< ୧ ତୀମଥି 1 >

1 ପାଉଲ, ଆମ୍ଭମାନଙ୍କ ଈଶ୍ବରଙ୍କ ଆଜ୍ଞାନୁସାରେ ଓ ତ୍ରାଣକର୍ତ୍ତା ଏବଂ ଭରସାଭୂମି ଖ୍ରୀଷ୍ଟ ଯୀଶୁଙ୍କ ଅନୁସାରେ ଜଣେ ପ୍ରେରିତ,
ଆଇଙ୍ଗ୍‌ ପାଉଲୁସ୍‌, ଆବୁଆଃ ଜୀଉବାଞ୍ଚାଅ ଏମଃନିଃ ପାର୍‌ମେଶ୍ୱାର୍‌ ଆଡଃ ଆବୁ ଆସ୍ରାଏତାନ୍‌ ୟୀଶୁ ଖ୍ରୀଷ୍ଟ୍‌ଆଃ ଆନାଚୁ ଲେକାତେ କୁଲାକାନ୍‌ନିଃ ତାନିଙ୍ଗ୍‌,
2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
ବିଶ୍ୱାସ୍‌ରେନ୍ ସାର୍‌ତି ହନ୍‌ ତୀମଥିତାଃତେ ଅଲାକାନ୍‌ ଚିଟାଉ: ଆପୁ ପାର୍‌ମେଶ୍ୱାର୍‌ ଆଡଃ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ ଆପେକେ ସାୟାଦ୍, ଲିନିବୁଇ ଆଡଃ ଜୀଉସୁକୁ ଏମାପେକାଏ ।
3 ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି
ଆଇଙ୍ଗ୍‌ ମାକିଦନିଆତେ ସେନଃତାନ୍‌ ଇମ୍‌ତା ଆମ୍‌କେ କାଜିକେଦ୍‌ମେ ଲେକା ଆମ୍‌ ଏଫିସୁସ୍‌ ନାଗାର୍‌ରେୟ ତାଇନ୍‌ମେ ଆଡଃ ଚିମିନ୍‌ ହଡ଼କ ଏନ୍ତାଃରେ ହସଡ଼କାଜିକ ଇତୁକତାନା, ଇନ୍‌କୁକେ ଏନ୍‌ ହସଡ଼କାଜିକ ଆଲ୍‌ପେ ଇତୁକଆ ମେନ୍ତେ ଆଚୁକମେ ।
4 କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହିସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ବରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ।
ଆଡଃ ହଡ଼ତେ ବାଇୟାକାନ୍‌ କାଥ୍‌ନି ଆଡଃ ହାଡ଼ାମ୍‌ହଡ଼କଆଃ ଜିଲିଙ୍ଗ୍‌ କିଲିକଆଃ ଉଡ଼ୁଃକ ଆଲ୍‌ପେ ଆୟୁମାଃ ମେନ୍ତେ ଆଚୁକମେ, ଚିୟାଃଚି ନେ ସବେନାଃତେଗି ପାତିୟାର୍‌ତେ ସାରିୟଃତାନ୍‌ ପାର୍‌ମେଶ୍ୱାର୍‌ଆଃ ସେୱା କାମି କା ହବାକେଦ୍‌ତେ କାପ୍‌ଜିକ ଅଡଙ୍ଗ୍‌ଅଃଆ ।
5 କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ,
ଫାର୍‌ଚି ମନ୍‌ସୁରୁଦ୍‌ତେ, ବୁଗିନ୍‌ ମନ୍‌ତେ ଆଡଃ ସାର୍‌ତି ବିଶ୍ୱାସ୍‌ତେ ଅଡଙ୍ଗ୍‌ଅଃତାନ୍‌ ଦୁଲାଡ଼୍‌କେ ଚିହୁଟ୍‌ ରିକାନାଙ୍ଗ୍‌ ଆଇଙ୍ଗ୍‌ ଆମ୍‌କେଇଙ୍ଗ୍‌ ଆଚୁମେତାନା । ନେଆଁଁଗି ଧାର୍‌ମାନ୍‌ ଇନିତୁ ତାନାଃ ।
6 ତାହା ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି;
ଚିମିନ୍‌ ହଡ଼କ ନେ ବିଶେଷ୍‌ କାଜିକ ବାଗିକେଦ୍‌ତେ ସାମାକାଜିକରେ ପାତିୟାର୍‌କେଦ୍‌ତେ ଆକଆଃ ହରାକ ଆଦାକାଦା ।
7 ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ।
ଇନ୍‌କୁ ମୁଶା ନାବୀଆଃ ଆନ୍‍ଚୁରାଃ ଆଇନ୍‌ ଇତୁକ ହବାଅଃ ନାଙ୍ଗ୍‌କ ସାନାଙ୍ଗ୍‌ତାନା, ମେନ୍‌ଦ ଇନ୍‌କୁ ଆକଗି କାଜିତାନ୍‌ତେୟାଃ ଆଡଃ ଆକଗି ଇତୁକତାନ୍‌ ପକ୍‌ତାନ୍ କାଜିକେ କାକ ଆଟ୍‌କାର୍‌ଉରୁମେତାନା ।
8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା,
ଆବୁ ସାରିତାନାବୁ ଯେ, ଜେତାଏ ହଡ଼ ମୁଶାରାଃ ଆନ୍‌ଚୁ ଲେକାଗି ବୁଗିଲେକାଏ କାମିରେଦ ଏନା ବୁଗିନ୍‌ ତାନାଃ ।
9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି,
ଆଡଃ ଧାର୍‍ମାନ୍ ହଡ଼କ ନାଗେନ୍ତେ ଆନ୍‌ଚୁ କା ଦହାକାନା, ମେନ୍‌ଦ ଆନ୍‌ଚୁ ବାନଃ ଏତ୍‌କାନ୍‌ ହଡ଼କ ନାଙ୍ଗ୍‌, ଆପାନ୍‌ ସାନାଙ୍ଗ୍‌ତାନ୍‌ଲେକା କାମିତାନ୍‌କ ନାଙ୍ଗ୍‌, ପାର୍‌ମେଶ୍ୱାର୍‌କେ କା ବରତାନ୍‌କ ନାଙ୍ଗ୍‌, ପାପ୍‌କାମିରେ ତାଇନ୍‌ତାନ୍‌କ ନାଙ୍ଗ୍‌, ସତ୍‌ରାକାନ୍‌କ ନାଙ୍ଗ୍‌, ଆଡଃ କା ଧାର୍‌ମାନ୍‌ କାମି କାମିତାନ୍‌କ ନାଙ୍ଗ୍‌, ଏଙ୍ଗା, ଆପୁକିନ୍‌କେ ଗଏଃତାନ୍‌କ ନାଙ୍ଗ୍‌, ହଡ଼ ଗଗଏଃକ ନାଙ୍ଗ୍‌,
10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;
୧୦ଆପାଙ୍ଗିର୍‌ତାନ୍‌କ ନାଙ୍ଗ୍‌, କଡ଼ା କଡ଼ାକଲଃ ଆପାଙ୍ଗିର୍‌ତାନ୍‌କ ନାଙ୍ଗ୍‌, ହଡ଼ ଆଖ୍‌ରିଙ୍ଗ୍‌ତାନ୍‌କ ନାଙ୍ଗ୍‌, ବେଦାତାନ୍‌କ ନାଙ୍ଗ୍‌, ହସଡ଼ ଗାୱା ଏମ୍‌ତାନ୍‌କ ନାଙ୍ଗ୍‌ ଆଡଃ ସବେନ୍‌ ବୁଗିନ୍‌ ଇନିତୁରେ କାଜିକେସେଦ୍‌ତାନ୍‍କ ନାଙ୍ଗ୍‌ ନେ ଆଇନ୍‌ ବାଇୟାକାନା ।
11 ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ବରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ।
୧୧ପୁରାଃ ମାନାରାଙ୍ଗ୍‌ ସୁକୁଆନ୍‌ ପାର୍‌ମେଶ୍ୱାର୍‌ଆଃ ସୁକୁକାଜିରେ ସବେନ୍‌ ବୁଗିନ୍‌ ଇନିତୁ ଦହାକାନା । ଏନ୍‌ ସୁକୁକାଜିକେ ଉଦୁବ୍‌ ନାଗେନ୍ତେ ଆଇଙ୍ଗ୍‌କେ ବାହାରମ୍‌ ଏମାକାନ୍‌ ତାଇକେନା ।
12 ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ, ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି,
୧୨ଆୟାଃ କାମିରେ ପେଡ଼େଃ ଏମାକାଦିଙ୍ଗ୍‌ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌କେଇଙ୍ଗ୍‌ ଜହାରିତାନା । ଇନିଃ ଆଇଙ୍ଗ୍‌କେ ପାତିୟାର୍‌ରଃନିଃ ଲେକା ଆଟ୍‌କାର୍‌କେଦ୍‌ତେ ଆଇଃକ୍‌କେ ସେୱା ନାଙ୍ଗ୍‌ ସାଲାକାଦିୟାଁଏ ।
13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି;
୧୩ଆଇଙ୍ଗ୍‌ଦ ସିଦାକରେ ୟୀଶୁ ଖ୍ରୀଷ୍ଟ୍‌କେଇଙ୍ଗ୍‌ ନିନ୍ଦାକିୟା, ସାସାତିକିୟା, ଆଡଃ ଲାନ୍ଦାକିୟା, ଏନ୍‌ରେହ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ଦାୟାକେଦିୟାଁ, ମେନ୍‌ଦ ଆଇଙ୍ଗ୍‌ ଚିନାଃ କାମି ତାଇନାଇଙ୍ଗ୍‌ ଏନା କା ବିଶ୍ୱାସ୍‌ତେ ଆଡଃ ବେଗାର୍‌ ସାରିତେଇଙ୍ଗ୍‌ କାମିକାଦା ।
14 ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା।
୧୪ଆଡଃ ଆବୁଆଃ ପ୍ରାଭୁଆଃ ସାୟାଦ୍‌ ପୁରାଃଗି ଆଦ୍‌କାୟାନ୍‌ ହରାତେ ଆଇଙ୍ଗ୍‌ ୟୀଶୁ ଖ୍ରୀଷ୍ଟ୍‌ରେ ବିଶ୍ୱାସ୍‌ ଆଡଃ ଦୁଲାଡ଼୍‌ରାଃ ମେନେସାରେ ମେନାଇୟାଁ ।
15 ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ।
୧୫ପାପି ହଡ଼କକେ ବାଞ୍ଚାଅ ନାଗେନ୍ତେ ୟୀଶୁ ଖ୍ରୀଷ୍ଟ୍‌ ଅତେଦିଶୁମ୍‌ତେ ହିଜୁଃୟାନା, ନେ କାଜି ପାତିୟାର୍‌ରଃ ଲେକାନ୍‌ କାଜି ତାନାଃ, ନେଆଁଁକେ ସବେନ୍‌କ ବିଶ୍ୱାସ୍‌ ଆଡଃ ତେଲାଦାରମେ ଲାଗାତିଙ୍ଗ୍‌ୟାଁଃ । ଆଇଙ୍ଗ୍‌ ଇନ୍‌କୁଏତେ ପୁରାଃଗି ଏତ୍‌କାନ୍‌ନିଃ ତାନିଙ୍ଗ୍‌ ।
16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି। (aiōnios g166)
୧୬ଆଇଙ୍ଗ୍‌ ମାରାଙ୍ଗ୍‌ଉତାର୍‍ ପାପି ତାନିଙ୍ଗ୍‌ରେୟ ୟୀଶୁ ଖ୍ରୀଷ୍ଟ୍‌ଆଃ ସବେନ୍‌ ସାହାତିଙ୍ଗ୍‌ ଜୀୱାନ୍‌ ଉଦୁବ୍‌ ନାଗେନ୍ତେ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ଦାୟାକେଦିୟାଁ । ଏଟାଃକ ଜେ'ଲେକା ୟୀଶୁ ଖ୍ରୀଷ୍ଟ୍‌ତାଃରେ ବିଶ୍ୱାସେୟାକ ଆଡଃ ଜାନାଅ ଜୀଦାନ୍‌କ ନାମେୟା । ଏନା ନାଗେନ୍ତେ ଆଇଙ୍ଗ୍‌ ଇନ୍‌କୁଆଃ ନାଙ୍ଗ୍‌ ନାମୁନାଇଙ୍ଗ୍‌ ବାଇୟାକାନା । (aiōnios g166)
17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍‍। (aiōn g165)
୧୭କା ଜିୟନଃତାନ୍‌, କା ନେଲଃତାନ୍‌, ମିଆଁଦ୍‌ଗି ପାର୍‌ମେଶ୍ୱାର୍‌ ଜାନାଅ ଜାନାଅରେନ୍‌ ରାଜା, ଇନିୟାଃ ଏସ୍‌କାର୍‌ ମାଇନାନ୍‌ ଆଡଃ ମାନାରାଙ୍ଗ୍‌ ଯୁଗ୍‌ ଯୁଗ୍‌ ହବାଃଅକା! ଆମେନ୍‌ । (aiōn g165)
18 ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରିପାର;
୧୮ହେ ଦୁଲାଡ଼୍‌ ହନ୍‌ ତୀମଥି, ଆମାଃ ନାଙ୍ଗ୍‌ ସିଦାରେ କାଜିୟାକାନ୍ ଆୟାର୍‌କାଜି ଲେକାତେ ଆଇଙ୍ଗ୍‌ ଆମ୍‌କେ ଆଚୁମେତାନାଇଙ୍ଗ୍‌, ଏନ୍‌ ଲେକାଗି ଆମ୍‌ ସବେନ୍‌ ଆୟାର୍‌କାଜି ହରାତେ ବୁଗିଲେକାମ୍‌ ଲାଡ଼ାଇ ଦାଡ଼ିୟା ।
19 ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି,
୧୯ଆମ୍‌ ବିଶ୍ୱାସ୍‌ ଆଡଃ ବୁଗିନ୍‌ ସେଣାଁଁ ସାବେମେ, ନେଆଁଁ ବାଗିକେଦ୍‌ ନାଗେନ୍ତେ ଚିମିନ୍‌ ହଡ଼କ ଆକଆଃ ବିଶ୍ୱାସ୍‌କ ଜିୟନ୍‌କାଦା ।
20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି।
୨୦ଇନ୍‌କୁଏତେ ହୁମ୍‌ନାୟ ଆଡଃ ଆଲେକ୍‌ଜାଣ୍ଡାର୍‌, ନେ ବାରାନ୍‌କିନ୍‌ ତାନ୍‌କିନ୍‌ । ନେ ବାରାନ୍‌କିନ୍‌କେ ଆଇଙ୍ଗ୍‌ ସାଏତାନ୍‌ଆଃ ତିଃଇରେଇଙ୍ଗ୍‌ ଜିମାକେଦ୍‌କିନା, ଜେ'ଲେକାଚି ଇନ୍‌କିନ୍‌ ପାର୍‌ମେଶ୍ୱାର୍‌କେ କା ନିନ୍ଦାଇ ନାଗେନ୍ତେ ଇନିତୁକିନ୍‌ ନାମେୟା ।

< ୧ ତୀମଥି 1 >