< ୧ ତୀମଥି 3 >
1 ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି।
ଇ କାତା ସତ୍, ଇନେନ୍ ଜଦି ମୁଣିକା ପାଦ୍ ଦାଇତ୍ ଆଦେଙ୍ଗ୍ ଇଚା କିନାନ୍, ଲାଗିଂ ହେୱାନ୍ ହାର୍ କାମାୟ୍ ମାନ୍ କିଏନ୍ ।
2 ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ,
ଲାଗିଂ, ମୁଣିକାତି ଦସିଆୱାଦାଂ ମାନାକା ମାନାତ୍ ହେୱାନ୍ ଆତିସ୍ ର ଡକ୍ରିନି ଡକ୍ରା, ଜାର୍ତିଂ ସମାଲି କିନାକା, ହାର୍ଦିବୁଦି, ସବୁୱେଡ଼ାଙ୍ଗ୍, ଏଚେକ୍ ୱାରିତ ଆରି ହିକ୍ୟାଦାନ୍ତ ବାର୍ତି ଆନାର୍,
3 ମଦ୍ୟପାୟୀ କି ବିବାଦ-ପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,
ମଦ୍ୱା କି କୁରୁଲିୟା ଆୱାଦାଙ୍ଗ୍ ଇଚିସ୍ ଦାର୍ମି ମତର୍ ସୁସ୍ତା, ହୁଦାର୍, ବେରୁଆୱାଦାଂ, ଆରି ଦନ୍ ଲବ୍ରା ଆଉନ୍ ।
4 ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ।
ଜାର୍ କୁଟୁମ୍ତିଙ୍ଗ୍ ହାର୍ ଲାକେ ଜାତୁନ୍ କିନାନ୍, ତା ହିମ୍ଣାକାଂ ହିକ୍ୟା କିଜ଼ି ମାନାନ୍ ।
5 କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ବରଙ୍କ ମଣ୍ଡଳୀର ଦାୟିତ୍ୱ ନେବ?
ଇନେନ୍ ଇନାୱାଡାଙ୍ଗ୍ ଜାର୍ କୁଟୁମ୍ତିଂ ଚାଲାୟ୍ କିଦେଙ୍ଗ୍ ପୁନାନ୍, ହେୱାନ୍ ଇନେସ୍ ଇସ୍ୱର୍ତି ମଣ୍ଡ୍ଲିତିଂ ଜାତୁନ୍ କିଦେଂ ଆଡ୍ନାନ୍?
6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ।
ହେୱାନ୍ ପାର୍ତିତ ହେନ୍ଚି ମାନାକା ମାନାତ୍; ପୁନି ପାର୍ତି କିନାକାନ୍ ଆୱାଦାଙ୍ଗ୍ ମାନାନ୍, ଏଚେକାଡ଼୍ଦ ଆହାର୍ ଗାର୍ବି ଆଜ଼ି ସୟ୍ତାନ୍ ଲାକେ ଡାଣ୍ଡ୍ ପାୟା ଆନାନ୍ ।
7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ।
ହେୱାନ୍ତି ପା ବାର୍ତି ଲକୁ ତାଙ୍ଗ୍ ସନ୍ମାନ୍ ପାୟାନାକା ଲଡ଼ା, ମାନାତ୍, ଏଚେକାଡ଼୍ଦ ହେୱାନ୍ ନିନ୍ଦା ପାୟା ଆଜ଼ି ସୟ୍ତାନ୍ନି ଡ଼ୁକାତ ହେଜ଼େନାନ୍ ।
8 ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ,
ହେ ଲାକେ ହେବାକାରିୟାର୍ତି, ହାର୍ଦି ବାବ୍ନାତ ପାର୍ତିନି ଡ଼ୁକ୍ତି ଗିୟାନ୍ ଦାସ୍ତି ସମାନ୍ ବେବାର୍ ଚକ୍ଲି ଆୱାଦାଙ୍ଗ୍, ଅଙ୍ଗୁର୍ ରାସ୍ ଉଣ୍ୱାଦାଙ୍ଗ୍ ମାନାନ୍ ଆରି କାମାୟ୍ ଦନ୍ ଲାବ୍ଡ଼ି ଆମେର୍;
9 ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ;
ମା ଦାରୁମ୍ ପାର୍ତିନି ବେରଣିଂ ହତାକା ହାତ୍ପାକାଂ ହେୱାର୍ ସକଟ୍ ଚିନ୍ତା ସାକ୍ତିତାଂ ଡାଟ୍ ବାବ୍ରେ ପାର୍ତି କିଜ଼ି ମାନ୍ଗାନାର୍ ।
10 ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି, ନିର୍ଦ୍ଦୋଷ ଦେଖାଗଲେ ସେବକ ପଦରେ ନିଯୁକ୍ତ ହେଉନ୍ତୁ।
ହେୱାର୍ ପା ପର୍ତୁମ୍ ପରିକ୍ୟାକିୟା ଆୟେର୍, ଆରେ ଦସି ଆୱାଦାଂ ଚଞ୍ଜିୟା ଆତାନ୍, ହେବାକାର୍ୟା ପାଦ୍ତ ବାଚିକିୟାୟେନ୍ ।
11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ।
ହେ ଲାକେ କଗ୍ଲେକ୍ ପା ଲକାର୍ନିନ୍ଦା ଆୱାଦାଙ୍ଗ୍ କାଲେତାଂ, ମିଚ୍ ଇନାକାଦେଲ୍ ଆରି ସବୁ ବିସ୍ରେ ପାର୍ତି କିନାକାଦେଲ୍ ଆନାକା ମାନାତ୍ ।
12 ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ।
ହେବା କିନାକାର୍ ର ର କଗ୍ଲେନି ଆଣ୍ଡ୍ରା ଆୟେର୍, ଆରି ଜାର୍ ଜାର୍ ହିମ୍ଣାକାଙ୍ଗ୍ ଆରି କୁଟୁମ୍ତିଙ୍ଗ୍ ହାର୍ ଲାକେ ଚାଲାୟ୍ କିଏନ୍ ।
13 କାରଣ ଯେଉଁମାନେ ଉତ୍ତମ ରୂପେ ସେବକ କାର୍ଯ୍ୟ କରିଅଛନ୍ତି, ସେମାନେ ନିଜ ନିଜ ପାଇଁ ଉତ୍ତମ ଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସମୂଳକ ଅଧିକ ସାହସ ପାଇବେ।
ଇନେକିଦେଂକି ଇନେର୍ ହାର୍ କିଜ଼ି ହେବାକାର୍ୟା କାମାୟ୍ କିତାର୍ଣ୍ଣା, ହେୱାର୍ ଜାର୍ ଜାର୍ କାଜିଂ ଡାକ୍ପୁଟାଆଜ଼ି ଆରି କ୍ରିସ୍ଟ ଜିସୁତି ତାକେ ପାର୍ତି ହୁଦାଂ ବେସି ସାସ୍ ଲାବ୍ କିତାର୍ ।
14 ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି;
ଇ ଆକି ଲେକିକିନିହିଂ ଆନ୍ ବେଗି ମି ତାକେ ହାନାଙ୍ଗ୍ ଇଞ୍ଜି ଆହା କିନାଙ୍ଗା;
15 ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ବରଙ୍କ ଗୃହରେ, ଅର୍ଥାତ୍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ବରଙ୍କ ମଣ୍ଡଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜାଣି ପାର, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି।
ମତର୍ ଏଚେକାଡ଼୍ଦ ନାଦାଂ ମାଲାଆନାତ୍, ତେବେ ଇସ୍ୱର୍ତି ଇଞ୍ଜ, ଇଚିସ୍ ହାତ୍ପାନି ମୁଣ୍ଡା ଆରି ମୁଡ଼୍କୁନାଦି ଲାକେ ଜିତି ଇସ୍ୱର୍ତି ମଣ୍ଡ୍ଲିତ, ଇନେସ୍ ବେବାର୍ କିୟାଆନାତ୍, ହେଦାଂ ଇନେସ୍ ଏପେଙ୍ଗ୍ ପୁନାଟ୍, ଇଦାଂ କାଜିଂ ଇ ୱିଜ଼ୁ ମି ଲାଗାଂ ଲେକିକିଦ୍ନାଙ୍ଗା ।
16 ଈଶ୍ବରପରାୟଣତାର ନିଗୂଢ଼ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି। ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ସେ ସ୍ୱର୍ଗକୁ ଉତ୍ଥିତ ହେଲେ।
ଇସ୍ୱର୍ ହେବାକାରି ବିତ୍ରେନି ଅରତ୍ ଜେ ଗାଜା କାତା ଇଦାଂ ୱିଜ଼ାର୍ ମାନି କିତାର୍ । ହେଦାଂ ଇ, କ୍ରିସ୍ଟ ମାନାୟ୍ ଗାଗାଡ଼୍ ଆଜ଼ି ଚଞ୍ଜିୟା ଆତାନ୍, ଜିବୁନ୍ତ ଦାର୍ମି ଇଞ୍ଜି ଡାକ୍ପୁଟାତାନ୍, ଦୁତ୍ତକ୍ କାଜିଂ ଚଞ୍ଜିୟାତାନ୍, ଜାତିର୍ ବିତ୍ରେ ସୁଣାୟ୍ କିୟାତାନ୍, ପାଣ୍ତ ଇନ୍ୟାତାନ୍ । ପୁର୍ତିତ ପାର୍ତି କିୟାଆଜ଼ି ଜାଜ୍ମାଲ୍ତ ରଚ୍ୟାତାନ୍ ।