< ୧ ଥେସଲନୀକୀୟ 1 5 >

1 କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ,
ମେନ୍‌ଦ ହେ ହାଗା ମିଶିକ, ନେ ସବେନ୍‌ ବିଷାଏ ଚିଉଲା ହବାଅଃଆ ଆଡଃ ଅକ ନେଡାରେ ହବାଅଃଆ, ଏନ୍‌ ବିଷାଏରେ ଆଲେକେ ଆପେତାଃତେ ଜେତ୍‌ନାଃ ଅଲ୍‌ କା ଲାଗାତିଙ୍ଗ୍‌ୟାଁଃ ।
2 କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ।
ଚିୟାଃଚି ନୁବାଃରେ କୁମ୍ବୁଡ଼ୁ ହିଜୁଃ ଲେକା ପ୍ରାଭୁ ହିଜୁଃଆଏ, ନେଆଁଁ ଆପେ ବୁଗିଲେକାପେ ସାରିତାନା ।
3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍‍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ।
ଚିମ୍‌ତା ହଡ଼କ ଜୀଉରେ “ସୁକୁ ଆଡଃ ଜେତାନ୍ ବର ବାନଆଃ” ମେନେତାନ୍ ଇମ୍‌ତା, ବାର୍ଜିଆକାନ୍‌ କୁଡ଼ିତାଃରେ ସେଟେରାକାନ୍‌ ଦୁକୁ ଲେକା ଇମ୍‌ତାଗି ଇନ୍‍କୁତାଃରେ ଜିୟନଃ ସେଟେରାଃ ଆଡଃ ଇନ୍‌କୁ ଜେତାଲେକାତେ କାକ ବାଞ୍ଚାଅଃଆ ।
4 କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ,
ମେନ୍‌ଦ ହେ ହାଗା ମିଶିକ, ଆପେ ନୁବାଃରେ ବାଙ୍ଗ୍‌ପେୟା, ଏନାତେ ଏନ୍‌ ହୁଲାଙ୍ଗ୍‌ ବେଗାର୍‌ ସାରିତାନ୍‌ଲଃ ଆପେତାଃତେ କୁମ୍ବୁଡ଼ୁ ହିଜୁଃତାନ୍‌ ଲେକା କା ସେଟେରା ।
5 କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ;
ଆପେ ସବେନ୍‌କ ମାସ୍କାଲ୍‍ରେନ୍ ଆଡଃ ସିଙ୍ଗିରେନ୍ ହଡ଼କ ତାନ୍‌ପେ । ଆବୁ ନିଦା ଚାଏ ନୁବାଃରେନ୍‍ ହଡ଼କ ନାହାଁଲାବୁ ।
6 ଅତଏବ ଆସ ଆମ୍ଭେମାନେ ଅଣଯିହୁଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା।
ଏନାମେନ୍ତେ ଆବୁ ଏଟାଃକ ଲେକା ଆଲକାବୁ ଦୁଡ଼ୁମ୍‍କା, ମେନ୍‌ଦ ଏୟନାକାନ୍‌ ଆଡଃ ଚିର୍ଗାଲାକାନ୍‌ବୁ ତାଇନ୍‍କା ।
7 ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି।
ଚିୟାଃଚି ଦୁଡ଼ୁମ୍‌ତାନ୍‍କ ନିଦାରେକ ଦୁଡ଼ୁମାଃ, ଆଡଃ ଇଲିଆର୍‌ଖିରେ ବୁଲଃତାନ୍‍କ ନିଦାରେକ ବୁଲଃଆଃ ।
8 କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଊରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ।
ମେନ୍‌ଦ ଆବୁ ସିଙ୍ଗିରେନ୍ ହଡ଼କ ହବାୟାନ୍ତେ, ମେଡ଼େଦ୍‌ରାଃ ତୁସିଙ୍ଗ୍‌ତେୟାଃ କୁଡ଼ାମ୍‌ରେ ତୁସିଙ୍ଗ୍‌କାନ୍‌ ଲେକା, ବିଶ୍ୱାସ୍‌ ଆଡଃ ଦୁଲାଡ଼୍‌ରେବୁ ତୁସିଙ୍ଗ୍‌କାନଃଆ । ଆଡଃ ବହଃରେ ଟୁପୁରି ତୁସିଙ୍ଗ୍‌କାନ୍‌ ଲେକା ଜୀଉବାଞ୍ଚାଅରେୟାଃ ଆସ୍ରାବୁ ତୁସିଙ୍ଗ୍‌କାନଃଆ । ଏନ୍ତେ ଆବୁ ଥାବର୍‌ରେବୁ ତାଇନ୍‍କା ।
9 କାରଣ ଈଶ୍ବର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି।
ଚିୟାଃଚି ପାର୍‌ମେଶ୍ୱାର୍‌ ଆବୁକେ ଖିସ୍‍ ନାଗେନ୍ତେଦ କା ମେନ୍‌ଦ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ହରାତେ ଜୀଉବାଞ୍ଚାଅ ନାମେ ନାଗେନ୍ତେ ସାଲାକାଦ୍‌ବୁଆ ।
10 ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ।
୧୦ଆବୁ ନେ ଜୀଦାନ୍‌ରେ ଜୀହିଦ୍‌କାନ୍‌ ଚାଏ ଗଜାକାନ୍‌ ତାଇନ୍‌ରେୟ ଇନିଃଲଃ ମିଦ୍‍ରେବୁ ଜୀହିଦଃକା ମେନ୍ତେ ଇନିଃ ଆବୁନାଙ୍ଗ୍‌ ଗଏଃୟାନାଏ ।
11 ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ।
୧୧ଏନା ନାଗେନ୍ତେ ଆପେ ନାହାଁଃ ରିକାତାନ୍‌ ଲେକା ମିହୁଡ଼୍‌ ଆଡଃମିହୁଡ଼୍‌କେ ଜୀଉରାଡ଼େଃ ଆଡଃ ଦେଙ୍ଗାଇପେ ।
12 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର,
୧୨ମେନ୍‌ଦ ହେ ହାଗା ମିଶିକ, ଆଲେ ଆପେକେ ବିନ୍ତିପେ ତାନାଲେ, ଅକନ୍‌କ ଆପେ ଥାଲାରେ କାମିତାନାକ ଆଡଃ ପ୍ରାଭୁଆଃ ସେୱାକାମିରେ ଆପେୟାଃ ଆଗୁଆଇ ଲେକା ସାଲାକେଦ୍‌ତେ ଚେତାଅପେତାନାକ, ଇନ୍‌କୁକେ ମାଇନ୍‌କପେ ।
13 ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ।
୧୩ଆଡଃ ଇନ୍‌କୁଆଃ କାମି ନାଗେନ୍ତେ ଇନ୍‌କୁକେ ପୁରାଃ ଦୁଲାଡ଼୍‌ତେ ମାଇନ୍‌କପେ । ଆଡଃ ଆପେ ସବେନ୍‌କଲଃ ସୁକୁରେ ତାଇନ୍‍ପେ ।
14 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ।
୧୪ମେନ୍‌ଦ ହେ ହାଗା ମିଶିକ, ଆପେକେ ବିନ୍ତିପେତାନାଲେ, ଆଲ୍‌ସି ହଡ଼କକେ ଚେତାଅକପେ, ବରତାନ୍‌ ହଡ଼କକେ ଜୀଉରେ କେଟେଦ୍‌ ଏମାକପେ, ନାରାଦୁରାକକେ ଦେଙ୍ଗାକପେ, ସବେନ୍‌କଲଃ ସାହାତିଙ୍ଗ୍‌ ଜୀଦାନ୍‌ ବିତାଏପେ ।
15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ।
୧୫ଜେତାଏ ଏତ୍‍କାନାଃରାଃ ବାଦ୍‍ଲାରେ ଏତ୍‍କାନାଃ ଆଲକାଏ ରିକାଏକା, ମେନ୍‌ଦ ଆପେ ସବେନ୍‌ ଇମ୍‌ତା ମିହୁଡ଼୍‌ ଆଡଃମିହୁଡ଼୍‌ଆଃ ଆଡଃ ସବେନ୍‌କଆଃ ବୁଗିନାଃ ରିକା ନାଙ୍ଗ୍‌ ସାନାଙ୍ଗ୍‌ପେ ।
16 ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର;
୧୬ଜାନାଅଗି ରାସ୍‍କାଅଃପେ,
17 ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;
୧୭ସବେନ୍‌ ଇମ୍‌ତା ବିନ୍ତିପେ ।
18 କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ବରଙ୍କ ଅଭିମତ।
୧୮ସବେନ୍‌ ଲେକାନ୍‌ କାଜିକରେ ଧାନ୍ୟାବାଦ୍‌ ଏମେପେ । ଆପେ ୟୀଶୁ ଖ୍ରୀଷ୍ଟ୍‌ଆଃ ମେନେସାରେ ଜୀଦାନ୍‌ ବିତାଅକାଦ୍‌ ହରାତେ, ଆପେ ନାଙ୍ଗ୍‌ ନେଆଁଁ ପାର୍‌ମେଶ୍ୱାର୍‌ଆଃ ମନେତାନା ।
19 ପବିତ୍ର ଆତ୍ମାଙ୍କୁ ନିର୍ବାଣ ନ କର;
୧୯ପାବିତାର୍‌ ଆତ୍ମାକେ ଦୁକୁ ଆଲ୍‌ପେ ଏମାଇୟା ।
20 ଭାବବାଣୀ ତୁଚ୍ଛ କର ନାହିଁ;
୨୦ପ୍ରାଭୁଆଃ କାଜିଏମ୍‌କେ ଆଲ୍‌ପେ ହିଲାଙ୍ଗ୍‌ୟେଁ ।
21 ବରଂ ସମସ୍ତ ବିଷୟ ପରୀକ୍ଷା କର;
୨୧ସବେନାଃ ବିଡ଼ାଅକେଦ୍‌ତେ, ବୁଗିନ୍‌ତେୟାଃ ସାବେପେ,
22 ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ।
୨୨ଆଡଃ ସବେନ୍‌ ଲେକାନ୍‌ ଏତ୍‍କାନ୍‌ତେୟାଃ ସାଙ୍ଗିନେପେ ।
23 ଶାନ୍ତିଦାତା ଈଶ୍ବର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ।
୨୩ଅକ ପାର୍‌ମେଶ୍ୱାର୍‌ ଆବୁକେ ଜୀଉସୁକୁ ଏମାଃଏ, ଇନିଃଗି ଆପେକେ ସବେନ୍‌ ବିଷାଏରେ ପୁରାଃତେ ପାବିତାର୍‌ପେକା, ଆଡଃ ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ହିନିଜୁଃ ଇମ୍‌ତା ଆପେୟାଃ ସବେନ୍‌ ଆତ୍ମା, ଜୀଉ, ଆଡଃ ହଡ଼୍‌ମକେ କା ଚିଟାଃଅ ଲେକା ଦହେପେ ।
24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।
୨୪ଆପେକେ ହାକାଅନିଃ ସବେନାଃ ରିକାଏ ଗିୟାଏ, ଚିୟାଃଚି ଇନିଃ ପାତିୟାରଃଲେକାନ୍‌ନିଃ ତାନିଃ ।
25 ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର।
୨୫ହେ ହାଗା ମିଶିକ, ଆଲେ ନାଗେନ୍ତେ ସବେନ୍‌କ ବିନ୍ତିପେ ।
26 ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।
୨୬ସବେନ୍‌ ହାଗା ମିଶିକକେ ଖ୍ରୀଷ୍ଟ୍‌ ଦୁଲାଡ଼୍‌ତେ ଜହାର୍‍କପେ ।
27 ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି।
୨୭ସବେନ୍‌ ହାଗା ମିଶିକଆଃ ଆୟାର୍‌ରେ ନେ ଚିଟାଉ ପାଢ଼ାଅଃକା ମେନ୍ତେ ଆଇଙ୍ଗ୍‌ ପ୍ରାଭୁଆଃ ନୁତୁମ୍‌ତେ ଆପେକେଇଙ୍ଗ୍‌ ବିନ୍ତିପେତାନା ।
28 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
୨୮ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ସାୟାଦ୍‌ ଆପେଲଃ ହବାଅଃକା ।

< ୧ ଥେସଲନୀକୀୟ 1 5 >