< ୧ ପିତର 3 >
1 ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ,
ସେରଃକମ୍, ଏ ମାୟ୍ଜିମଃନ୍, ତୁମିମଃନ୍ ନିଜାର୍ ନିଜାର୍ ଡକ୍ରାଦିମଃନାର୍ କଃତା ମାନା ଜଃନ୍କଃରି ସେମଃନାର୍ ବିତ୍ରେ କେ କେ ମାପ୍ରୁର୍ କଃତାକ୍ ନଃମାନ୍ଲେ ହେଁ ତୁମିମଃନାର୍ ଡିରାର୍ ସଃଙ୍ଗ୍ ନିକ ବେବାର୍ ଦଃକି ମାପ୍ରୁର୍ କଃତାୟ୍ ନୟ୍ଲେକ୍ହେଁ ଅଃହ୍ଣା ଅଃହ୍ଣାର୍ ଡକୁର୍ସି ମନାର୍ ବେବାର୍ ଦଃକି ବାଦୁଲ୍ତି ।
2 ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ।
କାୟ୍ତାକ୍ ବଃଲେକ୍ ତୁମାର୍ ନିକଗୁଣ୍ କଃଡେ ନିକ ଦଃକି ସେମଃନ୍ ସିକ୍ତି ।
3 ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ,
ଆର୍ ସୁନ୍ଦୁର୍କଃରି କସା ବାନ୍ଦ୍ତାର୍, ସନାର୍ ମାଳି, ସୁନ୍ଦୁର୍ ହଃଚ୍ୟା ହିନ୍ଦ୍ତାର୍, ଅଃନ୍କଃରି ଜୁୟ୍ ହଃଦାର୍ ବେସ୍, ସେରି ତୁମିମଃନାର୍ ବେସ୍ ନଃଉଅ ।
4 ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ବରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ।
ମଃନ୍ ବିତ୍ରାର୍ ଜୁୟ୍ କଃଉଁଣା ଆର୍ ସାନ୍ତି ରିଲା ଗୁପ୍ତ୍ ମଃନ୍ବାବ୍ ଇସ୍ୱରାର୍ ଆକାୟ୍ ବଃଡେ ମଲ୍, ସେରି ହଃକା ତୁମିମଃନାର୍ ନଃସ୍ଟ୍ ନଃଉତା ବେସ୍ ଅଃଉଅ ।
5 କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ବରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ।
ବଃଲେକ୍ ହୁର୍ବ୍ କାଳାର୍ ଦଃର୍ମି ମାୟ୍ଜିମଃନ୍ ଇସ୍ୱରାର୍ ତଃୟ୍ ଆସା କଃରି ଅଃହ୍ଣା ଅଃହ୍ଣାର୍ ଡକ୍ରାସିମଃନାର୍ କଃତା ମାନି ଇ ରଃକମ୍ ଅଃହ୍ଣା ଅଃହ୍ଣାକ୍ ବେସ୍ ବାନ୍ଦ୍ତି ରିଲାୟ୍ ।
6 ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ।
ସାରା ସେରଃକମ୍ ଗଟେକ୍ ମାୟ୍ନ୍କାରି ମାୟ୍ଜି ରିଲି । ସେ ଅବ୍ରାହାମାର୍ କଃତା ମାନି ତାକ୍ ମାପ୍ରୁ ବଃଲି କଃଉତି ରିଲି । ତୁମିମଃନ୍ ଜଦି କୁୟ୍ ବିସୟେ ହେଁ ନଃଡିରି ନିକ ନିକ ମାନ୍ତିର୍ କାମ୍ କଃରାସ୍, ତଃବେ ତୁମିମଃନ୍ ହେଁ ତାର୍ ଜିସି ।
7 ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା-ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର।
ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
8 ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ;
ସଃରାସଃରି କଃତା ଇରି, ତୁମିମଃନ୍ ସଃବୁଲକ୍ ଗଟେକ୍ମଃନ୍ ଅୟ୍, ସଃବୁଲକାର୍ ଦୁକେ ସୁକେ ଉହ୍କାର୍ ଅଃଉଆ, ବାୟ୍ଲାଡେ ଲାଡ୍ କଃରା, କଃଉଁଣା ମଃନ୍, ଆର୍ ଦିର୍ମଃନାର୍ ଅଃଉଆ ।
9 ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ।
ନଃସ୍ଟ୍ ବାଦୁଲେ ଆରେକ୍ ନଃସ୍ଟ୍ ନଃକେରି ଆର୍ ଲିନ୍ଦା ବାଦୁଲେ ଆରେକ୍ ଲିନ୍ଦା ନଃକେରି ତାର୍ ବାଦୁଲେ ଆସିର୍ବାଦ୍ କଃରା, କାୟ୍ କଃରୁକେ ବଃଲେକ୍ ତୁମିମଃନ୍ ଆସିର୍ବାଦାର୍ ଅଃଦିକାରି ଅଃଉଅାସ୍, ଇତାର୍ ଗିନେ କୁଦା ଅୟ୍ ଆଚାସ୍ ।
10 ଯେଣୁ, “ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ, ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;
ସାସ୍ତରେ ଲେକା ଆଚେ, “ଜଦି ଜେ ଜିବନେ ସୁକ୍ ବୟ୍ଗ୍ କଃରୁକେ ଆର୍ ସୁକାର୍ ଦିନ୍ ଦଃକୁକ୍ ମଃନ୍ କଃରେଦ୍, ସେ କଃରାବ୍ କଃତାୟ୍ ଅଃହ୍ଣାର୍ ଜିବ୍କେ ଆର୍ ଦଃର୍ମ ଜଃଟ୍ତା କଃତାୟ୍ ହୁଣି ଅଃହ୍ଣାର୍ ଟଣ୍ଡ୍କେ ମଦା କଃର ।
11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।
ସେ କଃରାବ୍ କାମ୍ ଚାଡିକଃରି ସଃତ୍ କାମ୍ କଃର; ସେ ସୁସ୍ତା କଜି ତାର୍ ହଃଚେ ହଃଚେ ଜଃଉଅ ।
12 କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ।”
ବଃଲେକ୍ ଦଃର୍ମିମଃନାର୍ ହାକ୍ ମାପ୍ରୁର୍ ଆକି ଆଚେ, ସେମଃନାର୍ ପାର୍ତନାକ୍ ତାର୍ କାନ୍ ଉଗାଳା ଆଚେ, ମଃତର୍ ମାପ୍ରୁର୍ ଟଣ୍ଡ୍ ଦୁସ୍ଟ୍ କାମ୍ କଃରୁମଃନାର୍ ବିରଦି ।”
13 ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ?
ଆର୍ ତୁମିମଃନ୍ ଜଦି ନିକ ବିସୟେ ତିକ୍ତିକା ଅଃଉଅାସ୍ ତଃବେ କେ ତୁମିମଃନାର୍ ନଃସ୍ଟ୍ କଃରେଦ୍?
14 ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍ବିଗ୍ନ ହୁଅ ନାହିଁ;
ଆର୍ ଜଦି ଦଃର୍ମ୍ କାମାର୍ ଗିନେ ତୁମିମଃନ୍କେ ଦୁକ୍ ବୟ୍ଗ୍ କଃରୁକେ ହଃଳେଦ୍, ତଃନ୍ଅଲେ ତୁମିମଃନାର୍ ବାୟ୍ଗ୍ । ସେମଃନ୍ ଡିରାୟ୍ଲେକ୍ ଡିରା ନାୟ୍ କି ଚିତା କଃରାନାୟ୍ ।
15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
ମଃତର୍ କ୍ରିସ୍ଟକେ ମାପ୍ରୁ ବଃଲି ନିଜାର୍ ନିଜାର୍ ମଃନ୍ ବିତ୍ରେ ନିର୍ମୁଳେ ମାୟ୍ନ୍ କଃରା । ତୁମି କାୟ୍ କଃରୁକେ ବଃର୍ସା କଃରୁଲାସ୍ ବଃଲି କେ ହଃଚାର୍ଲେକ୍, ତାକେ ଉତୁର୍ ଦେଉଁକେ ଜଃଗ୍ରାତ୍ ରିଆ,
16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।
ମଃତର୍ ଦିର୍ ବାବେ ଆର୍ ଡିରାର୍ ସଃଙ୍ଗ୍ ନିକ ବୁଦିର୍ ସଃଙ୍ଗ୍ ଉତୁର୍ ଦିଆସ୍ । ଜଃନ୍କଃରି ତୁମିକେ ଲିନ୍ଦା କଃରୁମଃନ୍ ଜୁୟ୍ ବିସୟେ ତୁମିମଃନାର୍ କ୍ରିସ୍ଟାନ୍ ଗୁଣାର୍ ଦଃସ୍ ଦେତି, ସେତି ସେମଃନ୍ ଲାଜ୍ ହାଉତି ।
17 କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ବରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ।
ବଃଲେକ୍ ଦୁସ୍ଟ୍ କାମାର୍ ଗିନେ ଦୁକ୍ ବୟ୍ଗ୍ କଃର୍ତା ବାଟା ମଃତର୍ ଜଦି ଇସ୍ୱରାର୍ ଇଚା ଅୟ୍ଦ୍, ତଃବେ ସଃତ୍କାମ୍ କଃରି ଦୁକ୍ ବୟ୍ଗ୍ କଃର୍ତାର୍ ନିକ ।
18 ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;
ବଃଲେକ୍ ତୁମିମଃନ୍କେ ଇସ୍ୱରାର୍ ହାକ୍ ଆଣୁକେ କ୍ରିସ୍ଟ ହେଁ ଦଃର୍ମି ଅୟ୍ ଅଃଦଃର୍ମିମଃନାର୍ ହାୟ୍ ହାହାର୍ ଗିନେ ତରେକ୍ ମଃର୍ନ୍ ବୟ୍ଗ୍ କଃଲା । ସେ ଗଃଗାଳେ ମଃର୍ନ୍ ବୟ୍ଗ୍ କଃଲା ସଃତ୍, ମଃତର୍ ଆତ୍ମାୟ୍ ଜିବନ୍ ହାୟ୍ଲା ।
19 ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ;
ସେତିର୍ ଗିନେ ହେଁ ସେ କଃୟ୍ଦି ଆତ୍ମାମଃନାର୍ ତଃୟ୍ ଜାୟ୍ ପର୍ଚାର୍ କଃଲା ।
20 ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ;
ହୁର୍ବ୍ କାଳେ ନହର୍ ବଃଳ୍ ଜାଜ୍ ହାଜ୍ତା ବଃଳ୍, ଜଃଡେବଃଳ୍ ଇସ୍ୱର୍ ବେସିଦିନ୍ ସଃମ୍ବାଳିକଃରି ଜାଗ୍ତି ରିଲା, ସଃଡେବଃଳ ସେମଃନ୍ ଅମାନ୍ୟା ଅୟ୍ରିଲାୟ୍ । ସେ ଜାଜେ ହୁରିକଃରି ଅଃଳକ୍ ଲକ୍ ବଃଲେକ୍ ଅଃକାୟ୍ ଆଟ୍ ଲକ୍, ରାଜିବୁଡା ହାଣାୟ୍ହୁଣି ରଃକ୍ୟା ହାୟ୍ଲାୟ୍ ।
21 ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି;
ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି ।
22 ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।
ସେ ଜିସୁ କ୍ରିସ୍ଟ ସଃର୍ଗେ ଜାୟ୍ ଇସ୍ୱରାର୍ କାତାବାଟ୍ୟା ବଃସିଆଚେ, ଆର୍ ଦୁତ୍ମଃନ୍, ଅଃଦିକାରିମଃନ୍ ଆର୍ ସଃକ୍ତିକାରିମଃନ୍ ତାର୍ ତଃଳେ ଆଚ୍ତି ।