< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5 >

1 କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ବରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ। (aiōnios g166)
ମେନ୍‌ଦ ଆଲେ ସାରିତାନାଲେ, ନେ ଅତେରେ ହଡ଼୍‌ମ ଲେକାନ୍‌ କୁମ୍ବାରେ ଆବୁ ନାହାଁଃ ତାଇନଃତାନାବୁ, ଏନା ଜିୟନଃରେଦ, ଆବୁକେ ପାର୍‌ମେଶ୍ୱାର୍‌ ସିର୍ମାରେ ମିଆଁଦ୍‌ ଜାନାଅଗି ତାଇନଃ ନାଗେନ୍ତେ ଅଡ଼ାଃ ଏମାବୁଆଏ । ଏନାଦ ହଡ଼ତେ କା ବାଇକାନା, ମେନ୍‌ଦ ପାର୍‌ମେଶ୍ୱାର୍‌ ଆଇଃକ୍‌ଗି ଏନାକେ ବାଇୟାକାଦା । (aiōnios g166)
2 ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ;
ଆଡଃ ନେ ଅତେରେୟାଃ ଅଡ଼ାଃରେ ତାଇନ୍‌କେଦ୍‌ତେ ଆବୁ ଏନ୍‌ ସିର୍ମାରେୟାଃ ଅଡ଼ାଃ ଲେକାନ୍‌ ଲିଜାଃ ତୁସିଙ୍ଗ୍‌ଅଃ ନାଗେନ୍ତେ ଆବୁଆଃ ଇଛାସାନାଙ୍ଗ୍‌ ମେନାଃ ।
3 ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଗ୍ନ ଦେଖାଯିବା ନାହିଁ।
ମେନ୍‌ଦ ଏନ୍‌ ସିର୍ମାରେୟାଃ ଅଡ଼ାଃ ଲେକାନ୍‌ ଲିଜାଃ ତୁସିଙ୍ଗ୍‌ଅଁରେଦ, ଆବୁ ସାମା ହଡ଼୍‌ମଗି କାବୁ ନେଲଆଃ ।
4 କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ; ଯେଣୁ ଆମ୍ଭେମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥିନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ।
ଆବୁ ନେ ସାଂସାର୍‌ରେୟାଃ କୁମ୍ବାରେ ତାଇନଃତାନ୍‌ ଇମ୍‌ତା ଲାଗାଉତାରଃତାନ୍‌ଲଃ ମନ୍‌ସୁରୁଦ୍‌ରେ ରାଆଃ ଗେରାଙ୍ଗ୍‌ ତାନାବୁ । ଆବୁ ସାଂସାର୍‌ରେୟାଃ ହଡ଼୍‌ମକେ ବାଗି ନାଗେନ୍ତେ ସାନାଙ୍ଗ୍‌ ତାନାବୁ ଏନାଦ ନାହାଁଲାଃ, ମେନ୍‌ଦ ସିର୍ମାରେୟାଃ ଲିଜାଃ ତୁସିଙ୍ଗ୍‌ ହରାତେ ଆବୁଆଃ ନେ ସାଂସାର୍‌ରେୟାଃ ହଡ଼୍‌ମ ଜେ'ଲେକା କା ଗଜଃ ଜୀଦାନ୍‌ରେ ବାଦ୍‌ଲାଅଃଆ, ଏନା ଆଲେୟାଃ ସାନାଙ୍ଗ୍‌ତାନା ।
5 ଆଉ ଯେ ଏଥିନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଅଛନ୍ତି, ସେ ଈଶ୍ବର, ସେ ଆମ୍ଭମାନଙ୍କୁ ବଇନା ସ୍ୱରୂପେ ପବିତ୍ର ଆତ୍ମା ମଧ୍ୟ ଦାନ କରିଅଛନ୍ତି।
ପାର୍‌ମେଶ୍ୱାର୍‌ ଆବୁକେ ନେ'ଲେକା ବାଦ୍‌ଲାଅ ନାଗେନ୍ତେ ବାଇସେକାଡ଼ା କାଦ୍‌ବୁଆ । ଆଡଃ ଇନିଃ ଆୟାଃ ପାବିତାର୍‌ ଆତ୍ମାକେ କୁଲ୍‌କିଃଦ୍‌ ହରାତେ ଆବୁରେ ତାଇନଃ ନାଙ୍ଗ୍‌ ଏମ୍‌କିୟାଏ ।
6 ଅତଏବ ଆମ୍ଭେମାନେ ସର୍ବଦା ସାହସୀ ଅଟୁ, ଆଉ ଏହି ଶରୀରରେ ଯେପର୍ଯ୍ୟନ୍ତ ନିବାସ କରୁଅଛୁ, ସେପର୍ଯ୍ୟନ୍ତ ଯେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ, ଏହା ଜାଣୁ।
ଏନାମେନ୍ତେ ଆବୁ ସବେନ୍‌ ଇମ୍‌ତା ଜୀଉରେ କେଟେଦ୍‌କେଦ୍‌ତେ ମେନାବୁଆ, ଆବୁ ସାରି ତାନାବୁ, ଚିମିନ୍‌ ଦିନ୍‌ ଜାକେଦ୍‌ ନେ ହଡ଼୍‌ମରେ ମେନାବୁଆ, ଇମିନ୍‌ ଦିନ୍‌ ଜାକେଦ୍‌ ପ୍ରାଭୁତାଃଏତେ ସାଙ୍ଗିନ୍‌ରେ ତାଇନ୍‌କେଦ୍‌ତେ ଜୀଦାନ୍‌ବୁ ବିତାଅ ତାନା ।
7 (କାରଣ ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଅଛୁ),
ଆବୁଆଃ ଜୀଦାନ୍‌ ନେନେଲ୍‌ତେଦ କା ମେନ୍‌ଦ ବିଶ୍ୱାସ୍‌ ଚେତାନ୍‌ରେ ତିଙ୍ଗୁଆକାନା ।
8 ହଁ, ଆମ୍ଭେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ।
ଏନାମେନ୍ତେ ଆବୁ ଜୀଉରେ କେଟେଦ୍‌କେଦ୍‌ତେ, ଆଡଃ ନେ ହଡ଼୍‌ମକେ ବାଗିକେଦ୍‌ତେ ପ୍ରାଭୁଲଃ ତାଇନଃ ନାଗେନ୍ତେ ଆବୁ ପୁରାଃଗିବୁ ସାନାଙ୍ଗ୍‌ତାନା ।
9 ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା।
ଏନାମେନ୍ତେ ଆବୁ ଆପ୍‌ନାଃ ଅଡ଼ାଃରେ ତାଇନଃ ଚାଏ ଏଟାଃ ଅଡ଼ାଃରେ ତାଇନଃ, ପାର୍‌ମେଶ୍ୱାର୍‌କେ ସୁକୁଇଚିତେୟାଃଗି ଆବୁଆଃ ପୁରାଃ ସାନାଙ୍ଗ୍‌ତାନା ।
10 କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ।
୧୦ଚିୟାଃଚି ଆବୁ ସବେନ୍‌କକେ ଆୟାଃ ହରାତେ ବିଚାର୍‌ ହବାଅଃ ନାଗେନ୍ତେ ସାର୍‌ତିଗି ଖ୍ରୀଷ୍ଟ୍‌ଆଃ ବିଚାର୍‌ ଠାୟାଦ୍‌ରେ ତିଙ୍ଗୁନ୍‌ ଲାଗାତିୟାଃଁ । ଇମ୍‌ତା ବୁଗିନାଃ ହବାଃଅ ଚାଏ ଏତ୍‌କାନାଃ ହବାଅଃ, ଆବୁ ସବେନ୍‌ ମିମିଆଦ୍‌ ହଡ଼କ ସାଂସାର୍‌ରେୟାଃ ହଡ଼୍‌ମରେ କାମିକାଦ୍‌ ଲେକାଗି ନାଲାବୁ ନାମେୟା ।
11 ଅତଏବ, ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ମଣାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ।
୧୧ପ୍ରାଭୁକେ ବର ରେୟାଃ ମୁଣ୍ଡି ଚିନାଃ ତାନାଃ, ଏନା ଆଲେ ସାରି କାଦାଲେ ଆଡଃ ଏନା ରିକା ନାଗେନ୍ତେ ଆଲେ ସବେନ୍‌କକେ ଆଚୁପେତାନାଲେ । ପାର୍‌ମେଶ୍ୱାର୍‌ ଆବୁ ସବେନ୍‌କକେ ବୁଗିଲେକାଏ ସାରିୟା । ଆଇଙ୍ଗ୍‌ ଆସ୍ରା ତାନାଇଙ୍ଗ୍‌, ଆପେ ଆଇଙ୍ଗ୍‌କେ ବୁଗି ଲେକାପେ ସାରିୟା ।
12 ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ।
୧୨ଆଲେ ଆଡଃମିସା ଆପେୟାଃ ଆୟାର୍‌ରେ ଆଲେଗି ମାଇନ୍‌ ନାମେ ନାଗେନ୍ତେ କାଲେ ସାନାଙ୍ଗ୍‌ତାନା, ମେନ୍‌ଦ ଅକନ୍‌କ ମନ୍‌ ଭିତାର୍‌ରେୟାଃ ଚାଇଲ୍‌ ଚାଲାନ୍‌ କା ନେଲ୍‌କେଦ୍‌ତେ ହଡ଼କଆଃ ବାହାରି ରେୟାଃ ନେପେଲ୍‌ ନେଲ୍‌କେଦ୍‌ତେ ଆପାନ୍‌କେ ମାରାଙ୍ଗ୍‌ ମେନ୍ତେକ କାଜିନ୍‌ତାନା, ଇନ୍‌କୁକେ ଆପେ କାଜିରୁହାଡ଼୍‌ ଦାଡ଼ିୟାପେ । ଏନାମେନ୍ତେ ଆଲେୟାଃ ବିଷାଏରେ ଆପେ ଆପାନ୍‌କେ ମାରାଙ୍ଗ୍‌ୟେଁନ୍‌ ଉଡ଼ୁଗେ ନାଗେନ୍ତେ ଆପେକେ ନେଡାଲେ ଏମାପେତାନା ।
13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ବରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ।
୧୩ଚିୟାଃ ଆଲେୟାଃ ମନ୍‌ ବାଲୁଅଃତାନା? ତାବ୍‌ଦ ପାର୍‌ମେଶ୍ୱାର୍‌ ନାଙ୍ଗ୍‌ ବାଲୁଅଃତାନା । ଚାଏ ଆଲେୟାଃ ମନ୍‌ ଥାବର୍‌ରେ ମେନାଃରେଦ, ଏନା ଆପେୟାଃ ନାଗେନ୍ତେ ଥାବର୍‌ରେ ମେନାଃ ।
14 କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ;
୧୪ଖ୍ରୀଷ୍ଟ୍‌ଆଃ ଦୁଲାଡ଼୍‌ତେ ଆବୁ ରାଇଜଃ ତାନାବୁ । ଏନାତେ ଆବୁ ନେଆଁ ଉହାଟ୍‌ତାନାବୁ ଯେ, ମିହୁଡ଼୍‌ ହଡ଼ ସବେନ୍‌ ହଡ଼କଆଃ ନାଗେନ୍ତେ ଗଜାକାନା, ଏନାତେ ସବେନ୍‌କ ଏନ୍‌ ଗନଏଃରେୟାଃ ହିସାବୁ ହବାକାନା ।
15 ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନଯାପନ କରନ୍ତି।
୧୫ଇନିଃ ସବେନ୍‌କ ନାଗେନ୍ତେ ଗଜାକାନ୍‌ ହରାତେ ଅକନ୍‌କ ଜୀନିଦ୍‌ ମେନାକଆ, ଇନ୍‌କୁ ଆଡଃ ଆପ୍‌ନାଃ ଆପ୍‌ନାଃ ନାଗେନ୍ତେ କା ଜୀହୁଦ୍‌କେଦ୍‌ତେ, ଅକଏଚି ଆକଆଃ ନାଗେନ୍ତେ ଗଏଃୟାନା ଆଡଃ ଜୀଉବିରିଦ୍‌ୟାନା, ଇନିୟାଃ ନାଗେନ୍ତେକ ଜୀହୁଦଃଆ ।
16 ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ।
୧୬ଏନା ନାଗେନ୍ତେ ଆଲେ ହଡ଼୍‌ମ ଲେକାତେ ବିଚାର୍‌, ଜେତାଏକେ କାଲେ ବିଚାର୍‌ ତାନା । ନେଡା ତାଇକେନା ଆଲେ ଖ୍ରୀଷ୍ଟ୍‌କେ ହଗି ହଡ଼କେ ବିଚାର୍‌ ତାନ୍‌ ଲେକାଲେ ବିଚାରି ତାଇକେନା । ମେନ୍‌ଦ ନାହାଁଃ ଆଲେ ଏନ୍‌ଲେକା କାଲେ ରିକାତାନା ।
17 ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି।
୧୭ଜେତାଏ ହଡ଼ ଖ୍ରୀଷ୍ଟ୍‌ଲଃ ମେସାକାନ୍‌ରେ, ନାୱା ହଡ଼ ହବାଅଃଆଏ । ମାରିତେୟାଃ ଜିୟନ୍‌କେଦ୍‌ତେ ସବେନ୍‌ ନାୱା ବିଷାଏ ହବାଅଆଃ ।
18 କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ହୋଇଅଛି; ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକପଦ ଆମ୍ଭମାନଙ୍କୁ ଦେଇଅଛନ୍ତି;
୧୮ଏନା ସବେନାଃ ପାର୍‌ମେଶ୍ୱାର୍‌ଆଃ କାମିତାନା । ସିଦା ଆବୁ ଇନିୟାଃ ବାଇରିବୁ ତାଇକେନା, ନାହାଁଃ ଇନିଃ ଖ୍ରୀଷ୍ଟ୍‌ ହରାତେ ଆବୁକେ ଆୟାଃଲଃ ମେସାରୁହାଡ଼୍‌ କାଦ୍‌ବୁଆ ଆଡଃ ଆୟାଃଲଃ ଏଟାଃକକେ ମେସାରୁହାଡ଼୍‌ ନାଗେନ୍ତେ ଇନିଃ ଆବୁକେ ବାହାରମ୍‌ ଏମାକାଦ୍‌ବୁଆଏ ।
19 ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି।
୧୯ଏନାତେ ଆବୁଆଃ କାନାଜି ହବାଅଃତାନା, ପାର୍‌ମେଶ୍ୱାର୍‌, ଖ୍ରୀଷ୍ଟ୍‌ଆଃ ହରାତେ ଅତେଦିଶୁମ୍‌ରେନ୍‌ ସବେନ୍‌ ହଡ଼କକେ ଆୟାଃଲଃ ମେସାରୁହାଡ଼୍‌ ନାଗେନ୍ତେ ହରା ବାଇୟାକାଦାଏ । ଆୟାଃ ବିରୁଧ୍‌ରେୟାଃ ସବେନ୍‌ ପାପ୍‌କ ଇନିଃ ଆୟାଃ ଗିନ୍‌ତିରେ କାଏ ଦହକାଦା । ଆଡଃ ଏନ୍‌ ମେସାରୁହାଡ଼୍‌ ରେୟାଃ ସୁକୁକାଜି ଉଦୁବ୍‌ ନାଗେନ୍ତେ ଆବୁକେ ବାହାରମ୍‌ ଏମାକାଦ୍‌ବୁଆଏ ।
20 ଅତଏବ, ଈଶ୍ବର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ବରଙ୍କ ସହିତ ସମ୍ମିଳିତ ହୁଅ।
୨୦ଏନାତେ, ଆବୁ ଖ୍ରୀଷ୍ଟ୍‌ସାଃଏତେ ନେଆଁଁ କାଜିତାନାବୁ, ପାର୍‌ମେଶ୍ୱାର୍‌ ଆଇଃକ୍‌ଗି ଆବୁଆଃ ହରାତେ ନେ କେନେଡ଼ା ଏମାକାଦାଏ ମେନ୍ତେ ଆଟ୍‌କାର୍‌ ଲାଗାତିଙ୍ଗ୍‌ୟାଁଃ । ଖ୍ରୀଷ୍ଟ୍‌ସାଃତେ ଆଲେ ବିନ୍ତିପେ ତାନାଲେ, ପାର୍‌ମେଶ୍ୱାର୍‌ଲଃ ମେସାରୁହାଡ଼େନ୍‌ପେ,
21 ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ବରଙ୍କର ଧାର୍ମିକତାସ୍ୱରୂପ ହେଉ।
୨୧ଚିୟାଃଚି ଖ୍ରୀଷ୍ଟ୍‌, ବେଗାର୍‌ ପାପ୍‌ତେ ତାଇକେନ୍‌ରେୟ, ପାର୍‌ମେଶ୍ୱାର୍‌ ଇନିଃକେ ଆବୁଆଃ ପାପ୍‌ରେୟାଃ ହିସାଏ ବାଇକିୟା, ଜେ'ଲେକାଚି ଆବୁ ଆୟାଃଲଃ ମେସାକେଦ୍‌ତେ ପାର୍‌ମେଶ୍ୱାର୍‌ଆଃ ଧାର୍‌ମାନ୍‌ରେୟାଃ ହିସାବୁ ହବା ଦାଡ଼ିୟଃଆ ।

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5 >