< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8 >
1 ହେ ଭାଇମାନେ, ମାକିଦନିଆର ମଣ୍ଡଳୀ-ସମୂହ ମଧ୍ୟରେ ଈଶ୍ବରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ;
୧ଏ଼ ମା଼ ତାୟିୟାଁ ଅ଼ଡ଼େ ତାଙ୍ଗିସ୍କାତେରି, ମାକିଦନିୟା କୁଲମିକାଣା ମାହାପୂରୁ ହୀହାମାନି କାର୍ମାମେହ୍ନାଣି ବେଟାଆ଼ହାମାନେ, ଏ଼ଦାଆଁ ମା଼ମ୍ବୁ ମିଙ୍ଗେ ୱେସିମାଞ୍ଜାନମି;
2 ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି।
୨ଏ଼ୱାରି ବେଟାଆ଼ହାମାନି ହା଼ରେକା କସ୍ତତଲେ ତାୟିପାରି କିୱି ଆ଼ହାମାନେରି; ଏ଼ୱାରି ହା଼ରେକା ହାକି କା଼କୁଲି ଗାଟାରି ଇଚିହିଁ ଜିକେଏ; ଜାହାରା ଅଣ୍ପୁ ତଲେ ତାମି ଦା଼ନା ହୀନି ତା଼ଣା ଏ଼ୱାରି ରା଼ହାଁ ହା଼ରେକା ମାଚେ ।
3 କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ;
୩ଏ଼ନାଆଁତାକି ଇଚିହିଁ ନା଼ନୁ ସା଼କି ହୀହିମାଇଁ, ଏ଼ୱାରି ଆ଼ଡିନି ପାତେକା, ସାମା ଏ଼ୱାରି ଆ଼ଡିନି ବା଼ଡ଼୍ୟୁ କିହାଁ ଜିକେଏ ହା଼ରେକା ଗାଡି ଦା଼ନା ହୀହାମାନେରି ।
4 ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ୱେଚ୍ଛାରେ ବହୁତ ବିନତି ସହ ଆମ୍ଭମାନଙ୍କୁ ନିବେଦନ କଲେ;
୪ଜୀହୁଦାତା ମାନି ମାହାପୂରୁ ଲ଼କୁତି ସେ଼ବା କାମାତା ଆଣ୍ତ୍ୱିଆ଼ନି କାର୍ମାମେହ୍ନାଣି ମେ଼ଡ଼ା ଆ଼ହାଲିତାକି ଏ଼ୱାରି ଜାହାରା ଅଣ୍ପୁ ତଲେ ବାତିମା଼ଲିହିଁ ମାଙ୍ଗେ ହେଲ ରୀସ୍ତାତେରି;
5 ଏଥିରେ ସେମାନେ ଯେ କେବଳ ଆମ୍ଭମାନଙ୍କ ଆଶାନୁସାରେ କଲେ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଚାଳିତ ହୋଇ ପ୍ରଥମେ ଆପଣା ଆପଣାକୁ ପ୍ରଭୁଙ୍କ ନିକଟରେ ଏବଂ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ।
୫ଏ଼ୱାରି ୱାର୍ଇ ମା଼ ଆ଼ସା କିହାମାନିଲେହେଁ କିହାହିଲାଆତେରି, ସାମା ମାହାପୂରୁ ମ଼ନତଲେ ସା଼ଲୱି ଆ଼ହାନା ତଲିଏ ଜାହା ଜାହାରାଇଁ ପ୍ରବୁ ତା଼ଣା ଇଞ୍ଜାଁ ମା଼ ତା଼ଣା ହେର୍ପାତେରି ।
6 ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥିନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ।
୬ତିତସ ମୀ ତା଼ଣା ଏ଼ କାର୍ମାମେହ୍ନି କାମା ଏ଼ନିକିଁ ମା଼ଟ୍ହା ମାଚେସି, ଏଲେକିହିଁଏ ଏ଼ଦାଆଁ ରା଼ପ୍ହାଲି ଏ଼ୱାଣାଇଁ ସା଼ସା ହୀତମି ।
7 ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ।
୭ମୀରୁ ବାରେ ତା଼ଣାଟି ନ଼କିତା ଆ଼ହାମାଞ୍ଜେରି, ଇଚିହିଁ ନାମୁ, କ଼ହୁଗାଟାରି, ବୁଦି ଇଞ୍ଜାଁ ବାରେଲେହେଁତି ରା଼ହାଁ, ମିଙ୍ଗେତାକି ମା଼ ଜୀୱୁନ଼ନାୟି, ଏଲେକିହିଁ ବାରେ କାତା ଏ଼ନିକିଁ ମୀ ତା଼ଣା ହା଼ରେକା ତ଼ଞ୍ଜା ଆ଼ହିମାନେ, ଏଲେକିହିଁଏ ଈ କାର୍ମାମେହ୍ନି କାମା ଜିକେଏ ମୀ ତା଼ଣା ହା଼ରେକା ତ଼ଞ୍ଜାଆ଼ପେ ।
8 ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି।
୮ନା଼ନୁ ହୁକୁମି ହୀନି ଲେହେଁ ୱେସିମାଞ୍ଜଅଁ, ସାମା ଅ଼ର ଲ଼କୁତି ରା଼ହାଁ ଆ଼ହାଲି ତ଼ସାନା ମୀ ଜୀୱୁନ଼ନାୟି ସାତା କି ଆ଼ଏ ତାୟିପାରି କିହାଲି ୱେସିମାଞ୍ଜାଇଁ ।
9 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭେମାନେ ଜାଣ, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ।
୯ଇଚିହିଁ ମା଼ ପ୍ରବୁ ଜୀସୁ କ୍ରୀସ୍ତତି କାର୍ମାମେହ୍ନାଣି ମୀରୁ ପୁଞ୍ଜାମାଞ୍ଜେରି, ମୀରୁ ଏ଼ନିକିଁ ଏ଼ୱାଣି ହିଲାଆଗାଟି ତା଼ଣାଟି ଦ଼ନ ଗାଟାତେରି ଆ଼ଦେରି, ଏ଼ଦାଆଁତାକି ଏ଼ୱାସି ଦ଼ନଗାଟାସି ଆ଼ତିଜିକେଏ ମୀ ତାକି ହିଲାଆଗାଟାସି ଆ଼ତେସି ।
10 ଏ ସମ୍ବନ୍ଧରେ ମୋହର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ, ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;
୧୦ଏ଼ଦାଆଁତାକି ନା଼ ଅଣ୍ପୁ ଈଦି, ଏ଼ ବାରେ ମିଙ୍ଗେତାକି ନେହେଁ, ଏ଼ନିକିହିଁ ଡ଼ା଼ଣ୍ଡୁଟିଏ ମୀରୁ ମୂଲୁଏ କାମା ମା଼ଟ୍ହେରି, ଏ଼ଦି ଆ଼ଏ, ସାମା ଏ଼ କାମା କିୟାଲି ନ଼କେଏ ଜିକେଏ ଅଣ୍ପାମାଚେରି ।
11 ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହି ପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ।
୧୧ନୀଏଁ ଏ଼ କାମା ଜିକେଏ ରା଼ପ୍ଦୁ, ମୀରୁ ଏ଼ କାମା କିହାଲି ଏ଼ନିକିଁ ଅଣ୍ପାମାଚେରି, ଏଲେକିହିଁ ରା଼ହାଁତି ଅଣ୍ପୁ ତଲେ ଏ଼ କାମା ରା଼ନେ ।
12 କାରଣ ଯଦି ଆଗ୍ରହଭାବ ଥାଏ, ତେବେ ତାହା ଜଣକର ଅଭାବାନୁସାରେ ସୁଗ୍ରାହ୍ୟ ନୁହେଁ, ବରଂ ତାହାର ଯାହା ଅଛି, ତଦନୁସାରେ ସୁଗ୍ରାହ୍ୟ ହୁଏ।
୧୨ଇଚିହିଁ ହୀହାଲିତାକି ରା଼ହାଁ ମାଚିହିଁ ମାଣ୍ସି ତାନି ଆ଼ଡିନିଲେହେଁ ଏ଼ନାଆଁ ହୀନେସି, ମାହାପୂରୁ ନ଼କିତା ନେହାୟି ଆ଼ନେ ।
13 ଯେଣୁ ଅନ୍ୟମାନେ ଯେପରି ସୁଖ ପାଆନ୍ତି, ଆଉ ତୁମ୍ଭେମାନେ କ୍ଳେଶ ପାଅ, ଏଥିପାଇଁ ମୁଁ ଏହା କହୁ ନାହିଁ;
୧୩ଇଚିହିଁ ଏଟ୍କାତାରି ଏ଼ନିକିଁ ସୁକୁ ବେଟାଆ଼ନେରି, ଇଞ୍ଜାଁ ମୀରୁ କସ୍ତ ବେଟାଆ଼ଦୁ, ଏ଼ଦାଆଁତାକି ନା଼ନୁ ଈଦାଆଁ ୱେସିମାଞ୍ଜଅଁ;
14 ମାତ୍ର ସାମ୍ୟଭାବ ଦେଖାଯିବା ନିମନ୍ତେ ବର୍ତ୍ତମାନ ସମୟରେ ତୁମ୍ଭମାନଙ୍କ ପ୍ରାଚୁର୍ଯ୍ୟ ଦ୍ୱାରା ସେମାନଙ୍କ ଅଭାବ ପୂରଣ ହେଉଅଛି, ଯେପରି ସେମାନଙ୍କ ପ୍ରାଚୁର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଅଭାବ ପୂରଣ କରିବ, ଆଉ ଏହି ପ୍ରକାରେ ସାମ୍ୟଭାବ ଦେଖାଯିବ,
୧୪ସାମା ସମାନା ଆ଼ହାଲିତାକି ନୀଏଁ ମୀ ବାତ୍କୁ ତଲେ ଏ଼ୱାରି ଲ଼ଡ଼ା ମାନାଣି କିୱି ଆ଼ହିମାନେ, ଏ଼ନିକିହିଁ ଏ଼ୱାରି ବାତ୍କୁ ତଲେ ମୀ ହିଲାଆଗାଟାଣି ପୂରା କିୱିଆ଼ନେ, ଇଞ୍ଜାଁ ଇଲେଆ଼ହିଁ ସମାନା ତ଼ଞ୍ଜାଆ଼ନେ,
15 ଶାସ୍ତ୍ରରେ ଯେପରି ଲେଖାଅଛି, “ଯେ ଅଧିକ ସଂଗ୍ରହ କଲା, ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ।”
୧୫ଦାର୍ମୁପତିତା ଏ଼ନିକିହିଁ ରା଼ସ୍କି ଆ଼ହାମାନେ, “ଆମ୍ବାଆସି ହା଼ରେକା କୂଡ଼ି କିତେସି, ଏ଼ୱାଣିୱାୟି ହା଼ରାଆତେ, ଇଞ୍ଜାଁ ଆମ୍ବାଆସି ଊଣା କୂଡ଼ି କିତେସି, ଏ଼ୱାଣାକି ଊଣା ଆ଼ଆତେ ।”
16 କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ତୁମ୍ଭମାନଙ୍କ ନିମନ୍ତେ ତୀତସଙ୍କ ହୃଦୟରେ ସମାନ ଉଦ୍ଯୋଗ ଜନ୍ମାଇଅଛନ୍ତି;
୧୬ମାହାପୂରୁକି ଜହରା ଆ଼ପେ, ଏ଼ୱାସି ମିଙ୍ଗେତାକି ତିତସ ହିୟାଁତା ରା଼ହାଁ କିହାଲି ସମାନା ଅଣ୍ପିନି ମ଼ନ ହୀତେସି ।
17 କାରଣ ସେ ଯେ କେବଳ ଆମ୍ଭମାନଙ୍କ ଅନୁରୋଧ ଗ୍ରହଣ କଲେ, ତାହା ନୁହେଁ, ମାତ୍ର ସେ ନିଜେ ଅତ୍ୟନ୍ତ ଉଦ୍ଯୋଗୀ ହୋଇ ସ୍ୱେଚ୍ଛାରେ ତୁମ୍ଭମାନଙ୍କ ନିକଟକୁ ଯାଉଅଛନ୍ତି।
୧୭ଇଚିହିଁ ଏ଼ୱାସି ୱାର୍ଇ ମା଼ ବାତିମା଼ଲିତାଣି ଅ଼ପିତେସି, ଏ଼ଦି ଆ଼ଏ, ସାମା ଏ଼ୱାସି ତା଼ନୁଏ ହା଼ରେକା ରା଼ହାଁ ଆ଼ହାଁ ମୀ ତା଼ଣା ୱା଼ହାଲି ଏ଼ୱାସି ମ଼ନ କିହିମାନେସି ।
18 ପୁଣି, ତାହାଙ୍କ ସଙ୍ଗେ ଆମ୍ଭେମାନେ ଆଉ ଜଣେ ଭାଇଙ୍କୁ ପଠାଉଅଛୁ; ସୁସମାଚାର ପ୍ରଚାର ସମ୍ବନ୍ଧରେ ତାହାଙ୍କ ପ୍ରଶଂସା ସମୁଦାୟ ମଣ୍ଡଳୀରେ ବ୍ୟାପିଯାଇଅଛି,
୧୮ଏ଼ୱାଣିତଲେ ମା଼ମ୍ବୁ ଅ଼ର ତାୟିଇଁ ପାଣ୍ତିମାଞ୍ଜାନମି; ଏ଼ୱାସି ନେହିଁ କାବ୍ରୁ ୱେ଼କ୍ନି କାମାତାକି ତାନି ଗାୱୁରମି ବାରେ କ୍ରୀସ୍ତାନା କୁଲମିତା ୱେ଼ଙ୍ଗାମାନେ,
19 କେବଳ ତାହା ନୁହେଁ, କିନ୍ତୁ ସେ ମଧ୍ୟ ଆମ୍ଭମାନଙ୍କର ସେବା ଦ୍ୱାରା ସାଧିତ ଏହି ଅନୁଗ୍ରହ କାର୍ଯ୍ୟ ସମ୍ବନ୍ଧରେ ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଆଗ୍ରହଭାବ ନିମନ୍ତେ ଆମ୍ଭମାନଙ୍କର ସହଯାତ୍ରୀ ହେବା ପାଇଁ ମଣ୍ଡଳୀ-ସମୂହ ଦ୍ୱାରା ନିଯୁକ୍ତ ହୋଇଅଛନ୍ତି;
୧୯ୱାର୍ଇ ଏ଼ଦି ଆ଼ଏ, ସାମା ଏ଼ୱାସି ଜିକେଏ ମା଼ ସେ଼ବା ତଲେ ଆ଼ହିମାନି ଈ କାର୍ମାମେହ୍ନି କାମା ତଲେ ପ୍ରବୁତି ଗାୱୁରମି ଇଞ୍ଜାଁ ରା଼ହାଁ ଅଣ୍ପୁ ତାକି ମା଼ ତଲେ ତା଼କିନାସି ଆ଼ହାଲିତାକି କୁଲମିକା ତଲେ ଆ଼ଚ୍ୱି ଆ଼ହାମାନେସି ।
20 ଆମ୍ଭମାନଙ୍କ ଦ୍ୱାରା ସାଧିତ ଏହି ସେବାସ୍ୱରୂପ ପ୍ରଚୁର ଦାନ ବିଷୟରେ କେହି ଯେପରି ଆମ୍ଭମାନଙ୍କୁ ଦୋଷୀ ନ କରେ, ସେଥିପାଇଁ ସାବଧାନ ହେଉଅଛୁ;
୨୦ମା଼ ତଲେ କିହିମାନି ଈ ସେ଼ବା କାମା ଲେହେଁ ହା଼ରେକା ଦା଼ନାତି କାତାତା ଆମ୍ବାଆସି ଏ଼ନିକିହିଁ ମାଙ୍ଗେ ଦ଼ହ ଦସ୍ତାଆପେସି, ଏ଼ଦାଆଁତାକି ଜାଗ୍ରାତା ଆ଼ହିମାନମି;
21 କାରଣ କେବଳ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ, କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାସବୁ ଉତ୍ତମ, ସେହିସବୁ ଆମ୍ଭେମାନେ ବିବେଚନା କରୁ।
୨୧ଇଚିହିଁ ୱାର୍ଇ ପ୍ରବୁ କାନୁତାକି ଆ଼ଏ, ସାମା ଲ଼କୁ କାନୁତାକି ଜିକେଏ ଏ଼ନାୟି ନେହାୟି, ଏ଼ଦାଆଁ ବାରେ କିହାଲି ଅଣ୍ପିମାନମି ।
22 ପୁଣି, ଆମ୍ଭେମାନେ ଆମ୍ଭମାନଙ୍କର ଆଉ ଜଣେ ଭାଇଙ୍କୁ ମଧ୍ୟ ସେମାନଙ୍କ ସଙ୍ଗେ ପଠାଉଅଛୁ, ତାହାଙ୍କୁ ଆମ୍ଭେମାନେ ଅନେକ ବିଷୟରେ ଅନେକ ଥର ଉଦ୍ଯୋଗୀ ବୋଲି ପ୍ରମାଣ ପାଇଅଛୁ, ପୁଣି, ତୁମ୍ଭମାନଙ୍କଠାରେ ଦୃଢ଼ ବିଶ୍ୱାସ କରିବାରୁ ସେ ଏବେ ଆହୁରି ଅଧିକ ଉଦ୍ଯୋଗୀ ହୋଇଅଛନ୍ତି।
୨୨ଅ଼ଡ଼େ, ମା଼ମ୍ବୁ ମା଼ ଅ଼ର ତାୟିଇଁ ଜିକେଏ ଏ଼ୱାରିତଲେ ପାଣ୍ତିମାଞ୍ଜାନମି, ଏ଼ୱାଣାଇଁ ମା଼ମ୍ବୁ ହା଼ରେକା କାତାତା ହା଼ରେକା ଦେବା ତାୟିପାରି କିହାଁ ରା଼ହାଁତଲେ କାମାକିନାସି ଇଞ୍ଜିଁ ନେହିଁକିଁ ପୁଞ୍ଜାମାନମି, ଇଞ୍ଜାଁ ମୀ ତା଼ଣା ଆ଼ଟ୍ୱା ନାମୁ କିହାଁ ମାନାକି ଏ଼ୱାସି ନୀଏଁ ହା଼ରେକା ରା଼ହାଁ ଆ଼ହାମାନେସି ।
23 ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀ-ସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।
୨୩ତିତସ କାତା ଆମ୍ବାଆସି ୱେଞ୍ଜାତିହିଁ, ଏ଼ୱାସି ନା଼ ଆଟ୍ହିତାସି ଇଞ୍ଜାଁ ମୀ ତାକି ନା଼ ତଲେ କାମାକିନାସି; ଇଞ୍ଜାଁ ମା଼ ତାୟିୟାଁ କାତା ୱେଞ୍ଜାତିହିଁ, ଏ଼ୱାରି କୁଲମିକା ତା଼ଣାଟି ପାଣ୍ତ୍ୱି ଆ଼ହାମାନାରି, ଅ଼ଡ଼େ କ୍ରୀସ୍ତତି ଗାୱୁରମି ୱେ଼ଙ୍ଗି କିହି ମାନାରି ।
24 ଅତଏବ, ତୁମ୍ଭମାନଙ୍କ ପ୍ରେମ ଓ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପର ପ୍ରମାଣ ମଣ୍ଡଳୀ-ସମୂହର ସମ୍ମୁଖରେ ସେମାନଙ୍କୁ ଦେଖାଅ।
୨୪ଇଚିହିଁ ମୀ ଜୀୱୁନ଼ନାୟି ଇଞ୍ଜାଁ ମୀ କାତାତା ମା଼ ବଡପଣତି ପାର୍ମାଣା କୁଲମିକା ନ଼କିତା ଏ଼ୱାରାକି ତ଼ହ୍ଦୁ ।