< ୧ ତୀମଥି 2 >
1 ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ବରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ,
୧ଈଦାଆଁତାକି ନା଼ ବାତିମା଼ଲିନାୟି ମାହାପୂରୁଇଁ ଜହରା କିନି ବେ଼ଲାତା, ଦେ଼ସାତି ପା଼ଣାଗାଟାରି,
2 ଏଥିନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି।
୨ଏ଼ଦାଆଁତାକି ବାରେ ଲ଼କୁତାକି ରାଜାୟାଁ ସା଼ଲୱି କିନାରି, ବାରେତାକି ପ୍ରା଼ତାନା, ଗ଼ହାରା ଅ଼ଡ଼େ ଜହରା କିଦୁ, ମା଼ର ଏ଼ନିକିଁ ମାହାପୂରୁ ଆଜିତଲେ କିଲିବିଲି ଆ଼ଆନା ଡ଼ୟିନାୟି ଅ଼ଡ଼େ ଏଟ୍କା ଲ଼କୁ ତା଼ଣା ନେହିଁ ମାଣ୍କି ମାଞ୍ଜାନା ସୁକୁ ଅ଼ଡ଼େ ହିତ୍ଡ଼ି ତଲେ ନୀଡାଲି ଆ଼ଡିନାୟି ।
3 ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ;
୩ଇଲେତି ପ୍ରା଼ତାନା ମା଼ ଗେଲ୍ପାନି ମାହାପୂରୁ ନ଼କିତା ଲ଼ଡ଼ା ଆ଼ନାୟି ଅ଼ଡ଼େ ଅ଼ପିନାୟି ଆ଼ନେ ।
4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି।
୪ବାରେଜା଼ଣା ଏ଼ନିକିଁ ଗେଲ୍ପିଆ଼ନାଣି ଅ଼ଡ଼େ ସାତାତି ବୁଦି ବେଟାଆ଼ନେରି ଇଞ୍ଜିଁ ଏ଼ୱାସି ଅଣ୍ପି ମାନେସି ।
5 କାରଣ ଏକମାତ୍ର ଈଶ୍ବର ଅଛନ୍ତି, ଆଉ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ;
୫ଇଚିହିଁ ରଣ୍ତିଏ ମାହାପୂରୁ ମାନେସି, ଅ଼ଡ଼େ ମାହାପୂରୁ ଇଞ୍ଜାଁ ମାଣ୍ସିୟାଁ, ମାଦିତି ମାଣ୍ସି ରଅସିଏ ମାନେସି, ଏ଼ୱାସି ଜୀସୁ କ୍ରୀସ୍ତ, ର଼ ମାଣ୍ସି ।
6 ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି।
୬ଏ଼ୱାସି ମାଣ୍ସିଇଁ ଗେଲ୍ପାଲିତାକି ତା଼ନୁଏ ହେର୍ପି ଆ଼ତେସି, ଈଦାଆଁତାକି ସମାନା ବେ଼ଲାତା ତ଼ଞ୍ଜାଆ଼ହାନା, ମାହାପୂରୁ ବାରେ ମାଣ୍ସିୟାଁଇଁ ଗେଲ୍ପାଲି ଅଣ୍ପି ମାନେସି ଈଦାଆଁ ସା଼କି ହୀହାମାନେସି ।
7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ।
୭ଏ଼ଦାଆଁତାକି ନା଼ନୁ ର଼ ନେହିଁ କାବ୍ରୁ ୱେ଼କ୍ନାତେଏଁ, ପାଣ୍ତ୍ୱି ଆ଼଼ହାମାନାତେଏଁ, ଇଞ୍ଜାଁ ନାମୁ ଅ଼ଡ଼େ ସାତାତା ଏଟ୍କା କୂଡ଼ାତି ଲ଼କୁ ତା଼ଣା ଜା଼ପ୍ନାତେଏଁ ଆୟାଲି ମାହାପୂରୁ ନାଙ୍ଗେ ଆ଼ଚାମାଞ୍ଜାତେସି, ନା଼ନୁ ସାତା ୱେସିମାଞ୍ଜାଇଁ ନା଼ନୁ ମିଚି ୱେସିମାଞ୍ଜଅଁ ।
8 ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ।
୮ଏ଼ଦାଆଁତାକି ନା଼ ଅଣ୍ପୁ ବାରେଜା଼ଣା ଆ଼ବାୟାଁ କୂଡ଼ା ଆ଼ନାଟି, ସୁଦୁ ଅଣ୍ପୁ ତଲେ କେସ୍କା ପେର୍ହାନା, କ଼ପା ଇଞ୍ଜାଁ ଡା଼ହାରା ଆ଼ଆନା, ପ୍ରା଼ତାନା କିପାରି ।
9 ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି
୯ଏଲେକିହିଁଏ ଇୟାସିକା ଜିକେଏ ତା଼ର୍ୟୁଁ ଅ଼ଜି କିହାନା, ଅ଼ଡ଼େ ବାଂଗାରା ସାଜୁ ତୁର୍ଆନା, କି ଦାରାଗାଟି ହିମ୍ବରିକା ତଲେ ତା଼ମ୍ବୁ ତାମ୍ଙ୍ଗେ ଅ଼ଜି କିହାକଡାଆନା, ମା଼ନି ଅ଼ଡ଼େ ନେହିଁ ବୁଦିତଲେ ଊଣା ଦାରାତି ହିମ୍ବରିକା ହୁଚାନା,
10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ।
୧୦ଦାର୍ମୁଗାଟି ଇୟାସିକା ରା଼ହାଁ ଅଣ୍ପୁଟି ନେହିଁ କାମାତି ଅ଼ଜୁତା ତା଼ମ୍ବୁ ତାମ୍ଙ୍ଗେ ଅ଼ଜି କିହା କଡାପୁ ।
11 ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନୀରବରେ ଶିକ୍ଷା ଗ୍ରହଣ କରୁ।
୧୧ଇୟାସିକା ପାଲେଏ ମାଞ୍ଜାନା ସୁଦୁଗାଟି ଅଣ୍ପୁ ତଲେ ଜା଼ପାପୁ ।
12 ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନୀରବରେ ରହୁ।
୧୨ନା଼ନୁ ଇୟାସିକାଣି ଜା଼ପ୍ହାଲି କି ଆ଼ବାୟାଁ ମୁହେଁ ସା଼ଲୱି କିହାଲି ହେଲ ହୀହି ହିଲଅଁ, ସାମା ଏ଼ୱି ପାଲେଏ ମାନାପୁ ।
13 କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା;
୧୩ଏ଼ନିଇଚିହିଁ ମାହାପୂରୁ ନ଼କେଏ ଆଦମଇଁ ଗା଼ଡ଼ିକିତେସି ଅ଼ଡ଼େ ଡା଼ୟୁ ହବାଇଁ
14 ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ;
୧୪ଅ଼ଡ଼େ ଆଦମ ନା଼ଡ଼ିକିୱି ଆ଼ହା ହିଲାଆତେସି, ସାମା ଇୟା ନା଼ଡ଼ିକିୱି ଆ଼ହାନା ମାହାପୂରୁତି ମେ଼ରାଟି ଦ଼ହ ଗାଟାୟି ଆ଼ତେ;
15 କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ।
୧୫ସାମା ଇୟାସିକା ତାମ୍ଙ୍ଗେ ଊଣା କିହାଁ କଡାନା ନାମୁତଲେ ଜୀୱୁ ନ଼ୱିଆ଼ହାନା, ସୁଦୁଜୀୱୁ ତଲେ ମାଞ୍ଜାନା କକାରି ପ଼ଦାଁ ଜାର୍ନି କିହାନା ଗେଲ୍ପି ଆ଼ନୁ ।