< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7 >

1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ବରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।
ହେ ଦୁଲାଡ଼୍‌ ହାଗା ମିଶିକ, ନେ ସବେନ୍‌ ବାନାର୍‌ସା ଆବୁ ପାର୍‌ମେଶ୍ୱାର୍‌ତାଃଏତେ ନାମାକାଦାବୁ । ଏନାତେ ଏଲା ହିଜୁଃପେ, ହଡ଼୍‌ମ ଆଡଃ ଆତ୍ମାକେ ସତ୍‌ରାଏତାନ୍‌ ସବେନ୍‌ ବିଷାଏତେ ଆପାନ୍‌କେ ଫାର୍‌ଚିନ୍‌ପେ । ଆଡଃ ପାର୍‌ମେଶ୍ୱାର୍‌କେ ବରଭାକ୍ତିତାନ୍‌ଲଃ ପୁରାଗି ପାବିତାର୍‌କେଦ୍‌ତେ ତାଇନାବୁ ।
2 ତୁମ୍ଭମାନଙ୍କ ହୃଦୟରେ ଆମ୍ଭମାନଙ୍କୁ ସ୍ଥାନ ଦିଅ; ଆମ୍ଭେମାନେ କାହାରି ଅନ୍ୟାୟ କରି ନାହୁଁ, କାହାକୁ ନଷ୍ଟ କରି ନାହୁଁ, କାହାରି କ୍ଷତି କରି ନାହୁଁ।
ଆପେୟାଃ ମନ୍‌ସୁରୁଦ୍‌ରେ ଆଲେକେ ଠାୟାଦ୍‌ ଏମାଲେପେ । ଆଲେ ଜେତାଏୟାଃ ଏତ୍‌କାନ୍‌ କାଲେ ରିକା, ଜେତାଏୟାଃ କାଲେ ହାନିକାଦା, ଜେତାଏତାଃଏତେ ଜେତ୍‌ନାଃ ନାମେ ନାଗେନ୍ତେ ବେଦାକେଦ୍‌ତେ କାଲେ ଆଉକାଦା ।
3 ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା।
ଆପେକେ ଚିଟାପେ ନାଗେନ୍ତେ ଆଇଙ୍ଗ୍‌ ନେ କାଜି କାଇଙ୍ଗ୍‌ କାଜିତାନା । ଆଇଙ୍ଗ୍‌ ସିଦାରେଇଙ୍ଗ୍‌ କାଜିକାଦା, ଆପେ ଆଲେୟାଃ ନିମିନାଙ୍ଗ୍‌ ଦୁଲାଡ଼୍‌କ ତାନ୍‌ପେ ଯେ, ଆବୁ ଜୀନିଦ୍‌ ତାଇନଃ ଚାଏ ଗଜଃ, ଆବୁ ସବେନ୍‌ ଇମ୍‌ତା ମିଦ୍‌ତାଃରେ ମେନାବୁଆ ।
4 ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି।
ଆପେତାଃରେ ଆଇଁୟାଃ ପୁରାଃ ବିଶ୍ୱାସ୍‌ମେନା । ଆପେୟାଃ ନାଗେନ୍ତେ ଆଇଙ୍ଗ୍‌ ଆପାନ୍‌କେ ମାରାଙ୍ଗ୍‌ୟେଁନ୍‌ତେୟାଃ ହଗି ପୁରାଃଗିଆ । ଦୁକୁହାସୁରେ ଆଇଙ୍ଗ୍‌ ପୁରାଃଗି ଜୀଉରାଡ଼େଃ ନାମ୍‌କେଦ୍‌ତେ ରାସ୍‌କାତେଇଙ୍ଗ୍‌ ପେରେଜାକାନା ।
5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ।
ମାକିଦନିଆତେ ସେଟେର୍‌କେଦ୍‌ତେହଁ ଆଲେୟାଃ ହଡ଼୍‌ମ କା ରୁଡ଼ୁୟାନା । ହଡ଼କଲଃ ସବେନ୍‌ତାଃରେ କା ବାପାଇ ଆଡଃ ଏପେଗେର୍‌ ହବାଅଃ ତାଇକେନା, ଏନାତେ ଆଲେୟାଃ ମନ୍‌ସୁରୁଦ୍‌ରେ ବର ତାଇକେନା ।
6 ତଥାପି ଭଗ୍ନୋତ୍ସାହମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେ ଈଶ୍ବର, ସେ ତୀତସଙ୍କ ଆଗମନ ଦ୍ୱାରା ଆମ୍ଭମାନଙ୍କୁ ସାନ୍ତ୍ୱନା ଦେଲେ,
ମେନ୍‌ଦ ହୁଡିଙ୍ଗ୍‌ଜୀଉକାନ୍‌କକେ ଜୀଉରାଡ଼େଃ ଏମାକତାନ୍‌ ପାର୍‌ମେଶ୍ୱାର୍‌ ତିତସ୍‌କେ ଆଲେତାଃତେ କୁଲ୍‌କେଦ୍‌ତେ ଜୀଉରାଡ଼େଃ ଏମାକାଦ୍‌ଲେୟାଏ ।
7 ଆଉ, କେବଳ ତାହାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍‌ଯୋଗ, ତୁମ୍ଭମାନଙ୍କ ବିଳାପ, ମୋʼ ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି।
ଇନିୟାଃ ହିନିଜୁଃ ହରାତେ ଏସ୍‌କାର୍‌ କାହା, ମେନ୍‌ଦ ଇନିଃ ଆପେତାଃତେ ସେନ୍‌କେଦ୍‌ତେ ଅକନ୍‌ ଜୀଉରାଡ଼େଃ ନାମାକାଦାଃଏ, ଏନା ହରାତେ ଆଲେ ରାସ୍‌କାଅଃ ତାନାଲେ । ଆଇଙ୍ଗ୍‌କେ ନେନେଲ୍‌ ନାଗେନ୍ତେ ଆପେୟାଃ ଚିମିନ୍‌ ଇଛାସାନାଙ୍ଗ୍‌, ଆଇଁୟାଃ ନାଗେନ୍ତେ ଆପେୟାଃ ଚିମିନ୍‌ ଦୁକୁ, ଆଇଁୟାଃସାଃରେ ଜେତ୍‌ନାଃ କାଜି ନାଗେନ୍ତେ ଆପେ ଚିମିନ୍‌ ଚିହୁଲ୍‌ଲାନ୍‌ଗି ମେନାପେୟା, ନେ ସବେନ୍‌ ବିଷାଏ ଇନିଃ ଆଇଙ୍ଗ୍‌କେ ଉଦୁବ୍‌କାଦିୟାଁଃ । ଏନାତେ ଆଇଙ୍ଗ୍‌ ପୁରାଃଗିଇଙ୍ଗ୍‌ ରାସ୍‌କା କାନା ।
8 ଯେଣୁ ମୋହର ପତ୍ର ଦ୍ୱାରା ଯଦ୍ୟପି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତଥାପି ମୁଁ ସେଥିସକାଶେ ଦୁଃଖିତ ନୁହେଁ; ସେହି ପତ୍ର ତୁମ୍ଭମାନଙ୍କୁ ଅଳ୍ପ କାଳ ନିମନ୍ତେ ସୁଦ୍ଧା ଦୁଃଖ ଦେଇଥିବାର ଦେଖି ମୁଁ ଦୁଃଖିତ ହୋଇଥିଲେ ସୁଦ୍ଧା
ଆଇଁୟାଃ ଚିଠି ପାଢ଼ାଅକେଦ୍‌ତେ ଆପେ ହୁଡିଙ୍ଗ୍‌ଜୀଉକାନ୍‌ରେୟ, ଏନ୍‌ ଚିଠି ଅଲାକାଦ୍‌ ହରାତେ ଆଇଁୟାଃ ମନ୍‌ରେ ଜେତାନ୍‌ ଦୁକୁ ବାନଃଆ । ନେ ଚିଠି ଆପେକେ ଘାଡ଼ିକାଦ୍‌ ନାଙ୍ଗ୍‌ ହୁଡିଙ୍ଗ୍‌ଜୀଉକାଦ୍‌ପେ ନାଗେନ୍ତେ ଆଇଙ୍ଗ୍‌ ଦୁକୁକାନ୍‌ତେୟାଃଇଙ୍ଗ୍‌ ।
9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତ ହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନ-ପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ।
ମେନ୍‌ଦ ଆପେୟାଃ ମନ୍‌ରେ ଦୁକୁ ଏମାକାଦ୍‌ପେ ହରାତେ କାହାଗି, ମେନ୍‌ଦ ନେ ଦୁକୁ ଆପେୟାଃ ଜୀଦାନ୍‌ରେୟାଃ ସେନ୍‌ହରା ବାଦ୍‌ଲାଅକାଦ୍‌ ହରାତେ ନାହାଁଃ ଆଇଙ୍ଗ୍‌ ରାସ୍‌କାଅଃ ତାନାଇଙ୍ଗ୍‌ । ପାର୍‌ମେଶ୍ୱାର୍‌ଆଃ ମନେ ଲେକାତେ ଆପେ ନେ ଦୁକୁ ସାହାତିଙ୍ଗ୍‌କାଦାପେ । ଏନାତେ ଆଲେୟାଃ ହରାତେ ଆପେ ଜେତାଲେକାତେ କାପେ ହାନିକାନା ।
10 କାରଣ ଈଶ୍ବରଙ୍କ ଇଚ୍ଛାନୁସାରେ ଯେଉଁ ଦୁଃଖ, ତାହା ପରିତ୍ରାଣ ନିମନ୍ତେ ଏପରି ମନ-ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ; ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ।
୧୦ଚିୟାଃଚି ନେ ଲେକାନ୍‌ ଦୁକୁ ପାର୍‌ମେଶ୍ୱାର୍‌ଆଃ ହରାତେ ବେଭାର୍‌କେଦ୍‌ତେ ମନ୍‌ସୁରୁଦ୍‌ ନେ'ଲେକା ବାଦ୍‌ଲାଅଃରେଦ ଜୀଉବାଞ୍ଚାଅ ନାମଃଆ । ନେଆଁଁରେ ହୁଡିଙ୍ଗ୍‌ଜୀଉଃରେୟାଃ ଜେତ୍‌ନାଃ ବାନଃଆ । ମେନ୍‌ଦ ସାଂସାର୍‍ରେୟାଃ ଦୁକୁରେ ଏସ୍‌କାର୍‌ ଗନଏଃ ହବାଅଃଆ ।
11 ଯେଣୁ ଦେଖ, ଈଶ୍ବରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ କେତେ ଆଗ୍ରହ, ହଁ, କେତେ ଉଦ୍‌ଯୋଗ, ହଁ, କେତେ ପ୍ରତିକାର ଜନ୍ମାଇଅଛି। ଏହି ବିଷୟରେ ତୁମ୍ଭେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇଅଛ।
୧୧ନେଲେପେ, ପାର୍‌ମେଶ୍ୱାର୍‌ଆଃ ଇଛାସାନାଙ୍ଗ୍‌ ଲେକାତେ ଆପେ ଅକନ୍‌ ଦୁକୁପେ ନାମାକାଦା, ଏନା ଆପେତାଃରେ ଚିମିନ୍‌ ରାସ୍‌କା, ଚିମିନ୍‌ ବର, ଚିମିନ୍‌ ଚିହୁଟ୍‌, ଆତ୍ମା ସୁଧ୍‌ରାଅ ନାଙ୍ଗ୍‌ ଚିମିନ୍‌ ଉନୁଦୁବ୍‌, ଏତ୍‌କାନ୍‌ ହଡ଼କକେ ସାଜାଇ ଏମ୍‌ ନାଙ୍ଗ୍‌ ଚିମିନ୍‌ ଚିହୁଲ୍‌ଲାନ୍‌ କାଜିକ ହବାକାନା । ନେ ସବେନ୍‌ ବିଷାଏରେ ଆପେ ବେଗାର୍‌ ଚିଟାକାନ୍‌ ଲେକାପେ ଉଦୁବାକାନା ।
12 ଏଣୁ ଯଦ୍ୟପି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତଥାପି ଯେ ଅନ୍ୟାୟ କରିଅଛି, ବା ଯେ ଅନ୍ୟାୟ ସହିଅଛି, ତାହା ନିମନ୍ତେ ଯେ ଲେଖିଲି, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ଆଗ୍ରହ ଯେପରି ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ, ସେଥିନିମନ୍ତେ ଲେଖିଲି। ଅତଏବ, ଆମ୍ଭେମାନେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ।
୧୨ଆପେକଏତେ ଜେତାଏ ଏତ୍‌କାନ୍‌ କାମିକାଦାଏ ଚାଏ ଏତ୍‌କାନ୍‌ ସାହାତିଙ୍ଗ୍‌କାଦାଏ, ଇନିୟାଃ ନାଗେନ୍ତେ ଆଇଙ୍ଗ୍‌ ଏନ୍‌ ଚିଠି କାଇଙ୍ଗ୍‌ ଅଲାକାଦା । ମେନ୍‌ଦ ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ଆଲେ ନାଙ୍ଗ୍‌ ଆପେୟାଃ ଭାକ୍ତି ଚିମିନ୍‌ ଇକିରା ଆଡଃ
13 ପୁଣି, ଆମ୍ଭମାନଙ୍କ ସାନ୍ତ୍ୱନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାହାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ୱାରା ସଞ୍ଜୀବିତ ହୋଇଅଛି।
୧୩ଏନା ନାଙ୍ଗ୍‌ ଆଲେ ଚିମିନ୍‌ ଜୀଉରାଡ଼େଃ ନାମାକାଦାଲେ । ଏନା ଉଦୁବ୍‌ ନାଗେନ୍ତେ ଆଇଙ୍ଗ୍‌ ଏନ୍‌ ଚିଟାଉ ଅଲାକାଦାଇଙ୍ଗ୍‌ । ଆଲେ ଜୀଉରାଡ଼େଃ ଏସ୍‌କାର୍‌ କାଲେ ନାମାକାଦା, ମେନ୍‌ଦ ଆପେ ତିତସ୍‌କେ ସବେନ୍‌ ଲେକାତେ ଦେଙ୍ଗାତାନ୍‌ଲଃ ଚିଲ୍‌କା ରାସ୍‌କା କାଇଜାପେ, ଏନା ଆଲେକେ ପୁରାଃଗି ରାସ୍‌କାଲେତାନା ।
14 ଯେଣୁ ଯଦି କୌଣସି ବିଷୟରେ ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି, ତେବେ ଲଜ୍ଜିତ ହୋଇ ନାହିଁ, ବରଂ ଯେପରି ଆମ୍ଭେମାନେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ସତ୍ୟ କହିଥିଲୁ, ସେହିପରି ତୀତସଙ୍କ ସମ୍ମୁଖରେ ଆମ୍ଭମାନଙ୍କ ଦର୍ପ ମଧ୍ୟ ସତ୍ୟ ବୋଲି ଜଣାଯାଇଅଛି।
୧୪ଆୟାଃ ଆୟାର୍‌ରେ ଆପେ ନାଗେନ୍ତେ ଆଇଙ୍ଗ୍‌ ଆପାନ୍‌କେ ମାରାଙ୍ଗ୍‌ ମେନ୍ତେଇଙ୍ଗ୍‌ କାଜିତାନା । ଆଡଃ ଆପେ ଆଇଙ୍ଗ୍‌କେ କାପେ ହୁଡିଙ୍ଗ୍‌ଜୀଉକାଦିୟାଁ । ଆଲେ ସବେନ୍‌ ଇମ୍‌ତା ଆପେତାଃରେ ସାର୍‌ତିଗିଲେ କାଜିକାଦା, ଏନ୍‌ଲେକାଗି ତିତସ୍‌ଆଃ ସାମ୍‌ନାଙ୍ଗ୍‌ରେ ଆଲେ ଆପାନ୍‌କେ ମାରାଙ୍ଗ୍‌ ମେନ୍ତେ କାଜିନ୍‌ତେୟାଃ ସାର୍‌ତି ତାନାଃ ।
15 ଆଉ, କିପରି ଭୟ ଓ କମ୍ପରେ ତୁମ୍ଭେମାନେ ତାହାଙ୍କୁ ଗ୍ରହଣ କରି ସମସ୍ତେ ତାଙ୍କର ବାଧ୍ୟ ହେଲ, ଏହା ସ୍ମରଣ କରି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ଅନ୍ତରର ସ୍ନେହ ଅଧିକ ବୃଦ୍ଧି ପାଇଅଛି।
୧୫ଚିଲ୍‌କା ଆପେ ସବେନ୍‌କ ଇନିୟାଃ କାଜିକ ମାନାତିଙ୍ଗ୍‌ ନାଙ୍ଗ୍‌ ସେକାଡ଼୍‌କାନ୍‌ ତାଇକେନାପେ ଆଡଃ ବରତାନ୍‌, ଏକ୍‌ଲାଅଃତାନ୍‌ଲଃ ଇନିଃକେ ଦାରମ୍‌କିୟାପେ, ନେ କାଜିକ ପାହାମ୍‌କେଦ୍‌ତେ ଆପେ ନାଗେନ୍ତେ ଆୟାଃ ଦୁଲାଡ଼୍‌ ଆଡଃଗି ହାରାଇଦିୟଃତାନା ।
16 ମୁଁ ଯେ ସର୍ବ ବିଷୟରେ ତୁମ୍ଭମାନଙ୍କଠାରେ ପୂର୍ଣ୍ଣ ବିଶ୍ୱାସ କରିପାରେ, ଏଥିପାଇଁ ଆନନ୍ଦ କରୁଅଛି।
୧୬ଆଡଃ ଆଇଙ୍ଗ୍‌ ସବେନ୍‌ ବିଷାଏରେ ଆପେତାଃରେ ପୁରାଃଗିଙ୍ଗ୍‌ ବିଶ୍ୱାସ୍‌ ଦାଡ଼ିୟା, ଏନାମେନ୍ତେଇଙ୍ଗ୍‌ ରାସ୍‌କାଅଃତାନା ।

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7 >