< ୧ ଯୋହନ 3 >
1 ଦେଖ, ପିତା ଈଶ୍ବର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା।
ଇସ୍ପର୍ ଆନେକେ ଉଡ଼ି ଆଲାଦ୍ ଡିଙ୍ଗ୍ଡିଙ୍କେ ଇକୁଡ଼ା ଚିନ୍ତା ଡିଂକେଲାପା । ନେନେ ଆଡ଼ାତ୍ରା ମେଁନେ ଆଲାଦ୍ ଅଃକେନ୍ ଜାବର୍ ଜେ ନେ ମେଁନେ ଉଙ୍ଗ୍ଡେ ଡାଗ୍ଚେ ମ୍ନିଲେଃକେ । ସତେଆ ନେନେ ମେଁନେ ଉଙ୍ଗ୍ଡେ ତେସା ମଞ୍ଚ୍ପୁର୍ ଇସ୍ପର୍କେ ମ୍ୟା ଆଲେଃଲା ଆନେକେ ଡିଗ୍ ସାମୁଆଁ ଆୟାକେ ଣ୍ତୁ ।
2 ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଅଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ। ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା।
ଅ ନିଜର୍ ମୈତର୍ଇଂ, ଏବେ ନେ ସାପା ଇସ୍ପର୍ନେ ଉଙ୍ଗ୍ଡେ, ମାତର୍ ଇଡ଼ିଂଡେ ମେଃନେ ନେଡିଙ୍ଗ୍ଏ, ଏନ୍ ସାମୁଆଁ ବାରି ତାର୍ ଙ୍କାରେ । ଅଃକେନ୍ ମାତର୍ ନେ ମ୍ୟା ନେଲେଃ: ଉଡ଼ିବେଲା କ୍ରିସ୍ଟ ଆର୍ମୁଇଂତର୍ ପାଙ୍ଗ୍ଏ, ନେ ମେଁନେ ସତେଆଃ ରୁପ୍ କେଚେ ମେଁନେ ସୁଗା ନେଡିଙ୍ଗ୍ଏ ।
3 ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ।
ଜାଣ୍ଡେଇଂ କ୍ରିସ୍ଟନେ ଡାଗ୍ରା ଏନ୍ ଆସା ବାଆର୍କେ, ମେଇଂ କ୍ରିସ୍ଟନେ ରକମ୍ ନିଜେକେ ପବିତ୍ର ଆଃଡିଙ୍ଗ୍ଚେ ବଆର୍ଏ ।
4 ଯେ କେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ।
ଜାଣ୍ଡେ କି ପାପ୍ ଡିଙ୍ଗ୍ଏ ମେଁ ଇସ୍ପର୍ନେ ଆଦେସ୍ ଅମାନି ଡିଙ୍ଗ୍ଏ, ଡାଗ୍ଲା ପାପ୍ନେ ଅର୍ତ ଡିଙ୍ଗ୍କେ ଆଦେସ୍ ଅମାନି ।
5 ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ।
ଏନ୍ ପେଇଂ ମ୍ୟା ପେଲେଃକେ ଜେ ନେଁଇଂନେ ପାପ୍ ଡୁଂଡ ନ୍ସା କ୍ରିସ୍ଟ ପାଙ୍ଗ୍ଲେଃକେ ବାରି ମେଁନେ ଡାଗ୍ରା ପାପ୍ ଆଲେଃକେ ଣ୍ତୁ ।
6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ।
ଜାଣ୍ଡେ କି ମେଁନେ ଡାଗ୍ରା ଲେଃଏ ମେଁ ପାପ୍ ଆଡିଙ୍ଗ୍ ଣ୍ତୁ; ଜାଣ୍ଡେ କି ପାପ୍ ଡିଙ୍ଗ୍ଏ ମେଁ ଆମେକେ ଅଃନା ଆକେ ଣ୍ତୁ ଣ୍ତୁଲା ଆମେକେ ଆମ୍ୟା ଣ୍ତୁ ।
7 ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ;
ଏ ଗଡ଼େଇଂ ଜାଣ୍ତେ ଅପେଃକେ ବାୟା ଆରାଡିଙ୍ଗ୍ଲେ; ଜାଣ୍ଡେ ସତ୍ କାମ୍ ଡିଙ୍ଗ୍ଏ କ୍ରିସ୍ଟ ଡିରକମ୍ ଦରମ୍ ଲେଃକେ ମେଃଡିଗ୍ ଦେତ୍ ରକମ୍ ଦରମ୍ ଡିଙ୍ଗ୍ଏ ।
8 ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ବରଙ୍କ ପୁତ୍ର ପ୍ରକାଶିତ ହେଲେ।
ଜାଣ୍ଡେ ପାପ୍ ଡିଙ୍ଗ୍ଏ ମେଁ ସୟତାନ୍ ବାନ୍ ଜନମ୍ ଡାଗ୍ଲା ସୟତାନ୍ ଅଃସେବାନ୍ ପାପ୍ ଡିଙ୍ଗ୍ ପାଙ୍ଗ୍କେ । ସୟତାନ୍ନେ କାମ୍ ନଷ୍ଟ ଆଡିଙ୍ଗ୍ ନ୍ସା ଇସ୍ପର୍ ଉଙ୍ଗ୍ଡେ ଜନମ୍ ପାଙ୍ଗ୍କେ ।
9 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ବରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ବରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ।
ଜା ଇସ୍ପର୍ନେ ରେମୁଆଁ ମେଁ ପାପ୍ ଅଃନା ଆଡିଙ୍ଗ୍ ଣ୍ତୁ । ଡାଗ୍ଲା ମେଁ ଇସ୍ପର୍ନେ ଗଡ଼େଅ ବାରି ମେଁ ଇସ୍ପର୍ ବାନ୍ ଜନମ୍ ଡିଙ୍ଗ୍ଲେଃକେସା ପାପ୍ ଡିଙ୍ଗ୍ ଆୟା ଣ୍ତୁ ।
10 ଏଥିରେ କିଏ ଈଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କଠାରୁ ଜାତ ନୁହେଁ।
ଏନ୍ବାନ୍ ଜାଣ୍ଡେ ଇସ୍ପର୍ନେ ଉଙ୍ଗ୍ଡେ ଡିଙ୍ଗ୍ଏ ବାରି ସୟତାନ୍ନେ ଉଙ୍ଗ୍ଡେ ଡିଙ୍ଗ୍ଏ ଆକେନ୍ ତ୍ନାଏ; ଜାଣ୍ଡେ କି ଦରମ୍ କରମ୍ ଆଡିଙ୍ଗ୍ ଣ୍ତୁ ଣ୍ତୁଲା ବିସ୍ବାସି ବୟାଁ ତନାକେ ଆଲାଦ୍ ଆଡିଙ୍ଗ୍ ଣ୍ତୁ ମେଁ ଇସ୍ପର୍ନେ ବାନ୍ ଜନମ୍ ଣ୍ତୁ ।
11 କାରଣ ଆମ୍ଭମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମ୍ଭେମାନେ ଆଦ୍ୟରୁ ଶୁଣିଅଛ;
ମୁଇଂଜା ବିନ୍ ମୁଇଂଡାକେ ଆଲାଦ୍ ଡିଂନେ ଦର୍କାର୍ ଆକେନ୍ ସାମୁଆଁ ଅଃସେବାନ୍ ଅଁନେଲେଃକେ ।
12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।
ପାପ୍ ଆତ୍ମାନେ ଗଡ଼େଅ ଜେ କୟିନ ମେଁନେ ରକମ୍ ଆଡିଙ୍ଗେପା ମେଁ ନିଜର୍ ବୟାଁକେ ବାଗୁଏଃକେ; ବାରି ମେଁ ଆମେକେ ମେନ୍ସା ବାଗୁଏଃକେ? ଡାଗ୍ଲା ଦେକ୍ ଜେ ମେଁନେ କାମ୍ ପାପ୍ ଲେଃକେ ବାରି ମେଁନେ ବୟାଁନେ କାମ୍ ଦରମ୍ ଲେଃକେ ।
13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟଜ୍ଞାନ କର ନାହିଁ।
ଏ ନେଙ୍ଗ୍ନେ ବୟାଁ ତନାଇଂ ମଞ୍ଚ୍ପୁର୍ନେ ରେମୁଆଁ ଆପେକେ ଇଙ୍ଗ୍ଚେଲା ଆକ୍ବାନ୍ କାବା ଆଡିଙ୍ଗ୍ପା ।
14 ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛୁ, ଯେଣୁ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁଅଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟୁର ଅଧୀନରେ ଥାଏ।
ଜଦି ନେ କିସ୍ଟ ବୟାଁ ତନାଇଂକେ ଆଲାଦ୍ ଡିଂନେଡିଂକେ ନେ ମ୍ୟା ନେଲେଃକେ ଜେ ନେ ଗୁଏନେ ଜିତେଚେ ଜିବନ୍ ବାନେଲେଃକେ । ଜାଣ୍ତେ ଆଲାଦ୍ ଆଡିଂ ଣ୍ତୁ ମେଁ ଏବେ ଡିଗ୍ ଗୁଏକ୍ନେ ସମାନ୍ ।
15 ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ। (aiōnios )
ଜାଣ୍ଡେ ମେଁନେ ବୟାଁଣ୍ତେକେ ଇଙ୍ଗ୍ଚେଲା ମେଁ ମୁଇଙ୍ଗ୍ ରେମୁଆଁ ବାଗୁଏଃଣ୍ଡ୍ରେ । ରେମୁଆଁ ବାଗୁଏଃଣ୍ଡ୍ରେ ମାଡାନେ ଜିବନ୍ ଆଲେଃ ଣ୍ତୁ ଡାଗ୍ଚେ ପେ ମ୍ୟାପେଲେକେ । (aiōnios )
16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ।
ଜିସୁ ନେନ୍ସା ନିଜର୍ ପାରାନ୍ ବିଃକ୍ନେ ବାନ୍ ନେ ଆଲାଦ୍ ଗିଆନ୍ ବାନେଲେଃକେ । ନେ ଡିଗ୍ ନିଜର୍ ବୟାଁଇଂ ନ୍ସା ପାରାନ୍ ବିନେ ଦର୍କାର୍ ।
17 କିନ୍ତୁ ଯେ ସଂସାର ଅନୁସାରେ ଧନଶାଳୀ ହୋଇ ଆପଣା ଭାଇକୁ ଅଭାବଗ୍ରସ୍ତ ଦେଖିଲେ ହେଁ ତାହା ପ୍ରତି ଆପଣା ଦୟା ରୁଦ୍ଧ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ କିପରି ରହିପାରେ?
ଜାଗତିକ ବାବ୍ରେ ଜଦି ମୁଇଂ ସାଉକାର୍ ରେମୁଆଁ ନିଜର୍ ବୟାଁନେ ଅସ୍ବିଦା ଅବସ୍ତା କେଚେ ଡିଗ୍ ଆମେକେ ସାଇଜ ଆଡିଙ୍ଗ୍ ଣ୍ତୁ ମେଁନେ ଗର୍ବେନିଆ ପର୍ମେସର୍ନେ ଆଲାଦ୍ ଣ୍ତୁ ।
18 ହେ ବତ୍ସଗଣ, ଆସ, ଆମ୍ଭେମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ କରୁ।
ଗଡ଼େଇଂ ନେନେ ଆଲାଦ୍ ସାମୁଆଁନିଆ ବାରି ସାମୁଆଁ ଦ୍ରିଗ୍ନିଆ ତ୍ନାଲା ଜାବର୍ ଆଡିଙ୍ଗ୍ ଣ୍ତୁ; ଆମେକେ କାମ୍ନ୍ନିଆ ଆରି ସତ୍ ବାବ୍ରେ ଆଲାଦ୍ ଆସୁଏ ଲେଃକେ?
19 ତାହା କଲେ, ଆମ୍ଭେମାନେ ଯେ ସତ୍ୟର ସନ୍ତାନ, ଏହା ଜାଣିବା,
ଆତେନ୍ ନେଡିଂଲା, ନେ ଜେ ସତ୍ନେ ଗଡ଼େଇଂ, ଆକେନ୍ ନେମ୍ୟାଃଏ ।
20 ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରିପାରିବା; କାରଣ ଈଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
ବାରି ମେଃଡିଗ୍ ବିସୟ୍ରେ ନେଁଇଂନେ ଗାଗ୍ଡ଼େ ଆନେକେ ଦସ୍ ଆଃଡିଙ୍ଗ୍ଏ ଆତେନ୍ ବିସୟ୍ରେ ଆତ୍ବାନ୍ ମେଁନେ ଡାଗ୍ରା ପେଇଂନେ ଗାଗ୍ଡ଼େ ନିମାଣ୍ଡା ଆଡିଙ୍ଗ୍ ୟାଏ; ଡାଗ୍ଲା ଇସ୍ପର୍ ନେଁଇଂନେ ଗାଗ୍ଡ଼େ ବାନ୍ ମ୍ନା ବାରି ମେଁ ସାପା ମ୍ୟାଏ ।
21 ହେ ପ୍ରିୟମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ଈଶ୍ବରଙ୍କ ଛାମୁରେ ଆମ୍ଭମାନଙ୍କର ସାହସ ଅଛି,
ଅ ନିଜର୍ ମୈତର୍ଇଂ ନେ ଗର୍ବେ ଜଦି ଆନେକେ ଦସି ଆଡିଙ୍ଗ୍ ଣ୍ତୁ ତେଲା ପର୍ମେସର୍ନେ ଡାଗ୍ରା ନେଁଇଂନେ ସାପା ଆସା ଲେଃକେ ।
22 ପୁଣି, ଆମ୍ଭେମାନେ ଯାହା ଯାହା ମାଗୁ, ସେହିସବୁ ତାହାଙ୍କଠାରୁ ପାଇଥାଉ, କାରଣ ଆମ୍ଭେମାନେ ତାହାଙ୍କର ଆଜ୍ଞା ପାଳନ କରୁ, ପୁଣି, ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା କରିଥାଉ।
ବାରି ଆମେକେ ମେଃନେ ସାଲ୍ୟାଏ, ମେଁ ଆତାନ୍ ଦାନ୍ ଡିଙ୍ଗ୍ଏ, ଡାଗ୍ଲା ନେ ମେଁନେ ଆଦେସ୍ ପାଲନ୍ ନେଡିଙ୍ଗ୍ଏ ବାରି ମେଁନେ ମ୍ମୁଁଆଃନ୍ନିଆ ଆଣ୍ଡିନେ ନିମାଣ୍ତା ଆତାନ୍ ଡିଙ୍ଗ୍ନେଡିଙ୍ଗ୍କେ ।
23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।
ନେନେ ଆଡ଼ାତ୍ରା ମେଁନେ ଆଦେସ୍ ଡିଂଡିଂକେ: ମେଁନେ ଉଂଡେ ଜିସୁ କିସ୍ଟନେ ମ୍ନିନ୍ନିଆ ବିସ୍ବାସ୍ ଡିଂନେ ବାରି କିସ୍ଟନେ ଆଦେସ୍ ଅନୁସାରେ ମୁଇଂଜା ବିନ୍ ମୁଇଂଜାକେ ଆଲାଦ୍ ନେଃଡିଂ ।
24 ଯେ ତାହାଙ୍କ ଆଜ୍ଞା ପାଳନ କରେ, ସେ ତାହାଙ୍କଠାରେ ରହେ ଓ ସେ ତାହାଠାରେ ରହନ୍ତି; ଆଉ ସେ ଯେ ଆମ୍ଭମାନଙ୍କଠାରେ ରହନ୍ତି, ଏହା ଆମ୍ଭେମାନେ ତାହାଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଜାଣୁଅଛୁ।
ଜାଣ୍ଡେ ମେଁନେ ଆଦେସ୍ ପାଲନ୍ ଡିଙ୍ଗ୍ଏ, ମେଁ ମେଁନେ ଡାଗ୍ରା ଲେଃଏ ବାରି ମେଁ ମେଁ ଡାଗ୍ରା ଲେଃଏ; ବାରି ମେଁ ଡିଗ୍ ନେଁଇଂନେ ଡାଗ୍ରା ଲେଃଏ ଏନ୍ ନେ ମେଁ ବିଃବକ୍ନେ ଆତ୍ମାନେ ବାନ୍ ମ୍ୟାନେଡିଙ୍ଗ୍କେ ।