍‌ତି, ଇରଃକମ୍‌ ଗାଦେକ୍‌ ଟକୁମଃନ୍‌ ଜଃଗତେ ବାରାୟ୍‌ ଆସି ଆଚ୍‌ତି । ଇବାନ୍ୟା ଲକ୍‌ ଅଃଉଁଲାୟ୍‌ ଟକୁମଃନ୍ ଆର୍‌ କ୍ରିସ୍ଟର୍‌ ସଃତ୍ରୁ ।
8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।
ତୁମିମଃନ୍ ଜଃନ୍‌କଃରି ଅଃମିମଃନାର୍‌ କଃଲା କାମାର୍‌ ହଃଳ୍‌ ଆରାୟ୍‌ ନଃକେରି ଜଃନ୍‌କଃରି ସେତିର୍‌ ହୁର୍ନ୍‌ କଃରି ପୁରିସ୍କାର୍‌ ହାଉଆସ୍‌; ସେତାର୍‌ ଗିନେ ନିଜାର୍‌ ନିଜାର୍‌ ବିସୟେ ଜଃଗ୍ରାତ୍‌ ରିଆ ।
9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।
ଜୁୟ୍‌ଲକ୍‌ କ୍ରିସ୍ଟର୍‌ ସିକ୍ୟାର୍‌, ବିତ୍ରେ ନଃରେୟ୍‌ ଜଦି ବିନେ ଜାୟ୍‌ଦ୍‌, ସେ ଇସ୍ୱର୍‌କେ ନଃହାୟ୍‌; ସିକ୍ୟାର୍‌ ବିତ୍ରେ ରଃୟ୍‌ଦ୍‌, ସେ ଉବାକ୍‌ ଆର୍‌ ହୟ୍‌ସିକ୍‌ ଦୁୟ୍‌ଲକେ ହାୟ୍‌ ଆଚେ ।
10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
କେ ଜଦି ଇ ସିକ୍ୟା ନଃୟ୍‌ ତୁମିମଃନାର୍‌ ହାକ୍‌ ଆସେଦ୍‌, ତଃବେ ତାକ୍‌ ତୁମାର୍‌ ଗଃରେ କୁଦାନାୟ୍‌ କଃରାନାୟ୍‌, ଆର୍‌ ତର୍‌ ସୁସ୍ତା ଅଃଉଅ ବଃଲି କୟ୍‌କଃରି ତାକେ ଜୁଆର୍‌ କଃରାନାୟ୍‌ ।
11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।
ବଃଲେକ୍‌ ଜୁୟ୍‌ଲକ୍‌ ତାର୍‌ ସୁସ୍ତା ଅଃଉଅ ବଃଲି କୟ୍‌ଦ୍‌, ସେ ତାର୍‌ କଃରାବ୍‌ କାମାର୍‌ ବାଗିଦାରି ସଃଇନ୍‌ ।
12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
ତୁମିମଃନାର୍‌ ହାକ୍‌ ଗାଦେକ୍‌ କଃତା ଲେକ୍‌ତାର୍‌ ଆଚେ, ମଃତର୍‌ କାଗଜେ ଆର୍‌ ପେନେ ସେରି ଲେକୁକେ ମଃନ୍ ନଃକେରୁଲେ ମର୍‌ ଆସା ଜେ, ତୁମାର୍‌ ଲଃଗେ ଆସି ନିଜେ ମୁକାମୁକି କଃତାବାର୍ତା କଃରିନ୍ଦ୍‌, ଜଃନ୍‌କଃରି ଅଃମିମଃନାର୍‌ ସଃର୍ଦା ହୁର୍ନ୍‌ ଅୟ୍‌ଦ୍‌ ।
13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
ଇସ୍ୱର୍‌ କୁଦ୍‌ଲାର୍‌ ତୁମାର୍‌ ବେଣିର୍‌ ହିଲାମଃନ୍ ତୁମିକେ ଜୁଆର୍‌ ଜାଣାଉଁଲାୟ୍‌ ।

< ୨ ଯୋହନ 1 >