< କରିନ୍ଥୀୟ 9 >

1 ମୁଁ କଅଣ ସ୍ୱାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?
ନା଼ନୁ ନା଼ ମ଼ନତଲେ ମାଞ୍ଜାଲି ଆ଼ଡଅଁ? ନା଼ନୁ ର଼ ପାଣ୍ତ୍‌ୱି ଆ଼ତାତେଏଁ ଆ଼ଏ? ନା଼ନୁ ଏ଼ନାଆଁ ମା଼ ପ୍ରବୁ ଜୀସୁଇଁ ମେସାହିଲଅଁ? ମୀରୁ କି ମାହାପୂରୁ ତା଼ଣା ନା଼ କିତି କାମାତି ପା଼ଡ଼େୟି ଆ଼ଏ?
2 ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ।
ନା଼ନୁ ଏଟ୍‌କାତାରି ତା଼ଣା ପାଣ୍ତ୍‌ୱି ଆ଼ହାହିଲାଆତି ଜିକେଏ, ମିଙ୍ଗେତାକି ନା଼ନୁ ସାତେଏ ପାଣ୍ତ୍‌ୱି ଆ଼ହାମାନାତେଏଁ, ଇଚିହିଁ ପ୍ରବୁ ତା଼ଣା ମୀରୁ ନା଼ ପାଣ୍ତ୍‌ୱିଆ଼ହାମାନି ପା଼ଣାତା ୱେ଼ଚାମାନି ବୁଟୁ ମୁଦ୍ରା ଲେହେଁ ଆ଼ହାମାଞ୍ଜେରି ।
3 ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି।
ନାଙ୍ଗେ ନୀହାଁୟି କିୟାନାରିକି ନା଼ନୁ ୱେଣ୍ଡେ ୱେସ୍ତାନି କାତା ଈଦି ।
4 ଭୋଜନପାନ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
ନା଼ କାମାତାକି ତିଞ୍ଜା ଉଣ୍ତାଲି ମାଙ୍ଗେ ଅଦିକାରା ହିଲେଏ?
5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?
ଅ଼ର ପାଣ୍ତ୍‌ୱି ଆ଼ହାମାନାରି ପ୍ରବୁତି ତାୟିୟାଁ ଅ଼ଡ଼େ କେ଼ପା ଲେହେଁ କ୍ରୀସ୍ତାନା ତାଙ୍ଗିନି ବୀହା ଆ଼ହାଁ ଏ଼ ଇୟାନି ତଲେ ରେ଼ଜାଲି ମାଙ୍ଗେ ଅଦିକାରା ହିଲେଏ କି?
6 କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କଅଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ?
ଅ଼ଡ଼େ ଜୀୱୁତା ନୀଡାଲିତାକି କାମାତି ପିସାଲି ନାଙ୍ଗେ ଅ଼ଡ଼େ ବର୍ନବାତି ଅଦିକାରା ହିଲେଏ କି?
7 କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ?
ର଼ ଜୁଜୁ କିନାସି ଜୁଜୁତା ମାନି ବେ଼ଲା ତା଼ନୁଏ ତାଙ୍ଗେତାକି କାର୍ଚୁ କିନେସିକି? ଇଞ୍ଜାଁ ଆମ୍ବାଆସି ଅଙ୍ଗୁରି ବା଼ଡ଼ା କିହାଁ ଏମ୍ବାତି ପା଼ଡ଼େୟି ତିନଅସି କି? ଇଞ୍ଜାଁ ର଼ ଗ଼ଡ଼ୁ ତାନି ମାନ୍ଦାତି ପା଼ଲୁ ଗହ୍‌ଅସି କି?
8 ମୁଁ ମନୁଷ୍ୟ ଭାବରେ କଅଣ ଏହିସବୁ କଥା କହୁଅଛି? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କଅଣ ଏହିସବୁ କଥା କୁହେ ନାହିଁ?
ନା଼ନୁ ମାଣ୍‌ସି ଆ଼ହାଁ ଈ ବାରେ କାତା ୱେସିମାଞ୍ଜାଇଁ? ଇଞ୍ଜାଁ ସା଼ସ୍ତେରି ଜିକେଏ ଈ ବାରେ କାତା ୱେସିମାଞ୍ଜେଏ କି?
9 କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖାଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ଈଶ୍ବର କଅଣ ବଳଦ ବିଷୟରେ ଚିନ୍ତା କରନ୍ତି?
ଇଚିହିଁ ମ଼ସାତି ମେ଼ରାତା ଇଲେଇଞ୍ଜିଁ ରା଼ସ୍‌କି ଆ଼ହାମାନେ, “ନ଼ର୍ପିମାନି କ଼ଡିତି ଗୂତିତା କ଼ତ୍ରା ଦହ୍‌ଆଦୁ,” ମାହାପୂରୁ ୱାର୍‌ଇ ଏ଼ କ଼ଡିତି ଅଣ୍‌ପିମାନେସି କି?
10 ସେ କଅଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତାହାର ବେଙ୍ଗଳା ପକାଇବା ଉଚିତ୍।
୧୦ଏ଼ୱାସି ଈଦାଆଁ ମାଙ୍ଗେତାକି ୱେସା ମାଞ୍ଜଅସି? ହାଅ, ମାଙ୍ଗେତାକି ଈଦି ରା଼ସ୍‌କି ଆ଼ହାମାନେ, ଏ଼ନାଆଁତାକି ଇଚିହିଁ ଆମ୍ବାଆସି ତା଼ସା କିନେସି ଆ଼ସା ତଲେ ତା଼ସା କିନାୟିମାନେ, ଅ଼ଡ଼େ ନ଼ର୍ପିନାସି ଗାଡି ବା଼ଗା ବେଟାଆ଼ହାଲି କ଼ତ୍ରା ଦହ୍‌ନେସି ।
11 ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କଅଣ ଗୁରୁତର ବିଷୟ?
୧୧ମା଼ମ୍ବୁ ମିଙ୍ଗେତାକି ନେହିଁ ଜୀୱୁତି ବିଚା ମାଟା ମାଟାମାନମି, ଅ଼ଡ଼େ ମୀ ତା଼ଣାଟି ଈ ଦାର୍‌ତିତି ତା଼ସା ଦା଼ତିହିଁ ଏ଼ଦି ଏ଼ନି କାଜା କାତା ଆ଼ଏକି?
12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।
୧୨ଏଟ୍‌କା ଲ଼କୁ ମୀ ତା଼ଣାଟି ବା଼ଗା ବେଟାଆ଼ହାଲି ଅଦିକାରା ମାଚିହିଁ, ଏ଼ଦାଆଁ କିହାଁ ଆଗାଡ଼ା ବେଟାଆ଼ହାଲି ମା଼ ଅଦିକାରା ହିଲେଏ କି? ଆ଼ତିଜିକେଏ ମା଼ମ୍ବୁ ଏ଼ ଅଦିକାରା ଲେ଼ମ୍ବା ହିଲଅମି । ସାମା ଏ଼ନିକିଁ ମା଼ମ୍ବୁ କ୍ରୀସ୍ତତି ନେହିଁ କାବ୍ରୁ ୱେ଼ଙ୍ଗି କିନି କାମାତା ଏ଼ନି ବା଼ଦା ୱା଼ଆପେ ଇଞ୍ଜିଁ ବାରେ ଅ଼ର୍‌ହିମାନମି
13 ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କଅଣ ଜାଣ ନାହିଁ?
୧୩ଆମ୍ବାଆରି ଦେ଼ୱୁଡ଼ିତା ପୂଜା କିନାରି ଏ଼ୱାରି ଦେ଼ୱୁଡ଼ିତି ରା଼ନ୍ଦା ବେଟାଆ଼ନେରି, ଇଞ୍ଜାଁ ଆମ୍ବାଆରି ପୂଜା କିନାରି ପୂଜା କିହାଲି ପୂଜା ପିଣ୍ତାତା ଇଟିତି ବ଼ଗୁତି ବା଼ଗା ବେଟାଆ଼ନେରି, ଇଞ୍ଜିଁ ମୀରୁ ପୁଞ୍ଜାହିଲଅତେରି କି?
14 ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।
୧୪ଏଲେକିହିଁଏ ଆମ୍ବାଆରି ନେହିଁ କାବ୍ରୁତି ୱେ଼କ୍‌ହି ମାନେରି, ଏ଼ୱାରି ନେହିଁ କାବ୍ରୁ ୱେ଼କ୍‌ନି ତା଼ଣାଟିଏ ନୀଡିନେରି, ଈ କାତା ପ୍ରବୁ ହୁକୁମି ହୀହାମାନେସି ।
15 କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋʼ ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହିସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।
୧୫ସାମା ନା଼ନୁ ଈ ବାରେ ଏ଼ନାଆଁୱା ଲେ଼ମ୍ବାହିଲଅଁ, ଅ଼ଡ଼େ ନାଙ୍ଗେତାକି ଏଲେ କିୱିଆ଼ପେ, ଏ଼ଦାଆଁତାକି ରା଼ଚିମାଞ୍ଜଅଁ; ଇଚିହିଁ ଆମ୍ବାଆରି ନା଼ ନେହିଁ ବଡପଣତି ଉଜେଏ କିନି କିହାଁ ନା଼ନୁ ହା଼ହାହାନାୟି ନେହେଁ ।
16 କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।
୧୬ଇଚିହିଁ ନା଼ନୁ ନେହିଁ କାବ୍ରୁ ୱେ଼କ୍‌ଇଁ, ଏମ୍ବାଆଁ ନା଼ ବଡପଣ ଆ଼ନାୟି ହିଲେଏ, ଏ଼ନାଆଁତାକି ଇଚିହିଁ ଏ଼ଦାଆଁ କିହାଲି ହୁକୁମି ବେଟାଆ଼ହାମାଇଁ, ଇଞ୍ଜାଁ ନା଼ନୁ ନେହିଁ କାବ୍ରୁ ୱେ଼କ୍‌ଆତେଏଁ ଇଚିହିଁ ନା଼ନୁ ଏଚେକା ଡଣ୍ତ ବେଟାଆ଼ନାତେଏଁ ।
17 କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼ ଠାରେ ସମର୍ପିତ ହୋଇଅଛି।
୧୭ଇଚିହିଁ ନା଼ନୁ ଜାହାରା ମ଼ନତଲେ ଈ କାମା କିଇଁ, ଆତିହିଁ ନାଙ୍ଗେତାକି ଦା଼ନା ମାନେ; ସାମା ନା଼ନୁ ନା଼ ମ଼ନତଲେ କାମା କିଆତିହିଁ ଜିକେଏ ମାହାପୂରୁ ନାଙ୍ଗେ ସେ଼ବାକିନି କାମାତି ବ଼ଜୁ ହେର୍‌ପା ମାଞ୍ଜାନେସି ।
18 ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।
୧୮ଆତିହିଁ ନା଼ ଦା଼ନା ଏ଼ନାୟି? ଏ଼ଦି ଈଦି ନା଼ନୁ ନା଼ ନେହିଁ କାବ୍ରୁତା ମାନି ଅଦିକାରା ଲେ଼ମ୍ବାଆନା ନେହିଁ କାବ୍ରୁ ୱେସି ୱେସି ଏ଼ ନେହିଁ କାବ୍ରୁତି ଉଜେଏ ୱେ଼କ୍‌ଇଁ ।
19 କାରଣ ଯେପରି ମୁଁ ଅଧିକ ସଂଖ୍ୟକ ଲୋକ ଲାଭ କରିପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି।
୧୯ନା଼ନୁ ଆମ୍ବାଆରି ହ଼ଲେଏଣା ଆ଼ଆତି ଜିକେଏ, ଏ଼ନିକିଁ ନା଼ନୁ ହା଼ରେକା ଗାଡି ଲ଼କୁଣି ବେଟାଆ଼ହାଲି ଆ଼ଡିଇଁ, ଏ଼ଦାଆଁତାକି ନା଼ନୁ ଜାହାରାଇଁ ବାରେତି ହ଼ଲେଏସି କିତେଏଁ ।
20 ଯେପରି ମୁଁ ଯିହୁଦୀମାନଙ୍କୁ ଲାଭ କରିପାରେ, ଏଥିପାଇଁ ଯିହୁଦୀମାନଙ୍କ ନିକଟରେ ମୁଁ ଯିହୁଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।
୨୦ଏ଼ନିକିଁ ନା଼ନୁ ଜୀହୁଦିୟାଁଣି କ୍ରୀସ୍ତ ତାକି ଜୀଣା ଆ଼ହାଲି ଆ଼ଡିଇଁ, ଏ଼ଦାଆଁତାକି ଜୀହୁଦି ଲ଼କୁ ନ଼କିତା ନା଼ନୁ ଜୀହୁଦି ଲେହେଁ ଆ଼ହିମାଇଁ; ଏ଼ନିକିଁ ମ଼ସାତି ମେ଼ରାତା ଦସ୍‌ପି ଆ଼ହାମାନାରାଇଁ ଜୀଣା ଆ଼ହାଲି ଆ଼ଡିଇଁ, ଏ଼ଦାଆଁତାକି ନା଼ନୁ ମେ଼ରାତା ଦସ୍‌ପି ଆ଼ଆତି ଜିକେଏ ମେ଼ରାତା ଦସ୍‌ପି ଆ଼ତି ଲ଼କୁଲେହେଁ ଆ଼ତେଏଁ ।
21 ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଈଶ୍ବରଙ୍କ ବ୍ୟବସ୍ଥାବିହୀନ ନ ହୋଇ ଏବଂ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି।
୨୧ଏ଼ନିକିଁ ନା଼ନୁ ମ଼ସାତି ମେ଼ରା ପୁନାଆତି ଏଟ୍‌କା କୂଡ଼ାତି ଲ଼କୁଣି ବେଟାଆ଼ହାଲି ଆ଼ଡିଇଁ, ଈଦାଆଁତାକି ନା଼ନୁ ମାହାପୂରୁତି ମେ଼ରାତା ହିଲାଆ ଲ଼କୁ ଆ଼ଆନା କ୍ରୀସ୍ତତି ମେ଼ରା ମା଼ନୱି ଆ଼ତିଜିକେଏ ମ଼ସାତି ମେ଼ରାତା ହିଲାଆ ଲ଼କୁ ନ଼କିତା ମ଼ସାତି ମେ଼ରାତା ହିଲାଆ ଲ଼କୁଲେହେଁ ଆ଼ତେଏଁ ।
22 ଯେପରି ମୁଁ ଦୁର୍ବଳମାନଙ୍କୁ ଲାଭ କରିପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରିପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି।
୨୨ଏ଼ନିକିଁ ନା଼ନୁ ବା଼ଡ଼୍‌ୟୁ ହିଲାଆଗାଟାରାଇଁ ଜୀଣା ଆ଼ହାଲି ଆ଼ଡିଇଁ, ଏ଼ଦାଆଁତାକି ବା଼ଡ଼୍‌ୟୁ ହିଲାଆ ଗାଟାରି ନ଼କିତା ବା଼ଡ଼୍‌ୟୁ ହିଲାଆଲେହେଁ ଆ଼ତେଏଁ; ଏ଼ନିଇଚିହିଁ ଜିକେଏ ନା଼ନୁ ଏଚର ଜା଼ଣାଇଁ ଗେଲ୍‌ପାଲି ଆ଼ଡିଇଁ, ଈଦାଆଁତାକି ବାରେ ଲ଼କୁ ଏ଼ନିଲେହେଁତାରି ନା଼ନୁ ଏ଼ୱାରିଲେହେଁ ଆ଼ତେଏଁ ।
23 ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।
୨୩ନା଼ନୁ ଏ଼ନିକିଁ ନେହିଁ କାବ୍ରୁତି ବ଼ରତା ଆଣ୍ତାଲି ଆ଼ଡିଇଁ, ଏ଼ଦାଆଁତାକି ନା଼ନୁ ନେହିଁ କାବ୍ରୁତାକି ବାରେ କିଇଁ ।
24 ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼।
୨୪ଆମ୍ବାଆରି କାହିନି ତା଼ଣା ହଣ୍‌ନେରି ଏ଼ୱାରି ବାରେଜା଼ଣା ହଣ୍‌ନେରି ସାତା, ସାମା ରଅସିଏ ଜୀଣା ଆ଼ହାଁ ଦା଼ନା ବେଟା ଆ଼ନେସି, ଈଦାଆଁ ମୀରୁ ପୁଞ୍ଜାହିଲଅତେରି? ମୀରୁ ଏ଼ନିକିଁ ଦା଼ନା ବେଟାଆ଼ଦେରି ଏ଼ଦାଆଁତାକି ଏଲେକିଁ ହଣ୍‌ଦୁ ।
25 ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ।
୨୫ଆମ୍ବାଆସି ବା଼ଦ୍‌ହାରା ତଲେ କାହିନି ତା଼ଣା ଆଣ୍ଡିନେସି ଏ଼ୱାସି ବାରେ ନେହିଁକିଁ ଜା଼ପିନେସି; ଏ଼ୱାରି ଗା଼ଡ଼େକେଏ ନାସୱି ଆ଼ନି ଟ଼ପେରି ବେଟାଆ଼ହାଲି କାହିମାନେରି; ସାମା ମା଼ର ଏଚେଲାୱା ନା଼ସା ଆ଼ଆଗାଟି ଟ଼ପେରି ବେଟାଆ଼ହାଲି ଏଲେ କିନ ।
26 ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ।
୨୬ଏ଼ଦାଆଁତାକି ନା଼ନୁ ହଟିମାଇଁ, ସାମା ଗୁରି ହିଲାଆ ତା଼ଣା ଆ଼ଏ, ନା଼ନୁ ମୁଟିତଲେ କୁତ୍‌କି ଆ଼ନି ଜୁଜୁ କିହିମାଇଁ, ସାମା ୱାର୍‌ଇ ଗା଼ଲିତି ୱେ଼ନି ଲ଼କୁଲେହେଁ ଆ଼ଏ ।
27 ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି।
୨୭ଏଟ୍‌କା ଲ଼କୁତା଼ଣା ନେହିଁ କାବ୍ରୁ ୱେସିହିଁ ନା଼ନୁ ଏ଼ନିକିଁ ଅ଼ପାଆ ଗାଟାତେଏଁ ଆ଼ଅଁ ଏ଼ଦାଆଁତାକି ନା଼ ଆଙ୍ଗାତି କସ୍ତ ବା଼ଦା ହୀହାନା ଲକ୍‌ହିମାଇଁ ।

< କରିନ୍ଥୀୟ 9 >