< ୧ ତୀମଥି 6 >
1 ଯେତେ ଲୋକ ଦାସତ୍ୱରୂପ ଜୁଆଳିର ଅଧୀନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ବରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ।
କ୍ରିସ୍ଟାନୁ କମ୍ୱାରିମରଞ୍ଜି ଆ ସାଉକାରଞ୍ଜି ଆ ବର୍ନେ ମାନ୍ନେଏତଜି, ଏତ୍ତେଲ୍ଡେନ୍ ଇସ୍ୱରନ୍ ଆଞୁମ୍ ଆ ବିରୁଦଲୋଙ୍ ଡ ଆ ଞନଙ୍ଞଙ୍ବରନ୍ ଆ ବିରୁଦଲୋଙ୍ ନିଣ୍ଡୟ୍ବରନ୍ ଅଃନ୍ନଡ଼ୋଆୟ୍ ।
2 ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର। ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ।
ଆରି ଅଙ୍ଗା କମ୍ୱାରିମର୍ଜି ଆ ସାଉକାର କ୍ରିସ୍ଟାନୁମର୍, ଆନିଞ୍ଜି ଆ ସାଉକାରଞ୍ଜିଆଡଙ୍ ବୋଞାଙନ୍ ଅନ୍ତମ୍ ମାନ୍ନେଏତଜି, ଇନିଆସନ୍ଗାମେଣ୍ଡେନ୍ ଆନାଜି ସେବା କାବ୍ବାଡ଼ାନ୍ ଲୁମ୍ତଜି ଆନିଞ୍ଜି ନିୟ୍ କ୍ରିସ୍ଟାନୁମର୍ ଆରି ଆନିଞ୍ଜି ଗୋଗୋୟ୍ ଡନୁଙ୍ୟମ୍ଡମ୍ଜି, କେନ୍ ଆ ବର୍ନେଜି ଅଡ଼୍କୋନ୍ ଆନିଞ୍ଜିଆଡଙ୍ ଞଙ୍ଞଙାଜି ।
3 କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ବରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ,
ଆନାଜି ପ୍ରବୁ ଜିସୁ କ୍ରିସ୍ଟନ୍ ଆ ଞନଙ୍ ବୟନ୍ ଅଃମ୍ମାୟ୍ନେନ୍ ଆ ବର୍ନେଜି ଞନଙନ୍ ତିୟ୍ତଜି, ଆରି ଡରମ୍ମଲେନ୍ ଆ ବିରୁଦଲୋଙ୍ ଆନ୍ନାନ୍ ଆ ବର୍ନେଜି ଞନଙନ୍ ତିୟ୍ତଜି,
4 ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ,
ତି ଆ ମନ୍ରାଜି ଇନ୍ନିଙ୍ ଜନାଜି ତଡ୍, ଆନିଞ୍ଜି ଅବ୍ସୋଡ଼ାଡମ୍ତଞ୍ଜି, ଆନିଞ୍ଜି ଡରମ୍ମ ସାସ୍ତ୍ରଲୋଙନ୍ ଆଇଡିଡଞ୍ଜି ଆ ବର୍ନେ ପାଙ୍ଲେ ଗୋଡ଼େନ୍ ଅମ୍ଡୁଙ୍ତାଜି, ଏତ୍ତେଗୋଲୋଙ୍ ସଙ୍ଗତ୍ତାନ୍, ଇସ୍କତ୍ତାନ୍, ଡନାଲ୍ଗଡନ୍, କାଜ୍ଜାନ୍ ଆ ବନ୍ଡ୍ରାବ୍ ଡ ଗୋଡ଼େନ୍ ଡୁଙ୍ତନାୟ୍ ।
5 ପୁଣି, ଯେଉଁମାନେ ଈଶ୍ବରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ।
ଆନିଞ୍ଜି କାଜ୍ଜାନ୍ ନିୟ୍ ଗୋଡ଼େନ୍ ଅମ୍ଡୁଙ୍ଲେ ଆଜାଡ଼ିବରଞ୍ଜି ମନଙ୍ ତଡ୍ ଗାମ୍ତଜି, ଆରି ଆନିଞ୍ଜି ଲାବନ୍ ଆଞନାଙ୍ ଆସନ୍ ଇସ୍ୱରନ୍ ଆ ତଙର୍ଗଡ୍ ତଙିୟ୍ତଞ୍ଜି ।
6 ଈଶ୍ବରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;
ଡରମ୍ମ ସାସ୍ତ୍ରନ୍ ଆମ୍ରାନ୍ନେତେନ୍ ଆ ମନ୍ରା ଆନିନ୍ ଆଜାଡ଼ିଡମ୍ ଗମାଙ୍ମର୍, ଇନିଆସନ୍ଗାମେଣ୍ଡେନ୍ ଆମଙନ୍ ଡିଅଙ୍ଗା ଡକୋ ଆଡିୟ୍ତେନ୍ ବାତ୍ତେ ଆନିନ୍ ସର୍ଡାତନେ ।
7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ;
କେନ୍ ଆ ପୁର୍ତି ଇନ୍ନିଙ୍ ଇନ୍ଲେନ୍ ଅଃପ୍ପାଙ୍ଲାୟ୍ବୋ, ଆରି ତେନ୍ନେ ସିଲଡ୍ ଇନ୍ନିଙ୍ ଇନ୍ଲେନ୍ ପାଙ୍ଲେ ଅଃର୍ରପ୍ତିବୋ ।
8 ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ।
ତିଆସନ୍, ଅମଙ୍ଲେନ୍ ଜନୋମ୍ଜୋମନ୍ ଡ ସିନ୍ରିନ୍ ଡକୋଏନ୍ ଡେନ୍ ସରି ।
9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ।
ଆନାଜି ଗନମାଙନ୍ ଆସନ୍ ଲଡୟ୍ତଜି, ଆନିଞ୍ଜି ତନୋର୍ତୋର୍ଲୋଙନ୍ ଡ ଜନ୍ତାଲୋଙନ୍ ଗଲୋତଜି, ଆରି ଡଅଙ୍ଡାଗୋ ପରାନ୍ସାତ୍ତିନ୍ ଆ କାବ୍ବାଡ଼ାଜି ଡ ଏର୍ଜାଡ଼ିକାନ୍ ସନିନ୍ତାଡାନ୍ ଆରଡ଼ୋତାଞନ୍ ଆ କାବ୍ବାଡ଼ାଜି ଲୁମ୍ତଜି, କେନ୍ଆତେଜି ବାତ୍ତେ ମନ୍ରାନ୍ ପାଡ଼ୋ ଡେତେ ଆରି ଆନିନ୍ ଅନସେଡ୍ଗଡନ୍ ଜିର୍ତେ ।
10 କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି।
ତଙ୍କାନ୍ ଲୋବଲବୋ ଡେନ୍ ପରାନ୍ସାତ୍ତିନ୍ ଆ କାବ୍ବାଡ଼ାଜି ଅଡ଼୍କୋନ୍ ଡୁଙ୍ତନାୟ୍, ଆରି ଲାଙ୍ଲେଡ୍ ମନ୍ରାଞ୍ଜି ଗୋଗୋୟ୍ ତଙ୍କାନ୍ ଆଞନାଙ୍ ଆସନ୍ ଇସ୍ୱରନ୍ ଆମଙ୍ ସିଲଡ୍ ସବ୍ଙାଲନ୍ ଡର୍ନେନ୍ ଅମ୍ରେଙ୍ତଜି, ସିଲଡ୍ଲ୍ଲନ୍ ଆନିଞ୍ଜି ସନିନ୍ତାଡାନ୍ ବାଉଲ୍ଲି ଡେତଜି ।
11 କିନ୍ତୁ ହେ ଈଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ବରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।
ବନ୍ଡ ଏ ଇସ୍ୱରନ୍ ଆ ମନ୍ରା, କେନ୍ ଅଡ଼୍କୋନ୍ ସିଲଡ୍ ଆମନ୍ ସବ୍ଙାୟ୍ଲନ୍ ଡକୋନା, ଡରମ୍ମଗଡନ୍, ଇସ୍ୱରନ୍ ଆ କାବ୍ବାଡ଼ାଲୋଙ୍, ଡର୍ନେନ୍, ଡନୁଙ୍ୟମନ୍, ସନଏନ୍, ଲଡିୟମନ୍ ଡ ଲବ୍ଗଡ୍ ବୁଡ୍ଡିଲନ୍ ଡକୋନା ।
12 ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। (aiōnios )
ଡର୍ନେ ଅଲ୍ଜୁଜ୍ଜେଲୋଙନ୍ ରବୁକିଞଡ୍ ଜୁଜ୍ଜେଲନ୍ ଡକୋନା, ଅଃନ୍ନଞିଡେନ୍ ଆନମେଙ୍ ଞମ୍ଲେ ଡକ୍କୋଆ, ତିଆସନ୍ ମା ଆମନ୍ଆଡଙ୍ ଓଡ୍ଡେଲମ୍ଜି ଆରି ଗୋଗୋୟ୍ଡମ୍ ସାକିମରଞ୍ଜି ଆତେମଡ୍ଲୋଙ୍ କେନ୍ଆତେ ସାକିନ୍ ତିୟେନ୍ । (aiōnios )
13 ସମସ୍ତଙ୍କ ଜୀବନଦାତା ଈଶ୍ବରଙ୍କ ସାକ୍ଷାତରେ, ପୁଣି, ପନ୍ତିୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
ଅଡ଼୍କୋନ୍ ଅନମେଙନ୍ ଆତ୍ରିୟେନ୍ ଆ ଇସ୍ୱର, ଆରି ପନ୍ତିଅ ପିଲାତନ୍ ଆମୁକ୍କାଲୋଙ୍ ମନଙ୍ ସାକିନ୍ ଆତ୍ରିୟେନ୍ ଆ ମନ୍ରା କ୍ରିସ୍ଟ ଜିସୁନ୍ ଆତେମଡ୍ଲୋଙ୍ ଞେନ୍ ଆମନ୍ଆଡଙ୍ ବାଁୟ୍ତମ୍,
14 ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ।
ପ୍ରବୁ ଜିସୁ କ୍ରିସ୍ଟଲେନ୍ ଆଜିର୍ତାଞନ୍ ଆ ଡିନ୍ନା ଜାୟ୍ ଆମନ୍ଆଡଙ୍ ଆତ୍ରିୟ୍ଲମଞ୍ଜି ଆ ବନାଁୟ୍ବର୍ଜି ଏର୍ଡୋସାଡାଗୋ, ଏର୍ନିଣ୍ଡୟ୍ଡାଗୋ ଞଣ୍ଡ୍ରମ୍ଲନ୍ ଡକୋନା ।
15 ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
ଆନିନ୍ ଆଙ୍ଗା ଜିର୍ତାୟ୍ ତିଆତେ ଇସ୍ୱରନ୍ ମା ଗବ୍ରିତେ, ଆନିନ୍ ସନେଙ୍କେଡମ୍, ଅବ୍ଞାନେମର୍, ରାଜାଞ୍ଜି ଆ ରାଜା ଆରି ପ୍ରବୁଞ୍ଜି ଆ ପ୍ରବୁ ।
16 ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ। ଆମେନ୍। (aiōnios )
ଆନିନ୍ ଅଃର୍ରବୁଏ, ଆନିନ୍ ଆ ସାଆର୍ଲୋଙନ୍ ଡକୋତନେ, ମନ୍ରାଞ୍ଜି ଆଙ୍ଗିୟ୍ ଆନିନ୍ଆଡଙ୍ ଅଣ୍ଡ୍ରଙ୍ ଗିଜେଜି, ଆରି ଗିୟ୍ଲେ ନିୟ୍ ଅଃର୍ରପ୍ତିଏଜି, ଆଏଡ଼ର୍ ଆ ମନାନ୍ନେନ୍ ଡ ଆ ରନପ୍ତିନ୍ ଗିୟ୍ତାଏତୋ । ଆମେନ୍ । (aiōnios )
17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୋଇ ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ବର, ସେହି ଈଶ୍ବର ଉପରେ ନିର୍ଭର କରନ୍ତି, (aiōn )
ଆନାଜି ପୁର୍ତିନ୍ ଆଗନିୟ୍ଗିୟ୍ଲୋଙ୍ ଗମାଙ୍, ଆନିଞ୍ଜି କଙ୍କ୍ରିଡଙ୍ନେଜି ତଡ୍, ଆଏଡ଼ର୍ ଅଃଡ୍ଡକୋନେନ୍ ଆନର୍ଜେଲୋଙ୍ ଆନିଞ୍ଜି ଆସାଡଙ୍ନେଜି ତଡ୍, ଆର୍ପାୟ୍ ଆଏଡ଼ର୍ ଅଡ଼୍କୋନ୍ ଆତ୍ରିୟ୍ତିୟ୍ଲଙ୍ତନ୍ ଆ ଇସ୍ୱରନ୍ ଆମଙ୍ ଆସାନେତଜି, ତିଆସନ୍ ଆନିଞ୍ଜିଆଡଙ୍ ବରାଜି । (aiōn )
18 ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
ମନଙ୍ କାବ୍ବାଡ଼ାନ୍ ଲୁମ୍ଲୁମନ୍ ଆସନ୍ ବରାଜି, ପୁରାଡ଼ାଲୋଙନ୍ ଗନମାଙନ୍ ଆସନ୍ ମନଙ୍ ଲନୁମ୍ନାବା, ଏର୍କୁସ୍ସାନେନ୍ ଅନର୍ଜେବେନ୍ ବାତ୍ତେ ଆନ୍ନାମରଞ୍ଜିଆଡଙ୍ ତିୟ୍ତିୟନ୍ ଆସନ୍ ଆନିଞ୍ଜିଆଡଙ୍ ଞଙ୍ଞଙାଜି ।
19 ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି।
ଏତ୍ତେଲ୍ଡେନ୍ ଆନିଞ୍ଜି ପୁର୍ବାଃତେ ଆସନ୍ ଅନର୍ଜେନ୍ ରମ୍ମଙ୍ ରମ୍ମଙ୍ ତର୍ତୁମ୍ଲେ ଡକ୍କୋତଜି, ଆରି ଅଃନ୍ନଞିଡେନ୍ ଆଜାଡ଼ି ଅନମେଙନ୍ ଞାଙ୍ତଜି ।
20 ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
ଏ ତିମତି, ଆମନ୍ଆଡଙ୍ ଇନିଜି ଆ ବିଡ଼ାର୍ ତିୟ୍ଲମ୍ଜି ତିଆତେ ମନଙ୍ ଞଣ୍ଡ୍ରମ୍ନା; ଅତ୍ତେ ଅନ୍ନେ ଆବର୍ତଞ୍ଜି ଆ ବର୍ନେ ଅମ୍ଡଙ୍ଡଙ୍, ଆରି କାଜ୍ଜାନ୍ ଆ ବର୍ନେ ପାଙ୍ଲେ ଅଲ୍ବାଡ୍ଡମରଞ୍ଜି ଆମଙ୍ ସିଲଡ୍ ସବ୍ଙାୟ୍ଲନ୍ ଡକୋନା ।
21 କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ଲାଙ୍ଲେନ୍ନେ ତିଆତେଜି ଅଃଞଣ୍ଡ୍ରମ୍ଲଞ୍ଜି, ତିଆସନ୍ ଆନିଞ୍ଜି ଡର୍ନେଲୋଙନ୍ ସିଲଡ୍ ସଙାଜେଞ୍ଜି । ଇସ୍ୱରନ୍ ଆ ସନାୟୁମ୍ ଅଡ଼୍କୋନ୍ବେନ୍ ଆମଙ୍ ଡକୋନେତୋ ।