< ୧ ପିତର 1 >
1 ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ,
୧ନା଼ନୁ, ପିତର, କ୍ରୀସ୍ତ ଜୀସୁ ତା଼ଣାଟି ପାଣ୍ତ୍ୱିଆ଼ହାମାନି ସୀସୁ, ପନ୍ତ, ଗାଲାତିୟା, କାପାଦକିୟା, ଆସିୟା ଅ଼ଡ଼େ ବେତନିୟାଁ ରା଼ଜିତା ଇତାଲା ଆତାଲା ବାସାଆ଼ହାମାନି ମାହାପୂରୁ ଆ଼ଚାମାନି ଲ଼କୁତାକି ଆ଼କୁ ରା଼ଚିମାଇଁ,
2 ପିତା ଈଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।
୨ଆ଼ବା ମାହାପୂରୁତି ତଲିତି ବୁଦିତଲେ ସୁଦୁଜୀୱୁ ତଲେ ସୁଦୁ ଆ଼ହା ମା଼ନି ଗାଟାତେରି ଅ଼ଡ଼େ ଜୀସୁ କ୍ରୀସ୍ତତି ନେତେରି ଡ଼ାଞ୍ଜିୱି କିହାକଡାଲି ଆ଼ଚ୍ୱି ଆ଼ହାମାନେରି । ମିଙ୍ଗେତାକି ମାହାପୂରୁତି କାର୍ମାମେହ୍ନାୟି ଇଞ୍ଜାଁ ହିତ୍ଡ଼ି ଆ଼ପେ ।
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ,
୩ମା଼ ପ୍ରବୁ ଜୀସୁ କ୍ରୀସ୍ତତି ଆ଼ବା ଅ଼ଡ଼େ ମାହାପୂରୁଇଁ ଜହରା; ଇଚିହିଁ ଏ଼ୱାସି ତାନି କାର୍ମାଟି ଜୀସୁ କ୍ରୀସ୍ତଇଁ ହା଼କିଟି ନିକ୍ହାନା ମାଙ୍ଗେ ପୁଃନି ଜୀୱୁ ହୀହାମାଞ୍ଜାନେସି, ଏ଼ଦି ମାଙ୍ଗେତାକି ନୀଡିନି ବା଼ର୍ସୁ ହୀହାମାଞ୍ଜାନେ,
4 ଅର୍ଥାତ୍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି।
୪ଏ଼ଦାଆଁତାକି ମାହାପୂରୁ ତାନି ଲ଼କୁତାକି ଆମିନି ଦାରାଗାଟି ବ଼ର ଇଟାମାନେସି, ଏ଼ଦାଆଁ ବେଟାଆ଼ହାଲି ମା଼ର କା଼ପୁ କା଼ଚାମାନାୟି, ଏ଼ୱାସି ଲାକପୂରୁ ମିଙ୍ଗେତାକି ଏ଼ଦାଆଁ ଜାତ୍ନୁ ତଲେ ଇଟାମାନେସି, ଏମ୍ବାଆଁ ଏ଼ଦି ନସ୍ତ ଆ଼ଏ କି ୱା଼ଡ଼େଏ ।
5 ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ବରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ।
୫ଆମିନି ଗେଲ୍ପିନାୟି ରା଼ନି ଦିନାତା ତ଼ଞ୍ଜାଆ଼ହାଲି କିୱିଆ଼ହାମାନେ, ଏ଼ଦାଆଁ ବେଟାଆ଼ହାଲି ତାକି ମୀରୁ ମାହାପୂରୁତି ବା଼ଡ଼୍ୟୁତା ନାମୁତଲେ ଜାଗ୍ରାତା କିୱି ଆ଼ହାମାଞ୍ଜେରି ।
6 ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ,
୬ଏ଼ଦାଆଁତାକି ମୀରୁ ରା଼ହାଁ କିଦୁ, ଆ଼ତିଜିକେଏ ନୀଏଁ ଗା଼ଡ଼େକା ତାକି ହା଼ରେକା ତାୟିପାରି କିନି ତା଼ଣାଟି ଦୁକୁ କସ୍ତ ବେଟାଆ଼ନାୟି ମିଙ୍ଗେତାକି ଲ଼ଡ଼ାଆ଼ନେ,
7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ।
୭ଏ଼ନିକିଁ ଗା଼ଡ଼େକା ନସ୍ତ ଆ଼ନି ବାଂଗାରା ହିଚୁତା ହୂଡିନି କିହାଁ ହା଼ରେକା ଦାରା ମୀ ତାୟିପାରି କିୱିଆ଼ତି ନାମୁ, ଏ଼ଦି ଜୀସୁ କ୍ରୀସ୍ତ ତ଼ଞ୍ଜାଆ଼ନି ବେ଼ଲାତା ମା଼ନି ତଲେ ଜହରାତି, ଗାୱୁରମି ଅ଼ଡ଼େ ମା଼ନି ବେଟାଆ଼ନାୟି ।
8 ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ
୮ନୀଏଁ ମୀରୁ ଏ଼ୱାଣାଇଁ ମେସା ହିଲାଆତି ଜିକେଏ ଜୀୱୁନ଼ହିଁ ମାଞ୍ଜେରି, ଇଞ୍ଜାଁ ନୀଏଁ ମେହ୍ଆତିଁ ଜିକେଏ ତାନି ତା଼ଣା ନାମାହାଁ ୱେସାଲି ଆ଼ଡାଆରେଟୁ ଗାୱୁରମିତି ରା଼ହାଁତା
9 ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ,
୯ରା଼ହାଁ ଆ଼ହାନା ଏ଼ ନାମୁତି ପା଼ଡ଼େୟି ଲେହେଁ ମୀ ଜୀୱୁତି ଗେଲ୍ପିନାଣି ବେଟାଆ଼ହାମାଞ୍ଜେରି ।
10 ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ।
୧୦ଈ ଗେଲ୍ପିନି କାତା ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ମ଼ନ ହୀହାନା ପାରିହିଁ ସିନିକିତେରି, ଆମ୍ବାଆରି ଏମିନି କାର୍ମାମେହ୍ନାୟି ମିଙ୍ଗେ ଆ଼ନାୟି ମାଚେ, ଏ଼ ଡା଼ୟୁତି କାତା ୱେସାହାଁ ତ଼ସାମାଚେରି,
11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।
୧୧କ୍ରୀସ୍ତତି ଦୁକୁ ବେଟାଆ଼ନାଣି ଇଞ୍ଜାଁ ଅ଼ଡ଼େ ଡା଼ୟୁତି ଗାୱୁରମି ବେଟାଆ଼ନାଣି ନ଼କେଏ ପାର୍ମାଣା ହୀନାସି ଇଞ୍ଜାଁ ଏ଼ୱାରିତା଼ଣା ମାନି କ୍ରୀସ୍ତତି ଜୀୱୁ ଏ଼ ବାରେ ଏଚିବେ଼ଲା ୱା଼ନେ ଅ଼ଡ଼େ ଏ଼ନିକିଁ ୱା଼ନେ ଏ଼ୱାରି ପୁଞ୍ଜାଲି ନ଼କେଏ ଅଣ୍ପାମାଚେରି ।
12 ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ମଧ୍ୟ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।
୧୨ଏ଼ୱାରି ଏ଼ ବାରେ କାତା ତାମି ତାକି ସେ଼ବା କିଆନା ମୀ ଲା଼ବା ତାକି ସେ଼ବା କିହିମାଚେରି, ଈଦି ଏ଼ୱାରିତା଼ଣା ତ଼ଞ୍ଜା ଆ଼ହାମାଚେ, ଇଞ୍ଜାଁ ଏ଼ ବାରେ କାତା ଲାକପୂରୁଟି ପାଣ୍ତ୍ୱିଆ଼ହାମାନି ସୁଦୁଜୀୱୁତି ବା଼ଡ଼୍ୟୁ ତଲେ ମୀ ନ଼କିତା ନେହିଁ କାବ୍ରୁ ୱେହ୍ନାରି ତା଼ଣାଟି ନୀଏଁ ମିଙ୍ଗେ ୱେସ୍ପି ଆ଼ହିମାଞ୍ଜାନେ; ଏ଼ ବାରେ କାତା ଦୂତୁୟାଁ ଜିକେଏ ପୁଞ୍ଜାଲି ଅଣ୍ପି ମାନେରି ।
13 ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ।
୧୩ନେହିଁ କାମା କିହାଲି ତିୟାରା ଆ଼ଦୁ । କା଼ପୁ କା଼ଚାନା ଜୀସୁ କ୍ରୀସ୍ତ ତ଼ଞ୍ଜା ଆ଼ନି ବେ଼ଲାତା ଆମିନି ବ଼ର ମିଙ୍ଗେ ହୀପ୍କି ଆୟାନେ, ଏ଼ଦାଆଁତାକି ତୀରେତଲେ ବା଼ର୍ସୁ ଇଟାଦୁ ।
14 ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ,
୧୪ମାହାପୂରୁଇଁ ମା଼ନି କିଦୁ, ମୀରୁ ତଲି ପୁଞ୍ଜାହିଲାଆତି ବେ଼ଲାତା ଆମିନି ଲାଗେଏ ପ଼ଲେଏତି ଜୂପ୍କା ତଲେ ମାଚେରି ନୀଏଁ ଏଲେଆ଼ଆଦୁ ।
15 ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ।
୧୫ସାମା ମିଙ୍ଗେ ହା଼ଟାମାଞ୍ଜାନି ମାହାପୂରୁ ଏ଼ନିକିଁ ସୁଦୁଗାଟାସି ମୀରୁ ଜିକେଏ ଏଲେକିଁ ମୀ ବାରେ ମାଣ୍କିତା ସୁଦୁ ଗାଟାତେରି ଆ଼ଦୁ ।
16 ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର।
୧୬ଦାର୍ମୁପତିତା ରା଼ସ୍କି ଆ଼ହାମାନେ, “ମୀରୁ ସୁଦୁ ଗାଟାତେରି ଆ଼ଦୁ, ଏ଼ନାଆଁତାକି ଇଚିହିଁ ନା଼ନୁ ସୁଦୁ ଗାଟାତେଏଁ ।”
17 ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର;
୧୭ଅ଼ଡ଼େ ଆମ୍ବାଆରି ମୂମ୍ବୁ ମେହ୍ଆନା ବାରେ ଲ଼କୁତି ଏ଼ୱାରି କାମା କିହାମାନିଲେହେଁ ନୀହାଁୟି କିନେସି, ଏ଼ୱାଣି ତା଼ଣା ପ୍ରା଼ତାନା କିନାଟି ଆ଼ବା ଇଞ୍ଜିଁ ହା଼ଟିତିହିଁ, ମୀରୁ ଈ ଦାର୍ତିତା ବାସାଆ଼ହାମାନି ପାତେକା ମା଼ନି ତଲେ ଏ଼ୱାଣାଇଁ ଆଜାନା ମାଞ୍ଜୁ;
18 ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃ-ପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର-ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ
୧୮ଇଚିହିଁ ମୀରୁ ପୁଞ୍ଜାମାଞ୍ଜେରି ମୀ ଆକୁ ଆ଼ବାୟାଁ ତା଼ଣାଟି ବେଟାଆ଼ହାମାନି ଉଜେଏତି ମାଣ୍କି ତଲେ ନୀଡିନି ତା଼ଣାଟି ମୀରୁ ୱେଣ୍ଡି କି ବାଂଗାରା ଲେହେଁତି ନା଼ସା ଆ଼ନି ଆ଼ସ୍ତି ତଲେ ପିସ୍ପି ଆ଼ହାହିଲଅତେରି,
19 ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ।
୧୯ସାମା ଏ଼ନି ସିନା ଅ଼ଡ଼େ ଦ଼ହ ହିଲାଆଗାଟି ମେ଼ଣ୍ତା ଡା଼ଲୁ ଲେହେଁତି କ୍ରୀସ୍ତତି ଗାଡି ଦାରାଗାଟି ନେତେରି ତଲେ ପିସ୍ପି ଆ଼ହାମାଞ୍ଜେରି ।
20 ସେ ଜଗତର ପତ୍ତନ ପୂର୍ବରୁ ନିରୂପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଏହି ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି;
୨୦ଦାର୍ତି ଗା଼ଡ଼ିଆ଼ତି ନ଼କେଏ ମାହାପୂରୁ ଏ଼ୱାଣାଇଁ ଆ଼ଚିତେସି ଇଞ୍ଜାଁ ଈ ରା଼ନି ଜୁଗୁତା ଏ଼ୱାସି ମିଙ୍ଗେତାକି ତ଼ଞ୍ଜା ଆ଼ହାମାଞ୍ଜାନେସି;
21 ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ବରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ, ଏଣୁ ଈଶ୍ବର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି।
୨୧ଆମିନି ମାହାପୂରୁ ଏ଼ୱାଣାଇଁ ହା଼କିଟି ନିକ୍ହାନା ଗାୱୁରମି ହୀହାମାନେସି, ଏ଼ୱାଣି ତା଼ଣାଟି ମୀରୁ ଏ଼ ମାହାପୂରୁଇଁ ନାମିମାଞ୍ଜେରି, ଈଦାଆଁତାକି ମୀ ବାରେ ନାମୁ ଅ଼ଡ଼େ ବା଼ର୍ସୁ ମାହାପୂରୁ ତା଼ଣା ଆ଼ଟ୍ୱା ଆ଼ହାମାନେ ।
22 ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର;
୨୨ନୀଏଁ ମୀରୁ ସାତାତି ମା଼ନୱି ଆ଼ହାନା କୁଟୁ ହିଲାଆ ତାୟିଇଁ ଜୀୱୁ ନ଼ହାଲି ତାକି ମୀ ହିୟାଁତି ଅଟ୍ହା କଡାମାନାକି ମୀ ବାରେ ହିୟାଁ ତଲେ ମୀରୁ ରଣ୍ତିଏ ମ଼ନତଲେ ରଅତେରି ରଅଣାଇଁ ଜୀୱୁନ଼ଦୁ ।
23 ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍ ଈଶ୍ବରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ। (aiōn )
୨୩ଇଚିହିଁ ମୀରୁ ନା଼ସା ଆ଼ନି ପା଼ଡ଼େୟିଟି ଆ଼ଏ, ସାମା ଏଚେଲା ନା଼ସା ଆ଼ଆଗାଟି ପା଼ଡ଼େୟିଟି, ଇଚିହିଁ ମାହାପୂରୁତି ଜୀୱୁ ଅ଼ଡ଼େ ବାରେବେ଼ଲା ଡ଼ୟିନି ବ଼ଲୁ ତଲେ ୱେଣ୍ତେ ଜାର୍ନା ଆ଼ହାମାଞ୍ଜେରି । (aiōn )
24 କାରଣ ପବିତ୍ର ଶାସ୍ତ୍ରରେ ଯେପରି ଲେଖାଅଛି, “ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ,
୨୪ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନେ, “ଇଚିହିଁ ଦାର୍ତିତି ବାରେ ଲ଼କୁ ଗାର୍କି ଜା଼ଡ଼ା ଲେହେଁତାରି, ଏ଼ୱାରି ଅ଼ଜୁ ବାରେ ଜା଼ଡ଼ାତି ପୂଙ୍ଗା ଲେହେଁତାୟି । ଗାର୍କି ଜା଼ଡ଼ା ୱା଼ୟାହାନେ ଇଞ୍ଜାଁ ପୂଙ୍ଗା ବାରେ ଡୁଲାହାନୁ ।
25 କିନ୍ତୁ ଈଶ୍ବରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି। (aiōn )
୨୫ସାମା ମାହାପୂରୁତି ବ଼ଲୁ କା଼ଲାକା଼ଲାତାକି ଡ଼ୟିନେ ।” ଈଦି ଏ଼ ନେହିଁ କାବ୍ରୁତି ବ଼ଲୁ, ଆମିନି ଗାଟାୟି ମୀ ତା଼ଣା ୱେ଼ପ୍କି ଆ଼ହାମାଚେ । (aiōn )