< ୧ ଯୋହନ 3 >
1 ଦେଖ, ପିତା ଈଶ୍ବର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା।
ଗିୟ୍ବା, ଇସ୍ୱରନ୍ ଇନ୍ଲେଞ୍ଜିଆଡଙ୍ ଏତ୍ତେଲେ ଡୁଙ୍ୟମ୍ଲଙ୍ତନ୍ ଡ, ଇନ୍ଲେଞ୍ଜି ଆ ପସିଜଞ୍ଜି ଗାମ୍ଲେ ଓଡ୍ଡେଲଙ୍ତଞ୍ଜି, ଆଜାଡ଼ିଡମ୍ ଇନ୍ଲେଞ୍ଜି ଆ ପସିଜଞ୍ଜି ମା; ତିଆସନ୍ ପୁର୍ତିନ୍ ଇନ୍ଲେଞ୍ଜି ଅଃନ୍ନମ୍ମଡ୍ଲଙ୍ନେ, ଇନିଆସନ୍ଗାମେଣ୍ଡେନ୍ ପୁର୍ତିନ୍ ଇସ୍ୱରନ୍ଆଡଙ୍ ଅଃନ୍ନମ୍ମଡ୍ଲୋ ।
2 ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଅଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ। ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା।
ଏ ଡନୁଙ୍ୟମ୍ଡମ୍ ମନ୍ରାଞେଞ୍ଜି, ନମି ଇନ୍ଲେଞ୍ଜି ଇସ୍ୱରନ୍ ଆଅନ୍ଜି ଡେଡେଲଙ୍ଲନ୍, ଆରି ତିକ୍କି ଇନ୍ଲେଞ୍ଜି ଇନି ଡେଡେଲଙ୍ତନ୍, ତିଆତେ ଅଣ୍ଡ୍ରଙ୍ ଜନାଲଙ୍ନେ । ଆଙ୍ଗା ଡିନ୍ନା କ୍ରିସ୍ଟନ୍ ଗିୟ୍ତାତେ, ତି ଆ ଡିନ୍ନା ଇନ୍ଲେଞ୍ଜି ଆନିନ୍ ଅନ୍ତମ୍ ଡେଡେଲଙ୍ତନ୍, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଏଙ୍ଗାଗୋ ଇନ୍ଲେଞ୍ଜି ନିୟ୍ ଏତ୍ତେଲେ ଆନିନ୍ଆଡଙ୍ ଇୟ୍ତେ ଗିୟ୍ବୋ, ଆଡିୟ୍ତେନ୍ ତୁମ୍ ଇନ୍ଲେନ୍ ଜନା ।
3 ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ।
ଆରି ଆନାଜି କ୍ରିସ୍ଟନ୍ ଆମଙ୍ ଏନ୍ନେଲେ ଆସାଲନ୍ ଡକୋତଞ୍ଜି, କ୍ରିସ୍ଟନ୍ ଏଙ୍ଗାଲେ ମଡ଼ିର୍, ଆନିଞ୍ଜି ନିୟ୍ ଏତ୍ତେଲେ ମବ୍ଡ଼ିର୍ତଞ୍ଜି ।
4 ଯେ କେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ।
ଆନା ଇର୍ସେନ୍ ଲୁମ୍ତେ, ଆନିନ୍ ନିୟ୍ ମୋସାନ୍ ଆ ବନାଁୟ୍ବର୍ ଆଲ୍ଲେତେ, ଇନିଆସନ୍ଗାମେଣ୍ଡେନ୍ ମୋସାନ୍ ଆ ବନାଁୟ୍ବର୍ ଆଲ୍ଲେଲବୋ ଡେନ୍ ଇର୍ସେଲଙ୍ତନ୍ ।
5 ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ।
ଆରି ଆମ୍ୱେଞ୍ଜି ଜନା, ଆନିନ୍ ଇର୍ସେନ୍ ବୋୟ୍ଲେ ପନାଙନ୍ ଆସନ୍ ଇୟ୍ଲାୟ୍, ଆରି ଆମଙନ୍ ଇର୍ସେନ୍ ଅବୟ୍ ତଡ୍ ।
6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ।
ଅଙ୍ଗା ମନ୍ରା କ୍ରିସ୍ଟନ୍ ଆମଙ୍ ଡକୋତନ୍, ଆନିନ୍ ଇର୍ସେନ୍ ଅଃଲ୍ଲୁମେ, ଆନା ଇର୍ସେନ୍ ଲୁମ୍ତେ, ଆନିନ୍ କ୍ରିସ୍ଟନ୍ଆଡଙ୍ ଅଣ୍ଡ୍ରଙ୍ ଗିଜେ, ଆରି ଆନିନ୍ଆଡଙ୍ ଅଣ୍ଡ୍ରଙ୍ ନିୟ୍ ଜନାଏ ।
7 ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ;
ଏ ପସିୟ୍ଞେଞ୍ଜି, ଆନ୍ନିଙ୍ ଆମ୍ୱେଞ୍ଜିଆଡଙ୍ କଣ୍ତାୟ୍ଡଙ୍ବେଞ୍ଜି ତଡ୍, ଆନା ମନଙ୍ କାବ୍ବାଡ଼ାନ୍ ଲୁମ୍ତେ, କ୍ରିସ୍ଟନ୍ ଏଙ୍ଗାଲେ ଡରମ୍ମମର୍, ତି ଆ ମନ୍ରା ନିୟ୍ ଏତ୍ତେଲେ ଡରମ୍ମମର୍ ଡେତେ ।
8 ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ବରଙ୍କ ପୁତ୍ର ପ୍ରକାଶିତ ହେଲେ।
ଆନା ଇର୍ସେନ୍ ଲୁମ୍ତେ, ଆନିନ୍ ସନୁମନ୍ ସିଲଡ୍ ଡୁଙ୍ତନାୟ୍, ଇନିଆସନ୍ଗାମେଣ୍ଡେନ୍ ସନୁମନ୍ ପୁର୍ବାନ୍ ମା ସିଲଡ୍ ଇର୍ସେନ୍ ଲୁମ୍ଲେ ଜିର୍ତାୟ୍, ସନୁମନ୍ ଆ କାବ୍ବାଡ଼ା ଅନବ୍ଗୁରୁଡ୍ଡେନ୍ ଆସନ୍ ଇସ୍ୱରନ୍ ଆ ଡାଙ୍ଗଡ଼ାଅନ୍ ଇୟ୍ଲାୟ୍ ।
9 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ବରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ବରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ।
ଆନା ଇସ୍ୱରନ୍ ଆମଙ୍ ସିଲଡ୍ ଡୁଙ୍ଲନାୟ୍, ଆନିନ୍ ଇର୍ସେନ୍ ଅଃଲ୍ଲୁମେ, ଇନିଆସନ୍ଗାମେଣ୍ଡେନ୍ ଇସ୍ୱରନ୍ ଆ ଜମ୍ମଲ୍ ତି ଆ ମନ୍ରା ଆମଙ୍ ଡକୋ, ଆରି ଆନିନ୍ ଇସ୍ୱରନ୍ ଆମଙ୍ ସିଲଡ୍ ଆଡ୍ରୁଙ୍ଲନାଞନ୍ ଆସନ୍ ଆନିନ୍ ଇର୍ସେନ୍ ଅଃଲ୍ଲୁମେ ।
10 ଏଥିରେ କିଏ ଈଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କଠାରୁ ଜାତ ନୁହେଁ।
ତେନ୍ନେ ଆନା ଇସ୍ୱରନ୍ ଆଅନ୍, ଆରି ଆନା ସନୁମନ୍ ଆଅନ୍, କେନ୍ଆତେ ଜନାଲଙ୍ତନେ; ଆନା ଡରମ୍ମ କାବ୍ବାଡ଼ାନ୍ ଅଃଲ୍ଲୁମେ, ଆରି ଆ ବୋଞାଙନ୍ଆଡଙ୍ ଅଃଡ୍ଡୁଙ୍ୟମେ, ଆନିନ୍ ଇସ୍ୱରନ୍ ଆମଙ୍ ସିଲଡ୍ ଅଃଡ୍ଡୁଙ୍ଲନାୟ୍ ।
11 କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ;
ଇନିଆସନ୍ଗାମେଣ୍ଡେନ୍ ଇନ୍ଲେନ୍ ଅଡ଼୍କୋନ୍ଲେନ୍ ତର୍ଡମ୍ ଅଲ୍ଡୁଙ୍ୟମ୍ତବୋ, କେନ୍ ଆ ଞନଙ୍ଞଙ୍ବର୍ ଆମ୍ୱେନ୍ ଆମ୍ମୁଙ୍ ମା ସିଲଡ୍ ଏଅମ୍ଡଙେନ୍ ।
12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।
ଇର୍ସେ ପୁରାଡ଼ାନ୍ ଆଅନ୍ କଇନନ୍ ଅନ୍ତମ୍ ଡେଡଙ୍ବେନ୍ ତଡ୍, ଆନିନ୍ ଆଓବ୍ବାନ୍ ଏବଲନ୍ଆଡଙ୍ ରବ୍ବୁଏନ୍; ଆରି ଆନିନ୍ ଇନିବା ଆ ଓବ୍ବାନ୍ଆଡଙ୍ ରବ୍ବୁଏନ୍? ଇନିଆସନ୍ଗାମେଣ୍ଡେନ୍ କଇନନ୍ ଆ କାବ୍ବାଡ଼ା ଇର୍ସେନ୍ ଆବରିୟ୍ ଡକୋ, ଆରି ଆ ଓବ୍ବାନ୍ ଆ କାବ୍ବାଡ଼ା ଡରମ୍ମଡମ୍ ଡକୋଏନ୍ ।
13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟଜ୍ଞାନ କର ନାହିଁ।
ଏ ବୋଞାଙ୍ଞେଞ୍ଜି, ତନାନ୍ଞେଞ୍ଜି, ପୁର୍ତିନ୍ ଆମ୍ୱେଞ୍ଜିଆଡଙ୍ ଏଡ଼ୁର୍ମଡ୍ଲବେନ୍ ଡେନ୍ ସାନ୍ନି ଡେଡଙ୍ବେନ୍ ।
14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧୀନରେ ଥାଏ।
ଇନ୍ଲେଞ୍ଜି ଜନା, ଇନ୍ଲେଞ୍ଜି ରନବୁନ୍ ପଡ୍ଲେ ଅନମେଙ୍ଲୋଙନ୍ ଗନ୍ଲବୋ, ତିଆସନ୍ ଇନ୍ଲେନ୍ ବୋଞାଙଞ୍ଜି, ତନାନଞ୍ଜିଆଡଙ୍ ଡୁଙ୍ୟମ୍ତବୋଜି । ଆନା ଅଃଡ୍ଡୁଙ୍ୟମେ, ଆନିନ୍ ରନବୁନ୍ ଆ ଜାୟ୍ତା ଡକୋ ।
15 ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ। (aiōnios )
ଆନା ବୋଞାଙନ୍ଆଡଙ୍ ଏଡ଼ୁର୍ମଡ୍ତେ, ଆନିନ୍ ରବ୍ବୁମର୍ତନ୍; ଆରି ରବ୍ବୁମରନ୍ ଆମଙ୍ ଅଃନ୍ନଞିଡେନ୍ ଆନମେଙ୍ ଅଃଡ୍ଡକୋଏ, କେନ୍ଆତେ ଆମ୍ୱେଞ୍ଜି ଜନାଜି । (aiōnios )
16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ।
ଜିସୁ କ୍ରିସ୍ଟନ୍ ଇନ୍ଲେନ୍ ଆସନ୍ ଆ ପରାନ୍ନାନ୍ ତିୟ୍ଡମ୍ଲନ୍, ତିଆସନ୍ ଇନ୍ଲେଞ୍ଜି ଡନୁଙ୍ୟମନ୍ ଅମ୍ମଡ୍ଲବୋ; ଆରି, ବୋଞାଙ୍ଲେଞ୍ଜି ଆସନ୍ ପରାନ୍ନାଲେନ୍ ନିୟ୍ ତନିୟନ୍ ଡେତେ ।
17 କିନ୍ତୁ ଯେ ସଂସାର ଅନୁସାରେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ କିପରି ରହିପାରେ?
ବନ୍ଡ ଅଙ୍ଗା ମନ୍ରା ପୁର୍ତିନ୍ ଆ ରନ୍ନା ବାତ୍ତେ ଗମାଙ୍ମର୍, ବନ୍ଡ ଆ ବୋଞାଙନ୍ ଆଡୋଲେୟ୍ ଗାମ୍ଲେ ଗିଜେନ୍ ଜନଙ୍ଡେନ୍ ଆନିନ୍ ଆସନ୍ ଅଃକ୍କାନକାରମ୍ଡାଲୋ ଡେନ୍, ଆମଙନ୍ ଇସ୍ୱରନ୍ ଆ ଡନୁଙ୍ୟମ୍ ଏଙ୍ଗାଲେ ଡକୋନେ?
18 ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ।
ଏ ପସିୟ୍ଞେଞ୍ଜି, ଜିରାୟ୍ବା, ଇନ୍ଲେଞ୍ଜି ବର୍ନେନ୍ ବାତ୍ତେ ଅଡ଼େ ଅଲାଙନ୍ ବାତ୍ତେ ଏର୍ଡୁଙ୍ୟମ୍ଡାଲେ, ଆଜାଡ଼ିନ୍ ଡ ଲନୁମନ୍ ବାତ୍ତେ ଏଡୁଙ୍ୟମ୍ବା ।
19 ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
ତିଆତେ ଲୁମ୍ଲବୋ ଡେନ୍, ଇନ୍ଲେଞ୍ଜି ଆଜାଡ଼ିନ୍ ଆଅନ୍ଜି ଗାମ୍ଲେ ଜନାଲଙ୍ତନ୍ ।
20 ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରିପାରିବା; କାରଣ ଈଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
ଆରି, ଇନ୍ନିଙ୍ ଆ ବର୍ନେଲୋଙ୍ ବିବେକଲେନ୍ ଇନ୍ଲେଞ୍ଜିଆଡଙ୍ ଅବ୍ଡୋସାଲଙ୍ଲନ୍ ଡେନ୍, ଇସ୍ୱରନ୍ ଉଗର୍ଲେନ୍ ସିଲଡ୍ ସୋଡ଼ା ଆରି ଆନିନ୍ ଅଡ଼୍କୋନ୍ ଆ ବର୍ନେ ଜନାତେ; କେନ୍ ଆ ବର୍ନେ ଇନ୍ଲେଞ୍ଜି ଜନାଲଙ୍ନେତୋ ।
21 ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ବରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି,
ଏ ଡନୁଙ୍ୟମ୍ଡମ୍ ମନ୍ରାଞେଞ୍ଜି, ଉଗର୍ଲେନ୍ ଇନ୍ଲେନ୍ଆଡଙ୍ ଅଃନ୍ନବ୍ଡୋସାଲଙ୍ଲନ୍ ଡେନ୍, ଏତ୍ତେଲ୍ଡେନ୍ ଇସ୍ୱରନ୍ ଆ ମୁକ୍କାଲୋଙ୍ ଇନ୍ଲେଞ୍ଜି ଉୟୁବ୍ ଡକୋ ।
22 ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ।
ଆରି, ଇନ୍ଲେଞ୍ଜି ଇନିଜି ଇନିଜି ବେଡ୍ତବୋ, ତି ଅଡ଼୍କୋନ୍ ଆମଙନ୍ ସିଲଡ୍ ଞାଙ୍ତବୋ, ଇନିଆସନ୍ଗାମେଣ୍ଡେନ୍ ଇନ୍ଲେଞ୍ଜି ଆ ବନାଁୟ୍ବରନ୍ ମାନ୍ନେତବୋ, ଆରି ଆଗନିୟ୍ଗିୟ୍ଲୋଙନ୍ ଇନିଜି ମନଙ୍ ଗିୟ୍ତାତେ ତିଆତେ ଲୁମ୍ତବୋ ।
23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।
ଇସ୍ୱରନ୍ ଆ ବନାଁୟ୍ବର୍ କେନ୍ଆତେ, ଇନ୍ଲେଞ୍ଜି ଆ ଡାଙ୍ଗଡ଼ାଅନନ୍ ଜିସୁ କ୍ରିସ୍ଟନ୍ ଆଞୁମ୍ଲୋଙ୍ ଏଡର୍ନେବା ଆରି ଆନିନ୍ ଆତ୍ରିୟ୍ତିୟ୍ଲଙ୍ଲନ୍ ଆ ବନାଁୟ୍ବର୍ ଅନ୍ତମ୍ ତର୍ଡମ୍ ଏଲ୍ଡୁଙ୍ୟମ୍ବା ।
24 ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ।
ଅଙ୍ଗା ମନ୍ରା ଇସ୍ୱରନ୍ ଆ ବନାଁୟ୍ବର୍ ମାନ୍ନେତେ, ଆନିନ୍ ଇସ୍ୱରନ୍ ଆମଙ୍ ଡକୋତନେ, ଆରି ଇସ୍ୱରନ୍ ତି ଆ ମନ୍ରା ଆମଙ୍ ଡକୋତନ୍; ଆରି ଇସ୍ୱରନ୍ ଅମଙ୍ଲେନ୍ ଡକୋତନ୍ ଗାମ୍ଲେ ଆନିନ୍ ଆତ୍ରିୟ୍ତିୟ୍ଲଙ୍ଲନ୍ ଆ ପୁରାଡ଼ା ବାତ୍ତେ ଇନ୍ଲେଞ୍ଜି ରପ୍ତି ଜନାତବୋ ।