< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12 >

1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି।
ବଡପଣ କିନାୟି ନେହାୟି ଆ଼ଆତି ଜିକେଏ ନାଙ୍ଗେ ବଡପଣ କିନାୟିମାନେ, ନା଼ନୁ ପ୍ରବୁତି ମେହ୍‌ନାଣି ଅ଼ଡ଼େ ତ଼ଞ୍ଜାଆ଼ନାଣି ମିଙ୍ଗେ ୱେସ୍ତାଇଁ ।
2 ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।
ନା଼ନୁ ର଼ କ୍ରୀସ୍ତାନା ଲ଼କୁଇଁ ପୁଞ୍ଜାମାଇଁ, ଏ଼ୱାସି ସଦ ବାର୍ସା ନ଼କେଏ ଲାକପୂରୁତି ତୀନି ପୂରୁ ପାତେକା ଅ଼ୱିଆ଼ତେସି ଏ଼ୱାସି ଆଙ୍ଗା ତଲେ ମାଚେସି କି ଆଙ୍ଗା ହିଲାଆନା ମାଚେସି ନା଼ନୁ ପୁଞ୍ଜାହିଲଅଁ; ମାହାପୂରୁ ପୁଞ୍ଜାମାନେସି ।
3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।
ହାଅ ନା଼ନୁ ଏଲେତି ର଼ ଲ଼କୁଇଁ ପୁଞ୍ଜାମାଇଁ, ଏ଼ୱାସି ପା଼ରାଦିସତା ଅ଼ୱିଆ଼ତେସି ଏ଼ୱାସି ଆଙ୍ଗା ତଲେ ମାନେସି କି ଆଙ୍ଗା ହିଲାଆନା ମାଚେସି ନା଼ନୁ ପୁଞ୍ଜାହିଲଅଁ; ମାହାପୂରୁ ପୁଞ୍ଜାମାନେସି ।
4 ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା।
ଏ଼ୱାସି ଲାକପୂରୁ ଅ଼ୱିଆ଼ତେସି, ଅ଼ଡ଼େ ଇଲେତି ହା଼ଡା ୱେଚେସି, ଏ଼ଦାଆଁ ମାଣ୍‌ସି ଜ଼ଲାଲି ଆ଼ଡାଆଗାଟାୟି ଅ଼ଡ଼େ ଗୂତିତା ଅ଼ହାଲି ଆ଼ଡାଆଗାଟାୟି ।
5 ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋʼ ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ।
ଇଲେତି ର଼ ଲ଼କୁତାକି ନା଼ନୁ ବଡପଣ କିଇଁ, ସାମା ନା଼ ତାକି ନା଼ନୁ ନା଼ ବା଼ଡ଼୍‌ୟୁ ହିଲାଆଗାଟାଣି ପିସ୍‌ପେ ଅ଼ଡ଼େ ଏ଼ନାଆଁତାକିୱା ବଡପଣ କିଅଁ ।
6 ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ।
ବଡପଣ ତ଼ସାଲି ଅଣ୍‌ପିତିହିଁ ଜିକେଏ, ନା଼ନୁ ବୁଦି ହିଲାଆ ଗାଟାତେଏଁ ଆ଼ଅଁ, ଇଚିହିଁ ନା଼ନୁ ସାତା କାତା ୱେହ୍‌ଇଁ, ସାମା ଲ଼କୁ ନାଙ୍ଗେ ଏ଼ନିକିଁ ମେସ୍ତାନେରି ଇଞ୍ଜାଁ ନା଼ ତା଼ଣାଟି ଏ଼ନିକିଁ କାତା ୱେନେରି, ନାଙ୍ଗେ ତ଼ଞ୍ଜା ଆ଼ହାମାନି କାତାତା ହା଼ରେକା କାଜାୟି ଆ଼ହାମାନାକି ଏ଼ନିକିଁ ନା଼ କାତାତା ହା଼ରେକା ଅଣ୍‌ପଅସି ଇଞ୍ଜିଁ, ଈଦାଆଁତାକି ନା଼ନୁ ସାପି ଆ଼ହାମାଇଁ ।
7 ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ।
ନା଼ନୁ ଏ଼ନିକିଁ ଗାଡି ବଡପଣ କିଅଁ, ଈଦାଆଁତାକି ନା଼ ଆଙ୍ଗାତା ର଼ ସା଼ସ୍ତି ହୀପ୍‌କି ଆୟାତେ, ନାଙ୍ଗେ ସା଼ସ୍ତି ହୀହାଲି ସୟତାନତି ଦୂତୁଇଁ ପାଣ୍ତ୍‌ୱିଆ଼ତେ, ଏ଼ନିକିଁ ନା଼ନୁ ଗାଡି ବଡପଣ ଆ଼ଅଁ ।
8 ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି।
ଏ଼ କସ୍ତ ନା଼ ତା଼ଣାଟି ହେକ ଆୟାଲି ତୀନି ପା଼ଲି ପ୍ରବୁଇଁ ବାତିମା଼ଲିହିଁ ରୀସ୍ତେଏଁ ।
9 ଆଉ, ସେ ମୋତେ କହିଅଛନ୍ତି, “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି।
ଅ଼ଡ଼େ ଏ଼ୱାସି ନାଙ୍ଗେ ଏଲେଇଞ୍ଜାନେସି, “ନା଼ କାର୍ମାମେହ୍‌ନାୟି ନିଙ୍ଗେତାକି ହା଼ରେପୂରେ,” ଇଚିହିଁ ନୀ ବା଼ଡ଼୍‌ୟୁ ହିଲାଆତା଼ଣା ନା଼ ବା଼ଡ଼୍‌ୟୁ ହା଼ରେ ଗାଡିଆ଼ହିଁ ତ଼ଞ୍ଜାଆ଼ନେ, ଇଚିହିଁ ଏ଼ନିକିଁ କ୍ରୀସ୍ତତି ବା଼ଡ଼୍‌ୟୁ ନା଼ ତା଼ଣା ଡ଼ୟିନେ, ଏ଼ଦାଆଁତାକି ନା଼ ବା଼ଡ଼୍‌ୟୁ ହିଲାଆ ବେ଼ଲାତା ହା଼ରେକା ରା଼ହାଁ ତଲେ ବଡପଣ ତ଼ହ୍‌ଇଁ ।
10 ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।
୧୦ଏ଼ଦାଆଁତାକି କ୍ରୀସ୍ତତି ତାକି ବା଼ଡ଼୍‌ୟୁ ହିଲାଆଟି, ଲାଜା ପା଼ଣ୍‌ନାଟି, ହାକି ବେ଼ଲାତା, ସା଼ସ୍ତି ୱା଼ନି ବେ଼ଲା, କସ୍ତତା ନା଼ନୁ ରା଼ହାଁଆ଼ଇଁ, ଇଚିହିଁ ଏଚିବେ଼ଲା ବା଼ଡ଼୍‌ୟୁ ହିଲାଆ ଗାଟାତେଏଁ ଏଚିବେ଼ଲା ବା଼ଡ଼୍‌ୟୁ ଗାଟାତେଏଁ ।
11 ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ୍ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ।
୧୧ନା଼ନୁ ବୁଦି ହିଲାଆ ଗାଟାତେଏଁ ଲେହେଁ ଆ଼ହାମାଇଁ, ମୀରୁ ନାଙ୍ଗେ ଏଲେକିୱି କିୟାତେରି, ମୀରୁ ନାଙ୍ଗେ ନେହାଁସି ଇଞ୍ଜାନାୟି ମାଚେ; ନା଼ନୁ ଏ଼ନାତେଏଁ ଆ଼ଏ, ଆ଼ତି ଜିକେଏ ଏ଼ “କାଜା ପାଣ୍ତ୍‌ୱି ଆ଼ହାମାନାରି” କିହାଁ ଊଣାତେଏଁ ଆ଼ଏ ।
12 ଯେ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ୱରୂପ, ସେହିସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି।
୧୨ଆମ୍ବାଆସି ହା଼ରେକା ସିନାୟାଁ, କାବାଆ଼ନି କାମା, ଅ଼ଡ଼େ ବା଼ଡ଼୍‌ୟୁତି କାମା ପାଣ୍ତ୍‌ୱି ଆ଼ହାମାନାରି ସିନାୟାଁଲେହେଁ, ଏ଼ ବାରେ ସାତେଏ ମୀ ତା଼ଣା ସା଼ସାତଲେ କିୱିଆ଼ହାମାନେ ।
13 କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ୱରୂପ ହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟ ମଣ୍ଡଳୀ-ସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଅଛ? ମୋହର ଏହି ଦୋଷ କ୍ଷମା କର।
୧୩ଇଚିହିଁ ନା଼ନୁ ମୀ ବ଼ଜୁ ଲେହେଁ ଆ଼ହାହିଲଅଁ, ଈ ରଣ୍ତିଏ କାତା ପିସ୍‌ପେ ଅ଼ର କୁଲମିତି ଲ଼କୁ କିହାଁ ମିଙ୍ଗେ ଅ଼ଡ଼େ ଏ଼ନିକିଁ ଊଣା ମେସାମାଞ୍ଜାଇଁ, ଏ଼ ନା଼ ଦ଼ହ ଆସ୍ତାଆଦୁ ।
14 ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଏହି ତୃତୀୟ ଥର ପ୍ରସ୍ତୁତ ଅଛି, ଆଉ ମୁଁ ତୁମ୍ଭମାନଙ୍କର ଭାର ସ୍ୱରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନ ନ ଖୋଜି ତୁମ୍ଭମାନଙ୍କୁ ଖୋଜୁଅଛି। ଯେଣୁ ସନ୍ତାନସନ୍ତତିମାନଙ୍କର ପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ୍ ନୁହେଁ, ମାତ୍ର ସନ୍ତାନସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟ କରିବା ଉଚିତ।
୧୪ମେହ୍‌ଦୁ ମୀ ତା଼ଣା ୱା଼ହାଲି ନୀଏଁ ତଲେ ତୀନି ପା଼ଲି ତିୟାରା ଆ଼ହିମାଇଁ, ଅ଼ଡ଼େ ନା଼ନୁ ମିଙ୍ଗେ ଏ଼ନି ବ଼ଜୁ ହିୟଅଁ, ଇଚିହିଁ ନା଼ନୁ ମୀ ଦ଼ନ ପାରାଆନା ମିଙ୍ଗେ ପାରିମାଞ୍ଜାଇଁ, ମୀର୍‌କା ମା଼ସ୍‌କା ତାମି ଇୟା ଆ଼ବାକି କୂଡ଼ିକିଉ ସାମା ଇୟା ଆ଼ବା ଦେଁ ତାମି ମୀର୍‌କା ମା଼ସ୍‌କାକି କୂଡ଼ିକିନାୟି ମାନେ ।
15 ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି?
୧୫ନା଼ନୁ ମୀ ଜୀୱୁତାକି ହା଼ରେକା ରା଼ହାଁତଲେ ହୀଇଁ, ହାଅ ନା଼ ଜୀୱୁ ଜିକେଏ ହୀଇଁ, ନା଼ନୁ ମିଙ୍ଗେ ହା଼ରେକା ଜୀୱୁନ଼ହିଁ ମାଞ୍ଜାତିହିଁ ଏ଼ନାଆଁ ମୀରୁ ନାଙ୍ଗେ ଊଣା ଜୀୱୁନ଼ହିଁ ମାଞ୍ଜାଦେରି?
16 କିନ୍ତୁ ଯାହା ହେଉ, ମୁଁ ନିଜେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେ ଧରିଲି!
୧୬ସାମା ନା଼ନୁ ଜାହାରାଇଁ ମିଙ୍ଗେ ବ଼ଜୁ କିୟାଆତେଏଁ, ସାମା ମୀ ବିତ୍ରାଟି ଆମ୍ବାଆରି ଏଲେଇଞ୍ଜାନେରି ନା଼ ସୁତରି ମାନାକି ମିଙ୍ଗେ ମିଚି ତଲେ ଆସ୍ତାତେଏଁ ।
17 ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି, ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ୱାରା କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛି?
୧୭ନା଼ନୁ ମୀ ତା଼ଣା ଆମ୍ବାଆରାଇଁ ପାଣ୍ତାମାଞ୍ଜାଇଁ, ଏ଼ୱାରି ବିତ୍ରାଟି ରଅଣି ତଲେ ମୀ ତା଼ଣାଟି ଏ଼ନି ଲା଼ବା ବେଟାଆ଼ତେଏଁ କି?
18 ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି, ପୁଣି, ତାହାଙ୍କ ସହିତ ସେହି ଭାଇଙ୍କୁ ପଠାଇଥିଲି। ତୀତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି? ଆମ୍ଭେମାନେ କଅଣ ଏକ ଆତ୍ମାରେ ଆଚରଣ କରି ନାହୁଁ? ଆମ୍ଭେମାନେ କଅଣ ଏକ ପଦଚିହ୍ନରେ ଗମନ କରି ନାହୁଁ?
୧୮ନା଼ନୁ ତିତସଇଁ ହାଜାଲି ବାତିମା଼ଲା ମାଚେଏଁ, ଇଞ୍ଜାଁ ଏ଼ୱାଣିତଲେ ଅ଼ର ତାୟିଇଁ ମୀ ତା଼ଣା ପାଣ୍ତାତେଏଁ । ତିତସ ମୀ ତା଼ଣାଟି ଏ଼ନାଆଁ ଲା଼ବା କିତେସି? ମା଼ମ୍ବୁ କି ରଣ୍ତିଏ ଜୀୱୁତଲେ ତା଼କିହିଲଅମି? ମା଼ମ୍ବୁ ଏ଼ନାଆଁ ରଣ୍ତିଏ ପା଼ୱୁଲିତା ତା଼କିହିଲଅମି?
19 ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ। ଈଶ୍ବରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥା କହୁଅଛୁ। କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ।
୧୯ନୀଏଁ ପାତେକା ମୀରୁ ଅଣ୍‌ପିମାଞ୍ଜେରି, ମା଼ମ୍ବୁ ମୀ ନ଼କିତା ଜାହାରାଇଁ ନେହିଁ କିହିମାନମି? ମାହାପୂରୁ ନ଼କିତା କ୍ରୀସ୍ତତି ସେ଼ବା କିନାତମି ଲେହେଁ ମା଼ମ୍ବୁ କାତା ଜ଼ଲିମାନମି, ଇଞ୍ଜାଁ ଏ଼ ଜୀୱୁତି ତାୟିୟାଁ ବାରେ କାତା ମୀ ନେହେଁତାକି ୱେସିମାନମି ।
20 କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ;
୨୦ଇଚିହିଁ ଏଚେ଼ତା ନା଼ନୁ ମୀ ତା଼ଣା ୱା଼ତିସାରେ, ମିଙ୍ଗେ ଏ଼ନିକିଁ ମେସାଲି ମ଼ନ କିହିମାଇଁ ଏଲେକିହିଁ ମିଙ୍ଗେ ମେସ୍ତାଆସାରେ, ଅ଼ଡ଼େ ମୀରୁ ନାଙ୍ଗେ ଏ଼ନିକିଁ ମେସାଲି ମ଼ନ କିହାଁ ହିଲଅତେରି ଏଲେକିଁ ମେସ୍ତାଦେରି, ଏ଼ଦାଆଁତାକି ନା଼ନୁ ଆଜିମାଇଁ; ଇଚିହିଁ ମା଼ ବିତ୍ରା ବା଼ଦିବା଼ଦା, ଡା଼ହାରା, କ଼ପା ଅ଼ଡ଼େ ଗଚି ଗଚି ଆ଼ନାୟି, ରଅସି ରଆଣାଇଁ ନିନ୍ଦା କିନାୟି, ସାକ୍ରି କାତା ଜ଼ଲିନାୟି, ବଡପଣ ତ଼ସ୍‌ପି ଆ଼ହାଁ ଗଡ଼୍‌ହା ଆ଼ନେ;
21 କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ।
୨୧ଇଞ୍ଜାଁ ନା଼ନୁ ଅ଼ଡ଼େ ୱେଣ୍ତେ ୱା଼ତିସାରେ ନା଼ ମାହାପୂରୁ ମୀ ତାକି ନାଙ୍ଗେ ଅ଼ଡ଼େ ଲାଜା କିୱିକିୟାନେସି, ଇଞ୍ଜାଁ ମୀ ବିତ୍ରା ତଲିଏ ପା଼ପୁ କିହାମାନାରି ତାମି ଲାଗେଏତି କାମା, ଦା଼ରିକାମା ଅ଼ଡ଼େ ଦା଼ରି କାମାତାକି ଜୂପ୍‌କା ଆ଼ନାଣି ତାକି ନୀଏଁ ପାତେକା ମ଼ନ ୱେଟ୍‌ହା ହିଲଅରି ଏ଼ୱାରି ତାକି ନା଼ନୁ ଦୁକୁଆ଼ହିଁ ଡ଼ୀହାଲିଆ଼ନେ ।

< କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12 >