< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13 >

1 ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।”
ନୀଏଁ ତଲେ ତୀନି ପା଼ଲି ନା଼ନୁ ମୀ ତା଼ଣା ୱା଼ହିମାଇଁ, ଦାର୍ମୁପତିତା ରା଼ସ୍‌କି ଆ଼ହାମାନେ, “ଆମିନି ଦ଼ହତି କାତା ନୀହାଁୟି କିନାୟି ରିଆରି କି ତୀନି ଜା଼ଣା ସା଼କିୟାଁ ତଲେ ତୀରି କିୱିଆ଼ନେ”
2 ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;
ଆମ୍ବାଆରି ନ଼କେଏ ପା଼ପୁ କିହାମାଚେରି ଏ଼ୱାରାଇଁ ଇଞ୍ଜାଁ ବାରେତି ଏ଼ନିକିଁ ତଲି ରୀ ପା଼ଲି ୱେସାମାଞ୍ଜାତେଏଁ, ନୀଏଁ ହେକ ମାଞ୍ଜାନା ଏଲେକିହିଁଏ ନ଼କେଏ ୱେସିମାଞ୍ଜାଇଁ, ନା଼ନୁ ଅ଼ଡ଼େ ୱା଼ତିହିଁ ଏ଼ୱାରାଇଁ ଡଣ୍ତ ହୀଆନା ପିହ୍‌ଅଁ ।
3 ଯେଣୁ ଯେଉଁ ଖ୍ରୀଷ୍ଟ ମୋʼ ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ;
ଏ଼ନିକିଁ କ୍ରୀସ୍ତ ନା଼ ତା଼ଣା ଜ଼ଲିମାଞ୍ଜାନେସି ମୀରୁ ଏ଼ୱାଣି ପାର୍‌ମାଣା ପାରିମାଞ୍ଜେରି; ଏ଼ୱାସି ମିଙ୍ଗେତାକି ବା଼ଡ଼୍‌ୟୁ ହିଲାଆଗାଟାସି ଆ଼ଏ, ସାମା ମୀ ତା଼ଣା ବା଼ଡ଼୍‌ୟୁ ଗାଟାସି ଆ଼ନେସି,
4 କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ବରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ବରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା।
ଏ଼ୱାସି ବା଼ଡ଼୍‌ୟୁ ହିଲାଆତାକି ପା଼ସି ମୁଣ୍ତାତା ଏପ୍‌କି ଆ଼ତେସି, ଆ଼ତିଜିକେଏ ମାହାପୂରୁ ବା଼ଡ଼୍‌ୟୁଟି ଏ଼ୱାସି ନୀଡାମାନେସି । ମା଼ମ୍ବୁ ଜିକେଏ ଏଲେକିଁ ତାନି ତା଼ଣା ବା଼ଡ଼୍‌ୟୁ ହିଲାଆ ଗାଟାତମି, ସାମା ମାହାପୂରୁତି ବା଼ଡ଼୍‌ୟୁ ତାକି ମା଼ମ୍ବୁ ମୀ ତା଼ଣା ଏ଼ୱାଣିତଲେ ନୀଡାମାନମି ।
5 ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ।
ମୀରୁ ନାମୁତଲେ ମାଞ୍ଜେରିକି ଆ଼ଏ, ଏ଼ କାତାତା ଜାହା ଜାହାରାଇଁ ତାୟିପାରି କିହାକଡାଦୁ ଇଞ୍ଜାଁ ଅଣ୍‌ପାଦୁ, କି ଜୀସୁ କ୍ରୀସ୍ତ ମୀ ତା଼ଣା ମାନେସି, ଈଦାଆଁ କି ମୀରୁ ଜାହା ଜାହାରା କାତାତା ପୁଞ୍ଜାହିଲଅତେରି? ଏଲେଆ଼ହିଁ ଆତିହିଁ ମୀରୁ ତାୟିପାରି କିନି ତା଼ଣା ଜୀଣା ଆ଼ହା ହିଲଅତେରି ।
6 କିନ୍ତୁ ମୁଁ ଭରସା କରେ, ଆମ୍ଭେମାନେ ଯେ ପରୀକ୍ଷାସିଦ୍ଧ, ଏହା ତୁମ୍ଭେମାନେ ଜାଣିବ।
ସାମା ନା଼ନୁ ବା଼ର୍ସୁ ଇଟାମାଇଁ, ମା଼ର ତାୟିପାରି କିୱିଆ଼ହା ଜୀଣା ଆ଼ହାମାନାୟି, ଈଦାଆଁ ମୀରୁ ପୁଞ୍ଜେରି ।
7 ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର, ଏଥିପାଇଁ ଆମ୍ଭେମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ; ଆମ୍ଭେମାନେ ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ, ଏଥିନିମନ୍ତେ ପ୍ରାର୍ଥନା କରୁ ନାହୁଁ, ମାତ୍ର ପରୀକ୍ଷାସିଦ୍ଧ ନ ହେବା ପରି ଦେଖାଗଲେ ସୁଦ୍ଧା ଯେପରି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କର, ଏଥିପାଇଁ ପ୍ରାର୍ଥନା କରୁଅଛୁ।
ମୀରୁ ଏ଼ନିକିଁ ଏ଼ନି ଲାଗେଏତି କାମା କିଅତେରି, ଈଦାଆଁତାକି ମାହାପୂରୁ ତା଼ଣା ମା଼ମ୍ବୁ ପ୍ରା଼ତାନା କିହିମାନମି; ମା଼ମ୍ବୁ ଏ଼ନିକିଁ ତାୟିପାରି କିୱି ଆ଼ହାଁ ଜୀଣା ଆ଼ହାମାନି ଲେହେଁ ତ଼ଞ୍ଜାଆ଼ନମି, ଈଦାଆଁତାକି ପ୍ରା଼ତାନା କିହିଲଅମି, ସାମା ମା଼ମ୍ବୁ ତାୟିପାରି କିୱି ଆ଼ହାଁ ଜୀଣା ଆ଼ଆତିଲେହେଁ ତ଼ଞ୍ଜା ଆ଼ଆତିଁ ଜିକେଏ ଏ଼ନିକିଁ ମୀରୁ ନେହିଁ କାମା କିଦେରି, ଈଦାଆଁତାକି ପ୍ରା଼ତାନା କିହିମାନମି ।
8 କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରିପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରିପାରୁ।
ଇଚିହିଁ ମା଼ମ୍ବୁ ସାତା କ଼ପାଟି ଏ଼ନାଆଁ କିହାଲି ଆ଼ଡିହିଲଅମି, ସାମା ସାତା ୱାକିଟି ଦେହେଁ ବାରେ କିହାଲି ଆ଼ଡିନମି ।
9 ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ।
ଏଚିବେ଼ଲା ମା଼ମ୍ବୁ ବା଼ଡ଼୍‌ୟୁ ହିଲାଆ ଗାଟାତମି ଆ଼ନମି ସାମା ମୀରୁ ବା଼ଡ଼୍‌ୟୁ ଗାଟାତେରି ଆ଼ଦେରି, ଏଚେ଼ତା ମାଙ୍ଗେ ରା଼ହାଁ ହ଼ତାନେ; ମୀରୁ ଏ଼ନିକିଁ ବାରେ ୱାକିଟି ନେହାଁତେରି ଆ଼ଦେରି ଏ଼ଦାଆଁତାକି ଜିକେଏ ପ୍ରା଼ତାନା କିହେ଼ମାନମି ।
10 ଏଥିନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହିସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ।
୧୦ଏ଼ଦାଆଁତାକି ମୀ ତା଼ଣାଟି ହେକ ମାଞ୍ଜାନା ନା଼ନୁ ଈ ବାରେ ରା଼ଚିମାଞ୍ଜାଇଁ, ଏ଼ନିକିଁ ମୀ ତା଼ଣା ୱା଼ହାନା ପ୍ରବୁ ନାଙ୍ଗେ ମ୍ଣେକ୍‌ହାଲି ହୀଆନା, ପାଡିକିହାଲି ହୀହାମାଞ୍ଜାନେସି, ଏ଼ ଅଦିକାରା ଲେହେଁ ମୀ କ଼ପାଟି ନିଙ୍ଗାନା ବା଼ଡ଼୍‌ୟୁ ତ଼ସାଲି ମିଙ୍ଗେ ଲ଼ଡ଼ା ଆ଼ଏ ।
11 ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
୧୧ତାୟିୟାଁ ଅ଼ଡ଼େ ତାଙ୍ଗିସ୍କାତେରି, ରା଼ହାଁ କିଦୁ, ନେହାଁତେରି ଆ଼ଦୁ, ରଅତେରି ରଅଣାଇଁ ବା଼ର୍ସୁ ହୀୱିଆ଼ଦୁ, ରଣ୍ତିଏ ମ଼ନ ଆ଼ଦୁ, ହିତ୍‌ଡ଼ି ତଲେ ବାସା ଆ଼ଦୁ, ଅ଼ଡ଼େ ହିତ୍‌ଡ଼ି ଇଞ୍ଜାଁ ଜୀୱୁ ନ଼ନି ମାହାପୂରୁ ମୀ ତଲେ ଡ଼ୟିନେସି ।
12 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।
୧୨କ୍ରୀସ୍ତାନା ତାୟିୟାଁ ଲେହେଁ ସୁଦୁଜୀୱୁ ନ଼ୱୁ ତଲେ ଜୀୱୁ ନ଼ୱିଆ଼ହାନା ମୀରୁ ମୀରୁଏ ରଅତେରି ରଅଣାଇଁ ନଣ୍ତାନା ଜହରା କିୱିଆ଼ଦୁ ।
13 ସମସ୍ତ ସାଧୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
୧୩ଇମ୍ବାଆଁ ମାନି ମାହାପୂରୁ ଲ଼କୁ ମିଙ୍ଗେ ଜହରା ୱେସିମାଞ୍ଜାନେରି ।
14 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ବରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
୧୪ପ୍ରବୁ ଜୀସୁ କ୍ରୀସ୍ତତି କାର୍ମାମେହ୍‌ନାୟି ମାହାପୂରୁତି ଜୀୱୁନ଼ନାୟି ଅ଼ଡ଼େ ସୁଦୁଜୀୱୁ ତଲେ ଆଣ୍ତିନାୟି ମୀ ବାରେତାକି ଆୟାପେ ।

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13 >