< ୧ ଯୋହନ 1 >
1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ।
୧ମୂଲୁଏ ଆମ୍ବାଆସି ମାଚେସି, ମା଼ମ୍ବୁ ଏ଼ୱାଣି ବ଼ଲୁ ୱେଞ୍ଜାମାନମି, ଆମ୍ବାଆରାଇଁ ମା଼ କାନୁ ତଲେ ମେସାମାନମି, ଆମ୍ବାଆରାଇଁ ନେହିକିଁ ସିନିକିହା ମାନମି ଅ଼ଡ଼େ ମା଼ କେସ୍କାତଲେ ଡୀଗାମାନମି, ଏ଼ ଜୀୱୁଲେହେଁତି ବ଼ଲୁତି କାତା ୱେସିମାଞ୍ଜାନମି ।
2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। (aiōnios )
୨ଏ଼ ଜୀୱୁ ତ଼ଞ୍ଜାଆ଼ତେ, ଇଞ୍ଜାଁ ମା଼ମ୍ବୁ ମେସ୍ତମି ଅ଼ଡ଼େ ସା଼କି ହୀହିମାଞ୍ଜାନମି; ଆମିନି କା଼ଲାକା଼ଲାତି ସୁଦୁଜୀୱୁ ଆ଼ବା ତଲେ ମାଚେ, ଅ଼ଡ଼େ ମା଼ ତା଼ଣା ତ଼ଞ୍ଜାଆ଼ତେସି ଏ଼ୱାଣି କାତା ମିଙ୍ଗେ ୱେସିମାଞ୍ଜାନମି । (aiōnios )
3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି।
୩ମା଼ମ୍ବୁ ଏ଼ନାଆଁ ମେସାମାନମି ଅ଼ଡ଼େ ୱେଞ୍ଜାମାନମି, ଏ଼ଦାଆଁ ମିଙ୍ଗେ ଜିକେଏ ୱେସିମାଞ୍ଜାନମି, ଏ଼ନିକିଁ ମୀରୁ ଜିକେଏ ମା଼ ତଲେ ଆଣ୍ତାଲି ଆ଼ଡାଦେରି; ଅ଼ଡ଼େ ମା଼ ଆଣ୍ତାମାନାୟି ଆ଼ବା ଅ଼ଡ଼େ ତାନି ମୀର୍ଏଣା ଜୀସୁ କ୍ରୀସ୍ତ ତଲେ ମାନେ ।
4 ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ।
୪ମା଼ ରା଼ହାଁ ଏ଼ନିକିଁ ହା଼ରେ ପୁରେ ଆ଼ନେ ଈଦାଣିତାକି ଈ ବାରେ ମା଼ମ୍ବୁ ରା଼ଚିମାଞ୍ଜାନମି ।
5 ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ବର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ।
୫ମା଼ମ୍ବୁ ଏ଼ୱାଣି ତା଼ଣାଟି ଆମିନି କାବ୍ରୁ ୱେଞ୍ଜାମାନମି, ଅ଼ଡ଼େ ୱେସିମାଞ୍ଜାନମି, ଏ଼ କାବ୍ରୁ ଈଦି, ମାହାପୂରୁ ଉଜେଡ଼ି, ତାନି ତା଼ଣା ଆନ୍ଦେରି ହିଲ୍ୱୁଏ ହିଲେଏ ।
6 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ।
୬ମା଼ମ୍ବୁ ଆନ୍ଦେରିତା ମାଞ୍ଜାନା ମାହାପୂରୁ ତଲେ ଆଣ୍ତ୍ୱିଆ଼ହା ମାନାୟି ଇଞ୍ଜିଁ ୱେସ୍ତିହିଁ, ମା଼ର ମିଚି ୱେହ୍ନାତାୟି, ଅ଼ଡ଼େ ମା଼ର ସାତା ତଲେ ତା଼କିହିଲାଆୟି ।
7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।
୭ସାମା ଏ଼ୱାସି ଏ଼ନିକିଁ ଉଜେଡ଼ିତା ବାସା ଆ଼ହାମାନେସି, ମା଼ର ଜିକେଏ ଏଲେକିହିଁଏ ଉଜେଡ଼ିତା ତା଼କିନାୟି, ଆତିହିଁ ମା଼ର ରଅସି ରଅଣି ତଲେ ଆଣ୍ତ୍ୱିଆ଼ନାୟି ମାନେ, ଅ଼ଡ଼େ ତାନି ମୀର୍ଏଣା ଜୀସୁ ନେତେରି ମା଼ ବାରେ ପା଼ପୁତି ନର୍ହାନେ ।
8 ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।
୮ମା଼ ତା଼ଣା ପା଼ପୁ ହିଲେଏ ଇଞ୍ଜିଁ ୱେହ୍ନାୟି, ଆତିହିଁ ମା଼ର ମାଙ୍ଗେଏ ନା଼ଡ଼ି କିହାକଡିମାନାୟି, ଅ଼ଡ଼େ ମା଼ ତା଼ଣା ସାତା ହିଲେଏ ।
9 ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି।
୯ସାମା ମା଼ମ୍ବୁ ପା଼ପୁ କିହାମାନମି ଇଞ୍ଜିଁ ମାହାପୂରୁ ନ଼କିତା ୱେହ୍ନାୟି, ଆତିହିଁ ଏ଼ୱାସି ମା଼ ପା଼ପୁ ବାରେ ମ୍ଣେକ୍ହାଲି ଅ଼ଡ଼େ ବାରେ ଲାଗେଏ ପ଼ଲେଏ ତା଼ଣାଟି ଅଟ୍ହାଲି ନାମୁ ଅ଼ଡ଼େ ତୀରିଗାଟାସି ।
10 ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ।
୧୦ମା଼ର ପା଼ପୁ କିହା ହିଲାଆୟି ଇଞ୍ଜିଁ ଇନାୟି, ଆତିହିଁ ମା଼ର ମାହାପୂରୁଇଁ ମିଚି ଗାଟାସି କିହିମାନାୟି, ଅ଼ଡ଼େ ତାନି ବ଼ଲୁ ମା଼ ତା଼ଣା ହିଲେଏ ।