< ୧ ପିତର 1 >
1 ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ,
ଆନ୍ ପିତର୍ ଜିସୁ କ୍ରିସ୍ଟତି ରୱାନ୍ ପକ୍ୟାତାକାନ୍, ପନ୍ତ, ଗାଲାତିଆ, କାପ୍ପାଦକିଆ, ଆସିଆ ଆରି ବିତୁନିଆତ ରାଜିତ ଜେତେକେତେ ଆଜ଼ି ବାଚିକିତି ମାନାୟ୍ ତିଙ୍ଗ୍ ଆକି ଲେକିକିନାଙ୍ଗା,
2 ପିତା ଈଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।
ଆବା ଇସ୍ୱର୍ତି ପୁର୍ବେ ଗିଆନ୍ ଇସାପ୍ରେ ଜିବୁନ୍ତି ହୁଦାଂ ପୁଇପୁୟା କିୟା ଆଜ଼ି ମାନିକିଜ଼ି, ଆରେ ଜିସୁ କ୍ରିସ୍ଟତି ନେତେର୍ତ ତିର୍ଆ ଆଦେଂ କାଜିଂ ବାଚି କିଆତାନ୍ନା, ମି କାଜିଂ ବେସି ଦୟା ଆରି ସୁସ୍ତା ଆୟେତ୍ ।
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ,
ମା ମାପ୍ରୁ ଜିସୁ କ୍ରିସ୍ଟତି ଆବା ଇସ୍ୱର୍ତିଂ ଦନ୍ୟ ନାଦାଂ ଆଏତ୍, ଇନାକିଦେଂକି ହେୱାନ୍ ତା ବେସି ଦୟାତ ଜିସୁ କ୍ରିସ୍ଟତି ହାକିତ ଆରେ ନିଂନାକା ହୁକେ ଇଦାଂ ମାଙ୍ଗ୍ ଜିବୁନ୍ ବାର୍ସିତ ପାୟାତି କାଜିଂ ।
4 ଅର୍ଥାତ୍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି।
ଲାଗିଂ ଇସ୍ୱର୍ ତା ଲକୁ କାଜିଂ ଇମ୍ଣି ବେସି ମଲ୍ ଆସିର୍ବାଦ୍ ଇଡ଼୍ତାନ୍ନା ହେଦାଂ ପାୟାଦେଂ ଆପେଂ କାନାପା । ଲାଗିଂ ହେୱାନ୍ ସାର୍ଗେତ ମି କାଜିଂ ବାର୍ତି କିଜ଼ି ଇଡ଼୍ତାନ୍ନା । ହେବେ ହେଦାଂ ଜିରା ଆଉତ୍, କି ନସ୍ଟ କି ପାପ୍ ଆଉତ୍ ।
5 ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ବରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ।
ଇମ୍ଣି ମୁକ୍ଡ଼ାନାକା ହାରିହାରା କାଡ଼୍ଦ ହନି କାଜିଂ ଜାଲ୍ଦି ଆତାତ୍ନା, ହେଦାଂ କାଜିଂ ଏପେଙ୍ଗ୍ ଇସ୍ୱର୍ତି ସାକ୍ତିତ ପାର୍ତି ହୁଦାଂ ହାର୍ଇଟ୍ୟା ଆତାଦେର୍ଣ୍ଣା ।
6 ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ,
ଲାଗିଂ ଏପେଙ୍ଗ୍ ୱାରି କିୟାଟ୍, ଆତିସ୍ପା ନଂ ଅଲପ୍ ସମୁ କାଜିଂ ବାର୍ବିନି ପରିକ୍ୟା ହୁଦାଂ ଦୁକ୍ବଗ୍ କିନାକା ମି ପାକ୍ୟାତ ଲଡ଼ା ଆନାତ୍,
7 ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ।
ମି ପାର୍ତିନି ହାର୍ଦାକା ପରିକ୍ୟା କିନାକା ଇ ସବୁନି ଉଦେସ୍ । ଜିରାତି ହନା ନାଣିତ ପରିକ୍ୟା କିୟାନାତ୍ । ମି ପାର୍ତି ହନା ବାଟା ଆଦିକ୍ ବେସିମଲ୍ ଆତିଲେ ପରିକ୍ୟା ହୁଦାଂ ହାର୍ଦାକା କୁନି ଲଡ଼ା । ହେଦାଂ ଆତିସ୍, ଜିସୁ କ୍ରିସ୍ଟ ହତି ୱାଡ଼ାଲିଂ, ଏପେଙ୍ଗ୍ ୱାରି, ଜାଜ୍ମାଲ୍ ଆରି ସନ୍ମାନ୍ ଲାବ୍ କିନାଦେର୍ ।
8 ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ
ଏପେଙ୍ଗ୍ ହେୱାନିଂ ହୁଡ଼୍ୱାଦାଂ ଜିଉନନାଦେରା, ଆରେ, ନଂ ପା ହୁଡ଼୍ୱିତିସ୍ପା ହେୱାନ୍ତାକେ ପାର୍ତି କିଜ଼ି ଇନ୍ୱିକାତା ଆରି ଜାଜ୍ମାଲ୍ ମିହା ୱାରିତ ୱାରିୟା ଆନାଦେରା ।
9 ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ,
ୱାରି ଆଜ଼ି ମି ପାର୍ତିନି ପାଡ଼୍ ଜେ ୱାସ୍କିନି ମୁକ୍ତି, ହେଦାଂ ପାୟାନାଦେରା । ବେଣ୍ବାକ୍ଣାୟ୍କିନାକାର୍ ମି କାଜିଂ ବାଚିକିତି ଉପ୍କାର୍ ବିସ୍ରେ ବେଣ୍ବାକ୍ଣାୟ୍ କିୟାଟ୍ ।
10 ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ।
ଇ ମୁକ୍ଡ଼ାନାକା ବିସ୍ରେ ବେଣ୍ବାକ୍ଣାୟ୍କିନାକାର୍ ମାନ୍ଦିଆନ୍ ଲାକେ ଦାସ୍ସି ଆରି ଡେକ୍ଚି, ଇସ୍ୱର୍ତି ଦୟାଦାନ୍ ବିସ୍ରେ ବେଣ୍ବାକ୍ଣାୟ୍କିନାକା ହପ୍ଚି ମାଚାର୍ ।
11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।
ହେ ଦାନ୍ ଇନାୱାଡ଼ାଙ୍ଗ୍ ଆରି ଇନେସ୍ ବାବ୍ରେ ପାୟାନାନ୍ ପୁନି କାଜିଂ ହେୱାର୍ ସେସ୍ଟା କିଜ଼ି ମାଚାର୍ ଇ ବିସ୍ରେ ପୁଇପୁୟା ଜିବୁନ୍ତିଂ ଉପ୍କାର୍ତାଂ ହେୱାର୍ କ୍ରିସ୍ଟତି ଦୁକ୍ବଗ୍ ଆରି ପାଚେନି ଜାଜ୍ମାଲ୍ ପାୟାତି ବିସ୍ରେନି ଇଞ୍ଜି ମାଚାନ୍ ।
12 ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ମଧ୍ୟ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।
ଇସ୍ୱର୍ ଲେକିକିତାକା ବେଣ୍ବାକ୍ଣାୟ୍କିନାକାର୍ ଲାଗାଂ ହପ୍ତାନ୍, ହେୱାର୍ ଜେ ଜାର୍ ଜାର୍ତି ହେବା କିୱାଦାଂ ମିଦାଂ ହେବା କିଜ଼ି ମାଚାର୍, ଇଦାଂ ହେୱାର୍ ଲାଗାଂ ହସି ମାଚାତ୍, ଆରେ, ହେୱିଜ଼ୁ ବିସ୍ରେ ସାର୍ଗେତାଂ ପକ୍ୟାତି ପୁଇପୁୟା ଜିବୁନ୍ତି ସାକ୍ତିତାଂ ମି ଲାଗେ ନେକ୍ରିକାବୁର୍ ସୁଣାୟ୍କିନାକାର୍ତି ହୁଦାଂ ନଂ ମିଙ୍ଗେଙ୍ଗ୍ ଜାଣାୟ୍କିଦ୍ୟାନାତା; ହେ ସବୁ ବିସ୍ରେ ଦୁତକ୍ ଇଟ୍କାଡ଼୍ କିଦେଙ୍ଗ୍ ମାନ୍କିନାର୍ ।
13 ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ।
ଲାଗିଂ, ଜାର୍ ଜାର୍ତି ମାନ୍ଲାଗ୍ଦି ମ୍ଡେଙ୍ଗ୍ ଗାଚ୍ୟା ଆଜ଼ି ଚେତ୍ନା ମାନାଟ୍, ଆରେ ଜିସୁ କ୍ରିସ୍ଟତି ହନି ୱେଡ଼ାଲିଂ ଇମ୍ଣି ଉପ୍କାର୍ ମୁକ୍ଡ଼ାନାକା ମି କାଜିଂ ଆଏତ୍, ହେବେ ବାର୍ତି ବାର୍ସି ଇଟାଟ୍ ।
14 ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ,
ଇସ୍ୱର୍ତି ବଲ୍ ମାନିକିନାକା ଆଡ, ମି ଆଗେ ପୁନ୍ୱି ଗିଆନ୍ ୱେଡ଼ାଲିଂ ବାନ୍ୟାଆହା ତାରେନ୍ ହାଲ୍ମାଟ୍,
15 ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ।
ମତର୍ ମି କୁକ୍ତାନାକାନ୍ ଇନେସ୍ ପୁଇପୁୟା, ଏପେଙ୍ଗ୍ ପା ବଲ୍ ମାନିକିନାକା ହିମ୍ଣାଙ୍ଗ୍ ଲାକେ ସବୁ ବେବାର୍ତ ହେ ଲାକେ ପୁଇପୁୟା ଆଡୁ ।
16 ଯେଣୁ ପବିତ୍ର ଶାସ୍ତ୍ରରେ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର।
ଲାଗିଂ ସାସ୍ତର୍ତ ଲେକା ମାନାତ୍, “ଏପେଙ୍ଗ୍ ପୁଇପୁୟା ଆଡୁ, ଇନେକିଦେଂକି ଆପେଂ ପୁଇପୁୟା ।”
17 ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର;
ଆରେ ଇନେର୍ ମୁକ୍ମେଟ୍ କିୱାଦାଂ ଜାଣ୍କେ ଲକୁନି ପାର୍ତାନା ଇସାବ୍ରେ ବିଚାର୍ କିନାନ୍, ହେୱାନିଂ ଜଦି ଆବା ଇଞ୍ଜି ଇନାଦେରା, ତେବେ ଜାର୍ ଜାର୍ତି ନାଣାଙ୍ଗେ ପାଣ୍ଡ୍ରୁ ଆଜ଼ି ବେବାର୍ କିୟାଟ୍;
18 ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃ-ପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର-ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ
ଏପେଙ୍ଗ୍ ପୁନାଦେର୍ ମି ଆବା ଲାତ୍ରାର୍ ତାଙ୍ଗ୍ ପାୟାତି ରିତି ନିତିନି ପଲ୍ୟା ଜିବୁନ୍ତାଂ ମିଙ୍ଗେଙ୍ଗ୍ ମୁକ୍ଡ଼ାୟ୍ କିନି କାଜିଂ ଏଚେକ୍ ମଲ୍ ହିଦେଂ ଲାଗ୍ଦାତାତ୍ । ହେଦାଂ ବୁଡାଆନି ରୁପା କି ହନା ଆକାୟ୍,
19 ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ।
ମାତର୍ ହେଦାଂ ନିନ୍ଦାୱାଦାଂ, ପ୍ରାଲ୍ହିଲ୍ୱି ପୁଇପୁୟା ମେଣ୍ଡାହିମ୍ଣା ଲାକେ କ୍ରିସ୍ଟତି ବେସିମଲ୍ ନେତେର୍ତ ମୁକ୍ଡ଼ାତାଦେର୍ଣ୍ଣା ।
20 ସେ ଜଗତର ପତ୍ତନ ପୂର୍ବରୁ ନିରୂପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଏହି ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି;
ହେୱାନ୍ ଜଗତ୍ନି ଉବ୍ଜାଣ୍ ଆଗେତାଂ ତିର୍ କିୟାଜ଼ି ମି କାଜିଂ ହାରିହାରା କାଡ଼୍ଦ ଚଞ୍ଜାତାନ୍ନା;
21 ଯେଉଁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ବରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ, ଏଣୁ ଈଶ୍ବର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି।
ଇମ୍ଣି ଇସ୍ୱର୍ ହେୱାନିଂ ହାକି ବିତ୍ରେତାଂ ନିକ୍ଚି ଜାଜ୍ମାଲ୍ କିତାନ୍ନା, ହେ ଇସ୍ୱର୍ତାଂ ଏପେଙ୍ଗ୍ ହେୱାନ୍ ହୁଦାଂ ପାର୍ତି କିନାଦେରା, ହେ ଇସ୍ୱର୍ ମି ପାର୍ତି ଆରି ବାର୍ସିନିକାନ୍ ଆନାନ୍ ।
22 ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର;
ଏପେଙ୍ଗ୍ ହାତ୍ପାନି ବଲ୍ ମାନି କିନାକା ଆଜ଼ି କାପ୍ଟିୟାୱାଦାଂ ଟଣ୍ଡେନ୍ ଜିଉନନାକା କାଜିଂ ଜାର୍ ଜାର୍ ଜିବୁନ୍ତି ସକଟ୍ କିଜ଼ିମାଚିଲେ ୱାସ୍କିନି ହୁକେ ରମାନ୍ତ ହାରି ଜିଉନୱାଟ୍;
23 ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍ ଈଶ୍ବରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ। (aiōn )
ଲାଗିଂ ଏପେଙ୍ଗ୍ ଜିରାନି ମାଞ୍ଜିଙ୍ଗ୍ତାଂ ଆକାୟ୍, ଆୱିତିସ୍ ଜିରାୱି ମାଞ୍ଜିଙ୍ଗ୍ତାଂ, ଇଚିସ୍ ଇସ୍ୱର୍ତି ଜିଜ଼ି ମାନି ଆରି ସବୁଦିନ୍ ମାନାକା ବଚନ୍ ହୁଦାଂ ଆରେ ଜଲମ୍ ଆତାଦେର୍ଣ୍ଣା । (aiōn )
24 କାରଣ ପବିତ୍ର ଶାସ୍ତ୍ରରେ ଯେପରି ଲେଖାଅଛି, “ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ,
ସାସ୍ତର୍ତ ଲେକା ମାନାତ୍, “ମାନାୟ୍ ଜାତି କାଚ୍ରା ଲାକେ, ହେୱାର୍ତି ୱିଜ଼ୁ ହଲ୍ନାକା ରାନ୍ତି ପୁଇ ଲାକେ, କାଚ୍ରା ୱାଜ୍ଜି ହାନାତ୍ ଆରେ ପୁଇ ହାଡ଼୍ଜି ହାନାତ୍,
25 କିନ୍ତୁ ଈଶ୍ବରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି। (aiōn )
ମାତର୍ ଇସ୍ୱର୍ତି ବଚନ୍ ୱିଜ଼୍ୱିକାଡ଼୍ ତିର୍ ।” ଇଦାଂ ହେ ନେକ୍ରିକାବୁର୍ନି ବଚନ୍, ଇନାକା ମି ଲାଗାଂ ସୁଣାୟ୍ କିୟା ଆତାତ୍ନା । (aiōn )