< ୧ ଥେସଲନୀକୀୟ 1 3 >
1 ଅତଏବ ଆମ୍ଭେମାନେ ଆଉ ସହି ନ ପାରିବାରୁ ଆଥିନୀ ସହରରେ ଏକାକୀ ପଛରେ ରହିବା ପାଇଁ ସ୍ଥିର କଲୁ;
୧ଆଲେ ସାହାତିଙ୍ଗ୍ କାଲେ ଦାଡ଼ିୟାନା, ଏନା ନାଗେନ୍ତେ ଏଥେନ୍ସ୍ରେ ଏସ୍କାର୍ ତାଇନ୍ ନାଗେନ୍ତେଲେ ଉହାଟ୍କେଦା ।
2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ବରଙ୍କ ସହକର୍ମୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,
୨ଆପେକେ ପେଡ଼େଃପେ ନାଗେନ୍ତେ ଆଡଃ ବିଶ୍ୱାସ୍ରେ ତାଇନ୍ ନାଙ୍ଗ୍ ଜୀଉରେ ରାସ୍କା ଏମାପେ ନାଗେନ୍ତେ ଆପେତାଃତେ ଆଲେୟାଃ ହାଗା ତୀମଥିକେଲେ କୁଲିୟା । ଇନିଃ ଖ୍ରୀଷ୍ଟ୍ଆଃ ସୁକୁକାଜି ଉଦୁବ୍ ନାଙ୍ଗ୍ ପାର୍ମେଶ୍ୱାର୍ଆଃ ସେୱା କାମିରେ ଆଲେଲଃ ମିସାତେ କାମିନିଃ ତାନିଃ ।
3 ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ। କାରଣ ଆମ୍ଭେମାନେ ଏଥିନିମନ୍ତେ ନିରୂପିତ ବୋଲି ତୁମ୍ଭେମାନେ ତ ଜାଣ।
୩ଜେ'ଲେକାଚି ନେ ସବେନ୍ ସାସାତି ହରାତେ ଜେତାଏ ବିଶ୍ୱାସ୍ଏତେ ଆଲକାଏ ରୁହାଡ଼୍କା । ଆବୁ ନେ'ଲେକାଗି ସାସାତି ନାମେନାଙ୍ଗ୍ବୁ ଦହାକାନା, ଏନା ପାର୍ମେଶ୍ୱାର୍ଆଃ ସାନାଙ୍ଗ୍ତାନାଃ, ଏନାଦପେ ସାରିତାନା ।
4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ।
୪ଚିୟାଃଚି ଆବୁଆଃ ସାସାତି ହବାଅଆଃ ମେନ୍ତେ ଆଲେ ଆପେଲଃ ତାଇକେନ୍ ଇମ୍ତାରେଗି ଆପେକେ ସିଦାରେ କାଜିକାଦ୍ପେ ତାଇକେନାଲେ । ଏନା ଏନ୍ଲେକାଗି ହବାଅଃତାନା, ଏନାପେ ସାରିତାନା ।
5 ଏଥିନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରୀକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି।
୫ହବାସାକାଅଆଃ ସାଏତାନ୍ ଆପେକେ ବିଡ଼ାଅକାଦ୍ପେୟା ଆଡଃ ଆଲେୟାଃ କାମିକ ସାମାଏଣ୍ଡାଗଃଆ, ନେଆଁଁ ଉଡ଼ୁଃକେଦ୍ତେ ଆଇଙ୍ଗ୍ କାଇଙ୍ଗ୍ ସାହାତିଙ୍ଗ୍ ଦାଡ଼ିୟାନା, ଏନା ନାଗେନ୍ତେ ଆଇଙ୍ଗ୍ ଆପେୟାଃ ବିଶ୍ୱାସ୍ ବିଷାଏରେ ସାରିନାଙ୍ଗ୍ ତୀମଥିକେ ଆପେତାଃତେଇଙ୍ଗ୍ କୁଲ୍କିୟା ।
6 କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏହି ବିଷୟରେ ଆମ୍ଭମାନଙ୍କୁ ସୁସମାଚାର ଦେଇଅଛନ୍ତି;
୬ମେନ୍ଦ ନାହାଁଃ ତୀମଥି ଆପେତାଃଏତେ ଆଲେତାଃ ହିଜୁଃକାନାଏ ଆଡଃ ଆପେୟାଃ ବିଶ୍ୱାସ୍ ଆଡଃ ଦୁଲାଡ଼୍ ବିଷାଏରେ ରାସ୍କାରାଃ ସୁକୁକାଜି ଆଉକାଦା । ଆମ୍ ଆଲେୟାଃ ନାଙ୍ଗ୍ ବୁଗିନ୍ତେୟାଃ ଉଡ଼ୁଃ ଆଡଃ ଆଲେ ଆମ୍କେ ନେନେଲ୍ ସାନାଙ୍ଗ୍ତାନ୍ଲେକା ଆମ୍ହ ଆଲେକେ ନେନେଲ୍ ସାନାଙ୍ଗ୍ତାନାମ୍ ମେନ୍ତେ ଇନିଃ କାଜିକାଦ୍ଲେୟାଏ ।
7 ଏଥିନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ;
୭ଏନାମେନ୍ତେ ହେ ହାଗା ମିଶିକ, ଆପେୟାଃ ବିଶ୍ୱାସ୍ ନାଙ୍ଗ୍ ଆଲେୟାଃ ସବେନ୍ ଦୁକୁ ଆଡଃ ହାସୁ ଇମ୍ତା ଆଲେ ଆପେୟାଃ ହରାତେ ଜୀଉରାଡ଼େଃଲେ ନାମାକାଦା ।
8 କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସୁସ୍ଥିର ହୋଇଥାଅ।
୮ନାହାଁଃ ଆପେ ପ୍ରାଭୁରେ ତିଙ୍ଗୁକେଟେଦ୍ କାନ୍ରେଦ, ଆବୁ ସାର୍ତିଗି ଜୀହୁଦଃ ତାନାବୁ ।
9 ହଁ, ଆମ୍ଭମାନଙ୍କ ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ପାଇଁ ଆମ୍ଭେମାନେ ଯେ, ସମସ୍ତେ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ କିପରି ଧନ୍ୟବାଦ ଦେଇପାରୁ?
୯ନାହାଁଃଦ ଆଲେ ଆପେୟାଃ ହରାତେ ପୁରାଃ ରାସ୍କାଲେ ନାମାକାଦା, ଏନାମେନ୍ତେ, ଏନାରେୟାଃ ବାଦ୍ଲାରେ ନାହାଁଃ ପାର୍ମେଶ୍ୱାର୍କେ ଧାନ୍ୟାବାଦ୍ଲେ ଏମାଇତାନା ।
10 ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରିପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ।
୧୦ଆପେକେ ଆଡଃମିସା ନେନେଲ୍ ନାଙ୍ଗ୍ ଆଡଃ ଆପେୟାଃ ବିଶ୍ୱାସ୍ରେ ଜାଞ୍ଜିକାନ୍ତେୟାଃ ପୁରାଅଃ ନାଗେନ୍ତେ ନିଦାସିଙ୍ଗି ବିନ୍ତିତାନାଲେ ।
11 ଆମ୍ଭମାନଙ୍କ ଈଶ୍ବର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ;
୧୧ଆପେତାଃତେ ହିଜୁଃ ନାଙ୍ଗ୍ ଆବୁଆଃ ଆପୁ ପାର୍ମେଶ୍ୱାର୍ ଆଇଃକ୍ଗି ଆଡଃ ଆବୁଆଃ ପ୍ରାଭୁ ୟୀଶୁ ଆବୁଆଃ ହରାଏ ବାଇୟେକା ।
12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ।
୧୨ଆପେୟାଃ ନାଙ୍ଗ୍ ଆଲେୟାଃ ଦୁଲାଡ଼୍ ଜେ'ଲେକା ପୁରାଃଗିଆ, ଏନ୍ଲେକାଗି ମିହୁଡ଼୍ ଆଡଃମିହୁଡ଼୍ ନାଙ୍ଗ୍ ଆଡଃ ସବେନ୍କ ନାଙ୍ଗ୍ ପ୍ରାଭୁ ଆପେୟାଃ ଦୁଲାଡ଼୍କେ ଆଡଃଗି ପୁରାଃତେ ହାରାଇଦିକା ।
13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ।
୧୩ଏନ୍ଲେକାଗି ଇନିଃ ଆପେୟାଃ ମନ୍କେ ପେଡ଼େଦ୍ପେୟା, ଏନାତେ ଆବୁଆଃ ପ୍ରାଭୁ ୟୀଶୁ ଆୟାଃ ପାବିତାର୍ ହଡ଼କଲଃ ହିଜୁଃ ଇମ୍ତା ଆବୁଆଃ ଆପୁ ପାର୍ମେଶ୍ୱାର୍ଆଃ ଆୟାର୍ରେ ଆପେ ପକ୍ତାକାନ୍ ଆଡଃ ପାବିତାର୍ରେ ବେଗାର୍ ଚିଟାକାନ୍ ଲେକାପେ ହବାଅଃଆ ।