< କରିନ୍ଥୀୟ 9 >

1 ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?
ଆଇଙ୍ଗ୍‌ ଚିନାଃ ତନଲ୍‌ହେତେ ରାଡ଼ାକାନ୍‌ ହଡ଼ ନାହାଁଲାଇଙ୍ଗ୍‌? ଆଇଙ୍ଗ୍‌ ଚିନାଃ ପ୍ରେରିତ୍‌ ନାହାଁଲାଇଙ୍ଗ୍‌? ଆବୁଆଃ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌କେ ଆଇଙ୍ଗ୍‌ ଚିନାଃ କାଇଙ୍ଗ୍‌ ନେଲ୍‌? ଆଇଙ୍ଗ୍‌ ପ୍ରାଭୁଆଃ ନାଗେନ୍ତେ କାମିକାଦ୍‌ କାମିରେୟାଃ ଜ, ଆପେ ଚିନାଃ ନାହାଁଲାପେ?
2 ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ।
ଏଟାଃକ ଆଇଙ୍ଗ୍‌କେ ପ୍ରେରିତ୍‌ ତାନିଃ ମେନ୍ତେ କାକ କାଜିରେୟ, ଆପେ ଆଇଙ୍ଗ୍‌କେ ପ୍ରେରିତ୍‌ ମେନ୍ତେପେ କାଜିଙ୍ଗ୍‌ ତାନା, ଚିୟାଃଚି ଆପେୟାଃ ଜୀଦାନ୍‌ ପ୍ରାଭୁଲଃ ମେସାକାନ୍‌ ହରାତେ ଆପେଗି ଆଇଙ୍ଗ୍‌ ପ୍ରେରିତ୍‌ ତାନିଙ୍ଗ୍‌ ମେନ୍ତେପେ ଉଦୁବେତାନା ।
3 ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି।
ଆଇଙ୍ଗ୍‌କେ କାଜିକଟଙ୍ଗ୍‌ତାନ୍‌ ହଡ଼କକେ, ଆଇଙ୍ଗ୍‌ ନେ ଲେକାତେଇଙ୍ଗ୍‌ କାଜିରୁହାଡ଼୍‌କଆ ।
4 ଭୋଜନପାନ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
ଆଇଁୟାଃ କାମିରାଃ ହରାତେ ଜମ୍‌ ନୁଁ ନାଗେନ୍ତେୟ ଚିନାଃ ଆଇଁୟାଃ ଆକ୍‌ତେୟାର୍‌ ବାନଃଆ?
5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
ଏଟାଃ ପ୍ରେରିତ୍‌କ, ପାତ୍‌ରାସ୍‌, ଆଡଃ ପ୍ରାଭୁଆଃ ହାଗାକ ଲେକା ବିଶ୍ୱାସୀ ମିଶିକେ ଆଣ୍‌ଦିକେଦ୍‌ତେ ଆୟାଃଲଃ ହରାସେନ୍‌ ନାଗେନ୍ତେ ଚିନାଃ ଆଇଁୟାଃ ଆକ୍‌ତେୟାର୍‌ ବାନଃଆ?
6 କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କଅଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ?
ଜୀନିଦ୍‌ ତାଇନ୍‌ ନାଗେନ୍ତେ ଆଇଙ୍ଗ୍‌କେ ଆଡଃ ବର୍ଣ୍ଣବାସ୍‌କେ ଏସ୍‌କାର୍‌ କାମି ଲାଗାତିଙ୍ଗ୍‌ୟାଁଃଚି?
7 କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ?
ମିଆଁଦ୍‌ ପାଲ୍‌ଟାନ୍‌ ଆୟାଃ ଖାର୍ଚା ଆଇଃକ୍‌ଗି ଏମେୟାଚି? ଚାଷିହଡ଼ ଚିନାଃ ଆୟାଃ ଦାଖ୍‌ବାକ୍‌ଡ଼ିରାଃ ଜ କାଏ ଜମେୟାଁ? ଚାଏ ମିଣ୍ଡିଗୁପିନିଃ ଆୟାଃ ମିଣ୍ଡିରାଃ ତଆ କାଏ ନୁଁଏୟା?
8 ମୁଁ ମନୁଷ୍ୟ ଭାବରେ କଅଣ ଏହିସବୁ କଥା କହୁଅଛି? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କଅଣ ଏହିସବୁ କଥା କୁହେ ନାହିଁ?
ଚିନାଃ ଆଇଙ୍ଗ୍‌ ନେ କାଜିକ ମାନୱା ଲେକାଇଙ୍ଗ୍‌ କାଜିତାନା? ଚିନାଃ ମୁଶା ନାବୀଆଃ ଆନ୍‌ଚୁ ପୁଥିରେ ନେଆଁଁ କା ଅଲାକାନା?
9 କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖାଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ଈଶ୍ବର କଅଣ ବଳଦ ବିଷୟରେ ଚିନ୍ତା କରନ୍ତି?
ଆବୁଆଃ ମୁଶା ନାବୀଆଃ ଆନ୍‌ଚୁରେ ଅଲାକାନା, ବାବା ଦାଉଁରିତାନ୍‌ ଉରିଃକ୍‌କେ, ମଚାରେ ଆଲମ୍‌ ତଲିୟା । ପାର୍‌ମେଶ୍ୱାର୍‌ ଚିନାଃ ଉରିଃକ୍‌ ବିଷାଏରେ ଉଡ଼ୁଃତାନା?
10 ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାହାର ବେଙ୍ଗଳା ପକାଇବା ଉଚିତ୍।
୧୦ଇନିଃ ଚିନାଃ ଆବୁ ନାଗେନ୍ତେ ନେଆଁଁ କାଏ କାଜିତାନା? ହେଗି, ନେଆଁଁ ଆବୁ ନାଗେନ୍ତେ ଅଲାକାନା, ଜେତାଏ ସିହୁଃକାମି ରିକାଏନିଃ ଆଡଃ ଇରୋଃକାମି ରିକାଏନିଃ ଜ ନାମେରେୟାଃ ଆସ୍ରାରେ କାମିୟା ।
11 ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କଅଣ ଗୁରୁତର ବିଷୟ?
୧୧ଆଲେ ଆପେ ଥାଲାରେ ଆତ୍ମାରେୟାଃ ହିତା ହେରାକାଦାଲେ, ଏନାତେ ଆଲେ ଚିନାଃ ଆପେତାଃଏତେ ଅତେରେୟାଃ ଜ ନାମେ ନାଗେନ୍ତେ କାଲେଚି ଆସ୍ରାଏୟା?
12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।
୧୨ନେଲେକା ଆପେତାଃଏତେ ଆସ୍ରାଏ ନାଗେନ୍ତେ ଏଟାଃକଆଃ ଆକ୍‌ତେୟାର୍‌ ମେନାଃରେଦ, ଆବୁଆଃ ଆକ୍‌ତେୟାର୍‌ ଚିନାଃ ଇନ୍‌କୁତାଃଏତେ ଆଦ୍‌କା ବାନଃଆ? ଆବୁ ନେ ଆକ୍‌ତେୟାର୍‌କେ କାବୁ ବେଭାର୍‌କାଦା । ମେନ୍‌ଦ ଖ୍ରୀଷ୍ଟ୍‌ଆଃ ସୁକୁକାଜି ଉଦୁବ୍‌ ନାଙ୍ଗ୍‌ ହରା ଆଲକା ଛେକାଦଃକା ମେନ୍ତେ ଆଲେ ସବେନାଃଲେ ସାହାତିଙ୍ଗ୍‌ ତାନା ।
13 ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କଅଣ ଜାଣ ନାହିଁ?
୧୩ମାନ୍ଦିର୍‌ ଅଡ଼ାଃରେ କାମିତାନ୍‌କ, ମାନ୍ଦିର୍‌ ଅଡ଼ାଃଏତେ ଜମେୟାଃଁକ ନାମେୟା, ଦାଣେଁ ରାକାବ୍‌ତାନ୍‌ ହଡ଼, ଦାଣେଁ ରାକାବ୍‌କାନ୍‌ତେୟାରାଃ ହିସାକ ନାମେୟା, ଏନା ଚିନାଃ ଆପେ କାପେ ସାରିତାନା?
14 ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।
୧୪ଏନ୍‌ଲେକାଗି, ସୁକୁକାଜି ଉଦୁବ୍‌ତାନ୍‌ ହଡ଼କ, ସୁକୁକାଜି ଉଦୁବ୍‌କେଦ୍‌ତେ ଜୀୱାନ୍‌ ବିତାଏକାକ ମେନ୍ତେ ପ୍ରାଭୁ ଆଚୁକାଦା ।
15 କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋʼ ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହିସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।
୧୫ମେନ୍‌ଦ ଆଇଁୟାଃ ଅକନ୍‌ ଆକ୍‌ତେୟାର୍‌ ମେନାଃ ଏନା ଆଇଙ୍ଗ୍‌ ମିଆଁଦ୍‌ହଁ କାଇଙ୍ଗ୍‌ ବେଭାର୍‌କାଦା, ଚାଏ ଏନ୍‌ ସବେନାଃ ଆଇଁୟାଃ ନାଗେନ୍ତେ ହବାଅଃକା ମେନ୍ତେ ଆଇଙ୍ଗ୍‌ ଆପେତାଃତେ କାଇଙ୍ଗ୍‌ ଅଲେତାନା, ଜେତାଏ ଆଇଁୟାଃ ନେ ମାନାରାଙ୍ଗ୍‌କେ ସାମା ଏଣ୍ଡାଗେତେଦ, ଗଜଃତେୟାଃ ଆଇଁୟାଃ ନାଗେନ୍ତେ ବୁଗିନାଃ ହବାଅଃଆ ।
16 କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।
୧୬ସୁକୁକାଜି ଉଦୁବ୍‌ତାନାଇଙ୍ଗ୍‌ ମେନ୍ତେ ଆଇଙ୍ଗ୍‌ ଆପାନ୍‌କେ କାଇଙ୍ଗ୍‌ ମାରାଙ୍ଗ୍‌ୟେଁନ୍‌ ତାନା, ନେ ବାହାରମ୍‌ ମାନାତିଙ୍ଗ୍‌ ନାଗେନ୍ତେ ଆଇଙ୍ଗ୍‌କେ ଆଚୁକାନା । ଏନାତେ ସୁକୁକାଜି କାଇଙ୍ଗ୍‌ ଉଦୁବେରେଦ, ହାଏ, ଆଇଁୟାଃ ପୁରାଃ ଦୁକୁ ହବାଅଃଆ ।
17 କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼ ଠାରେ ସମର୍ପିତ ହୋଇଅଛି।
୧୭ଆଇଙ୍ଗ୍‌ ଏନ୍‌ ସୁକୁକାଜିକେ ବେଗାର୍‌ ଆଚୁତେ ଆଇଙ୍ଗ୍‌ଗିଇଙ୍ଗ୍‌ କାମିରେଦ, ଆଇଙ୍ଗ୍‌ ନାଲା ନାମେ ନାଗେନ୍ତେଇଙ୍ଗ୍‌ ତାଙ୍ଗିକାତେତେୟାଃ, ମେନ୍‌ଦ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ ନେ କାମି ରିକାରେୟାଃ ବାହାରମ୍‌ ଏମାକାଦିଙ୍ଗ୍‌ ହରାତେ ଆଇଙ୍ଗ୍‌କେ ନେ କାମି ରିକା ଲାଗାତିୟାଁ ।
18 ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।
୧୮ଏନାରେ ଆଇଙ୍ଗ୍‌ ଚିଲ୍‌କାତେ ନାଲାଇଙ୍ଗ୍‌ ନାମେୟା? ସବେନ୍‌କତାଃରେ ବେଗାର୍‌ ଗନଙ୍ଗ୍‌ତେ ସୁକୁକାଜିଇଙ୍ଗ୍‌ ଉଦୁବ୍‌ତାନା, ନେଆଁଁଗି ଆଇଁୟାଃ ନାଲାତାନାଃ । ଏନାତେ ସୁକୁକାଜି ଉଦୁବ୍‌ ନାଗେନ୍ତେ ଆଇଙ୍ଗ୍‌ ଆଇଁୟାଃ ଜେତାନ୍‌ ଆକ୍‌ତେୟାର୍‌ କାଇଙ୍ଗ୍‌ ବେଭାର୍‌କାଦା ।
19 କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି।
୧୯ଆଇଙ୍ଗ୍‌ ମିହୁଡ଼୍‌ ତନଲ୍‌ହେତେ ରାଡ଼ାକାନ୍‌ ହଡ଼ ତାନିଙ୍ଗ୍‌, ଜେତାଏୟାଃ ଦାସି ନାହାଁଲିଙ୍ଗ୍‌, ଏନ୍‌ରେୟ ଖ୍ରୀଷ୍ଟ୍‌ରେ ସବେନ୍‌କକେ ନାମ୍‌କ ନାଗେନ୍ତେ ଆଇଙ୍ଗ୍‌ ସବେନ୍‌କଆଃ କିରିଙ୍ଗ୍‌ଦାସିଙ୍ଗ୍‌ ହବାକାନା ।
20 ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।
୨୦ଆଇଙ୍ଗ୍‌ ଯିହୁଦୀ ହଡ଼କକେ ଖ୍ରୀଷ୍ଟ୍‌ରେ ନାମ୍‌କ ନାଗେନ୍ତେ ଇନ୍‌କୁଲଃ ଯିହୁଦୀକ ଲେକା ଚାଇଲ୍‌ ଚାଲାନ୍‌ ରିକାତାନିଙ୍ଗ୍‌ । ମୁଶା ନାବୀଆଃ ଆନ୍‌ଚୁ ମାନାତିଙ୍ଗ୍‌ତାନ୍‌କକେ ଖ୍ରୀଷ୍ଟ୍‌ରେ ନାମ୍‌କ ନାଗେନ୍ତେ ଆଇଙ୍ଗ୍‌ ଜେତାନ୍‌ ଆନ୍‌ଚୁରେୟାଃ ଆକ୍‌ତେୟାର୍‌ରେ ବାଙ୍ଗାଇଙ୍ଗ୍‌ରେୟ ଆନ୍‌ଚୁରେୟାଃ ଆକ୍‌ତେୟାର୍‌ରେ ମେନାଇଙ୍ଗ୍‌ଲେକା ଚାଇଲ୍‌ ଚାଲାନ୍‌ ରିକାତାନିଙ୍ଗ୍‌ ।
21 ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ବରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଏବଂ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି।
୨୧ଏନ୍‌ଲେକାଗି ଆଇଙ୍ଗ୍‌ ଆନ୍‌ଚୁ ବାନଃ ହଡ଼କକେ ଖ୍ରୀଷ୍ଟ୍‌ରେ ନାମ୍‌କ ନାଗେନ୍ତେ ଆଇଙ୍ଗ୍‌ ଇନ୍‌କୁ ଥାଲାରେ କାମିତାନ୍‌ ଇମ୍‌ତା ସାଅଁସାର୍‌କ ଲେକା ଜୀୱାନ୍‌ ବିତାଅତାନାଇଙ୍ଗ୍‌ । ନେଆଁଁରାଃ ମୁଣ୍ଡି ନାହାଁଲାଃ ଯେ, ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ନିୟାମ୍‌ କାଇଙ୍ଗ୍‌ ମାନାତିଙ୍ଗ୍‌ତାନା । ସାର୍‌ତିଗି ଆଇଙ୍ଗ୍‌ ୟୀଶୁ ଖ୍ରୀଷ୍ଟ୍‌ଆଃ ନିୟାମ୍‌ରାଃ ଆକ୍‌ତେୟାର୍‌ରେ ମେନାଇୟାଁ ।
22 ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି।
୨୨ଅକନ୍‌କ ବିଶ୍ଵାସ୍‌ରେ ନାରାଦୁରା ମେନାକଆ ଇନ୍‌କୁକେ ଖ୍ରୀଷ୍ଟ୍‌ରେ ନାମ୍‌କ ନାଗେନ୍ତେ ଆଇଙ୍ଗ୍‌ହଁ ଇନ୍‌କୁଲେକା ହବାୟାନାଇଙ୍ଗ୍‌ । ଏନାତେ ଆଇଙ୍ଗ୍‌ ଇନ୍‌କୁକେ ବାଞ୍ଚାଅକ ନାଗେନ୍ତେ ସବେନ୍‌କତାଃରେ ହବାସାକାଅଃ ଲେକା ଜୀୱାନ୍‌ ବିତାଅକେଦାଇଙ୍ଗ୍‌ ।
23 ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।
୨୩ଆଇଙ୍ଗ୍‌ ସୁକୁକାଜି ଉଦୁବ୍‌କେଦ୍‌ତେ ଆଶିଷ୍‌ରାଃ ହିସା ନାମେ ନାଗେନ୍ତେ ନେ ସବେନାଃଇଙ୍ଗ୍‌ ରିକାତାନା ।
24 ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼।
୨୪ଜିନିତାଅରେୟାଃ ଏନେଃରେ ପୁରାଃ ହଡ଼କ ମେସାନାଃ ମେନ୍‌ଦ ମିହୁଡ଼୍‌ଗି ନାଲାଏ ନାମେୟା, ଏନା ଚିନାଃ ଆପେ କାପେ ସାରିତାନା? ଆପେ ନାଲାପେ ନାମେ ଲେକା ନିରେପେ ।
25 ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ।
୨୫ଜିନିତାଅରେୟାଃ ଏନେଃ ନାଗେନ୍ତେ ଇତୁକାନ୍‌ ହଡ଼କ ସବେନ୍‌ ଲେକାନ୍‌ ଇନିତୁତେ ସେକାଡ଼ାକାନ୍‌ଗିକ ତାଇନାଃ, ଇନ୍‌କୁ ଜିୟନଃ ବାହାମାଲା ନାମେ ନାଗେନ୍ତେକ କାମିୟାଃ, ମେନ୍‌ଦ ଆବୁ କା ଜିୟନଃ ନାଲା ନାମେ ନାଗେନ୍ତେବୁ କାମିୟା ।
26 ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ।
୨୬ଏନାମେନ୍ତେ ଆଇଙ୍ଗ୍‌ ନିର୍‌ ସେଟେରେ ଠାୟାଦ୍‌କେ ନେଲ୍‌କେଦ୍‌ତେ ଏନ୍ତାଃତେ ନିର୍‌ ସେଟେରେ ନାଗେନ୍ତେ ସିଧାଗିଙ୍ଗ୍‌ ନିରେତାନା । ମୁକାଲାଡ଼ାଇତାନ୍‌ ହଡ଼ ଲେକା ଆଇଙ୍ଗ୍‌ ଆଇଁୟାଃ ମୁକାକେ ସାମା ହୟରେ ମୁକା କାଇଙ୍ଗ୍‌ ସାନାଙ୍ଗ୍‌ତାନା ।
27 ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି।
୨୭ଏଟାଃକତାଃରେ ସୁକୁକାଜି ଉଦୁବ୍‌କେଦ୍‌ରେୟ ଆଇଙ୍ଗ୍‌ ଆଲକାଇଙ୍ଗ୍‌ ବାଗ୍‌ଡ଼ାଅଃ ମେନ୍ତେ ଦୁକୁ ସାହାତିଙ୍ଗ୍‌କେଦ୍‌ତେ ହଡ଼୍‌ମକେଇଙ୍ଗ୍‌ କେଟେଦ୍‌କେଦା ଆଡଃ ଆଇଁୟାଃ ଥାବର୍‌ରେଇଙ୍ଗ୍‌ ଦହକାଦା ।

< କରିନ୍ଥୀୟ 9 >