< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9 >

1 ପ୍ରକୃତରେ ସାଧୁମାନଙ୍କ ସେବା ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋʼ ପକ୍ଷରେ ବାହୁଲ୍ୟମାତ୍ର;
ଯିହୁଦାରେ ତାଇନ୍‌ତାନ୍ ପାର୍‌ମେଶ୍ୱାର୍‌ଆଃ ହଡ଼କତାଃତେ ଦେଙ୍ଗା କୁଲେ ନାଗେନ୍ତେ ଆପେକେ ଜେତ୍‌ନାଃ ଅଲ୍‌ ନାଙ୍ଗ୍‌ କା ଲାଗାତିଙ୍ଗ୍‌ୟାଁଃ ।
2 କାରଣ ମୁଁ ତୁମ୍ଭମାନଙ୍କର ଆଗ୍ରହ ଜାଣେ, ଆଉ ସେ ସମ୍ବନ୍ଧରେ ମାକିଦନିଆ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ, ଆଖାୟାର ବିଶ୍ୱାସୀମାନେ ଗତ ବର୍ଷରୁ ପ୍ରସ୍ତୁତ ହେଲେଣି, ପୁଣି, ତୁମ୍ଭମାନଙ୍କ ଉଦ୍‌ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରିଅଛି।
ଆଇଙ୍ଗ୍‌ ଆପେୟାଃ ଚିହୁଲ୍‌ଲାନ୍‌ କାମିକ ସାରିତାନାଇଙ୍ଗ୍‌, ଆପେ ସବେନ୍‌ ଇମ୍‌ତା ଦେଙ୍ଗା ନାଗେନ୍ତେପେ ସେକାଡ଼ାକାନା ଆଡଃ ମାକିଦନିଆରେନ୍‌ ହଡ଼କଆଃ ସାମ୍‌ନାଙ୍ଗ୍‌ରେ ଆପେୟାଃ ବିଷାଏରେ ଆଇଙ୍ଗ୍‌ ଆପାନ୍‌କେ ମାରାଙ୍ଗ୍‌ ମେନ୍ତେଇଙ୍ଗ୍‌ କାଜିକାଦା । ଆଇଙ୍ଗ୍‌ କାଜିକାଦ୍‌ ତାଇକେନାଇଙ୍ଗ୍‌, “ଆଖାୟାରେନ୍‌ ହାଗାକ ଦେଙ୍ଗା ନାଗେନ୍ତେ ସେକାଡ଼ାକାନ୍‌ ମେନାକଆ ।” ଆପେୟାଃ ଚିହୁଲ୍‌ଲାନ୍‌ କାମିକ ଇନ୍‌କୁକଏତେ ପୁରାଃ ହଡ଼କକେ ଚେତ୍‌ଗାର୍‌ କାଦ୍‌କଆ ।
3 ତଥାପି ମୁଁ ଭାଇମାନଙ୍କୁ ପଠାଉଅଛି, ଯେପରି ଏ ସମ୍ବନ୍ଧରେ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ପୁଣି, ମୋହର କଥାନୁସାରେ ତୁମ୍ଭେମାନେ ପ୍ରସ୍ତୁତ ହୁଅ,
ନାହାଁଃ ଆଇଙ୍ଗ୍‌ ନେ ହାଗା ମିଶିକକେ ଆପେତାଃତେଇଙ୍ଗ୍‌ କୁଲ୍‌କତାନା । ଜେ'ଲେକାଚି ଆପେୟାଃ ବିଷାଏରେ ଆଲେ ଆପାନ୍‌କେ ମାରାଙ୍ଗ୍‌ୟେଁନ୍‌ କାଜିନ୍‌ତାନ୍‌ତେୟାଃ ଆଲକା ସାମାଏଣ୍ଡାଗଃକା । ଆଇଁୟାଃ କାଜି ଲେକାତେ ଆପେ ଦେଙ୍ଗା ଏମ୍‌ ନାଗେନ୍ତେ ସେକାଡ଼ାକାନ୍‌ ତାଇନ୍‌ପେ ।
4 କାଳେ ମାକିଦନିଆର କୌଣସି ଲୋକ ଯେବେ ମୋʼ ସାଙ୍ଗରେ ଆସି ତୁମ୍ଭମାନଙ୍କୁ ଅପ୍ରସ୍ତୁତ ଦେଖନ୍ତି, ତେବେ (ତୁମ୍ଭମାନଙ୍କ କଥା ତେଣେ ଥାଉ) ଆମ୍ଭେମାନେ ଏହି ଦୃଢ଼ ବିଶ୍ୱାସ ବିଷୟରେ ଲଜ୍ଜିତ ହେବା।
ମାକିଦନିଆରେନ୍‌ ହଡ଼କ ଆଇଁୟାଃଲଃ ସେନ୍‌କେଦ୍‌ତେ ଆପେକେ କା ସେକାଡ଼ାକାନ୍‌ ନେଲ୍‌ପେରେଦ, ଆପେୟାଃ ଚେତାନ୍‌ରେ ଆଲେୟାଃ ପକ୍‌ତା ଆସ୍ରା ତାଇନ୍‌ ହରାତେ ଆଲେ ଗିହୁଗଃଆଲେ, ସାର୍‌ତି କାଜିଲେରେ, ଏନା ଆପେ ନାଗେନ୍ତେୟ ଗିହୁଗଃରାଃ କାଜି ହବାଅଃଆ ।
5 ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ, ଏଥିନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି।
ଆପେ ଦାନ୍‌ ଏମ୍‌ ନାଗେନ୍ତେ ସିଦାରେ ବାନାର୍‌ସା ଏମାକାଦ୍‌ ତାଇକେନାପେ, ଏନାକେ ହାରମ୍‌ ନାଗେନ୍ତେ ଆଇଙ୍ଗ୍‌ ନେ ହାଗା ମିଶିକକେ ସିଦାରେ ଆପେତାଃତେ ସେନ୍‌ ନାଙ୍ଗ୍‌, ଆଚୁତେୟାଃ ବୁଗିନାଃ ହବାଅଃଆ ମେନ୍ତେଇଙ୍ଗ୍‌ ଆଟ୍‌କାର୍‌କେଦା । ଜେ'ଲେକାଚି ଆଇଙ୍ଗ୍‌ ଆପେତାଃତେ ସେଟେର୍‌ ଇମ୍‌ତାଲଃ ଏନ୍‌ ଦାନ୍‌ ଉଖ୍‌ରାଅକେଦ୍‌ତେ ଦହାକାନ୍‌ଗି ତାଇନା । ନେଆଁଁ ହରାତେ ଆପେକେ ଏମ୍‌ ଲାଗାତିଙ୍ଗ୍‌ୟାଁଃ ଲେକା କା ଏମ୍‌କେଦ୍‌ତେ ଆପ୍‌ନାଃ ସାନାଙ୍ଗ୍‌ ଲେକା ଏମ୍‌ତାନାପେ ମେନ୍ତେ ଉଦୁବଃଆ ।
6 କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ।
ପାହାମେପେ, କାଟିଃ ଲେକା ହିତା ହେରେତାନ୍‌ନିଃ, କାଟିଃ ଲେକାଗି ଇରେୟା, ଆଡଃ ପୁରାଃ ହିତା ହେରେତାନ୍‌ନିଃ ପୁରାଃଗି ଇରେୟା ।
7 ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ବର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି।
ଏନାତେ, ଅକଏ ଚିଲ୍‌କା ମନ୍‌ରେ ଉଡ଼ୁଃକାଦାଏ, ଇନିଃ ଏନ୍‌ ଲେକାଗି ଏମେକାଏ ଆଡଃ ଇନିଃ ଏମେତାନ୍‌ତେୟାଃ ହୁଡିଙ୍ଗ୍‌ଜୀଉତେ ଚାଏ ମାମ୍‌ରାଙ୍ଗ୍‌ତେ ଆଲକାଏ ଏମେକା । ଚିୟାଃଚି ପାର୍‌ମେଶ୍ୱାର୍‌ଦ ରାସ୍‌କାତେ ଏମଃନିଃକେ ଦୁଲାଡ଼ାଃଏ ।
8 ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥିନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି,
ସବେନ୍‌ ବିଷାଏ ସବେନ୍‌ ଇମ୍‌ତା ପୁରାଃତେ ନାମ୍‌କେଦ୍‌ତେ, ଆପେ ଜେ'ଲେକା ସବେନ୍‌ ବୁଗିନ୍‌ କାମି ନାଗେନ୍ତେ ପୁରାଃ ଆଦ୍‌କାଗି ଏମ୍‌ ଦାଡ଼ିୟାପେ, ଏନାମେନ୍ତେ ପାର୍‌ମେଶ୍ୱାର୍‌ ଆପେକେ ସବେନ୍‌ ଲେକାନ୍‌ ସାୟାଦ୍‌ ପୁରାଃଗି ଏମ୍‌ ଦାଡ଼ିନିଃ ତାନିଃ ।
9 ଯେପରି ଶାସ୍ତ୍ରରେ ଲେଖାଅଛି, “ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ।” (aiōn g165)
ଧାରାମ୍‌ ପୁଥିରେ ଅଲାକାନ୍‌ ଲେକା, “ଇନିଃଦ ରେଙ୍ଗେଃକକେ ହାଟିଙ୍ଗ୍‌କ ତାନା, ଇନିୟାଃ ଧାର୍‌ମାନ୍‌ତେୟାଃ ଜାନାଅ ଜାନାଅଗି ମେନାଃ ।” (aiōn g165)
10 ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି, ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ;
୧୦ହିତାହେର୍‌ ହଡ଼କକେ ପାର୍‌ମେଶ୍ୱାର୍‌ ହେର୍‌ ନାଗେନ୍ତେ ହିତା ଆଡଃ ଜମ୍‌ ନାଗେନ୍ତେ ହଲଙ୍ଗ୍‌ ଏମାଃଏ, ଇନିଃ ଆପେୟାଃ ଲାଗାତିଙ୍ଗ୍‌ ଲେକା ହିତାଏ ଯୋଗାଅପେୟା ଆଡଃ ଏନାକେ ହାରାଇଚିୟା, ଆଡଃ ଆପେୟାଃ ବୁଗିନ୍‌ ବିଷାଏରେୟାଃ ଜ ପୁରାଃଗି ପସା ଇଦିୟଃଆ ।
11 ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ବରଙ୍କ ଧନ୍ୟବାଦର କାରଣ ହେବ।
୧୧ଆପେ ଜେ'ଲେକା ଲେବେଃମନ୍‌ତେ ଦାନ୍‌ ଏମ୍‌ ଦାଡ଼ିୟାପେ, ଏନାମେନ୍ତେ ପାର୍‌ମେଶ୍ୱାର୍‌ ଆପେକେ ସବେନ୍‌ ବିଷାଏରେ କିସାଁଣ୍‌ପେୟା ଆଡଃ ଆଲେୟାଃ ହରାତେ ଆପେ କୁଲାକାଦ୍‌ ଦାନ୍‌ ନାଗେନ୍ତେ ପୁରାଃ ହଡ଼କ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌କ ଏମାଇୟା ।
12 କାରଣ ଏହି ଦାନରୂପ ସେବା ଯେ କେବଳ ସାଧୁମାନଙ୍କର ଅଭାବ ପୂରଣ କରୁଅଛି, ତାହା ନୁହେଁ, ମାତ୍ର ତଦ୍ୱାରା ମଧ୍ୟ ଈଶ୍ବରଙ୍କ ଉଦ୍ଦେଶ୍ୟରେ ବହୁ ଧନ୍ୟବାଦ ଉଛୁଳି ଉଠୁଅଛି,
୧୨ଆପେୟାଃ ଏମଃରେୟାଃ ସେୱା ହରାତେ ପାର୍‌ମେଶ୍ୱାର୍‌ଆଃ ହଡ଼କଆଃ ଜାଞ୍ଜିଅଃତେୟାଃ ସାଙ୍ଗିନଃଆ, ଏନା ଏସ୍‌କାର୍‌ କାହାଗି, ମେନ୍‌ଦ ନେ ଏମଃ ହରାତେ ପୁରାଃ ହଡ଼କ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌କ ଏମାଇୟା ।
13 ଅର୍ଥାତ୍‍ ଏହି ସେବା କର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା, ପୁଣି, ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,
୧୩ନେ ସେୱାକାମି ହରାତେ ଖ୍ରୀଷ୍ଟ୍‌ଆଃ ସୁକୁକାଜି ନାଙ୍ଗ୍‌ ଆପେୟାଃ ପାତିୟାର୍‌ରଃତେୟାଃ ଆଡଃ ସବେନ୍‌କଲଃ ମେନେସାରେୟାଃ ଲେବେଃମନ୍‌ ହରାତେ ଇନ୍‌କୁ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌କ ଉଦୁବେୟା ।
14 ଆଉ, ତୁମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଅତ୍ୟଧିକ ଅନୁଗ୍ରହ ହେତୁ ସେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ କରୁ ତୁମ୍ଭମାନଙ୍କ ପ୍ରତି ଅନୁରକ୍ତ ଅଟନ୍ତି।
୧୪ଆଡଃ ଆପେୟାଃ ନାଗେନ୍ତେ ପାର୍‌ମେଶ୍ୱାର୍‌ଆଃ ସାୟାଦ୍‌ ପୁରାଃଗି ହବାଅଃକା ମେନ୍ତେ ଇନ୍‌କୁ ପୁରାଃ ଇଛାସାନାଙ୍ଗ୍‌ଲଃ ପାର୍‌ମେଶ୍ୱାର୍‌ତାଃରେ ବିନ୍ତିୟାକ ।
15 ଈଶ୍ବରଙ୍କ ଅକଥନୀୟ ଦାନ ଯାହା ତାହାଙ୍କ ଏକମାତ୍ର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ତାହାଙ୍କର ଧନ୍ୟବାଦ ହେଉ।
୧୫ଦଲାବୁ, ପାର୍‌ମେଶ୍ୱାର୍‌ଆଃ ପୁରାଃ ଗନଙ୍ଗ୍‌ଆଁନ୍‌ ଦାନ୍‌ ନାଗେନ୍ତେ, ଇନିଃକେ ଧାନ୍ୟାବାଦ୍‌ବୁ ଏମାଇୟା ।

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9 >