< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6 >
1 ଆହୁରି ମଧ୍ୟ ଈଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ।
ଆରି ଇସ୍ୱରନ୍ ସରିନ୍ ମାୟ୍ଲନ୍ ଏର୍ଲନୁମ୍ତନାଞନ୍ ଆସନ୍ ଇନ୍ଲେନ୍ ଆମ୍ୱେଞ୍ଜିଆଡଙ୍ ଏବର୍ତବେନ୍, ଇସ୍ୱରନ୍ ଆମଙ୍ ସିଲଡ୍ ଆମ୍ୱେଞ୍ଜି ଏଞ୍ରାଙେନ୍ ଆ ସନାୟୁମ୍ କାଜ୍ଜାନ୍ ମୋସ୍ସାଡଙେ ତଡ୍ ।
2 କାରଣ ସେ କହନ୍ତି, “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ।” ଦେଖ, ଏବେ ମହା-ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ।
ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ବର୍ତନେ; “ସନାୟୁମ୍ ଡିନ୍ନାଇଙନ୍ କାକୁର୍ତିବେନ୍ ଞେନ୍ ଅମ୍ଡଙ୍ଲାୟ୍, ଆରି ଅନୁର୍ ଡିନ୍ନା ଇଙନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ସାୟ୍ସିଲବେନ୍ ।” ଗିୟ୍ବା, କେନ୍ଆତେ ମା ସନାୟୁମ୍ ଡିନ୍ନାନ୍, ଗିୟ୍ବା, କେନ୍ଆତେ ମା ଅନୁର୍ ଡିନ୍ନାନ୍ ।
3 ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ,
ଏଙ୍ଗାଲ୍ଡେନ୍ ସେବା କାବ୍ବାଡ଼େଲେନ୍ ଆସନ୍ ନିଣ୍ଡୟନ୍ ଅଡ଼ୋଡଙାୟ୍ ତଡ୍, ତିଆସନ୍ ଇନ୍ଲେନ୍ କାବ୍ବାଡ଼ାଲୋଙ୍ବେନ୍ ଇନ୍ନିଙ୍ ଏଃଡ୍ଡଙ୍ଡଙ୍ବେନ୍ ।
4 ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ,
ଆର୍ପାୟ୍ ଇନ୍ଲେନ୍ ଇସ୍ୱରନ୍ ଆ କାବ୍ବାଡ଼ାମର୍ଜି ଗାମ୍ଲେ ଆଏଡ଼ର୍ ସାକିନ୍ ଏତିୟ୍ତାୟ୍; ଅଡ଼୍କୋନ୍ ସଏଡାଲେ, ପନବ୍ରଡ୍ ଇଙନ୍, କାକୁର୍ତି ଇଙନ୍, ବିକ୍କଡ଼ ଇଙନ୍,
5 ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ,
ତନିଡନ୍ ଏଞ୍ରାଙ୍ଲାଞନ୍ ଆଡିଡ୍, ଆବ୍ରଣ୍ଡିଲଲେଞ୍ଜି ଆଡିଡ୍, ଦଙ୍ଗା ଇଙନ୍, କାବ୍ବାଡ଼ା ଇଙନ୍, ଡିମଡ୍ନେତଡନ୍ ଆଡିଡ୍, ଆଡୋଲେଜନ୍,
6 ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ନିଷ୍କପଟ ପ୍ରେମରେ,
ମନଡ଼ିର୍ଲୋଙନ୍, ଗିଆନଲୋଙନ୍, ସନଏଲୋଙନ୍, ଲବଡ୍ଡିନ୍ ବାତ୍ତେ, ମଡ଼ିର୍ ପୁରାଡ଼ାନ୍ ଆମଙ୍, ଏର୍ଇସ୍କତ୍ତାନ୍ ଡନୁଙ୍ୟମନ୍ ବାତ୍ତେ,
7 ସତ୍ୟ ବାକ୍ୟରେ, ଈଶ୍ବରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା,
ଆଜାଡ଼ି ବର୍ନେଲୋଙନ୍, ଇସ୍ୱରନ୍ ଆ ବୋର୍ସାଲୋଙ୍, ଅର୍ଜଡ଼ୋମ୍ଗଡନ୍ ଡ ଅର୍କାବଡ଼ିଗଡନ୍ ଡରମ୍ମନ୍ ଆ ଅତିଆରଜି ବାତ୍ତେ,
8 ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା, ପ୍ରତାରକ ତୁଲ୍ୟ, ଅଥବା ସତ୍ୟବାଦୀ,
ସନେଙ୍କେନ୍ ଡ ଗବନ୍ରଜନ୍ ବାତ୍ତେ, ତନେକ୍କେନ୍ ଡ ବନର୍ଡୋଙନ୍ ବାତ୍ତେ, ଇନ୍ଲେନ୍ ଆଜାଡ଼ିମର୍ଜି, ବନ୍ଡ ପାତ୍ୟାମରନ୍ ଅନ୍ତମ୍,
9 ଅପରିଚିତ ତୁଲ୍ୟ, ଅଥବା ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥବା ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ,
ଅଡ଼୍କୋଞ୍ଜି ଅମ୍ମଡ୍ତଲେଞ୍ଜି, ବନ୍ଡ ଏର୍ନମ୍ମଡନ୍ ଆ ମନ୍ରାଜି ଅନ୍ତମ୍, ଇନ୍ଲେନ୍ ଆମେଙ୍, ବନ୍ଡ ଆରବୁମରଞ୍ଜି ଅନ୍ତମ୍, ଡନଣ୍ଡାୟନ୍ ଏଞାଙ୍ତାୟ୍, ବନ୍ଡ ଅଃର୍ରବୁଲେନ୍,
10 ଅଥବା ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥବା ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ବରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ।
ୟେୟେଡାମରଞ୍ଜି ଅନ୍ତମ୍, ବନ୍ଡ ଆଏଡ଼ର୍ ଏସର୍ଡାତନାୟ୍, ଡୋଲେୟ୍ମରଞ୍ଜି ଅନ୍ତମ୍, ବନ୍ଡ ଇନ୍ଲେନ୍ ଜବ୍ର ମନ୍ରା ଏବ୍ଗମାଙ୍ଲାଜି, ଇନ୍ନିଙ୍ତଡନ୍ ଅନ୍ତମ୍, ବନ୍ଡ ଅମଙ୍ଲେନ୍ ଅଡ଼୍କୋନ୍ ଡକୋ; ଇନ୍ଲେନ୍ ଇନ୍ନିଙ୍ତଡନ୍ ଅନ୍ତମ୍, ବନ୍ଡ ଅମଙ୍ଲେନ୍ ଅଡ଼୍କୋନ୍ ଡକୋଆୟ୍ ।
11 ହେ କରିନ୍ଥୀୟମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ମୁଖ ଉନ୍ମୁକ୍ତ ହୋଇଅଛି, ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି।
ଏ କରନ୍ତିବାଜି, ଆମ୍ବେଞ୍ଜିଆଡଙ୍ ଇନ୍ଲେନ୍ ଅଡ଼୍କୋନ୍ ଆ ବର୍ନେ ଏବର୍ରବେନ୍, ଅମଙ୍ବେନ୍ ଉଗର୍ଲେନ୍ ଏରୋଲାୟ୍ ।
12 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ସଙ୍କୁଚିତ ନୁହେଁ, କିନ୍ତୁ ତୁମ୍ଭମାନଙ୍କର ସ୍ନେହ ସଙ୍କୁଚିତ।
ଇନ୍ଲେନ୍ ଆମ୍ବେଞ୍ଜିଆଡଙ୍ ଏଡୁଙ୍ୟମ୍ତବେନ୍, ବନ୍ଡ ଆମ୍ୱେଞ୍ଜି ଇନ୍ଲେନ୍ଆଡଙ୍ ଏଃଡ୍ଡୁଙ୍ୟମ୍ଲେନ୍ ।
13 ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି, ଅନୁରୂପ ପ୍ରତିଦାନ ନିମନ୍ତେ ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ।
ଆମ୍ୱେଞ୍ଜି ଅଅନ୍ଞେଞ୍ଜି ଗାମ୍ଲେ, ଞେନ୍ ଅଡ଼୍କୋନ୍ ଆ ବର୍ନେ ବର୍ତବେନ୍, ଏତ୍ତେଲେମା ଉଗର୍ବେଞ୍ଜି ନିୟ୍ ରୋବା ।
14 ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା?
ଏର୍ଡର୍ନେମରଞ୍ଜି ସରିନ୍ ଏକ୍କାନ୍ ମାୟ୍ଲନ୍ ଏକାବ୍ବାଡ଼ାଡଙ୍ନେ, ଇନିଆସନ୍ଗାମେଣ୍ଡେନ୍ ଡରମ୍ମନ୍ ଡ ଏର୍ଡରମ୍ମନ୍ ଏଙ୍ଗାଲେ ମାୟ୍ନେଜି? ଆରି ଲୋଙଡନ୍ ଡ ସନାଆରନ୍ ଏଙ୍ଗାଲେ ମାୟ୍ନେଜି?
15 ବିଲିୟାର୍ ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ?
ବିଲିଆରନ୍ ଡ କ୍ରିସ୍ଟନ୍ ଏଙ୍ଗାଲେ ଆବମନ୍ନନ୍ ଡେଏଜି? ଡର୍ନେମରନ୍ ଡ ଏର୍ଡର୍ନେମରନ୍ ଇନ୍ନିଙ୍ ଆ ବର୍ନେଲୋଙ୍ ଆବମନ୍ନନ୍ ଡେଏଜି ପଙ୍?
16 ପ୍ରତିମା ସହିତ ଈଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ବର କହିଅଛନ୍ତି, “ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ବର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।”
ଇସ୍ୱରନ୍ ଆ ସରେବାସିଂଲୋଙ୍ କୋଙ୍ଡାୟ୍ସୁମନ୍ ଡକ୍କୋତବୋ ପଙ୍? ଇନିଆସନ୍ଗାମେଣ୍ଡେନ୍ ଇନ୍ଲେଞ୍ଜି ଆମେଙ୍ ଇସ୍ୱରନ୍ ଆ ସରେବାସିଂ, ଇସ୍ୱରନ୍ ଗାମ୍ତେ, “ମନ୍ରାଞେଞ୍ଜି ଆମଙ୍ ଞେନ୍ ଡକୋତନାୟ୍ ଆରି ଆମଙଞ୍ଜି ଞେନ୍ ବୁଲ୍ଲେତାୟ୍; ଞେନ୍ ଆ ଇସ୍ୱରଞ୍ଜି ଡେତାୟ୍, ଆରି ଆନିଞ୍ଜି ମନ୍ରାଞେଞ୍ଜି ଡେତଜି ।”
17 ଏଣୁ ପ୍ରଭୁ ଏହା କହନ୍ତି, “ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା”
ତିଆସନ୍ ପ୍ରବୁନ୍ ଗାମ୍ତେ, “ଆମ୍ୱେଞ୍ଜି ଆମଙଞ୍ଜି ସିଲଡ୍ ଡୁଙ୍ଲନ୍ ଜିରାୟ୍ବା ଆରି, ଆମଙଞ୍ଜି ସିଲଡ୍ ଆନ୍ନାନାବା । ଏର୍ମଡ଼ିରଞ୍ଜିଆତେ ଏସୁଙେଡଙ୍, ଆରି ଞେନ୍ ଆମ୍ୱେଞ୍ଜିଆଡଙ୍ ଜାତବେନ୍ ।
18 “ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି।”
ଞେନ୍ ଆପେୟ୍ବେନ୍ ଡେତାୟ୍, ଆରି ଆମ୍ୱେଞ୍ଜି ଡାଙ୍ଗଡ଼ାଅନ୍ଞେଞ୍ଜି ଡ ଡାଙ୍ଗଡ଼ିଅନ୍ଞେଞ୍ଜି ଡେତବେନ୍, କେନ୍ ଆ ବର୍ନେ, ଅଡ଼୍କୋନ୍ ସିଲଡ୍ ବୋର୍ସା ପ୍ରବୁନ୍ ବର୍ତନେ ।”