< ୧ ତୀମଥି 1 >

1 ପାଉଲ, ଆମ୍ଭମାନଙ୍କ ଈଶ୍ବରଙ୍କ ଆଜ୍ଞାନୁସାରେ ଓ ତ୍ରାଣକର୍ତ୍ତା ଏବଂ ଭରସାଭୂମି ଖ୍ରୀଷ୍ଟ ଯୀଶୁଙ୍କ ଅନୁସାରେ ଜଣେ ପ୍ରେରିତ,
ନା଼ନୁ ପା଼ୱୁଲ, ମା଼ ଗେଲ୍‌ପାନି ମାହାପୂରୁ ଅ଼ଡ଼େ ବା଼ର୍ସୁ ହୀନି କ୍ରୀସ୍ତ ଜୀସୁ ହୁକୁମି ତଲେ ପାଣ୍ତ୍‌ୱି ଆ଼଼ହାମାନାତେଏଁ ।
2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।
ନାମୁତା ନା଼ ଦାର୍ମୁତି ଜୀୱୁତି ମୀର୍‌ଏଣାତି ତିମତି; ଆ଼ବା ମାହାପୂରୁ ମା଼ ପ୍ରବୁ ଜୀସୁ କ୍ରୀସ୍ତ ତା଼ଣାଟି ଜୀୱୁନ଼ନାୟି କାର୍ମାମେହ୍‌ନାୟି ଅ଼ଡ଼େ ହିତ୍‌ଡ଼ି ନିଙ୍ଗେତାକି ଆୟାପେ ।
3 ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି
ନା଼ନୁ ମାକିଦନିୟାତା ହାଜିମାଚାଟି ମିଙ୍ଗେ ୱେସାମାଞ୍ଜାତି ଲେହେଁ, ନୀନୁ ଏପିସିୟ ଗା଼ଡ଼ାତା ଡ଼ୟାମୁ ଏମ୍ବାଆଁ ଏଚରଜା଼ଣା ଲାଗେଏତି କାତା ଜା଼ପ୍‌ହିମାନେରି ଏମ୍ବାଟି ଏ଼ୱାରାଇଁ କା଼ହି କିମୁ,
4 କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହିସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ବରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ।
କ଼ହୁୟାଁ ଇଞ୍ଜାଁ ରା଼ଆଗାଟି ଆକୁ ଆ଼ବାୟାଁ ଦ଼ର୍‌କାଣି ଆହ୍‌ଆପେରି ଇଞ୍ଜିଁ ଏ଼ୱାରାଇଁ ୱେହ୍‌ମୁ, ଏ଼ ବାରେ ନାମୁ ତାକି ମାହାପୂରୁତି କାମାତାକି ଆ଼ଆନା ସାମା ବା଼ଦିବା଼ଦା କିୱିକିନେ ।
5 କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ,
ସୁଦୁ ହିୟାଁ, ନେହିଁ ଅଣ୍‌ପୁ ଅ଼ଡ଼େ କୁଟୁ ହିଲାଆ ନାମୁଟି ହ଼ଚିମାନି ଜୀୱୁ ନ଼ନାଣି ଜାଗ୍ରାତା କିହାଲିତାକି ନା଼ନୁ ଈ ହୁକୁମି ହୀହିମାଞ୍ଜାଇଁ ।
6 ତାହା ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି;
ଏଚରଜା଼ଣା ଈ ବାରେ କାତାତି ବା଼ଣା ଆ଼ହାନା ଉଜେଏତି କାତା ଆସାନା ଏଟ୍‌କା ଜିରୁ ହାଜିମାନେରି;
7 ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ।
ଏ଼ୱାରି ମେ଼ରା ଜା଼ପ୍‌ନାତମି ଇଞ୍ଜିଁ ଅଣ୍‌ପିନେରି, ସାମା ଏ଼ୱାରି ଏ଼ନାଆଁ ୱେହ୍‌ନେରି, ଅ଼ଡ଼େ ଏ଼ନାଆଁ ଜାଣ୍ତେନାଙ୍ଗା ଜା଼ପ୍‌ନେରି, ଏ଼ଦାଆଁ ତା଼ମ୍ବୁଏ ତେଲ୍‌ହଅରି ।
8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା,
ମା଼ମ୍ବୁ ପୁଞ୍ଜାମାନମି; ମେ଼ରାତି ନେହିଁକିଁ ଲେ଼ମ୍ବିସାରେ, ଏ଼ଦି ନେହେଁ ।
9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି,
ସାମା ମେ଼ରା ଦାର୍ମୁଗାଟି ଲ଼କୁତାକି କିୱିଆ଼ଆନା, ଜାହାରା ମ଼ନ, ଅ଼ଡ଼େ ମା଼ନୱି ଆ଼ଆଗାଟାରି, ଦାର୍ମୁ ହିଲାଆ ଗାଟାରି, ଅ଼ଡ଼େ ପା଼ପୁ ଗାଟାରି, ଲାଗେଏତାରି, ଦାର୍ମୁତି ନାମାଆଗାଟାରି, ତାଲି ତାଞ୍ଜିଇଁ ପା଼ୟିନାରି, ଲ଼କୁଣି ପା଼ୟିନାରି,
10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;
୧୦ଦା଼ରି କିନାରି, ଆ଼ବା ଆ଼ବାୟାଁ ଦ଼ହ କିୱିଆ଼ନାରି, ଲ଼କୁଣି ପାର୍‌ନାରି, ମିଚି ସା଼କି ହୀନାରି, ଅ଼ଡ଼େ ମିଚି କାତାତାକି ପାର୍‌ମାଣା କିନାରାକି, ଅ଼ଡ଼େ ଆମ୍ବାଆରି ନେହିଁ ଜା଼ପ୍‌ନାଣି, ତାକି ନିଙ୍ଗିନେରି, ଏ଼ଦାଆଁତାକି ମେ଼ରା ମା଼ନୱି ଆ଼ଆଗାଟାରାକି ହୀପ୍‌କି ଆ଼ହାମାନେ,
11 ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ବରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ।
୧୧ଈଦି ନା଼ ତା଼ଣା ହେର୍‌ପି ଆ଼ହାମାନାୟି ହା଼ରେକା ନେହେଁ ମାହାପୂରୁତି ଗାୱୁରମିଗାଟି ନେହିଁ କାବ୍ରୁତି ଜା଼ପ୍‌ନି ଲେହେଁ ଆ଼ନେ ।
12 ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ, ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି,
୧୨ନାଙ୍ଗେ କାମାତା ବା଼ଡ଼୍‌ୟୁ ହୀହାମାଞ୍ଜାନି ମା଼ ପ୍ରବୁ କ୍ରୀସ୍ତ ଜୀସୁଇଁ ଜହରା କିହିମାଇଁ, ଏ଼ନାଆଁତାକି ଇଚିହିଁ ନାଙ୍ଗେ ଏ଼ୱାସି ମା଼ନିଗାଟାତି ଇଞ୍ଜିଁ ଅଣ୍‌ପାନା ସେ଼ବା କାମା ହେର୍‌ପା ମାଞ୍ଜାନେସି ।
13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି;
୧୩ଆ଼ତିଜିକେଏ ତଲି ନା଼ନୁ ଜୀସୁଇଁ ନିନ୍ଦା କିନାତେଏଁ, ଡଣ୍ତ ହୀନାତେଏଁ, ଅ଼ଡ଼େ ଲାଗେଏ କିନାତେଏଁ ମାଚେଏଁ; ସାମା ନା଼ନୁ ନାମା ହିଲାଆତାକି ବୁଦି ହିଲାଆଲେହେଁ ଏ଼ଦାଆଁ କିହିମାଚେଏଁ ଇଞ୍ଜିଁ କାର୍ମା ବେଟାଆ଼ତେଏଁ;
14 ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା।
୧୪ଅ଼ଡ଼େ ମା଼ ପ୍ରବୁତି କାର୍ମା କ୍ରୀସ୍ତ ଜୀସୁ ତା଼ଣାଟି ନାମୁ ଅ଼ଡ଼େ ଜୀୱୁ ନ଼ନି ତା଼ଣାଟି ନାଙ୍ଗେତାକି ହା଼ରେକା ଆୟାତେ ।
15 ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ।
୧୫ପା଼ପୁ ଗାଟାରାଇଁ ଗେଲ୍‌ପାଲିତାକି କ୍ରୀସ୍ତ ଜୀସୁ ଦାର୍‌ତିତା ୱା଼ତେସି, ଈ ବ଼ଲୁ ସାତା ଅ଼ଡ଼େ ବାରେୱାକି ଆବିନାୟି ଅ଼ଡ଼େ ନାମିନାୟି; ଏ଼ ପା଼ପୁ ଗାଟାରି ବିତ୍ରାଟି ନା଼ନୁ ବାରେକିହାଁ କାଜା ପା଼ପୁ ଗାଟାତେଏଁ
16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି। (aiōnios g166)
୧୬ଆ଼ତିଜିକେଏ ଆମିନି ଗାଟାରି ୱା଼ହିମାନି ଦିନାତା କା଼ଲାକା଼ଲାତି ଜୀୱୁ ବେଟାଆ଼ହାଲି ଜୀସୁ କ୍ରୀସ୍ତ ତା଼ଣା ନାମିନେରି, ଏ଼ୱାରି ନ଼କିତା ତ଼ସ୍‌ପି ଆ଼ହାଲି ନା଼ନୁ ର଼ କାଜା ପା଼ପୁ ଗାଟାତେଏଁ, ନା଼ ତା଼ଣା ଏ଼ୱାସି ଏ଼ନିକିଁ ତାନି କା଼ଲେଏତି ଅ଼ର୍‌ହିନାଣି ତ଼ହ୍‌ନେସି ଏ଼ଦାଆଁତାକି ନା଼ନୁ କାର୍ମା ବେଟା ଆ଼ତେଏଁ । (aiōnios g166)
17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍‍। (aiōn g165)
୧୭ଏଚେଲାୱା ନା଼ସା ଆ଼ଆଗାଟାୟି ଇଞ୍ଜାଁ ତ଼ଞ୍ଜାଆ଼ଆଗାଟି ରଣ୍ତିଏ ମାହାପୂରୁ ଆମ୍ବାଆସି କା଼ଲାକା଼ଲାତି ରାଜା ଏ଼ୱାଣାକି ମା଼ନି ଅ଼ଡ଼େ ଗାୱୁରମି କା଼ଲାକା଼ଲା ତାକି ଆ଼ପେ । ଆ଼ମେନ୍‌ । (aiōn g165)
18 ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରିପାର;
୧୮ତିମତି, ନା଼ ମୀର୍‌ଏଣାତି, ନିଙ୍ଗେତାକି ତଲି ୱେସିମାଞ୍ଜାତି ଲେହେଁ ନା଼ନୁ ନିଙ୍ଗେ ଈ ହୁକୁମି ହୀହିମାଞ୍ଜାଇଁ, ଏ଼ନିକିଁ ନୀନୁ ଈ ବାରେ କାତାତଲେ ନେହିଁ ଜୁଜୁ କିହାଲି ଆ଼ଡିଦି ।
19 ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି,
୧୯ଦାର୍ମୁ ଅ଼ଡ଼େ ନାମୁ ନେହିଁ ଅଣ୍‌ପୁ ଆହ୍‌ମୁ; ଏ଼ଦାଆଁ ପିସା ମାନାକି ଏଚରଜା଼ଣାତି ନାମୁ ଲେହେଁତି ଜା଼ଜା ଡୀହା ହାଜାମାନେ,
20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି।
୨୦ଏ଼ୱାରି ବିତ୍ରାଟି ହୁମନାୟ, ଅ଼ଡ଼େ ଆଲେକ୍‌ଜାଣ୍ତାର ମାନେରି, ଏ଼ଦାଆଁତାକି ନା଼ନୁ ଏ଼ୱାରାଇଁ ସୟତାନ କେୟୁତା ହେର୍‌ପିତେଏଁ, ଏ଼ନିକିଁ ଈ ରିଆରି ପା଼ଣା ବେଟାଆ଼ହାନା ମାହାପୂରୁଇଁ ନିନ୍ଦା କିଅରି ।

< ୧ ତୀମଥି 1 >