< ୧ ଥେସଲନୀକୀୟ 1 5 >

1 କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ,
ମତର୍‌, ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ କାଡ଼୍‌ ଆରି ସମାନ୍‍ ୱେଡ଼ାଲିଂ ବିସ୍ରେ ଇନାୱାଡ଼ାଲିଂ ଇମ୍‌ଣି ସମୁତ ଗିଟା ଆଦ୍‌ନାତ୍‌ ମି ଲାଗାଂ ଲେକିକିନାକା ଲଡ଼ା ଆକାୟ୍‌,
2 କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ।
ଇନାକିଦେଂକି ନାଣା ଚର୍‌ ୱାତି ଲାକେ ମାପ୍ରୁତି ଦିନ୍‌ ଜେ ୱାନାତ୍, ଇଦାଂ ଏପେଙ୍ଗ୍‌ ହାର୍‍କିଜ଼ି ପୁନାଦେର୍‌ ।
3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍‍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ।
ଏଚେକାଡ଼୍‌ଦ ଲକୁ ସୁସ୍ତା ଆରି ହାର୍‌ ଆକାୟ୍‌ ଇଞ୍ଜି ଇଞ୍ଜି ମାନାର୍‍, ହେ ଏଚେକାଡ଼୍‌ଦ ଏସ୍‌ପିସ୍ତି କୁଚ୍‍ନିକସ୍ଟ ଲାକେ ହାଚାଟ୍ରେ ହେୱାର୍‌ତି ନାସ୍‌ ଏକାୱାନାତ୍‌, ଆରେ ହେୱାର୍‌ ଇନେସ୍‌ପା ବାନି ରାକ୍ୟା ପାୟା ଆଦେଂ ଆଡୁର୍‌ ।
4 କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ,
ମତର୍‌ ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ ଏପେଙ୍ଗ୍‌ ମାଜ୍‌ଗାତ ଆକାୟ୍‌ ଜେ ହେ ଦିନ୍‌ ଚର୍‌ ଲାକେ ପୁନ୍‌ୱିଲାଡ଼େ ମି ଲାଗାଂ ଏକାୱାନାନ୍‌,
5 କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ;
ଇନାକିଦେଂକି ଏପେଙ୍ଗ୍‌ ୱିଜ଼ାଦେର୍‌ ଅଜଡ଼୍‌ ଆରି ୱେଡ଼ାନି ହିମ୍‌ଣାଂ । ଆସେଙ୍ଗ୍‌ ନାଣା କି ମାଜ୍‌ଗାନି ହିମ୍‌ଣାଂ ଆକାୟ୍‌;
6 ଅତଏବ ଆସ ଆମ୍ଭେମାନେ ଅଣଯିହୁଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା।
ଲାଗିଂ ୱାଡୁ, ଆସେଙ୍ଗ୍‌ ବିନ୍‌ନିକାର୍‌ ଲାକେ ହୁଞ୍ଜ୍‌ୱାଦାଙ୍ଗ୍‌, ମତର୍‌ ଜାଗ୍ରତ୍‌ ଆଜ଼ି ଚେତ୍‌ନା ଆଜ଼ି ମାନାସ୍‌ ।
7 ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି।
ଲାଗିଂ ଇମ୍‌ଣାକାର୍‌ ହୁନ୍‌ଞ୍ଜି ହାନାର୍‍, ହେୱାର୍‌ ନାଣା ହୁଞ୍ଜି ହାନାର୍‍, ଆରେ ଇନେର୍‌ ମଦୁଆ ଆନାର୍‌, ହେୱାର୍‌ ନାଣା ହଚ୍‍ନାର୍‍ ।
8 କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଊରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ।
ମତର୍‌ ୱାଡ, ଆସେଙ୍ଗ୍‌ ୱେଡ଼ାନି ହିମ୍‌ଣାଂ ଆତିଲେ ପାର୍ତି କିନାକାର୍‌ ଆରି ଜିଉନନି ଲାକେ ମୁକ୍‌ଡ଼ାନାକା ଟପ୍ରି ଆର୍ପିସ୍‌ ଆରି ମୁକ୍‌ଡ଼ାତି ବାର୍ସି ଲାକେ କାପ୍‌ଡ଼ା ଆତିୟାର୍‌ କାପ୍‌ଡ଼ାତ ହିଜ଼ି ଜାଗ୍ରତ୍‌ ମାନାସ୍‌ ।
9 କାରଣ ଈଶ୍ବର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି।
ଇନାକିଦେଂକି ଇସ୍ୱର୍‌ ମାଙ୍ଗେଙ୍ଗ୍‌ କାକ୍ରିନି ବାହା ଆଦେଂ କାଜିଂ ବାଚି କିଦ୍‌ୱାଦାଂ ମତର୍‌ ମାଂ ମାପ୍ରୁ ଜିସୁ କ୍ରିସ୍ଟତି ହୁଦାଂ ମୁକ୍‌ଡ଼ାନାକା ଗାଟାଆଦେଂ କାଜିଂ ବାଚି କିତାନ୍‌ନ୍ନା;
10 ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ।
କ୍ରିସ୍ଟ ମା କାଜିଂ ହାତାନ୍‌ ଇନେସ୍‌ ଆସେଙ୍ଗ୍‌ ଜାଗ୍ରତ୍‌ ମାନ୍‌ଞ୍ଜି କି ହୁଞ୍ଜ୍‌ୱାଦାଙ୍ଗ୍‌ ମାନ୍‌ଞ୍ଜି ତା ଲାହାଙ୍ଗ୍‌ ଜିବୁନ୍‌ ମାନ୍‌ୱାଦାଂ କି ଜିବୁନ୍‌ ମାନ୍‌ଗାନାପ୍‌ ।
11 ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ।
ଲାଗିଂ ଇନେସ୍‌ କିତାପ୍‍ନା, ହେ ଲାକେ ହାରିତିଂ ଦୁକ୍‌ସାରାୟ୍‌ କିୟାଟ୍‌, ଆରେ ହାରି ହାର୍‌ ଇଟାଟ୍‌ ।
12 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର,
ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ ଆପେଂ ମିଙ୍ଗେଙ୍ଗ୍‌ ଗୱାରି କିଦ୍‌ନାପା, ଇମ୍‌ଣାକାର୍‌ ମି ବିତ୍ରେ କସ୍ଟ କିତାର୍‌ ଆରି ମାପ୍ରୁତି ହେବାତ ମି ମୁଡ଼୍‌ଦାକାନ୍‌ ଲାକେ ବାଚିକିୟା ଆଜ଼ି ମିଙ୍ଗେଙ୍ଗ୍‌ ଚେତ୍‌ନା ହିଦ୍‌ନାନ୍‌, ହେୱାରିଂ ୱାରି କିୟାଟ୍‌,
13 ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ।
ଆରେ, ହେୱାର୍‌ କାମାୟ୍‌ କାଜିଂ ହେୱାରିଂ ଜିଉନନିତ ବେସି ଜିଉ ନୱାଟ୍‌ । ହାରି ରଚେ ସୁସ୍ତାତ ମାନାଟ୍‌ ।
14 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ।
ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ ଆପେଂ ମିଙ୍ଗେଙ୍ଗ୍‌ ଗୱାରି କିଦ୍‌ନାପା; ଅରାହିଲ୍‍ୱି ଚିନ୍ତା କିନି ମାନାୟ୍‍ତିଂ ଜାଗ୍ରତ୍‌ କିୟାଟ୍‌, ସାସ୍‌ ହିଲ୍‌ୱାକାରିଂ ଦୁକ୍‌ସାରାୟ୍‌ କିୟାଟ୍‌, ନାଦାର୍‌ରିଂ ଉପ୍‌କାର୍‌ କିୟାଟ୍‌, ୱିଜ଼ାର୍‌ କାଜିଂ ହୁଦାର୍‌ ଆଡୁ ।
15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ।
ଜାଗ୍ରତ୍‌, ଇନେର୍‌ ଇମ୍‌ଣାକାର୍‌ତି କାଜିଂ ଅନ୍ୟାୟ୍‌ ବାଦୁଲ୍‌ ଅନ୍ୟାୟ୍‌ କିମେନ୍‌, ଇଚିସ୍‌ ଏପେଙ୍ଗ୍‌ ନିତ୍ରେ ହାରିତିଂ ଆରି ୱିଜ଼ାର୍‌ତି ହାର୍‌ କିଦେଙ୍ଗ୍‌ ଜାଲ୍‌ଦି ଆଡୁ ।
16 ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର;
ସବୁୱେଡ଼ାଲିଂ ଦୁକ୍‌ସାରାୟ୍‌ କିନାକା ହାରି କିୟାଟ୍‌ ।
17 ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;
ନିତ୍ରେ ପାର୍ତାନା କିୟାଟ୍‌ ।
18 କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ବରଙ୍କ ଅଭିମତ।
ସବୁ ୱେଡ଼ାଲିଂ ଜୁୱାର୍‌ ହିୟାଟ୍‌; ଇନାକିଦେଂକି ମି ବିସ୍ରେ କ୍ରିସ୍ଟ ଜିସୁ ସୁକ୍‌ତାକେ ଇଦାଂ ଇସ୍ୱର୍ତି ଇଚା ।
19 ପବିତ୍ର ଆତ୍ମାଙ୍କୁ ନିର୍ବାଣ ନ କର;
ପୁଇପୁୟା ଜିବୁନ୍ତିଙ୍ଗ୍‌ ପାଗି କିମାଟ୍‌ ।
20 ଭାବବାଣୀ ତୁଚ୍ଛ କର ନାହିଁ;
ନିତ୍ରେ ମାପ୍ରୁ ତାକେ ବେଣ୍‌ବାକ୍‌ଣାୟ୍‌କିନାକା ପଲ୍ୟା ଇନ୍‌ମାଟ୍‌ ।
21 ବରଂ ସମସ୍ତ ବିଷୟ ପରୀକ୍ଷା କର;
ମତର୍‌ ୱିଜ଼ୁ ବିସ୍ରେ ପରିକ୍ୟା କିଜ଼ି ହୁଡ଼ାଟ୍‌; ଇନାକା ନେକ୍ରାକା, ହେଦାଂ ଆସ୍ତି ଇଟାଟ୍‌;
22 ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ।
ୱିଜ଼ୁ ବାନି ବାନ୍ୟାତାଙ୍ଗ୍‌ ବିନେ ମାନାଟ୍‌ ।
23 ଶାନ୍ତିଦାତା ଈଶ୍ବର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ।
ସୁସ୍ତାହିଦ୍‌ନି ଇସ୍ୱର୍‌ ତାୱେନ୍‍ ମାଙ୍ଗେଙ୍ଗ୍‌ ପୁରାପୁରି ପୁଇପୁୟା କିଦେନ୍‌, ଆରେ ମା ମାପ୍ରୁ ଜିସୁ କ୍ରିସ୍ଟତି ୱାନି କାଜିଂ ମି ୱାସ୍କି, ପାରାଣ୍‌, ଗାଗାଡ଼୍‌ ବାର୍ତି ଦସ୍‌ଆୱାଦାଂ ଇଟ୍‍ୟାୟେତ୍‍ ।
24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।
ଇନେନ୍‌ ମିଙ୍ଗେଙ୍ଗ୍‌ କୁକ୍‌ତାନାନ୍‌, ହେୱାନ୍‌ ପାର୍ତିନିକାନ୍‍, ହେୱାନ୍‌ ହେଦାଂ ପା ପୁରାକିଦେଂ ଆଡ୍‌ନାନ୍‌ ।
25 ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର।
ଏ ଟଣ୍ଡାର୍‌, ଆରି ତଣ୍‌ଦେକ୍‌ ମା କାଜିଂ ପାର୍ତାନା କିୟାଟ୍‌ ।
26 ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।
ୱିଜ଼ାର୍‌ ଟଣ୍ଡାରିଂ ପୁଇପୁୟାତ ଡନ୍‌ଞ୍ଜି ଜୁୱାର୍‌ କିୟାଟ୍‌ ।
27 ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି।
ୱିଜ଼ାର୍‌ ଟଣ୍ଡାର୍‌ ଆରି ତଣ୍‌ଦେକ୍‌ ତାକେ ଇ ଆକି ପାଟ୍‍ କିୟ୍‍କିନି କାଜିଂ ଆନ୍‌ ମାପ୍ରୁତି ଆଦିକାର୍‌ ମିଙ୍ଗେଙ୍ଗ୍‌ ହିଦ୍‌ନାଙ୍ଗା ।
28 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ମା ମାପ୍ରୁ ଜିସୁ କ୍ରିସ୍ଟତି ଦୟା ମି ଲାହାଙ୍ଗ୍‌ ଆଏତ୍‌ ।

< ୧ ଥେସଲନୀକୀୟ 1 5 >