< ୨ ଯୋହନ 1 >

1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।
ଦର୍ମ ନେତା ଜହନ୍‌ ଜେ ନେଙ୍ଗ୍‌ ମୁଇଂ ସ୍ରିକ୍ନେ ଦରମ୍ ସେଲାମ୍ବୁଏ ବାରି ମେଁନେ ଉଂଡେଇଂନେ ଡାଗ୍ରା ଉଲିଆ ଗୁଆର୍ ଣ୍ଡିଂକେ । ଆପେକେ ନେଙ୍ଗ୍‌ନେ ଆଲାଦ୍ ଆଃ ଅଁ ଣ୍ଡିଂକେ ବାରି ନେଙ୍ଗ୍‌ ମେନ୍‌ସା ଜାଣ୍ତେଇଂ ସତ୍‌ନେ ଗଡ଼େଇଂ ବାଲେଃଆର୍କେ ସାପାରେ ଆପେକେ ଆଲାଦ୍ ଡିଂଆର୍‌ଏ ।
2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। (aiōn g165)
ନେ ଡାଗ୍ରା ଆତାନ୍‌ ସତ୍ ଲେଃକେ ବାରି କାଲାଆଃ ଲେଃଏ । (aiōn g165)
3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ।
ଆବା ଇସ୍‌ପର୍ ବାରି ମେଁନେ ଉଙ୍ଗ୍‌ଡେ ଜିସୁ କିସ୍‌ଟ ଆନେକେ ଲିବିସ ବାରି ସାନ୍ତି ବିଚେ ସତ୍ ବାରି ଆଲାଦ୍‌ରେ ଆସିର୍ବାଦ ଡିଙ୍ଗ୍ଏ ।
4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।
ଇସ୍‌ପର୍‌ନେ ଆଦେସ୍ ସୁଗୁଆ ପେନେ ଉଡ଼ି ଗଡ଼େଇଂ ଜେ ସତ୍ ଆଡ଼ାତ୍ରା ପାରାନ୍‌କେ ବାଦ୍‌ଲେ ଆର୍‌ଡିଂକେ ଏନ୍ ସାମୁଆଁ ମ୍ୟାଚେ ନେଙ୍ଗ୍ ମ୍ନା ସାର୍ଦା ।
5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ।
ନିଜର୍‌ ସେଲାମ୍ବୁଏ ଆନାକେ ନେଙ୍ଗ୍ ବାସଙ୍ଗ୍‌ନେ ସାମୁଆଁ ନେ ସାପାରେକେ ଆଲାଦ୍ ଡିଙ୍ଗ୍‌ନେ ଦର୍‌କାର୍ । ଆକେନ୍ ମୁଇଙ୍ଗ୍ ତ୍ମି ଆଦେସ୍‌ ଣ୍ତୁ ଅଃସେବାନ୍‌ ନେ ଆକେନ୍ ଆଦେସ୍‌ ବାନେଲେଃକେ ।
6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା।
ଆଣ୍ଡିନେ ଆଲାଦ୍ ସାମୁଆଁ ଏନ୍ ଡାଗ୍ରା ନେଙ୍ଗ୍ ଗୁଆର୍ ମ୍ୱକେ ମେଁନେ ଅର୍‌ତ ଡିଙ୍ଗ୍‌ଗେ ପାରାନ୍‌ରେ ଇସ୍‌ପର୍‌ନେ ସାମୁଆଁ ମାନେଃନେ । ଆତେନ୍‌ ସାମୁଆଁ ମେଃନେ ପେ ଅଃସେଆଃ ଅଁପେଲେକେ ଆତେନ୍‌ ଡିଙ୍ଗ୍‌ଡିଙ୍କେ ନେ ସାପାରେ ନିଜର୍ ନିଜର୍ ବିତ୍ରେ ଆଲାଦ୍‌ନ୍ନିଆ ଗାଗ୍‌ଚେ ଲେଃନେ ଦର୍‌କାର୍ ।
7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ।
ଗୁଲୁଏ ବଣ୍ତବାବବାଦି ଏବେ ମଞ୍ଚ୍‌ପୁର୍‌ନ୍ନିଆ ତାର୍‌ଲେଃଆର୍କେ । ଜିସୁ କିସ୍‌ଟ ରେମୁଆଁ ଗାଗ୍‌ଡ଼େନ୍ନିଆ ଜନମ୍ ଡିଙ୍ଗ୍‌ଲେକେ ଡାଗ୍‌ଚେ ମେଇଂ ଗ୍ର‍ଅନ୍‌ ଆଡିଙ୍ଗ୍‌ଆର୍ ଣ୍ତୁ । ଦେକ୍‌ରକମ୍ ରେମୁଆଁ ଡିଲାଡିଗ୍‌ ବଣ୍ତ ମେଁ କିସ୍‌ଟନେ ସତ୍ରୁ ।
8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ।
ଏନ୍‌ସା ତରକ୍ ଲାଲାପା ନେ ପେନ୍‌ସା ମେଁନେ ଡିଙ୍ଗ୍ ନେଡିଙ୍ଗ୍‌କେ ଆତେନ୍‌ ମାଆବଃଚେ ଡିରକମ୍ ସମାନ୍‌ ବାବ୍‌ରେ ପୁରସ୍‌କାର୍ ବାପା ।
9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।
ଜାଣ୍ଡେକି କିସ୍‌ଟନେ ସିକ୍ୟାନେ ବୁଦି ବିତ୍ରେ ମାଲେଃଚେ ବାଏରେ ୱେଏ ମେଁ ଇସ୍‌ପର୍‌ନେ ବାନ୍ ସ୍ଲ ଲେଃକେ । ଜାଣ୍ଡେକି କ୍ରିସ୍ଟନେ ସିକ୍ୟାରେ ଦ୍ୟାନ୍‌ ଲେଃଏ ମେଁ ଇସ୍‌ପର୍ ବାରି ମେଁନେ ଉଙ୍ଗ୍‌ଡେ ମ୍ୱାୟାନେ ଏତେ ସମାନ୍ ବାବ୍‌ରେ ଲେଃଏ ।
10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
ଜାଣ୍ଡେ ଜଦି ଏନ୍ ସିକ୍ୟା ଡୁଗ୍‌ୱେଚେ ପେନେ ଡାଗ୍ରା ଆପାଙ୍ଗ୍‌ ଣ୍ତୁ ଆମେକେ ପେନେ ଡୁଆ ଆୱାଗେପା “ପେନେ ସାନ୍ତି ଡିଙ୍ଗ୍‌ଲେ” ଡାଗ୍‌ଚେ ବାସଙ୍ଗ୍‌ଚେ ଆମେକେ ଆସାର୍ଲଗ୍‌ପା ।
11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ।
ଜାଣ୍ଡେକି ମେଁନେ ସାନ୍ତି ଇକ୍‌ଚା ଡିଙ୍ଗ୍‌ଏ, ମେଁ ମେଁନେ ଦଦ୍ୟା‌ନ୍ନିଆ ବାଗ୍ ଡିଙ୍ଗ୍‌ଏ ।
12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ।
ନେଙ୍ଗ୍‌ନେ ଆପେକେ ଗୁଲୁଏ ସାମୁଆଁ ବାସଙ୍ଗ୍‌ନେ ଲେଃକେ ଡାଗ୍ଲା କାଗଜ୍‌ ବାରି ଏଲେଃସନ୍ନିଆ ଆତେନ୍‌ ସାପା ଏବେ ନେଙ୍ଗ୍ ବାସଙ୍ଗ୍‌ନେ ଚାଏଁନାଡିଙ୍ଗ୍‌କେ ଣ୍ତୁ । ପେଇଂନେ ଡାଗ୍ରା ପାଙ୍ଗ୍‌ଚେ ସେଃମଁ ବାଲିର୍‌ବାତା ଡିଙ୍ଗ୍‌ନେ ଆସା ନେଙ୍ଗ୍‌ ମ୍ୱକେ ଆତେନ୍‌ ଡିଙ୍ଗ୍ ୟାଲା ନେନେ ସମାନ୍‌ ବାବ୍‌ରେ ସୁକ୍‌ ନେଡିଙ୍ଗ୍‌ଏ ।
13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
ପେନେ ନିଜର୍‌ ତନାଣ୍ଡେନେ ଉଂଡ଼େଇଂ ଆପେକେ ସାର୍ଲଡିଂକେ ।

< ୨ ଯୋହନ 1 >